
ତିର୍ତ୍ତଲ ବ୍ଳକ ରେ ହୋଇପାରୁନି ସରକରି କାର୍ଯ୍ୟ ର ଵିଲ , ଲୋକେ ହନ୍ତସନ୍ତ । ତିର୍ତ୍ତଲ : ଡବଲ ଇଞ୍ଜିନ ସରକାର ବିଭିନ୍ନ ଯୋଜନା କୁ ରୂପାନ୍ତର କରି ବିଭିନ୍ନ କାର୍ଯ୍ୟ ମାଧ୍ୟମ ରେ ସାଧାରଣ ଲୋକଙ୍କ ପାଇଁ ଭେଟି ଦେଉଛନ୍ତି ବହୁ ପ୍ରକଳ୍ପ । ସାଧରଣ ଜନତା କାର୍ଯ୍ୟ କୁ ଠିକ ଭାବରେ ତୁଲାଇ ବା ସହିତ ଖର୍ଚ୍ଚ କରିଥିବା ଅର୍ଥ କୁ ସରକାର ଙ୍କ ଠାରୁ ବ୍ଳକ ଓ ବିଭିନ୍ନ ସଂସ୍ଥା ମାଧ୍ୟମରେ ପାଉଛନ୍ତି । ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତଲ ବ୍ଳକ ରେ । ବ୍ଲକ ର ଆଜକୁ ପ୍ରାୟ ୨...

ଝଙ୍କଡ଼ ସାହିତ୍ଯ ସଂସଦର ସ୍ବନକ୍ଷତ୍ର ଉତ୍ସବ ତିର୍ତ୍ତୋଲ:୨୦/୦୭-(ରିପୋର୍ଟ-ଟୁକନ ସେଠୀ)- ଜନ୍ମଜାତକ ପ୍ରତ୍ଯେକ ବ୍ଯକ୍ତି ତଥା ଅନୁଷ୍ଠାନମାନଙ୍କ ପାଇଁ ଏକ ତଥାକଥିତ ଦସ୍ତାବିଜ କହିଲେ ଅତ୍ଯୁକ୍ତି ହେବନାହିଁ। ପତ୍ଯେକଙ୍କ ବୟସର ମାପକାଠିହିଁ ,ତାଙ୍କ ଗୌରବ ଓ ଗରିମାର ପରିଚୟ ପ୍ରଦାନ କରିଥାଏ ବୋଲି ଝଙ୍କଡ଼ ସାହିତ୍ଯ ସଂସଦର ସ୍ବନକ୍ଷତ୍ର ଦିବସରେ ଅଧ୍ଯକ୍ଷତା କରିବା ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ ମତବ୍ଯକ୍ତ କରିଥିଲେ ।ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦାସ୍ଥିତ ଆଖଣ୍ଡଳେଶ୍ଵର ମନ୍ଦିର ପରିସର ମଧ୍ଯରେ ଅନୁଷ୍ଠିତ ଏହି ଉତ୍ସବରରେ ମୁଖ୍ଯଅତିଥି ପ୍ରାଧ୍ଯପିକା ଡକ୍ଟର ବିଷ୍ଣୁପ୍ରିୟା...

ଗୋଚର ଜମି ରକ୍ଷାକରିବାରେ ତହସିଲ ପ୍ରଶାସନ ଅକ୍ଷମ, କୋର୍ଟ ର ଦ୍ୱାରସ୍ତ ହେଲେ ସରପଞ୍ଚ - ତିର୍ତ୍ତୋଲ-୨୦/୭-ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡ଼ା ମୌଜାର ଗୋଚର କିସମ ଖାତା ନ-୮୨୮ ପ୍ଲାଟ ନ.୧୯୫୦ରେ ଜୋର ଜବରଦସ୍ତ ବେଆଇନି ସ୍ଥାୟୀ ନିର୍ମାଣ ତେରମାଣପୁର ନିବାସୀ ଶିଶିର ଦାସ।ଏହି ନିର୍ମାଣ କୁ ନେଇ ତାଳପଡ଼ା ସରପଞ୍ଚ ,କୁଜଙ୍ଗ ତହସିଲଦାର,ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ଜଣାଇ କୈଣସି ସୁଫଳ ନ ପାଇ କୁଜଙ୍ଗ କୋର୍ଟ ର ଦ୍ଵାରସ୍ତ ହୋଇଛନ୍ତି।ଆଇ.ଏ. ନ-୧୩୫/୨୫ମୁତାବକ ମାନ୍ୟବର ଅଦାଲତ ସ୍ତିତାବସ୍ତା ବଜାରଖିବାକୁ ନିର୍ଦେଶ ଦେଇଛନ୍ତି।ଏହି ଆଦେଶ କୁ କାର୍ଯ୍ୟକାରୀ କରିବାକୁ ତାଳପଡ଼ା ସରପଞ୍ଚ ତିର୍ତ୍ତୋଲ ପୋଲିସ ର ଦ୍ଵାରସ୍ତ ହୋଇଥିବା ବେଳେ ଆଗକୁ...

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ତହସିଲ କାର୍ଯ୍ୟାଳୟ, ବିନା ହାତଗୁଞ୍ଜା ରେ ଘୁଞ୍ଚୁନି ଇଞ୍ଚେ ଵି ଫାଇଲ l ଖୋର୍ଦ୍ଧା-19/7-ବହୁ ଅବ୍ୟବସ୍ଥା ମଧ୍ୟ ଦେଇ ଚାଲିଛି, ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ l ବିନା ହାତ ଗୁଞ୍ଜା ରେ କୌଣସି କାର୍ଯ୍ୟ ହେଉ ନଥିବା ନେଇ ସାଧାରଣ ରେ ଅଭିଯୋଗ ହେଉଛି l ଜ଼ିଲ୍ଲା ସଦର ମହକୁମା ରେ ଅବସ୍ଥିତ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ଟି ହେଉଛି ବହୁ ପୁରାତନ l ଦୈନନ୍ଦିନ ବହୁ ସଂଖ୍ୟା ରେ ସାଧାରଣ ଲୋକେ ବିଭିନ୍ନ କାର୍ଯ୍ୟ ନେଇ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ କୁ ଆସୁଥିବାବେଳେ ଉପଯୁକ୍ତ ସେବା ନପାଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ...

ବଜାର କମିଟି ର ନିର୍ଦେଶ ବଜାର ରେ ମଦ ବିକିଲେ କି ମଦ୍ୟପାନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ କାକଟପୁର ୧୯/୭(ତୁଷାର ଦୀକ୍ଷିତ ) ସରକାର ଙ୍କ ରାଜସ୍ୱ ପାଣ୍ଠି ବୃଦ୍ଧି ରେ ବର୍ତ୍ତମାନ ଅବକାରୀ ବିଭାଗ ର ସ୍ୱତନ୍ତ୍ର ସ୍ଥାନ ରହିଛି। ଅସ୍ତରଙ୍ଗ ଅଞ୍ଚଳ ରେ କିଛି ମଦ ମାଫିଆ ସରକାର ଙ୍କ ଗାଇଡ଼ ଲାଇନ ରୁ ବାହାରି ଚୋରା ମଦ ବ୍ୟବସାୟ ରେ ମାତିଛନ୍ତି, ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳ ରେ ବିଭିନ୍ନ ସମୟରେ ଅନେକ ଅଘଟଣ ଘଟିଛି କିନ୍ତୁ ଅସ୍ତରଙ୍ଗ ପୋଲିସ ତରଫରୁ ଏସବୁ ବନ୍ଦ ପାଇଁ କୌଣସି ପଦକ୍ଷେପ...

ଦେଉଳିମଠରେ ବୃକ୍ଷରୋପଣ ମହୋତ୍ସବ ପାଳିତ, କାକଟପୁର ତା ୧୯/୭ ( ତୁଷାର ଦୀକ୍ଷିତ ) ଆଜି ପୁରୀଜିଲ୍ଲା କାକଟପୁରର ଦେଉଳିମଠ ପରିସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଓ ବରୋଦା ବ୍ୟାଙ୍କ କାକଟପୁର ଶାଖା ମିଳିତ ସହଯୋଗରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କାକଟପୁର ବନଖଣ୍ଡ ଅଧିକାରିଣୀ ମୋନାଲିସା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଦ୍ୱାରା ପରିବେଶରେ ସ୍ୱଛତା ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ମଙ୍ଗଳା...

କଅଁଳ ନିଷ୍ପାପ ଶିଶଙ୍କୁ ଛାଡି ମା ନିଖୋଜ, ଚିନ୍ତାରେ ସ୍ୱାମୀ, ଶାଶୁ,ଶ୍ୱଶୁର କାକଟପୁର ୧୯/୭,କାକଟପୁର ବ୍ଲକ ସୁହାଣପୁର ଗ୍ରାମ ବାଣୁଆ ସାହି ଗ୍ରାମ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି, ୨ ଟି କୋମଳମତି ଶିଶୁକନ୍ୟା ପ୍ରତ୍ୟେକ ଦିନ ହାତରେ ଗୋଟେ ମହିଳା ଙ୍କ ଫୋଟୋ ନେଇ ସାଇ ପଡିଶା ଘରେ ଖୋଜୁଛନ୍ତି, ସେ ଆଉ କେହି ନୁହନ୍ତି ବରଂ ସେଇ ଶିଶୁକନ୍ୟାଙ୍କ ଜନ୍ମଦାତ୍ରୀ ମା' ପୂଜାରାଣୀ ପ୍ରଧାନ, ସୂଚନା ଅନୁଯାଇ ସୁହାଣପୁର ଗ୍ରାମ ରେ ପୀତବାସ ଘଡେଇ ଙ୍କ ସାନ ପୁଅ...

( ମା ସନ୍ତୋଷି ଜରାଶ୍ରମ କୁ ରୋଷୋଇ ସରଞ୍ଜାମ ପ୍ରଦାନ)। କୁଜଙ୍ଗ ୧୯/୦୭ ପେସାରେ ସେ ଜଣେ ଡାକ୍ତର କିନ୍ତୁ ନିଶା ତାଙ୍କର ସମାଜ ସେବା | ଦୁଖୀ ଲୋକଙ୍କର ଦରଦୀ ବନ୍ଧୁଟିଏ ସେ | ଦୀନଦରିଦ୍ରଙ୍କୁ ଦେଖିଲେ ସେ ତତ୍କ୍ଷଣାତ ବଢ଼ାଇ ଦିଅନ୍ତି ସାହାଯ୍ୟର ହାତ | ନିଜ ଚାକିରୀ ଜୀବନର ପାରିଶ୍ରମିକରୁ ସେ ସେମାନଙ୍କ ପାଇଁ ଖର୍ଚ କରିଦିଅନ୍ତି ଲକ୍ଷ ଲକ୍ଷ ଟଙ୍କା | ଏଭଳି ଜଣେ ଡାକ୍ତର ହେଉଛନ୍ତି କୁଜଙ୍ଗ ମେଡିକାଲର ସତ୍ୟଜିତ ପ୍ରଧାନ | ତାଙ୍କ ବାପା ମନୋରଞ୍ଜନ ପ୍ରଧାନ ପାରାଦୀପ...

ଇଲେକ୍ଟ୍ରି କର୍ମଚାରୀ କହି ମହିଳା ଙ୍କୁ ବଳାତ୍କାର ଉଦ୍ୟମ ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ପୋଲିସ କୁ କଲେ ହସ୍ତାନ୍ତର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତ୍ରିତୋଲ ଥାନା ଅନ୍ତର୍ଗତ କୋଲର୍ ପଞ୍ଚାୟତ ର ଓଳଗନ୍ଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଆଖଣ୍ଡଳମଣି ଇଲେକ୍ଟ୍ରି କମ୍ପାନୀ ର ଇଲେକ୍ଟ୍ରି କର୍ମଚାରୀ ପରିଚୟ ଦେବା ସହିତ ଇଲେକ୍ଟ୍ରି ମିଟର ବସାଇବା ନାଁ ରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତରେ ଜଣେ ବ୍ୟକ୍ତି ଙ୍କ ଘରେ ପସି ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ଏକୁଟିଆ ଥିବା ମହିଳା ଙ୍କୁ ବଳାତ୍କାର...

ବିଚ୍ ରାସ୍ତାରେ ନାବାଳିକାଙ୍କୁ ପେଟ୍ରୋଲ୍ ଢାଳି ଲଗାଇଦେଲେ ନିଆଁ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପୁଣି ସାମ୍ନାକୁ ଆସିଲା ଭୟଙ୍କର ଘଟଣା ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ଜନିତ ମୃତ୍ୟୁ ଖବର ମନରୁ ଲିଭି ନଥିବା ବେଳେ ପୁଣି ଓଡ଼ିଶାରେ ଘଟିଛି ଆଉ ଏକ ଦୁଃଖଦ, ଅଭାବନୀୟ ଅମାନବୀୟ, ଅମାନୁସିକ ଘଟଣା ଘଟିଛି । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନାରୁ ଆସିଛି ଏକ ଛାତିଥରା ଘଟଣା । ଜଣେ 15 ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି 3 ଦୁର୍ବୃତ୍ତ । ଏମ୍ସରେ ଗୁରୁତର...

ଦିବାଲୋକରେ ମହିଳାଙ୍କୁ ନିର୍ଯାତନା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : କ୍ଷୋଭ ପ୍ରକାଶ କଲେ ନବୀନ ଭୁବନେଶ୍ବର: (ସମୀର ରଞ୍ଜନ ନାୟକ )ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ପୋଡିଦେବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ଏକ୍ସ ରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ସେ ଏକ୍ସରେ ଲେଖିଛନ୍ତି ଯେ, ଦିବାଲୋକରେ ହତ୍ୟା ପ୍ରୟାସ ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ମର୍ମାହତ ହୋଇଛି । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ...

କାର୍ଯ୍ୟରତ ଶ୍ରମିକ ଙ୍କ ଶାନ୍ତି ପୂର୍ଣ୍ଣ ଧାରଣା କାଇ ଆନ୍ତର୍ଜାତିକ ପର୍ଣ୍ୟ ପରିବହନ KICTରେ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଚେନ୍ନାଇ ରାଧା ଏବଂ ଅନ୍ୟ କଣ୍ଟ୍ରାକ୍ଟର ର ଶ୍ରମିକ ମାନେ ଶାନ୍ତି ଶ୍ରୁଖଳା ସହ KICT ଆଡ଼ମିନ ଅଫିସ ଘେରାଉ କରିଛନ୍ତି. ସୂଚନା ମୁତାବକ , ଶ୍ରମିକ ମାନେ ବହୁତ ଦିନ ଧରି ଅଭିଯୋଗ କଲା ପରେମଧ୍ୟ ସେମାନେ ତାଙ୍କ...