Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କଂଗ୍ରେସ ତରଫରୁ କୁଜଙ୍ଗ ରେ ବନ୍ଦ ପାଳନ

କୁଜଙ୍ଗ | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କଂଗ୍ରେସ ତରଫରୁ କୁଜଙ୍ଗ ରେ ବନ୍ଦ ପାଳନ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କୁଜଙ୍ଗ ରେ ଜାତୀୟ କଂଗ୍ରେସ ତରଫରୁ ବନ୍ଦ ଡାକରା, ବିରେନ ଦଳାଇ ଙ୍କ ନେତୃତ୍ୱ ରେ କୁଜଙ୍ଗ ବ୍ଲକ କଂଗ୍ରେସ ତରଫରୁ ବନ୍ଦ ଡାକରା ସଫଳତା ର ସହ ହେଇଯାଇଛି, ଏଥିରେ କୁଜଙ୍ଗ ବ୍ଲକ ର ପୂର୍ବତନ ସମିତି ସଭ୍ୟ ଶ୍ରୀ ନୂତନ ତ୍ରିପାଠୀ, ଏ ସି ସେଲ ର ପୂର୍ବତନ ସଭାପତି ଶ୍ରୀ ବିଶ୍ଵନାଥ ମଲ୍ଲିକ, କୁଜଙ୍ଗ ର...

Article Image

ଅଖିଳ ଭରିତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂପୁର ନଗର ତରଫ ରୁ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ପାଳିତ

ଜଗତସିଂହପୁର | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଖିଳ ଭରିତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂପୁର ନଗର ତରଫ ରୁ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ପାଳିତ।* ୧୭/୦୭/୨୫ REPOTER- OMM PRAKASH ଜଗତସିଂପୁର ନଗର ତରଫ ରୁ ବିଜୁପଟ୍ଟନାୟକ ଡିଗ୍ରି କଲେଜ ରେ ଏଫ .ଏମ କାଲେଜ ର ଭଉଣୀ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ସହ Icc commeti ର ସଦସ୍ୟ ଓ ଭଉଣୀଙ୍କର ଚରିତ୍ର ସଂହାର କରିଥିବା ଛାତ୍ର କଂଗ୍ରେସ ଓ ବିଜେଡି ଦଳ ର ନେତା ମାନଙ୍କୁ ଗିରଫ୍ ଓ ସୌମ୍ୟାଶ୍ରୀ ଭଉଣୀଙ୍କ ନାମରେ ଏକ କାଲେଜ ଛାତ୍ର ଛାତ୍ରୀ ମାନଙ୍କନ ସୁରକ୍ଷା ନିମନ୍ତେ...

Article Image

ଲୋକଙ୍କ ଅସୁବିଧା ରେ ଛିଡାହେଲେ ପୁର୍ବତନ ସାଂସଦ ।

ତିର୍ତୋଲ | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଲୋକଙ୍କ ଅସୁବିଧା ରେ ଛିଡାହେଲେ ପୁର୍ବତନ ସାଂସଦ ।* *ତୁରନ୍ତ ସମସ୍ୟା ର ସମାଧାନ ବାଟ କାଢ଼ିବାକୁ କେନ୍ଦ୍ର ମନ୍ତ୍ରୀ ଙ୍କୁ କଲେ ଚିଠି ।* ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠି)-ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚୟତ ଅଧିନସ୍ତ ରାଜସ୍ୱ ଗ୍ରାମ ବେଗୁନିଆ,ମଠସାହି,କୋର କୋର ଓ ଯଜାଙ୍ଗ ଇତ୍ୟାଦି ଗ୍ରାମରେ ଏଆରଟେଲ ଓ ବି.ଏସ.ଏନ ଏଲ ସେବା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଭାରତ ର ବୃହତ୍ତମ ସେବା ପ୍ରଦାନକାରି ଡୁଙ୍ଗୁରା ପିଟୁଥିବା ସଂସ୍ଥା ଏ.ଆର.ଟେଲ କମ୍ପାନୀ ବେଗୁନିଆ ଓ ମଠସାହି ରେ ସେବା ଦେବାରେ ବିଫଳ ହୋଇଛି । ସେହିଭଳି ଭାରତ ସରକାରଙ୍କ ଦୁରସଂଚାର ସଂସ୍ଥା ବି.ଏସ.ଏନ. ଏଲ...

Article Image

ହରପ୍ରିୟା ମୃତ୍ୟୁ ରେ କାକଟପୁର ଶୋକ ର ଛାୟା

କାକଟପୁର | 16/07/2025 | ବିକ୍ରମ ଓଡ଼ିଶା ନିୟୁଜ

ହରପ୍ରିୟା ମୃତ୍ୟୁ ରେ କାକଟପୁର ଶୋକ ର ଛାୟା କାକଟପୁର 16/7 ଆଜି କାକଟପୁର ଅଞ୍ଚଳ ର ସ୍ୱାଧୀନତା ସଂଗ୍ରାମୀ ନିରୋଦ ବରଣ ମହାନ୍ତି ଙ୍କ ଧର୍ମପତ୍ନୀ ହର ପ୍ରିୟା ମହାନ୍ତି ଙ୍କ କାକଟପୁର ପୁର ସ୍ଥିତ ବାସ ଭବନରେ ପରଲୋକ ହୋଇ ଯାଇଛି ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା ଆଜି ସକାଳୁ ଶୌଚ ହେବା ପାଇ ଯାଇଥିବା ବେଳେ ହଟାତ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତଳେ ପଡି ଯାଇଥିଲେ ସେହି ସମୟରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ନିରୋଦ...

Article Image

ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ବିଶ୍ୱ ଦକ୍ଷତା ଦିବସ ପାଳିତ।

ତିର୍ତୋଲ | 16/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ବିଶ୍ୱ ଦକ୍ଷତା ଦିବସ ପାଳିତ। ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅର୍ଥରିଟି ଦ୍ବାରା ଅନୁବନ୍ଧିତ ଓ କିଉଭାନ୍ ସ୍କିଲ୍ ଏମ୍ପାପାଓର ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି।ଏହି ଦିବସ ଅବସରରେ ସକାଳୁ ଦକ୍ଷତା ବିକାଶ କେନ୍ଦ୍ର ପରିସରରୁ ଏକ ଫ୍ଲାଗ୍ ମାର୍ଚ୍ଚ ବାହାରି ବଜାର ପରିକ୍ରମା କରିଥିଲା। ଏହାପରେ ଛାତ୍ରୀ ମାନଙ୍କ ମଧ୍ୟରେ ପୁଞ୍ଚି ଖେଳ,ମିଉଜିକ୍ ଚେୟାର ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ମୁଖ୍ୟ...

Article Image

ଚିକିତ୍ସା ପାଇଁ ଅର୍ଥାଭାବ ସାଜିଛି ବାଧକ

ଆଠଗଡ଼ | 16/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଚିକିତ୍ସା ପାଇଁ ଅର୍ଥାଭାବ ସାଜିଛି ବାଧକ *ଆଠଗଡ଼ ତାଲୁକା ରଜକ ସମାଜ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ* ଗଞ୍ଜାମ ଜିଲ୍ଲା ରଜକ ସମାଜ ଆଠଗଡ଼ ତାଲୁକା ପକ୍ଷରୁ ଜଣେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୦,୦୦୦ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତର ଜଣେ ମହିଳା ଚିକୁଲୁ ସେଠୀ (୨୪) ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ହୋଇ ନପାରି ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି l ସ୍ୱାମୀ ପପୁ ସେଠୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି l ପରିବାର...

Article Image

ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ନାଉଗାଁ | 16/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ନାଉଗାଁ, ୧୬/୦୭/: ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ କାଦମ୍ବିନୀ ମଣ୍ଡପ ଠାରେ ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘ ସଭାପତି ଦୋଳଗୋବିନ୍ଦ ରାଉଳ, ଗଳଧାରୀ ସରପଞ୍ଚ ଦିଲ୍ଲୀପ କୁମାର ନାୟକ, ଘୋଡାଂଶ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଡାବର ସମିତିସଭ୍ୟ ସୁବଳ ବେହେରା, ବଛାଳୋ ସମିତିସଭ୍ୟ ଚନ୍ଦନ ଲେଙ୍କାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ,ସଭ୍ୟା ମାନେ ଯୋଗଦେଇ ବ୍ଲକର...

Article Image

ଅର୍‌ଫାନ୍ ସର୍ଭେ-୨୦୨୫” ଆରମ୍ଭ , “ଆମରି ଶିଶୁ” ପୋର୍ଟାଲ୍‌ରେ ରହିବ ଶିଶୁଙ୍କ ତଥ୍ୟ

ବୁଗୁଡା | 16/07/2025 | ବିକ୍ରମ ଓଡ଼ିଶା ନିୟୁଜ

“ଅର୍‌ଫାନ୍ ସର୍ଭେ-୨୦୨୫” ଆରମ୍ଭ , “ଆମରି ଶିଶୁ” ପୋର୍ଟାଲ୍‌ରେ ରହିବ ଶିଶୁଙ୍କ ତଥ୍ୟ ବୁଗୁଡା,୧୬/୦୭(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ “ଅର୍‌ଫାନ୍ ସର୍ଭେ-୨୦୨୫” କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଗୁଡା ବ୍ଳକ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନ ସାଙ୍ଗକୁ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି , ମମତା ଶବର,ସ୍ବର୍ଣ୍ଣମୟୀ ନାୟକ , ଲିଲି ଶବର , ଗିତାଞ୍ଜଳୀ ବଡମୁଣ୍ଡି ଓ ଜାନକୀ ଦେବୀ ପ୍ରମୁଖଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ପିତୃମାତୃହୀନ ଶିଶୁଙ୍କୁ...

Article Image

ଛାତ୍ରୀ,ସୌମଶ୍ରୀ ବିସି ର ମୃତ୍ୟୁ ପ୍ରତିବାଦରେ ତିର୍ତୋଲ ଯୁବ ଓ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ଓ ଚୁଡ଼ି ଶାଢ଼ୀ ଅଫର

ତିର୍ତୋଲ | 15/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଛାତ୍ରୀ,ସୌମଶ୍ରୀ ବିସି ର ମୃତ୍ୟୁ ପ୍ରତିବାଦରେ ତିର୍ତୋଲ ଯୁବ ଓ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ଓ ଚୁଡ଼ି ଶାଢ଼ୀ ଅଫର - ତିର୍ତୋଲ ୧୪/୭ ବାଲେଶ୍ବର ଫକୀର ମୋହନ ସେନାପତି ମହାବିଦ୍ଯାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିସି ଆତ୍ମହୁତି ଦେଇ ଜୀବନ ହାରିଦେଇଛନ୍ତି । ଯାହା ସାରା ରାଜ୍ଯ କୁ ସ୍ତବ୍ଧ କରିଦେଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ, ଏହା ବିରୁଦ୍ଧରେ ଆଜି ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ଯାଳୟରେ ସମ୍ମୁଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ଙ୍କ ନେତୃତ୍ବରେ ଓ...

Article Image

ରାହାମା ରେ ସକ୍ରିୟ ହୋଇଛନ୍ତି ଲୁଟେରା

ରାହାମା | 13/07/2025 | ବିକ୍ରମ ଓଡ଼ିଶା ନିୟୁଜ

ରାହାମା ରେ ସକ୍ରିୟ ହୋଇଛନ୍ତି ଲୁଟେରା ରାହାମା ବଡ଼ ବଜାର ଥିବା ରୁନୁ ଜୁଏଲାରି ନିକଟରୁ ମହିଳା ଜଣଙ୍କ ଏକ ସ୍କୁଟି ନିକଟରେ ଛିଡା ହୋଇ ଥିବା ଅନ୍ୟ ଜଣ ମହିଳା ସୁନା ଦେକାନରୁ ଜିନିଷ କିଣାକିଣି ସାରି ସ୍କୁଟି ନିକଟକୁ ଯିବା ସମୟ ରେ ସମୟ ରାତ୍ରି ୯. ୪୨ ମିନିଟ କଳା ରଙ୍ଗ ପଲସର ଗାଡିରେ ଦୁଇଜଣ ଯୁବକ ମହିଳା ବେକରୁ ସୁନାଚେନଟିକୁ ଛଡାଇ ନେଇ ଥିଲେ ଏକ ଧାରୁଆ ମାରାଣ ଅସ୍ତ୍ର ଖଣ୍ଡା ବାହାର କରିଥିଲେ ସ୍ଥାନୀୟ ଲୋକ ମାନେ ହୋହାଲ୍ଲା କରିବାରୁ ଦୁଇ ଜଣ ଯୁବକ ଫେରାର ହୋଇ ଯାଇଥିଲେ। ତିର୍ତୋଲ ଥାନ...

Article Image

ରାସ୍ତାରେ ଗୋରୁ ଗାଈ

ତିର୍ତୋଲ | 11/07/2025 | ବିକ୍ରମ ଓଡ଼ିଶା ନିୟୁଜ

ରାସ୍ତାରେ ଗୋରୁ ଗାଈ - ତିର୍ତ୍ତୋଲ-୧୧/୭-(ରିପୋର୍ଟ-ଟୁକନ ସେଠୀ)- ରାସ୍ତାକୁ ଦେଖନ୍ତୁ ଏହି ରାସ୍ତା ହେଉଛି ତିର୍ତ୍ତୋଲ ଠାରୁ ଗରଦପୁର ରାସ୍ତାର ଗୋପିଆ କୁଦ ରାସ୍ତାର ଦୁର୍ଶ୍ୟ | କେବଳ ଏଠାରେ ନୁହେଁ ତିର୍ତ୍ତୋଲ ଲକ ସିନିକଟ ବ୍ରିଜ ଉପରେ, କଟକ ପାରାଦ୍ବୀପ ରାସ୍ତାର ତିର୍ତ୍ତୋଲ କଲେଜ ନିକଟରେ, ଏହିପରି ରାସ୍ତାର ବୁଲା ଗୋରୁଗାଈ ଚଳପ୍ରଚଳ ହେଉଛନ୍ତି । ଏବଂ ରାସ୍ତା ଅବରୋଧ କରି ମଝି ରାସ୍ତାରେ ବିଶ୍ରାମ ନେଉଛନ୍ତି । ଏହାଦ୍ଵାରା ବିଶେଷତଃ ବାଇକ୍ ଚାଳକ ମାନେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ବେଳେ ବେଳେ ବଡ ବଡ ଗାଡି ଧକ୍କାରେ ନିରିହ ପଶୁଯନ୍ତୁ ମାନେ...

Article Image

ଆଶ୍ରା ବୃଦ୍ଧାଶ୍ରମରେ ବୃକ୍ଷ ରୋପଣ

ନାଉଗାଁ | 11/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଶ୍ରା ବୃଦ୍ଧାଶ୍ରମରେ ବୃକ୍ଷ ରୋପଣ ନାଉଗାଁ ୧୧/୦୭/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ୍ ସ୍ଥିତ ଆଶ୍ରା ବୃଦ୍ଧାଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ସୁଚିନ୍ତା ଅଧ୍ୟକ୍ଷ ଶିବପ୍ରସାଦ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଆଶ୍ରମରେ ବିଭିନ୍ନ ଚାରlବୃକ୍ଷ ରୋପଣ କରାଯାଇଥିବାବେଳେ ଏହା ଆଶ୍ରମ ସଭ୍ୟ ମାନଙ୍କ ଦାୟିତ୍ୱରେ ସମ୍ପନ୍ନ ହୋଇଥିଲା l ସୁଚିନ୍ତା ପକ୍ଷରୁ...