Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର 

ବୁଗୁଡ଼ା | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର  ବୁଗୁଡ଼ା,୩୧/୧୦(ସୋରେନ କୁମାର ପ୍ରଧାନ):ବୁଗୁଡା ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ପକ୍ଷରୁ ବୁଗୁଡ଼ା ବନ ବିଭାଗ ସହଯୋଗରେ ଡିଭିଜନ ସ୍ତରୀୟ ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।  ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୋରଡା ରେଞ୍ଜ ଭାରପ୍ରାପ୍ତ ଏସିଏଫ୍ ନିହାର ରଞ୍ଜନ ମଲ୍ଲିକ ମଞ୍ଚାସୀନ ରହିଥିବା ବେଳେ ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା, ବୁଗୁଡ଼ା ରେଞ୍ଜର ମାନସ କୁମାର ସାହୁ, ଆସ୍କା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଓ ବଡଗଡ...

Article Image

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ।

ନାଉଗାଁ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ। ନାଉଗାଁ ୩୧/୧୦/ବିକ୍ରମ ଓଡିଶା ନିୟଜୁ,ନାଉଗାଁ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ସୂତ୍ରଧର,ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା ଭାରତ ରତ୍ନ,ଲୈହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ଆଜି ରାଷ୍ରିୟ ଏକତା ଦିବସ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ୨ନମ୍ବର ଜୋନର ଗଙ୍ଗଦା ସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟ ନିକଟରୁ, ବନ୍ଧମୁଣ୍ଡା ଜମୁନାଷ୍ଟାନ ପଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟକାରେଣୀ ସଦସ୍ୟ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବିଶ୍ବାଳ ଙ୍କ ନେତୃତ୍ୱରେ ଏକତା ଦିବସ...

Article Image

ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l

ନାଉଗାଁ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l ନାଉଗାଁ :୩୧/୧୦: ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅଧିନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରାଥମିକ, ଉପ୍ରାପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ମୋଟ ୨୦ ଟି ବିଦ୍ୟାଳୟ ର ୨୨୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ, ଏହି କ୍ରୀଡା ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ତଥା ମୁଖ୍ୟ ଅତିଥି...

Article Image

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ରେ ଗଣଦୈ।ଡ।

ଖୋର୍ଦ୍ଧା | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ରେ ଗଣଦୈ।ଡ। _ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆଜି ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ ।ପ୍ରତିବର୍ଷ ଆଜିର ଦିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି।ସର୍ଦ୍ଦାର ବଲ୍ଲଭ ଭାଇ ପଟେଇଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପଡିଥିବାରୁ ରାଷ୍ଟ୍ରୀୟ ଏକତା ଦିବସକୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ଗଣଦୋଡ ଅନୁଷ୍ଠିତ ହୋଇଛି।ନିରାକାରପୁର ଓ ଟାଗିଂ ଥାନା ପକ୍ଷରୁ ଗଣଦୈ।ଡ ଆୟୋଜିତ ହୋଇଥିଲା ।ନିରାକାରପୁର ଥାନାଠାରୁ ନିରାକାରପୁର ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଗଣଦୈ।ଡ...

Article Image

ଗଭୀର ଖଣି ଖନନ ନେଇ ଏନ୍‌ଜିଟିରେ ମାମଲା କ୍ଷେତ୍ର ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ।

ଖୋଦ୍ଧା | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଗଭୀର ଖଣି ଖନନ ନେଇ ଏନ୍‌ଜିଟିରେ ମାମଲା କ୍ଷେତ୍ର ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ। ଖୋଦ୍ଧା ଜିଲ୍ଲା ଖୋର୍ଦ୍ଧା ତହସିଲ ନିଜିଗଡ଼ ତାପଙ୍ଗସ୍ଥିତ ଡୁବୁରି କଳା ମୁଗୁନି ପଥର ଖଣିକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ରେ ମାମଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଏହି ପଥର ଖଣିକୁ ନୀତି ନିୟମ ଉଲଂଘନ କରି ଖୋଳାଯାଉଛି । ପୂର୍ବ ସରକାରଙ୍କ ସମୟରେ ଦିଆ ଯାଇଥିବା ଖଣିକୁଲିଜଧାରୀ ମାଫିଆମାନେ ସରକାରଙ୍କ ନିତୀ ନିୟମକୁ ଉଲଘଂନ କରି ଲୁଟି ଚାଲିଛନ୍ତି।ଭୂମି ପତନଠାରୁ ଯଥେଷ୍ଟ ଅଧିକ ଗଭୀର ଖଣି ଖନନ ସରିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ କଳସ ଜାତୀୟ ଗ୍ରୀନ ଟ୍ରିବୁନାଲ...

Article Image

ଜଂକିଆ ପୋଲିସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତା

ନିରାକାରପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଂକିଆ ପୋଲିସ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତା ନିରାକାରପୁର,୩୧/୧୦(ନିପ୍ର): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ପୋଲିସ ତରଫରୁ ଏକ ଗଣ ଦୌଡ ସରପାରୀ ସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବାବେଳେ ଜଂକିଆ ସ୍ଥିତ ଆଇପିଏସ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ଘଟିକା ସମୟରେ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ପରିସର ରୁ ଛାତ୍ରଛାତ୍ରୀ ମାନେ ସମୂହ ଗଣ ଦୌଡ ରେ ବାହାରିଥିଲେ।...

Article Image

ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ତିର୍ତ୍ତୋଲ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର।*ତିର୍ତ୍ତୋଲ-୩୧/୧୦-(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ବ୍ଲକ ମଣିଚରଣ ଶାରଳା ଏକାଡେମୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ବ୍ଲକ ଅଧକ୍ଷ ମନୋଜ ବେହେରା , ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତିର୍ତ୍ତୋଲ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଶିଶୁ ଓ ଭେଷଜ , ମାନସିକ ଅନଗ୍ରସର, ଶ୍ରବଣ,...

Article Image

ପାଣି ଟାଙ୍କି ନିର୍ମାଣ ଲାଗି ଆସିଥିବା କଂକ୍ରିଟ ମିକ୍ଚର ଟ୍ରକ ନାଳକୁ ଖସିଲା ଡ୍ରାଇଭର ଗୁରୁତର

ତିର୍ତ୍ତୋଲ | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ପାଣି ଟାଙ୍କି ନିର୍ମାଣ ଲାଗି ଆସିଥିବା କଂକ୍ରିଟ ମିକ୍ଚର ଟ୍ରକ ନାଳକୁ ଖସିଲା ଡ୍ରାଇଭର ଗୁରୁତର ତିର୍ତ୍ତୋଲ- ୩୧/୧୦-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ RWSS ସମାଗୋଳ ଯନ୍ତ୍ରୀ ଅଫିସି ଅଧୀନ ବଣିତ ପଂଚାୟତ ର ବଣିତ ଗ୍ରାମରେ ନିର୍ମାଣ ଧୀନ ଓଭର ହେଡ଼ ପାଣି ଟାଣି ପାଇଁ ଗତ କାଲି ବିଳମ୍ବିତ ରାତ୍ରିରେ L&T କମ୍ପାନୀ ତାର ଠିକା ଦାର ଦ୍ୱାରା କାମ କରୁଥିବା ବେଳେ କଟକ ତ୍ରିସୁଳିଆରୁ କଂକ୍ରିଟ ମିକ୍ଚର ଟ୍ରକ ଆସିଥିବା ବେଳେ ବଣିତ ବଳଦିଆ ଗୋଠ (ପାଣିଟାଙ୍କି ନିର୍ମାଣ ସ୍ଥଳ )କୁ ଯାଉ ଯାଉ ଗ୍ରାମ୍ୟ ଢ଼ଳେଇ ରାସ୍ତା ଟି ଦବି...

Article Image

ଗାଁ ଦିବସ ଅଭିଯାନ

ଯାଜପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାଁ ଦିବସ ଅଭିଯାନ ଯାଜପୁର ,୩୧/୧୦/୨୦୨୫ବିକ୍ରମ ଓଡ଼ିଶା ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ)ସୁକିନ୍ଦା,ବ୍ଳକ୍ କଳା ସଂସ୍କୃତି ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମ ଓଳିଆ ପଞ୍ଚାୟତର ଅଭୟପୁର ଗାଁ ରୁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନେଇ ପଦଯାତ୍ରା ମାଧ୍ୟମରେ ଓଳିଆ ଗାଁ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଆମ ସୁକିନ୍ଦା ଅଞ୍ଚଳର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଓ ବୁଦ୍ଧିଜୀବି ଶ୍ରୀଯୁକ୍ତ ଗୋବର୍ଦ୍ଧନ ପ୍ରଧାନ, ଜିଲ୍ଲା ସଂଯୋଜକ ନୀଳମଣି ବେହେରା ତରଣୀସେନ ରାଉତ ବ୍ଲକ ସଂଯୋଜକ ପ୍ରସନ୍ନ ବେହେରା ଗଣେଶ୍ୱର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

Article Image

ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିର ରେ ଗୋଷ୍ଠାଷ୍ଟମୀ ପାଳିତ

କାକଟପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିର ରେ ଗୋଷ୍ଠାଷ୍ଟମୀ ପାଳିତ କାକଟପୁର ତା 31/10,(ତୁଷାର ଦୀକ୍ଷିତ )ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା। ଭାରତୀୟ ସଂସ୍କୃତିରେ ଏହି ପବିତ୍ର ଗୋପାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି। ସାରା ଭାରତରେ ଏହି ପର୍ବ କୁ ପାଳନ କରାଯାଇଥାଏ। ଏହି ପର୍ବ ଗୋମାତା ଙ୍କ ପ୍ରତି ଭକ୍ତି ଓ ଗୋମାତା ଆମ ସମାଜ ପାଇଁ କେତେ ଆବଶ୍ୟକ ତାହାର...

Article Image

ଝିଅ ନିର୍ଯାତନା ରେ ବିଧବା ମା ଅତିଷ୍ଟ | ମା କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶାବାଡି ସାଜିଛି ବ୍ୟାସ ଫାଉଣ୍ଡେସନ

ଜଗତସିଂହପୁର | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

( ଝିଅ ନିର୍ଯାତନା ରେ ବିଧବା ମା ଅତିଷ୍ଟ | ମା କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଶାବାଡି ସାଜିଛି ବ୍ୟାସ ଫାଉଣ୍ଡେସନ ) ଜଗତସିଂହପୁର ତା=31/10/25 ଆମ ସମାଜରେ ବରିଷ୍ଟ ନାଗରିକ ମାନେ ପୁଅ, ବୋହୁ ମାନଙ୍କ ଦ୍ୱାରା ସଦାସର୍ବଦା ନିର୍ଯାତିତ ହେଉଥିବା ନିତିଦିନିଆ ଘଟଣା | ହେଲେ ଏବେ ଝିଅ ପୈତୃକ ସମ୍ପତ୍ତିକୁ ଜୋର ଜବର ଦସ୍ତ ଦଖଲ କରିବା ନିମନ୍ତେ ଏକ ମାତ୍ର ବିଧବା ମା କୁ ଶାରୀରିକ, ମାନସିକତା ନିର୍ଯାତତା ଦେବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି | ହଁ ଦର୍ଶକ ବନ୍ଧୁ ଏଭଳିଏକ ହୃଦୟ ବିଦାରକ...

Article Image

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ବୁଗୁଡ଼ା | 31/10/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ ବୁଗୁଡ଼ା,୩୧/୧୦(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମମନ୍ଦିରରେ ଉଚ୍ଚ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡ ଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ, ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ଯଥାବିଧ ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର,ବାଦୁଆର ରାଧାକୃଷ୍ଣ ମନ୍ଦିର ଓ...