Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଓଡିଶା ବିଭିନ୍ନ ଶୈବପୀଠରେ କାଉଡ଼ିଆ ମହା ଦେବଙ୍କୁ ଜଳ ଲାଗି କଲେ

ଭୁବନେଶ୍ୱର | 22/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଡିଶା ବିଭିନ୍ନ ଶୈବପୀଠରେ କାଉଡ଼ିଆ ମହା ଦେବଙ୍କୁ ଜଳ ଲାଗି କଲେ ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଶୈବପୀଠରେକାଉଡ଼ିଆଙ୍କଗହଳିଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ସମସ୍ତ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି । ଦେବଦେବ ମହାଦେବଙ୍କୁ କରୁଛନ୍ତି ଜଳାଭିଶେକ ।ଶ୍ରାବଣ ଦ୍ବିତୀୟ ସୋମବାର ପାଇଁ ଓଡିଶା ର ବିଭିନ୍ନ ଶିବ ମନ୍ଦିର ରେ ସଖାଳୁ ଭକ୍ତ ଙ୍କ ଭିଡ଼ ଦେଖି ବାକୁ ମିଳିଚି ଶୁଭୁଥିଲା ‘ବୋଲ୍ ବମ୍‌ ହର ହର ବମ୍’, ‘ଭୋଲା ବାବା ପାର୍‌ କରେଗା’ ଓ ‘ଜଟିଆ ବାବା ପାର୍‌ କରେଗା’ ଭଳି କାଉଡ଼ିଆଙ୍କ ଡାକରା ଏବଂ ବିଭିନ୍ନ ଶିବ ଭଜନ ତଥା...

Article Image

ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ* *ସରପଞ୍ଚଙ୍କ ପୁଅ ଚୋରି କରିଥିପା ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ଦାଶ

ତିର୍ତୋଲ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ* *ସରପଞ୍ଚଙ୍କ ପୁଅ ଚୋରି କରିଥିପା ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ଦାଶ* ତିର୍ତ୍ତୋଲ-୨୧/୭-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧିନ ଗୋପାଳପୁର ପଞ୍ଚାୟତ ପୁଟିଙ୍ଗ ଗ୍ରାମ ରେ ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏମିତି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଗୋପାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରଂଜନ ଦାସ।ରଶ୍ମିରଂଜନ ଙ୍କ କହିବା କଥା ଏ କୌଣସି କାମ ଯୋଗୁ ଜଗତସିଂହପୁର ଯାଉଥିବା ବାଟରେ ଉକ୍ତ ସ୍ମସାନ କିସମ ଜାଗା ଟି ସଫା ହେଉଥିବା ଦେଖି ସେ ସଙ୍ଗେ ସଙ୍ଗେ...

Article Image

ଶ୍ରାବଣୀ ଉପଲକ୍ଷେ ଝଙ୍କଡ଼ ସାରଳା ପୀଠ ରୁ ପାରାଦୀପ ସାରଳା ମନ୍ଦିର, ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା

ତିର୍ତୋଲ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରାବଣୀ ଉପଲକ୍ଷେ ଝଙ୍କଡ଼ ସାରଳା ପୀଠ ରୁ ପାରାଦୀପ ସାରଳା ମନ୍ଦିର, ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା ତିର୍ତ୍ତୋଲ-୨୧/୭-(ରିପୋର୍ଟ-ଟୁକନ ସେଠୀ)-ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ଶ୍ରାବଣ ମାସ ଉପଲକ୍ଷେ, ପୁରୀ ଶ୍ରୀକ୍ଷେତ୍ର ଆଦି ବିଭିନ୍ନ ଧର୍ମପୀଠ କୁ ସଂକୀର୍ତ୍ତନ ଶୋଭାଯାତ୍ରା ରେ ଯାତ୍ରା କରିଆସୁଥିବା ବେଳେ ଚଳିତ ବର୍ଷ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ...

Article Image

ସିଦ୍ଧଲ ବଳଦେବ ଜୀଉ ଙ୍କ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ର ଉଦଘାଟନ ସମାରୋହ

ତିର୍ତୋଲ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସିଦ୍ଧଲ ବଳଦେବ ଜୀଉ ଙ୍କ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ର ଉଦଘାଟନ ସମାରୋହ ତିର୍ତ୍ତୋଲ-୨୧/୭- ଜଗତସିଂହପୁର ଜିଲ୍ଲାର ସର୍ବପ୍ରାଚୀନ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଗତ ୨୦ ତାରିଖ ରବିବାର ଦିନ ସନ୍ଧ୍ୟାରେ ତୃତୀୟ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚରାତ୍ର କମିଟି ର ମାର୍ଗ ଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ର୍ ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ଉଦଘାଟକ ତଥା ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବ୍ୟାସ...

Article Image

ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା

ତିର୍ତୋଲ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା ଜଗତସିଂହପୁର/ତିର୍ତୋଲ ୨୧/୭.ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କାଡୁଆପଡାସ୍ଥିତ ଗାଦିବ୍ରମ୍ହ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଇସିସି କମିଟିର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ...

Article Image

ସୁଦେଷ୍ଣା ପକ୍ଷରୁ ସାରସ୍ବତ ଆଲୋଚନା ଚକ୍ର

ଜଗତସିଂହପୁର | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସୁଦେଷ୍ଣା ପକ୍ଷରୁ ସାରସ୍ବତ ଆଲୋଚନା ଚକ୍ର ଜଗତସିଂହପୁର, ପୁରୀ ଜିଲ୍ଲାର ସୁଦେଷ୍ଣl ପ୍ରମୋଦ ସାହିତ୍ୟ ସଂସଦ ତଥା ନିର୍ଭୀକ ଓ ନିରପେକ୍ଷ ଦୈନିକ ଖବରକାଗଜ"ସୁଦେଷ୍ଣା" ପକ୍ଷରୁ କୁଜଙ୍ଗ ନିକଟ ୧୫ ନମ୍ବର ସ୍ଥିତ ଅବଳା ସଂସ୍କୃତି ଭବନ ଠାରେ "ବେପାରୋନ୍ମୁଖୀ ସାହିତ୍ୟ" ଶୀର୍ଷକସ୍ଥ ଏକ ଆଲୋଚନାଚକ୍ର , କବିତା ପାଠୋତ୍ସବ ତଥା ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ଼.ବସନ୍ତ ମଞ୍ଜରୀ ଦାସଙ୍କ କବିତା ସଙ୍କଳନ ''ନୀତି ରତ୍ନାକର" ପୁସ୍ତକ ସମୀକ୍ଷା କାର୍ଯ୍ୟକ୍ରମ , ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଖବରକାଗଜର...

Article Image

ବିଦ୍ୟୁତ ଆଘାତ ରେ ଲକ୍ଷାଧିକ ଟଙ୍କାର ୪ ମଇଁଷି ମୃତ

ନାଉଗାଁ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଦ୍ୟୁତ ଆଘାତ ରେ ଲକ୍ଷାଧିକ ଟଙ୍କାର ୪ ମଇଁଷି ମୃତ ନାଉଗାଁ ୨୧/୭ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ସ୍ଥିତ ଗଜରାଜପୁର ପଞ୍ଚାୟତ ମଠସାହି ଠାରେ ଏକ ଅଭାବନୀୟ ଘଟନା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ମାଧ ଦାସ ମଇଁଷି ପାଳଙ୍କାରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଥିଲେ। ୨୦ ତାରିଖ ସନ୍ଧ୍ୟା ସମୟରେ ମଇଁଷି ଚରାଇ ଘରକୁ ଫେରୁଥିବା ସମୟରେ ଏକ ଏଲ୍.ଆଇ ପଏନ୍ଟ ନିକଟରେ ଥିବା ଖୋଲା ପଡିଥିବା ଇଲେକ୍ଟି ସବ ସେଣ୍ଟର ନିକଟରେ ବିଦ୍ୟୁତ ଆଘାତ ଲାଗି ଚାରିଟି ମଇଁଷି ବିଦ୍ୟୁତ ଆଘାତରେ ମୃତ୍ଯୁ ବରଣ କରିଛନ୍ତି। ମୃତ ଘଟିଥିବା ମଇଁଷି ର ମୂଲ୍ୟ...

Article Image

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ

ନାଉଗାଁ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ* ନାଉଗାଁ ,୨୧।୭: ବିକ୍ରମ ଓଡିଶା ନିୟଜୁ,ପରିବେଶ ସନ୍ତୁଳନକୁ ରକ୍ଷା କରିବାକୁ ଯାଇ ରାଜ୍ୟବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓଡପଏଙ୍ଗାରେ ବ୍ଲକ ସ୍ତରୀୟ ବନମହୋତ୍ସବ ବ୍ଲକ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମିତ୍ରା ମହାନ୍ତିଙ୍କ ସମେତ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ସଭ୍ୟ ତରୁଣକାନ୍ତ ବାରିକ, ଅବସରପ୍ରାପ୍ତ ସାମରିକ ଅଧିକାରୀ ଗୁନ ଚରଣ ଦାସ,...

Article Image

ବିଜେପି ରେ ମିଶିଲେ ବୋଧେଇ ପଂଚାୟତ ର ସରପଞ୍ଚ ଓ କର୍ମୀ

ତିର୍ତୋଲ | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଜେପି ରେ ମିଶିଲେ ବୋଧେଇ ପଂଚାୟତ ର ସରପଞ୍ଚ ଓ କର୍ମୀ ତିର୍ତୋଲ 21/7 ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ ପଞ୍ଚାୟତ ର ବହୁ ବିଜେଡି କର୍ମୀ ବିଜେପି ରେ ସାମିଲୀ ହେଇଛନ୍ତି, ଦିନକୁ ଦିନ ପାରାଦ୍ୱୀପ ବିଜେପି ସାରା ନିର୍ବାଚନ ମଣ୍ଡଳୀଙ୍କୁ କବଳିତ କରିବାକୁ ବସିଥିବା ବେଳେ ବିରୋଧୀ ବିଜେଡିର ସତା କମିବାରେ ଲାଗିଛି, ମିଳିଥିବା ଖବର ଅନୁସାରେ ଗତ କାଲି ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ର ବହୁ କର୍ମୀ ସରପଞ୍ଚ ପ୍ରତିନିଧି ଅଭିରାମ ଆଚର୍ଯ୍ୟ ଙ୍କ ନେତୃତ୍ୱ ରେ ପାରାଦ୍ୱୀପ ଯାଇ ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ଭେଟି ଥିଲେ ଶ୍ରୀ ସ୍ୱାଇଁ...

Article Image

ଜାତୀୟ ମାନବାଧିକାର ପ୍ରୋଟେକ୍ସନ ପକ୍ଷରୁ କୃତିତ୍ୱ ଉତ୍ସବ

ଖୋର୍ଦ୍ଧା | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜାତୀୟ ମାନବାଧିକାର ପ୍ରୋଟେକ୍ସନ ପକ୍ଷରୁ କୃତିତ୍ୱ ଉତ୍ସବ _ଜାତୀୟ ମାନବାଧିକାର ପ୍ରୋଟେକ୍ସନ କମିଶନ ଭାରତ (NRPCI) ଓ ଭାରତୀୟ ଆଚିଭର ଆଓ୍ବ।ର୍ଡ କାଉନସିଲ ସହଯୋଗ ରେ ଭୂବନେଶ୍ୱର ଦି ପ୍ରେସିଡେନ୍ସି ଠାରେ ଏକ କୃତିତ୍ୱ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏନ୍ଆର୍ ପି ସିଆଇ ରାଜ୍ୟ ସଭାପତି ଡଃ ନାରାୟଣ ପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସିଆରପିଏଫ ଡିଆଇଜି ବଳରାମ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଏନ୍ଆରପିସିଆଇ ର ଜିଲ୍ଲା ସଭାପତି ଦୁର୍ଗାମାଧବ ରାୟ ଯୋଗଦେଇ ଥିବା ବେଳେ ବହୁବିଶିଷ୍ଟ ବ୍ୟକ୍ତି ମାନେ ଉତ୍ସବରେ...

Article Image

ଭୁତ ନାରେ ବିଜୁ ପକ୍କାଘର ମିଳିଛି ମିଛଟାରେ ବାପା ନା ପଡ଼ିଛି ପୁଅ ଏବେବି ଭଙ୍ଗା ଝାଟିମାଟି ଘରେ ଚଳୁଛି

ଜଗତସିଂହପୁର | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଭୁତ ନାରେ ବିଜୁ ପକ୍କାଘର ମିଳିଛି ମିଛଟାରେ ବାପା ନା ପଡ଼ିଛି ପୁଅ ଏବେବି ଭଙ୍ଗା ଝାଟିମାଟି ଘରେ ଚଳୁଛି ହଁ ଆଜ୍ଞା ଆପଣମାନଙ୍କ ପାଇଁ ମିଛ ହେଇଥିଲେ ମଧ୍ୟ ଅଭିଯୋଗ କାରି ହରେକୃଷ୍ଣ ଦାସ ନାମକ ବଡଲହଙ୍ଗା ଗ୍ରାମର ଦଳିତ ସାହି ର ବ୍ଲକ ପ୍ରସାସନ ଓ ନିଜ ପଞ୍ଚାୟତ ବିରୋଧରେ ଆଣିଛନ୍ତି ଏଭଳି ସଙ୍ଗିନୀ ଅଭିଯୋଗ ଓ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସୁଚନା ରୁ ପ୍ରକାଶ ଜଗତସିଂହପୁର ବ୍ଲକ୍ ସଦର ତରଡାପଡା ପଞ୍ଚାୟତ ର ବଡଲହଙ୍ଗା ଗ୍ରାମର ଦଳିତ ସାହିରେ ହରେକୃଷ୍ଣ ଦାସ ଓ ସ୍ତ୍ରୀ କୁନି ରାଉତ ଏକ ଦମ୍ପତ୍ତି ଦିର୍ଘବର୍ଷ...

Article Image

ମାର୍କଣ୍ଡ ପୁର ଗ୍ରାମବାସୀ ଙ୍କ ଦ୍ବାରା ମାଁ ଟିଏ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଯୋଗ ଦେଲେ ବିଧାୟକ

ଜଗତସିଂହପୁର | 21/07/2025 | ବିକ୍ରମ ଓଡ଼ିଶା ନିୟୁଜ

ମାର୍କଣ୍ଡ ପୁର ଗ୍ରାମବାସୀ ଙ୍କ ଦ୍ବାରା ମାଁ ଟିଏ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଯୋଗ ଦେଲେ ବିଧାୟକ ଜଗତସିଂହପୁର ଜଗତସିଂହପୁର ପୌରପରିଷଦ 3 ନମ୍ଵର ଔଡ ର ଶତାଧିକ ଜୁବଗୋଷ୍ଟି ଓ ବୁଦ୍ଧିଜୀବି ଏବଂ ବିଧାୟକ ଙ୍କ ନେତୃତ୍ବରେ ବୃକ୍ଷ ମିତ୍ର ଅଭିଯାନ ରେ ମାଁ ଟିଏ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଗଛ ଲଗାଇବା ପାଇଁ ପ୍ରତି ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ଗଛଟିଏ ଲଗାଇବା ଦ୍ବାରା ଆମର କଣ ଉପକାର ହୁଏ ଗୋଟି ଗୋଟି କରି ବୁଝାଇଥିଲେ।ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ...