
Place_Khordha Date_24.7.25 Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ। Slug_୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ।ଦୁର୍ଘଟଣା ଘଟାଆଥିବା ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଡ୍ରାଇଭର ଓ ହେଲଫର।ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା।ଧକ୍କା ଦେଇଥିବା ଟ୍ରକର ଆଗ ଇଂଜିନ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।ଟ୍ରକର ଡ୍ରାଇଭର ଓ ହେଲଫର ଅଳ୍ପକେ ମୃତ୍ୟୁ ମୁଖରୁ ଚଂଚି ଯାଇଛନ୍ତି।ଆହତ ଡ୍ରାଇଭର ଓ...

ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ କାକଟପୁର ୨୨/୭ ( ତୁଷାର ଦୀକ୍ଷିତ ) କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆସନ୍ତା ଜୁଲାଇ ୩୧ତାରିଖ ଦିନ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର ନେଉଛନ୍ତି। ତାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଶ୍ରୀ ଦୀକ୍ଷିତ ଏହି ବିଦ୍ୟାଳୟରେ ଚାକିରୀ ଆରମ୍ଭ କରି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷା ଦାନକରି ତାଙ୍କର ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛନ୍ତି । ଅବସରପ୍ରାପ୍ତ...

ଜଗତସିଂହପୁର ସାଂସଦଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାଇତ୍ୱ।* କାକଟପୁର 23/7 ( ତୁଷାର ଦୀକ୍ଷିତ ) ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଶିଶୁ ଓ କିଶୋର ମାନଙ୍କ ହିତ ଓ ସୁରକ୍ଷା ଦୃଷ୍ଟି ରୁ ଧାରା 1959 ଅନୁଯାୟୀ ଏହାକୁ କାର୍ଯକାରୀ କରିବା ସହିତ ଶିଶୁ ଓ କିଶୋର ମାନଙ୍କ ପ୍ରତି ଅବହେଳା କୁ ରୋକିବା ସହିତ ବିକାଶ ମୂଳକ ପଦକ୍ଷେପ ନେବାରେ କେନ୍ଦ୍ର ସରକାର ଏହି ଆଇନ୍ କୁ ବଳବତର ରଖି ମାନ୍ୟବର ସାଂସଦ ଡ଼଼ଃ ବିଭୁ ପ୍ରସାଦ ତରାଇଙ୍କୁ କେନ୍ଦ୍ର ସରକାର ସଂସଦୀୟ ବ୍ୟାପାର...

ସରକାରଙ୍କ ଘୋଷିତ ଇନ୍ସେନ୍ଟିଭ ବର୍ଜନ। ବିଡିଓଙ୍କ ନିକଟରେ କମ୍ୟୁନିଟି ସପୋର୍ଟ କର୍ମଚାରୀ ସଂଘର ଅଭିଯୋଗ। ନାଉଗାଁ, ୨୩/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ କାର୍ଯ୍ୟରତ ମିଶନ ଶକ୍ତି କମ୍ୟୁନିଟି ସପୋଟିଂ କର୍ମଚାରୀ ସଂଘ ନାଉଗାଁ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଏହି ବ୍ଲକ ଅଞ୍ଚଳର ସିଆର୍ପି,ଏମ୍ବିକେ, ବ୍ୟାଙ୍କ ମିତ୍ର ସଂଘର ସଦସ୍ୟ ମାନେ ମିଳିତ ଭାବେ ନିଜର ଦାବି ଉପସ୍ଥାପନା କରିଥିଲେ। ସେମାନେ ସରକାରଙ୍କ ନିୟମ ମୁତାବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ କରୁଛନ୍ତି । ଏଥିପାଇଁ ସରକାର ମାସକୁ କିଛି ଅର୍ଥ ମଧ୍ଯ ପ୍ରଦାନ କରିଥାନ୍ତି। କିନ୍ତୁ ମିଶନ...

ଦୀପାଞ୍ଚଳରେ ହବ ପଶୁଡାକ୍ତର ଖାନା, ଉପଖଣ୍ଡ ପଶୁଚିକିତ୍ସା ଅଧିକାରୀଙ୍କ ସୂଚନା | ~~~~~~~~~~~~~ ନିଆଳି /ଜଗତସିଂହପୁର 23/7/2025(ସରୋଜ ନାୟକ ଙ୍କ ଠାରୁ )ଦେବୀକନ୍ଦଳ ଦୀପାଞ୍ଚଳ ରେ ଏକ ପଶୁଡାକ୍ତରଖାନା କରିବା ପାଇଁ ଆଜି, କଟକ ସଦର ଏସ ଡି. ଭି. ଓ ଅଭିମନ୍ୟୁ ସାହାଣୀ, ସିଠାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ |ଏହି ମର୍ମରେ ଆୟୋଜିତ ସରକାରୀ ସଭାରେ ସିଠାଳ ସରପଞ୍ଚ କବିତା ମହାପାତ୍ର. ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ନିଆଳି ଭି ଏ ଏସ. ସୌଭାଗ୍ୟ ରଞ୍ଜନ ଖଟୁଆ, କୃଷକ ସାଥୀ ଫିରୋଜ ଦାସ, ରାଜକିଶୋର ମହାନ୍ତି, ପଶୁସମ୍ପଦ ନିରୀକ୍ଷକ.....

ବୁଗୁଡ଼ାରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ବୁଗୁଡା,୨୩/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ଵସ୍ଥ ଡ୍ରେନକୁ ଅତିକ୍ରମ କରି କିଛି ବ୍ଯକ୍ତି ଜବର ଦଖଲ କରିଥିବାରୁ ଯାନବାହାନ ପାର୍କିଂ ସାଙ୍ଗକୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥି ସହ ମୁଖ୍ଯ ସଡକର ଉଭୟ ପାର୍ଶ୍ଵରେ ସମ୍ପ୍ରସାରଣ ଦିଗରେ ମଧ୍ୟ ବାଧକ ସାଜିଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ସ୍ଥାନୀୟ ଶକ୍ତିନଗର ପଟରୁ ଆରମ୍ଭ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ଉପରେ ପର୍ଯ୍ଯନ୍ତ ମାଡି ଆସିଥିବା ବେଆଇନ...

ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଯୁବ-ଛାତ୍ର କଂଗ୍ରେସ ତରଫରୁ ଥାନା ରେ ଏତଲା ରୁଜୁ -ତିର୍ତ୍ତୋଲ-୨୩/୭-(ରିପୋର୍ଟ-ଟୁକନ ସେଠୀ)-ଆଜି ଜଗତସିଂହପୁର ଯୁବ-ଛାତ୍ର କଂଗ୍ରେସ ର କର୍ମକର୍ତ୍ତା ମାନେ ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ନାମରେ ଜଗତସିଂହପୁର ଥାନା ରେ ଏକ ଏତଲା ରୁଜୁ କରିଛନ୍ତି । ଗତ ୨୧ ତାରିଖରେ ବିଜେପିର ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଏକ ସାମ୍ବାଦିକ ସମ୍ମୀଳନୀ ରେ ସର୍ବସମ୍ମୁଖରେ କଂଗ୍ରେସ ଦଳ କୁ ବଳତ୍କାରୀ ଦଳ ଓ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କୁ ଦେଶଦ୍ରୋହି ବୋଲି କହିଥିଲେ ଯାହା ଅତ୍ଯନ୍ତ୍ଯ ନିନ୍ଦନୀୟ ଓ ସେ...

ନଦୀକୁ ଡେ଼ଇଁ ଯୁବକ ନିଖୋଜ ନାଉଗାଁ, ୨୨/୭): ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଦେବାଶିଷ ପରିଜାଙ୍କ ଏକମାତ୍ର ୨୪ ବର୍ଷର ପୁଅ ରାଜା ସ୍ଥାନୀୟ କଣିପଡା ସ୍ଥିତ ସରକାରୀ ବହୁବୃତି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲା। କିନ୍ତୁ ଆଜି ସକାଳୁ ସେ ତାର ସ୍କୁଟି ନେଇ ବିଦ୍ୟାଳୟକୁ ନଯାଇ ଗାରୋଇ ନିକଟରେ ଦେବୀନଦୀରେ ଥିବା ଏକ ପଥର ବୁରୂଜ ନିକଟର ନଦୀ ପଠାରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେ଼ଇଁ ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଦେଖି ନାଉଗାଁ ଥାନାକୁ...

ଖରିଫ ଚାଷ ପାଇଁ, ସାରଳା କେନାଲ ରେ ଛଡାଗଲା , ତାଳଦଣ୍ଡା କେନାଲର ପ୍ରଥମ ପାଣି ତିର୍ତ୍ତୋଲ-୨୩/୭-ଚଳିତ ବର୍ଷର ଖରିଫ୍ ଚାଷ ପାଇଁ ତାଳଦଣ୍ଡା କେନାଲ ର ନୂଆପଡ଼ା ଠାରୁ ୧୨ ନମ୍ବର ସାରଳା କେନାଲ ରେ ଗତ ୨୧ ତାରିଖ ସୋମବାର ଦିନ ପୂର୍ବାହ୍ନ ରେ ପ୍ରଥମ ପାଣି ଛଡ଼ାଯାଇଛି। ଏହା ଦ୍ବାରା ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ବ୍ଲକ ର ୫୫ ଟି ଗ୍ରାମ ପଞ୍ଚାୟତ ର ୧୨ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ତରାଇ ସୂଚନା ପ୍ରଦାନ କରିଅଛନ୍ତି। ପ୍ରଥମ...

ମା ରମାଦେବୀ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ପାଳିତ ଜଗତସିଂହପୁର /ତିର୍ତୋଲ ୨୨.୦୭.୨୦୨୫ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ମା ରମାଦେବୀ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ପରିସର ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସର ରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ , ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ...

୩ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ଜଗତସିଂହପୁର ତା =22/7/25 ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |ମୁଖ୍ୟ ଦାବି ଗୁଡିକ ମଧ୍ୟ୍ୟ ରେ ଆଳିପିଙ୍ଗଳ ଠାରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ବେଆଇନି ଭାବେ ବିସ୍ଥାପିତ ହୋଇଥିବା ଷୋହଳ ଦଳିତ ପରିବାର ଙ୍କୁ ବସୁନ୍ଦରା ଯୋଜନାରେ ଘର ଢିଅ ପଟା ଏବଂ ବାସଗୃହ ଯୋଗାଇଦେବା ସହିତ କ୍ଷତିପୂରଣ ପ୍ରଦାନ କରିବା | ଚାଟ୍ରା ଠାରେ ବସବାସ କରୁଥିବା ଅନୁସୂଚିତ ଜାତି ବର୍ଗର ଲୋକ ମାନଙ୍କୁଜୟଗୁରୁ ଆଶ୍ରମ ରେ ଜାତିଆନା ଆକ୍ଷେପ ବନ୍ଦ...

ଗୋଟେ ପଟେ ଛାତ୍ରୀ ନିର୍ଯାତନା ନିର୍ଯାତନା ଛାତ୍ରୀ ପୋଡ଼ି ହେବା ଏବଂ ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ଜଗତସିଂହପୁର ଜିଲ୍ଲା ରେ ଜଣେ ଯୁବତୀ ବଳତ୍କାର ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଲାଣୀ ସୁଚନା ରୁ ପ୍ରକାଶ ଜଗତସିଂହପୁର ଜିଲା ସଦର ଥାନା ଚାନ୍ଦ ଗଡ଼ ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପିଡିତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ଘରୁ ଚାଲି ଚାଲି ସାଙ୍ଗ ର ଜନ୍ମ...