
ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ lମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ l ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦାୟଳ ଜଗନ୍ନାଥପୁର ତିରଣ ଠାରେ ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବିଦ୍ୟାଳୟର ଭାରପ୍ରାତ ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଉତ୍ସବ ଆୟୋଜିତ ହୋଇଥିଲ l ବ୍ଲକ ବିଜ୍ଞାନ ସମନ୍ୱୟ...

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ତିର୍ତୋଲ :20/11 କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ଅଣ୍ଡା ଦିଆ କୁକୁଡ଼ା ପାଳନ ବିଷୟରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜଗତସିଂହପୁରର ମିଳିତ ଉଦ୍ୟମରେ ଏହି ତାଲିମରେ କୁଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଯୁବଉଦ୍ୟୋଗୀ ଭାଗ ନେଇଥିଲେ। ଏହି ତାଲିମ ତା ୧୮.୧୧. ୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୨୦.୧୧.୨୦୨୫ ରିଖରେ ସମ୍ପନ୍ନ ହୋଇଛି। ...

ମାନସିକ ରୋଗୀଙ୍କ ପାଇଁ ମଦର ଟେରେସା ପାଲଟିଛନ୍ତି ସ୍ନେହମୟୀ : ଲୁହା ଶିକୁଳିରେ ବନ୍ଧା ମାନସିକ ବିକୃତ ଝିଅର ଚିକିତ୍ସା ନିମନ୍ତେ ପ୍ରୟାସ ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା ତଥା ଶିଳ୍ପ ଓ ବନ୍ଦର ସହର ପାରାଦୀପରେ ଯେଉଁଠି ଅସହାୟ ମାନସିକ ବିକାରଗ୍ରସ୍ତ ଓ ଅବହେଳିତ ବୃଦ୍ଧ ଓ ବୃଦ୍ଧା ଙ୍କୁ ସରକାରୀ ସହଯୋଗ ଓ ସହାୟତା ମିଳିପାରୁନି, ସେଠାରେ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ନିଜସ୍ୱ ପ୍ରାୟସରେ ସେମାନଙ୍କ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରାଇ ଆଦର୍ଶ ପାଲଟିଛନ୍ତି l ଏହିପରି ଏକ ଘଟଣାକ୍ରମରେ ପାରାଦୀପ ପୌରପାଳିକା ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟଗାନ୍ଧୀ ବସ୍ତି ଅଞ୍ଚଳରେ ଗରିବ ବିଧବା ନଳିନୀ...

କେନ୍ଦୁଝର ୩.୧୧.୨୦୨୫ କେନ୍ଦୁଝର (ପ୍ରତିନିଧି ନିର୍ମଳ ସେଠୀ) ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝର ରେ ଆଜି ଏକ ନିଆରା ଉତ୍ସବ ପାଳନ କରାଯାଇଛି। ବାର୍ଷିକ କୌଶଳ ପ୍ରଦର୍ଶନ ଉତ୍ସଵ ପାଳନ କରାଯାଇଛି। ଧରଣୀଧର ବିଶ୍ୱ ବିଦ୍ୟାଳୟ ର କୁଳସଚିବ ସୁଶ୍ରୀ ପ୍ରଭାତୀ ପୃଷ୍ଟି ଙ୍କ ସହ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନିଆରା ରୂପରେ ପିଲା ମାନେ ସମସ୍ତେ ସମସ୍ତଙ୍କର ପ୍ରୋଜେକ୍ଟ ଗୁଡ଼ିକ କୁ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଧନ୍ଦାମୂଳକ ଶିକ୍ଷା ବିଭାଗ ର ମୂଖ୍ୟ ମୋହନ କୁମାର୍ ନାୟକ...

ଶ୍ରୀଜଗନ୍ନାଥଙ୍କ ପଢୁଆଁ ଅଷ୍ଟମୀ କୁ ସରକାରୀ ସ୍ୱୀକୃତି ଓ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ମଞ୍ଚ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ଜଗତସିଂହପୁର ତା 31/10/25 ମାନବୀୟ ଲିଳାର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରେ ପଢୁଆଁଅଷ୍ଟମୀ ନୀତିକାନ୍ତି ବହୁ ବର୍ଷ ଆଗରୁ ବନ୍ଦ ହୋଇ ଯାଇଥିଲା |ଅଷ୍ଟମୀଦିନ ବଡ ଦେଉଳ ରେ ବଡଠାକୁର ନୂଆ ବସ୍ତ୍ର ପିନ୍ଧୁ ନ ଥିଲେ |, ଅଥଚ ଜଗନ୍ନାଥ ସଂସ୍କୃତି କୁ ମାନି ଚଳୁଥିବା ପ୍ରତ୍ୟକ ଘରେ ବଡ଼ପୁଅ ଓ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଅଷ୍ଟମୀ ପାଳନ କରନ୍ତି |ଶ୍ରୀଜଗନ୍ନାଥ...

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ଜଗତସିଂହପୁର, ତା ୩୧/୧୦/୨୫ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରାଥମିକ କୃଷି ସମବାୟ ସମିତି ମାନକଂର ସମୀକ୍ଷା ଓ କମ୍ପୁଟରୀକରଣ ସମ୍ପର୍କୀୟ ସଚେତନତା କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କର୍ମଶାଳା ରେ ଜଗତସିଂହପୁର ଉପନିବନ୍ଧକ ସମବାୟ ସମିତି ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |ମୁଖ୍ୟ ଅତିଥିଭାବେ ସମବାୟ ସମିତି ସହକାରୀ ନବନ୍ଧକ ରଶ୍ମିପ୍ରଭା ଦାସ | ପି ଆର ଓ IFFCO ପ୍ରସନ୍ନ କୁମାର ବେଉରା ଏବଂ...

ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଂଗଠନ ର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ l ତିର୍ତୋଲ ୩୧/୧୦ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଙ୍ଘଠନ ତାର ୬ଷ୍ଠ ତମ ବାର୍ଷିକ ଉତ୍ସବ ଗରାମ ପଂଚାୟତ ର ଗାଲେଶ୍ୱର ମହାଦେବ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି, ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରଶାନ୍ତ କୁମାର ଦାସ, ମୁଖ୍ୟ ଵକ୍ତା ଭାବେ ସାହିତ୍ୟିକ ଗୋଲେଖ ବିହାରୀ ପଲେଇ, ସାମ୍ନାନିତ ଅତିଥିଭାବେ ଜ୍ୟୋତ୍ରିବିଦି ଡ଼. ଅରୁଣ କୁମାର ପାଣି, ପଣ୍ଡିତ,ଗାୟକ,ପ୍ରବୋଧ କୁମାର ରଥ ଡ଼. ବସନ୍ତ ମଞ୍ଜରୀ ଦାସ, ଯୋଗ ଦେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣ...

ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ପ୍ରଦାନ ଶିବିର ବୁଗୁଡ଼ା,୩୧/୧୦(ସୋରେନ କୁମାର ପ୍ରଧାନ):ବୁଗୁଡା ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଘୁମୁସର ଦକ୍ଷିଣ ବନଖଣ୍ଡ, ଭଞ୍ଜନଗର ପକ୍ଷରୁ ବୁଗୁଡ଼ା ବନ ବିଭାଗ ସହଯୋଗରେ ଡିଭିଜନ ସ୍ତରୀୟ ବ୍ଯାଘ୍ର ଗଣନା ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୋରଡା ରେଞ୍ଜ ଭାରପ୍ରାପ୍ତ ଏସିଏଫ୍ ନିହାର ରଞ୍ଜନ ମଲ୍ଲିକ ମଞ୍ଚାସୀନ ରହିଥିବା ବେଳେ ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା, ବୁଗୁଡ଼ା ରେଞ୍ଜର ମାନସ କୁମାର ସାହୁ, ଆସ୍କା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଓ ବଡଗଡ...

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ। ନାଉଗାଁ ୩୧/୧୦/ବିକ୍ରମ ଓଡିଶା ନିୟଜୁ,ନାଉଗାଁ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ସୂତ୍ରଧର,ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା ଭାରତ ରତ୍ନ,ଲୈହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ଆଜି ରାଷ୍ରିୟ ଏକତା ଦିବସ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ୨ନମ୍ବର ଜୋନର ଗଙ୍ଗଦା ସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟ ନିକଟରୁ, ବନ୍ଧମୁଣ୍ଡା ଜମୁନାଷ୍ଟାନ ପଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟକାରେଣୀ ସଦସ୍ୟ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବିଶ୍ବାଳ ଙ୍କ ନେତୃତ୍ୱରେ ଏକତା ଦିବସ...

ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l ନାଉଗାଁ :୩୧/୧୦: ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅଧିନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରାଥମିକ, ଉପ୍ରାପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ମୋଟ ୨୦ ଟି ବିଦ୍ୟାଳୟ ର ୨୨୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ, ଏହି କ୍ରୀଡା ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ତଥା ମୁଖ୍ୟ ଅତିଥି...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ରେ ଗଣଦୈ।ଡ। _ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆଜି ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ ।ପ୍ରତିବର୍ଷ ଆଜିର ଦିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି।ସର୍ଦ୍ଦାର ବଲ୍ଲଭ ଭାଇ ପଟେଇଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପଡିଥିବାରୁ ରାଷ୍ଟ୍ରୀୟ ଏକତା ଦିବସକୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ଗଣଦୋଡ ଅନୁଷ୍ଠିତ ହୋଇଛି।ନିରାକାରପୁର ଓ ଟାଗିଂ ଥାନା ପକ୍ଷରୁ ଗଣଦୈ।ଡ ଆୟୋଜିତ ହୋଇଥିଲା ।ନିରାକାରପୁର ଥାନାଠାରୁ ନିରାକାରପୁର ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଗଣଦୈ।ଡ...

ଗଭୀର ଖଣି ଖନନ ନେଇ ଏନ୍ଜିଟିରେ ମାମଲା କ୍ଷେତ୍ର ପରିଦର୍ଶନ କଲେ ପାଞ୍ଚ ଜଣିଆ ଟିମ। ଖୋଦ୍ଧା ଜିଲ୍ଲା ଖୋର୍ଦ୍ଧା ତହସିଲ ନିଜିଗଡ଼ ତାପଙ୍ଗସ୍ଥିତ ଡୁବୁରି କଳା ମୁଗୁନି ପଥର ଖଣିକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ରେ ମାମଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଏହି ପଥର ଖଣିକୁ ନୀତି ନିୟମ ଉଲଂଘନ କରି ଖୋଳାଯାଉଛି । ପୂର୍ବ ସରକାରଙ୍କ ସମୟରେ ଦିଆ ଯାଇଥିବା ଖଣିକୁଲିଜଧାରୀ ମାଫିଆମାନେ ସରକାରଙ୍କ ନିତୀ ନିୟମକୁ ଉଲଘଂନ କରି ଲୁଟି ଚାଲିଛନ୍ତି।ଭୂମି ପତନଠାରୁ ଯଥେଷ୍ଟ ଅଧିକ ଗଭୀର ଖଣି ଖନନ ସରିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ କଳସ ଜାତୀୟ ଗ୍ରୀନ ଟ୍ରିବୁନାଲ...