Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇଟି ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ୱୀ ତୋଫାନ।ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା।

କୁଜଙ୍ଗ | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇଟି ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ୱୀ ତୋଫାନ।ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା। ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇ ଜଣ ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ଵୀ ତୋଫାନ।ଅବିଭାବକ ଓ ଛାତ୍ର,ଛାତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା।ଘଟଣା ସ୍ଥଳରେ ପାରାଦ୍ଵୀପ ଲକ୍ ପୋଲିସ୍ ପହଞ୍ଚି ଅବିଭାବକ ଓ ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରୁଛି।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଜନତା ବିଦ୍ୟାପୀଠ ଝିମାଣୀରେ।ତେବେ ଏହି ଜନତା ବିଦ୍ୟାପୀଠ ଝିମାଣୀରେ ବିଜ୍ଞାନ ଶିକ୍ଷକ ଓ ଓଡ଼ିଆ ଶିକ୍ଷକଙ୍କ ଅସ୍ଥାୟୀ...

Article Image

ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ

ଭୁବନେଶ୍ୱର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି ।ସ୍ଲୋଗାନ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ...

Article Image

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ

ଭୁବନେଶ୍ୱର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଖୋଲୁଛି ଏକ ବେଟିଂ ସାଇଟ୍‌ । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ଗତକାଲି ରାତିରୁ ଏହି ସାଇବର ଆଟାକ ସାମ୍ନାକୁ ଆସିଥିବା...

Article Image

ସାମ୍ବାଦିକ ଅଜିତ୍ ମଲ୍ଲିକ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ପୁରୀ | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସାମ୍ବାଦିକ ଅଜିତ୍ ମଲ୍ଲିକ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ପୁରୀ ଜିଲ୍ଳାରୁ ସାମିଲ ହେଲେ 60 ରୁ 80 ସାମ୍ବାଦିକ କାକଟପୁ 28/7 ( ତୁଷାର ଦୀକ୍ଷିତ ) କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ୍ ମଲ୍ଲିକ ଙ୍କ ଅକାଳ ବିୟୋଗ ରେ ସାରା କୋଣାର୍କ ସମେତ ଆଖ ପାଖ ଅଞ୍ଚଳ ରେ ଏକ ଦୁଖଃଦ ସମ୍ବାଦ ପ୍ରଚାରିତ ହେବା ପରେ ତାଙ୍କ କାର୍ଯ୍ୟ ଶୈଳୀ ଓ ତାଙ୍କର ସମ୍ବାଦ ପରିବେଷଣ ଉପରେ ଆଜି କାକଟପୁର ପ୍ରେସ କ୍ଲବ ସହଯୋଗ ରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ଆୟୋଜନ କରିଛି ଶ୍ରଦ୍ଧାଞ୍ଜଳି ସଭା, ଅଜିତ୍ ଜଣେ...

Article Image

ଜିଲ୍ଲାପାଳ ଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତି ର ସମୀକ୍ଷା

ଯାଜପୁର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲାପାଳ ଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତି ର ସମୀକ୍ଷା ଯାଜପୁର ,. ୨୮. ୭. ୨୫,,, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ ପଛପଡ଼ା, କଷପା, ବ୍ରହ୍ମଚାରୀପାଟଣା ଆଦି ଗାଁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହିତ କାଣୀ ନଦୀ ବନ୍ଧ ଘଳିଆ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ବନ୍ୟା ବିପନ୍ନ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପରେ ଆଭାସୀ ମାଧ୍ୟମରେ...

Article Image

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ତିର୍ତୋଲ | 28/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ତିର୍ତ୍ତୋଲ-୨୮/୭-(ରିପୋର୍ଟ-ଟୁକନ ସେଠୀ)-ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ତରଫରୁ ସାଇ କ୍ରିଷ୍ଣା ନିଳୟମ ଆଶ୍ରମ ଦାମୋଦର ପାଟଣା ,ଶନ୍ଖେଶ୍ବର, ତିର୍ତ୍ତୋଲ ଠାରେ ରବିବାର ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସ୍ବାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍ କଲେଜ ଭୁବନେଶ୍ବର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ମେଡିସିନ,ଅସ୍ତିସଲ୍ୟ,ସର୍ଜରୀ,ଚକ୍ଷୁ,ନାଶା,ଗଳା,କର୍ଣ୍ଣ, ସ୍ତ୍ରୀ ଓ ପ୍ରସୂତି ,ଦାନ୍ତ, ହୃଦରୋଗ ,ଚର୍ମ ଓ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପରିକ୍ଷା ସହିତ ୩୫୦ ରୋଗିଙ୍କୁ ଚିକିତ୍ସା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା ।ଏହି ମହତ ସେବା କାର୍ଯ୍ୟରେ ଜଗତସିଂହପୁର ଜିଲ୍ଲାର...

Article Image

ଶ୍ରାବଣ ମାସ ର ତୃତୀୟ ପାଳିରେ ବାବା ବଲାଜଟିଆ ବୋଲ ବମ ସେବା ସଙ୍ଘ,ମଣିଜଙ୍ଗା ତରଫରୁ ଖାଦ୍ୟ ବଣ୍ଟନ

ତିର୍ତୋଲ | 28/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରାବଣ ମାସ ର ତୃତୀୟ ପାଳିରେ ବାବା ବଲାଜଟିଆ ବୋଲ ବମ ସେବା ସଙ୍ଘ,ମଣିଜଙ୍ଗା ତରଫରୁ ଖାଦ୍ୟ ବଣ୍ଟନ* ତିର୍ତ୍ତୋଲ-୨୮/୭-(ରିପୋର୍ଟ-ଟୁକନ ସେଠୀ)-ଶ୍ରାବଣ ମାସର ତୃତୀୟ ପାଳି ରବିବାର ଅବସରରେ ମଣିଜଙ୍ଗା ମହାନଦୀ ପଠାରେ ଭକ୍ତ ଜନମାନଙ୍କ ଭାରି ସାମଗମ ଦେଖାଯାଇଛି। ଅଞ୍ଚଳରେ ପୌରାଣିକ ଆସ୍ଥା ଅନୁଯାୟୀ, ଏହି ଦିନରେ ମହାନଦୀରେ ସ୍ନାନ କରି ବୋଲ ବମ୍ ର ଜୟ ଧ୍ୱନି ସହ ଶିବଙ୍କ ଦର୍ଶନ କରିବାକୁ ଭକ୍ତମାନେ ବହୁ ଦୂର ଦୂରାନ୍ତରୁ ଆସନ୍ତି।ଏହି ରବିବାର ଦିନ ବଲାଜଟିଆ ବୋଲ ବମ ସେବା ସଙ୍ଘ, ମଣିଜଙ୍ଗା ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ କଟକ -ପାରାଦ୍ୱୀପ ରୋଡ଼ କଡ଼...

Article Image

ଶ୍ରାବଣ ମାସ ର ତୃତୀୟ ପାଳିରେ ବାବା ବଲାଜଟିଆ ବୋଲ ବମ ସେବା ସଙ୍ଘ,ମଣିଜଙ୍ଗା ତରଫରୁ ଖାଦ୍ୟ ବଣ୍ଟନ

ତିର୍ତୋଲ | 28/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରାବଣ ମାସ ର ତୃତୀୟ ପାଳିରେ ବାବା ବଲାଜଟିଆ ବୋଲ ବମ ସେବା ସଙ୍ଘ,ମଣିଜଙ୍ଗା ତରଫରୁ ଖାଦ୍ୟ ବଣ୍ଟନ* ତିର୍ତ୍ତୋଲ-୨୮/୭-(ରିପୋର୍ଟ-ଟୁକନ ସେଠୀ)-ଶ୍ରାବଣ ମାସର ତୃତୀୟ ପାଳି ରବିବାର ଅବସରରେ ମଣିଜଙ୍ଗା ମହାନଦୀ ପଠାରେ ଭକ୍ତ ଜନମାନଙ୍କ ଭାରି ସାମଗମ ଦେଖାଯାଇଛି। ଅଞ୍ଚଳରେ ପୌରାଣିକ ଆସ୍ଥା ଅନୁଯାୟୀ, ଏହି ଦିନରେ ମହାନଦୀରେ ସ୍ନାନ କରି ବୋଲ ବମ୍ ର ଜୟ ଧ୍ୱନି ସହ ଶିବଙ୍କ ଦର୍ଶନ କରିବାକୁ ଭକ୍ତମାନେ ବହୁ ଦୂର ଦୂରାନ୍ତରୁ ଆସନ୍ତି।ଏହି ରବିବାର ଦିନ ବଲାଜଟିଆ ବୋଲ ବମ ସେବା ସଙ୍ଘ, ମଣିଜଙ୍ଗା ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ କଟକ -ପାରାଦ୍ୱୀପ ରୋଡ଼ କଡ଼...

Article Image

ଭାରତୀୟ ବନ୍ଦର ମଜଦୂର ସଙ୍ଗ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରାଦ୍ୱୀପ | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାରତୀୟ ବନ୍ଦର ମଜଦୂର ସଙ୍ଗ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ଆଜି ପାରାଦୀପ ପୋର୍ଟ କ୍ଲବ ପରିସରରେ ଭାରତୀୟ ମଜଦୂର ସଙ୍ଗ ର ବାର୍ଷିକ ସମ୍ମିଳନୀ ଓ ନୂତନ କାର୍ଯ୍ୟ କର୍ତ୍ତା ଚୟନ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ମଜଦୂର ସଙ୍ଗ ର ବାଦଲ କୁମାର ମହାରଣା ମୁଖ୍ୟ ବକ୍ତା ବସନ୍ତ କୁମାର ସାହୁ ଓ ଟ୍ରଷ୍ଟି ଶ୍ରୀକାନ୍ତ ରାୟ ଓ ଅଧକ୍ଷ ରାକେଶ କୁମାର ପଟ୍ଟନାୟକ ଯୋଗ ଦେବା ସହ ଆଗକୁ କିପରି ଶ୍ରମିକ ମାନେ ନିର୍ଯାତିତ ଓ ନିଷ୍ପେସିତ ନ ହେବେ ସେଥି ପ୍ରତି ଧ୍ୟାନ...

Article Image

ନାଉଗାଁ ପାଳସାହି ନିକଟରେ ଭାରସ୍ୟାମ ହରାଇ ପୋଖରୀ କୁ ଖସି ପଡିଲା ସିମେଣ୍ଟ ବୋଝେଇ ମିନି ଟ୍ରକ l

ନାଉଗାଁ | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ପାଳସାହି ନିକଟରେ ଭାରସ୍ୟାମ ହରାଇ ପୋଖରୀ କୁ ଖସି ପଡିଲା ସିମେଣ୍ଟ ବୋଝେଇ ମିନି ଟ୍ରକ l ନାଉଗାଁ ୨୭/୦୭/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ପଳସାହି ଏକ ସିମେଣ୍ଟ ବୋଝେଇ ମିନି ଟ୍ରକ ନାଉଗାଁ ବଜାର ଅଭିମୁଖେ ଆସୁଥିବା ସମୟରେ ହଟାତ ଡ୍ରାଇଭର ଉକ୍ତ ମିନି ଟ୍ରକ ର ଭାରସ୍ୟାମ ହରାଇ ଗାଡି ଟି ପୋଖରୀ ଭିତ୍ତରକୁ ପୁରାଇ ଦେଇଥିଲେ l ତେବେ ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ ଡ୍ରାଇଭର କୁ ଗାଡି ମଧ୍ୟରୁ ଉଦ୍ଧାର କରିଥିଲେ ମଧ୍ୟ ଗାଡି ସମ୍ପୂର୍ଣ ପୋଖରୀ ଭିତରକୁ ଖସି ପଡି଼ବା ଫଳରେ...

Article Image

ଭାରତୀୟ ମଜଦୁର ସଂଘ ବାର୍ଷିକ ଜ଼ିଲ୍ଲା ସମ୍ମିଳନୀ ପାରାଦ୍ୱୀପ ପୋର୍ଟ କ୍ଲବ ସମିଳନୀ କକ୍ଷ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |

ଜଗତସିଂହପୁର | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାରତୀୟ ମଜଦୁର ସଂଘ ବାର୍ଷିକ ଜ଼ିଲ୍ଲା ସମ୍ମିଳନୀ ପାରାଦ୍ୱୀପ ପୋର୍ଟ କ୍ଲବ ସମିଳନୀ କକ୍ଷ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ବାଦଲ କୁମାର ମହାରଣା ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ କଟକ ବିଭାଗ ପ୍ରଭାରୀ ବସନ୍ତ କୁମାର ସାହୁ, ସଂମ୍ମାନିତ ଅତିଥିଭାବେ ପାରାଦ୍ୱୀପ ପୋର୍ଟ ପ୍ରଥମ ଟ୍ରଷ୍ଟି ଶ୍ରୀକାନ୍ତ କୁମାର ରାୟ, ଭାରତୀୟ ମଜଦୁର...

Article Image

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ନିୟମରେ ବାଜିବ ଡିଜେ ସାଉଣ୍ଡ ର ସଚେତନତା ଶିବିର ରାହାମାରେ ଅନୁଷ୍ଠିତ।

ରାହାମା | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ନିୟମରେ ବାଜିବ ଡିଜେ ସାଉଣ୍ଡ ର ସଚେତନତା ଶିବିର ରାହାମାରେ ଅନୁଷ୍ଠିତ। ରାହାମା ଜଗତସିଂହପୁର ଜିଲ୍ଲାରେ ବାଜିବ ଡିଜେ, ବିଭିନ୍ନ ପ୍ରୋସେସନ ରେ ଡିଜେ ସାଉଣ୍ଡ ବାଜିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଜଗନ୍ନାଥ ଟେଣ୍ଡ, ଲାଇଟ ଓ ସାଉଣ୍ଡ ମାଲିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନିଉ ଜିତ ମଣ୍ଡପ ବଡ଼ ବଜାର ରାହାମା ରେ ଅନୁଷ୍ଠିତ ହୋଇଥିଲା ସଭାରେ ସଭାପତିତ୍ବ କରିଥିଲେ ଶିଶର କୁମାର ଦାସ, ମୁଖ୍ୟ ଅତିଥି ସ ରୂପେ ଏସ ଡି ପିଓ ଚିନ୍ମୟ ରାଉତ, ସନ୍ନମାନୀୟ ଅତିଥି ତିର୍ତୋଲ ଥାନା ଅରକ୍ଷୀ...