Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଜଗନ୍ନାଥ ଡେକୋରେସନ୍ ମାଲିକ ସଂଘ ପକ୍ଷରୁ ସଚେତନତା ଶିବିର

କୁଜଙ୍ଗ | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗନ୍ନାଥ ଡେକୋରେସନ୍ ମାଲିକ ସଂଘ ପକ୍ଷରୁ ସଚେତନତା ଶିବିର* କୁଜଙ୍ଗତା.୨୭/୦୭/୨୫ (ଓମ୍ ଦାସ) ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ନିୟମରେ ବାଜିବ ଡିଜେ ସାଉଣ୍ଡ ର ସଚେତନତା ଶିବିର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଣିଜିକ କେନ୍ଦ୍ର ରାହାମାରେ ଅନୁଷ୍ଠିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ବାଜିବ ଡିଜେ, ବିଭିନ୍ନ ପ୍ରୋସେସନ ରେ ଡିଜେ ସାଉଣ୍ଡ ବାଜିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଜଗନ୍ନାଥ ଟେଣ୍ଡ, ଲାଇଟ ଓ ସାଉଣ୍ଡ ମାଲିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନିଉ ଜିତ ମଣ୍ଡପ ବଡ଼ବଜାର ରାହାମା ରେ ଅନୁଷ୍ଠିତ ହୋଇଥିଲା ସଭାରେ ସଭାପତିତ୍ବ କରିଥିଲେ ଶିଶର କୁମାର ଦାସ, ମୁଖ୍ୟ ଅତିଥି ରୂପେ...

Article Image

ଫୁଣିଥରେ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା l

କାକଟପୁର | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଫୁଣିଥରେ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା l* କାକଟପୁର ୨୬/୦୭ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ସୁହାଗପୁର ପଞ୍ଚାୟତ ର ସରପଞ୍ଚ ଙ୍କୁ ଫୁଣି ଥରେ ମାନ୍ୟବର କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି | ପ୍ରକାଶ ଥାଉ କି ଗତ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ପ୍ରଦାନ ପାଇଁ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଖ୍ ଅବୁ ତାହାର ଙ୍କୁ ଜିଲ୍ଲା ମୁନ୍ସିଫ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସହିତ ତତକାଳ ପଦକ୍ଷେପ ନେଇ ପୁନଃ ନିର୍ବାଚନ କରିବାକୁ ଆଦେଶ ଦେଇଥିଲେ | ଏହାକୁ ଆଧାର କରି ସୁହାଗପୂର ସରପଞ୍ଚ...

Article Image

ସାହାରା ଦେଖେଇ ଭୋଳା ଉଦୟ ବଟ ବାସୀ ଙ୍କୁ କରିଛି ବେସାହାରା

ପାରାଦ୍ୱୀପ | 27/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସାହାରା ଦେଖେଇ ଭୋଳା ଉଦୟ ବଟ ବାସୀ ଙ୍କୁ କରିଛି ବେସାହାରା ଭୋଳା ମଣ୍ଡଳ। କୋଟି କୋଟି ଟଙ୍କା ହଡପ କରି ନେଇଥିବା ସୂଚନା। ଆଙ୍କର - ନାଁ ଟି ସିନା ଭୋଳା କିନ୍ତୁ ସେ ପ୍ରକୃତରେ ଭୋଳା ନୁହେଁ। ଅନେକ ନିରିହ ଜନ ସାଧାରଣ ଙ୍କୁ ବୋକା ବନେଇ ଅତ୍ୟନ୍ତ ଚାଲାକ ଚତୁର ସହିତ କୋଟି କୋଟି ଟଙ୍କା ହଡପ କରି ବେଶ୍ ଅୟସ ଓ ଆରାମ ରେ ଜୀବନ ଅତିବାହିତ କରୁଛି ଭୋଳା ମଣ୍ଡଳ ନାମକ ଜୈନିକ ଯୁବକ। ଘଟଣା ଟି ଘଟିଛି ପାରାଦୀପ ମୁନସିପାଲିଟି ଅନ୍ତର୍ଗତ ୪ନଂ ଓ୍ବାର୍ଡ ରେ।...

Article Image

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ନାଉଗାଁ | 26/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ ନାଉଗାଁ ୨୬/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁ ଗାଁ ପଜ୍ଞାୟତର ନନ୍ଦିଗ୍ରାମର ଘନଶ୍ୟାମ ପାଢ଼ୀ ୮୦ ବର୍ଷରେ ପରଲୋକ ଘଟିଛି। ସ୍ବର୍ଗତ ପାଢୀ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟର ସମ୍ପ୍ରାସାରଣ ଅଧିକାରୀ ଭାବେ ଅବସର ନେଇଥିଲେ।ସେ ଜଣେ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋବାପରେ ନାଉଗାଁ ରେ ଶୋକର ଛାୟା ଖେଳିଯାଇଛି।ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣି ପର୍ବତ,ତିହୂଡା ଗୁରୁକୃପା କୁଟିରର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ,ପୃର୍ବତନ...

Article Image

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସର "ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ପୋର୍ଟାଲ" - କର୍ମଶାଳା

ତିର୍ତୋଲ | 26/07/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସର "ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ପୋର୍ଟାଲ" - କର୍ମଶାଳା ତିର୍ତ୍ତୋଲ-୨୬/୭-(ରିପୋର୍ଟ-ଟୁକନ ସେଠୀ)-ପ୍ରଦେଶ କଂଗ୍ରେସ ଦୀର୍ଘ ଦିନ ହେବ ନାରୀ ମାନଙ୍କ ସୁରକ୍ଷା ପାଇଁ ଲଢେଇ କରି ଆସୁଛି । ରାଜ୍ୟରେ ପ୍ରତ୍ଯେକ ଦିନ ନାରୀ ନିର୍ଯାତନାର ଶିକାର ହେଉଛନ୍ତି | ପୀଡ଼ିତାର ଅଭିଯୋଗ କେହି ଶୁଣୁନାହାନ୍ତି, ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ଓ ଅନେକ ନ୍ଯାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଗତ...

Article Image

ନୂଆପୋଖରୀ ଠାରେ SBI ATM ବସାଇବାକୁ ଦାବି କରୁଛନ୍ତି ସ୍ଥାନୀୟ ବାସୀ,

ତିର୍ତୋଲ | 26/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନୂଆପୋଖରୀ ଠାରେ SBI ATM ବସାଇବାକୁ ଦାବି କରୁଛନ୍ତି ସ୍ଥାନୀୟ ବାସୀ, ତିର୍ତୋଲ ୨୭/୭ ଆଜିକାଲି ଡିଜିଟାଲ ଯୁଗରେ 90ଭାଗ ଲୋକ ଡିଜିଟାଲ ଟ୍ରାଞ୍ଜାକସନ ଉପରେ ନିର୍ଭର ଶୀଳ ତେଣୁ ସରକାରୀ ଓ ବେସରକାରୀ ବକ୍ୟାଙ୍କର ମାନେ ଜନସାଧାରଣ ଙ୍କୁ ସେବା ଯୋଗାଇବା ଲାଗି ଛକ ବଜାର ମାନଙ୍କ ରେ ପ୍ରତିଯୋଗିତା ମୂଳକ ATM ମେସିନି ବସାଇ ନିରବ ଛିର୍ଣ ସେବା ଯୋଗାଇ ଆସୁଛନ୍ତି ହେଲେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ଦେଇ ଯାଇଥିବା ଏରସମା-ମଣିଜଙ୍ଗା ରାସ୍ତାର ନୂଆପୋଖରୀ ବଜ଼ାର ରେ SBIATM ଟିଏ ବସାଇବାକୁ ଦାବି କରୁଛନ୍ତି ଲୋକେ l ତିର୍ତୋଲ ଅଞ୍ଚଳ ର ନୂଆପୋଖରୀ ବଜ଼ାର ର...

Article Image

ଶ୍ରୀକର ଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ

ବୁଗୁଡା | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀକର ଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ ବୁଗୁଡା,୨୫/୦୭(ସୋରେନ କୁମାର ପ୍ରଧାନ): ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୁଲ୍ୟ ରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ସୈନିକ ଭାଇଙ୍କ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ସ୍ୱେଚ୍ଛାସେବୀ ଛାତ୍ରୀ ମାନଙ୍କ ପକ୍ଷରୁ ସୈନିକ ଭାଇମାନଙ୍କ ପାଇଁ ରାକ୍ଷୀ ପଠାଇବା ବ୍ୟବସ୍ଥା ହୋଇଛି। ୨୫/୦୭/୨୫ ତାରିଖ ଶୁକ୍ରବାର ଦିନ ଭାରତ ସ୍କାଉଟସ ଓ ଗାଇଡ୍ସ ପକ୍ଷରୁ ମିଳିତ ଭାବେ ନିଜ ହାତରେ ଜଗନ୍ନାଥ , ବଳଭଦ୍ର...

Article Image

ଏରଡା ଗ୍ରାମର ବରୁଣେଶ୍ବ ଯୁବକ ସଂଘ ତରଫରୁ ବନମହୋତ୍ସବ ପାଳିତ।

ନାଉଗାଁ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଏରଡା ଗ୍ରାମର ବରୁଣେଶ୍ବ ଯୁବକ ସଂଘ ତରଫରୁ ବନମହୋତ୍ସବ ପାଳିତ। ନାଉଗାଁ ୨୫/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଜ୍ଞାୟତର ଏରଡା ଗ୍ରାମର ବରୁଣେଶ୍ବର ଯୁବକ ସଂଘ ତରଫରୁ ବନମହୋତ୍ସବ,ମା ପାଇଁ ଗଛଟିଏ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଏରଡା ଗ୍ରାମର ଦେବିନଦୀ ପଠା ସହିଦ ଉଗ୍ରେସେନ ଖେଳପଡିଆ ଚତୃପାର୍ଶ୍ବରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଉଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ଗଳଦାରୀ ପଜ୍ଞାୟତର ସମିତି ସଭ୍ୟଙ୍କ ପ୍ରତିନିଧି କର୍ମବୀର ପ୍ରଭାତ କୁମାର ସ୍ବାଇଁ ଯୋଗଦେଇ ଯୁବକ...

Article Image

ଏରଡା ଗ୍ରାମର ବରୁଣେଶ୍ବ ଯୁବକ ସଂଘ ତରଫରୁ ବନମହୋତ୍ସବ ପାଳିତ।

ନାଉଗାଁ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଏରଡା ଗ୍ରାମର ବରୁଣେଶ୍ବ ଯୁବକ ସଂଘ ତରଫରୁ ବନମହୋତ୍ସବ ପାଳିତ। ନାଉଗାଁ ୨୫/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଜ୍ଞାୟତର ଏରଡା ଗ୍ରାମର ବରୁଣେଶ୍ବର ଯୁବକ ସଂଘ ତରଫରୁ ବନମହୋତ୍ସବ,ମା ପାଇଁ ଗଛଟିଏ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଏରଡା ଗ୍ରାମର ଦେବିନଦୀ ପଠା ସହିଦ ଉଗ୍ରେସେନ ଖେଳପଡିଆ ଚତୃପାର୍ଶ୍ବରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଉଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ଗଳଦାରୀ ପଜ୍ଞାୟତର ସମିତି ସଭ୍ୟଙ୍କ ପ୍ରତିନିଧି କର୍ମବୀର ପ୍ରଭାତ କୁମାର ସ୍ବାଇଁ ଯୋଗଦେଇ ଯୁବକ...

Article Image

ଚୋରା ବିଦେଶୀ ମଦ ଜବତ ଦୁଇ ଅଭିଯୁକ୍ତ ଗିରଫ

ନାଉଗାଁ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଚୋରା ବିଦେଶୀ ମଦ ଜବତ ଦୁଇ ଅଭିଯୁକ୍ତ ଗିରଫ ନାଉଗାଁ :୨୫/୦୭: ବିକ୍ରମ ଓଡିଶା ନିୟଜୁ ନାଉଗାଁ ସାଧୁଗୋସ୍ୱାମୀ ନିକଟରୁ ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତ କୁ ଗିରଫ କଲା ନାଉଗାଁ ଥାନା ପୋଲିସ l ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ର ସମୟରେ ନାଉଗାଁ ପୋଲିସ ର ଗୋଟେ ଟିମ ଏଏସେଆଇ ସଜ୍ଜିତ ହୁସିଆନ ଖାନ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ନାଉଗାଁ ଶିଖର ମୁଖ୍ୟ ରାସ୍ତା ର ସାଧୁଗୋ ସ୍ୱାମୀ ନିକଟ ଦେଇ ଏକ ସ୍କୁଟି ସାହାଯ୍ୟ ରେ ଚୋରି ଵିଦେଶୀ ମଦ ଯାଉଥିବା ସମୟରେ,...

Article Image

ପୁରୀ ରଥଯାତ୍ରା ଦଳାଚକଟାରେ ଆହତ ମାନଙ୍କୁ ଭେଟିଲେ ଉନ୍ନୟନ କମିଶନର, ରାଜ୍ୟ ଅତିଥି ଭବନରେ ହେଲା ଶୁଣାଣି |

ଜଗତସିଂହପୁର | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁରୀ ରଥଯାତ୍ରା ଦଳାଚକଟାରେ ଆହତ ମାନଙ୍କୁ ଭେଟିଲେ ଉନ୍ନୟନ କମିଶନର, ରାଜ୍ୟ ଅତିଥି ଭବନରେ ହେଲା ଶୁଣାଣି | ହୋଇଥିବା ~~~~~~~~~~~~~~~ ଜଗତସିଂହପୁର 25/7/2025(ସରୋଜ ନାୟକ ଙ୍କ ରିପୋର୍ଟ )ପୁରୀ ରଥଯାତ୍ରା ସମୟରେ ଗୁଣ୍ଡିଚାମନ୍ଦିର ନିକଟରେ ହୋଇଥିବା ଦଳାଚକଟା ରେ, ମୃତବ୍ୟକ୍ତିଙ୍କ ପରିବାରକୁ ସରକାର 25ଲକ୍ଷ ଲେଖାଏଁ ଦେବାପାଇଁ ଘୋଷଣା କରିଥିଲେ |ସାଙ୍ଘାତିକ ଆହତ ହୋଇ, ଘରୋଇ ଡାକ୍ତରଖାନାରେ ଚିକିସ୍ଚିତ ହୋଇ ଆରୋଗ୍ୟ ହୋଇଥିବା, ଲୋକଙ୍କ ପାଇଁ କିଛି ସହାୟତା ଘୋଷଣା କରି ନ ଥିଲେ |ଗଣମାଧ୍ୟମରେ ଖବର ପ୍ରକାଶନ ଓ ପ୍ରସାରଣ ପରେ ସରକାର ତତ୍ପର ହେଲେ |ଆଜି ତା 25/7/2025ରିଖ ରେ ରାଜ୍ୟ ଉନ୍ନୟନ କମିଶନର, ଆହତମାନଙ୍କୁ ଚିଠି କରି...

Article Image

ବ୍ୟାଙ୍କର ଗ୍ରାହକ ସେବା ସମ୍ମିଳନୀ, ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ

କାକଟପୁର | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ୟାଙ୍କର ଗ୍ରାହକ ସେବା ସମ୍ମିଳନୀ, ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ କାକଟପୁର ତା ୨୫/୭,(ତୁଷାର ଦୀକ୍ଷିତ ) କାକଟପୁର ଚନ୍ଦନ ବଜାର ସ୍ଥିତ ଅଗ୍ରଣୀ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ବ୍ୟାଙ୍କ ଶାଖା ପରିଚାଳକ ସୁବ୍ରତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବ୍ୟାଙ୍କର ଏହା ପ୍ରଥମ ସମ୍ମିଳନୀ ହୋଇଥିବା ବେଳେ ଆଜିର ବୈଠକରେ ବ୍ୟାଙ୍କର ଏକ ଶହରୁ ଉର୍ଦ୍ଧ ହିତାଧିକାରୀ ଯୋଗଦେଇ ବ୍ୟାଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ପାଇବାରେ ଅନେକ ଅସୁବିଧା ହେଉଥିବା ପରିଚାଳକ ଶ୍ରୀ ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ l...