Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ପ୍ରଧାନ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ।

କାକଟପୁର | 05/08/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରଧାନ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ। କାକଟପୁର-୦୫/୦୮ ପୁରୀ ଜିଲ୍ଲା କାକଟପୁର ବ୍ଳକ ଶିକ୍ଷା ବିଭାଗ ଅଧିନସ୍ଥ ଗମ୍ଭାରୀପଦା  ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବତ୍ସଳା ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଶତପଥିଙ୍କୁ ଶନିବାର ଦିନ ବିଦ୍ୟାଳୟ ପରିସରରେ ସେବା ନିବୃତ ସମ୍ବର୍ଦ୍ଧନା ଦିଆଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ମୁଖ୍ୟ ବକ୍ତା ବ୍ଳକ ଶିକ୍ଷାଧିକାରୀ ରବି ନାରାୟଣ ନନ୍ଦ, ସମ୍ମାନୀତ ଅତିଥି ଶିକ୍ଷାବିତ୍ ବେଣୁଧର ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମିଶ୍ର , କଣ୍ଟାପଡା ଗ୍ରାମପଞ୍ଚାୟତ ସରପଞ୍ଚ ରୀନା ନାୟକ,ସହ ଶିକ୍ଷାଧିକାରୀ ବଂଶୀଧର ମଲ୍ଲିକ,ଭାରପ୍ରାପ୍ତ ସହ ଶିକ୍ଷାଧିକାରୀ...

Article Image

ଅରିଲୋ ଶିଶୁଅନନ୍ତ୍ ଆଶ୍ରମ ରେ ଗୀତା ଜ୍ଞାନାଞ୍ଜନ ଆଧ୍ୟାତ୍ମିକ ପତ୍ରିକାର ଲୋକାର୍ପଣ ଉତ୍ସବ

ତିର୍ତୋଲ | 04/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଅରିଲୋ ଶିଶୁଅନନ୍ତ୍ ଆଶ୍ରମ ରେ ଗୀତା ଜ୍ଞାନାଞ୍ଜନ ଆଧ୍ୟାତ୍ମିକ ପତ୍ରିକାର ଲୋକାର୍ପଣ ଉତ୍ସବ ଜଗତସିଂହପୁର: ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାମାଜିକ ସେବା ପ୍ରତିଷ୍ଠାନ ବ୍ୟାସ ଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ, ଆନୁକୂଲ୍ୟରେ ଗୀତା ଜ୍ଞାନାଞ୍ଜନ ଆଧ୍ୟାତ୍ମିକ ତ୍ରୟମାସିକ ପତ୍ରିକାର ପଞ୍ଚମ ବାର୍ଷିକ ଦ୍ଵାଦଶ ସଂଖ୍ୟା ଲୋକାର୍ପଣ ଉତ୍ସବ ଅରିଲୋ ସ୍ଥିତ ଶିଶୁଅନନ୍ତ ଆଶ୍ରମ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ କହିଲେଯେ, ଗୀତାର ବାଣୀ ମାନବ ସମାଜର ସମସ୍ତ କଲ୍ୟାଣ ସାଧନ...

Article Image

CWC କାର୍ଯ୍ୟାଳୟ ରେ ମହିଳା ସଭ୍ୟା ଙ୍କୁ ଅସଦାଚରଣ ଅଭିଯୋଗ

ଜଗତସିଂହପୁର | 01/08/2025 | ବିକ୍ରମ ଓଡ଼ିଶା ନିୟୁଜ

CWC କାର୍ଯ୍ୟାଳୟ ରେ ମହିଳା ସଭ୍ୟା ଙ୍କୁ ଅସଦାଚରଣ ଅଭିଯୋଗ ଜଗତସିଂହପୁର ତା =31/7/25 ଜଗତସିଂହପୁର ରେ ପୁଣି ଲଜ୍ଜ୍ୟା CWC କାର୍ଯ୍ୟାଳୟରେ CWC ସଭ୍ୟଙ୍କ ଦ୍ବାରା ମହିଳା କୋଡ଼ିନେଟର ଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଜଗତସିଂହପୁର ଥାନାରେ ଅଭିଯୋଗ କଲେ ପୀଡ଼ିତା କର୍ମଚାରୀ ତଥା ପୀଡ଼ିତା କାର୍ଯ୍ୟରତ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ କର୍ମକର୍ତ୍ତା। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲାରେ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ରେ ଋଚିକା ସମାଜ ମଙ୍ଗଳ ସଙ୍ଗଠନ ନାମକ ସ୍ୱେଶ୍ଚା ସେବୀ ସଙ୍ଗଠନର ଜିଲ୍ଲା କୋଡ଼ିନେଟର ଭାବେ ସଂପୃକ୍ତା ଯୁବତୀ କାର୍ଯ୍ୟ କରି ଆସୁଥିଲେ। ଗତ କିଛି ମାସ ପୂର୍ବରୁ ସେହି କାର୍ଯ୍ୟାଳୟ...

Article Image

ମେଗାମାର୍କ ବ୍ୟବସାୟିକ କେନ୍ଦ୍ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟ ରେ ବିବାଦ |

ଜଗତସିଂହପୁର | 01/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମେଗାମାର୍କ ବ୍ୟବସାୟିକ କେନ୍ଦ୍ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟ ରେ ବିବାଦ | ଜଗତସିଂହପୁର ତା =31/7/25 ଜଗତସିଂହପୁର ଜ଼ିଲ୍ଲା ଏରସମା ଥାନା ଠାରୁ ମାତ୍ର ୫ ଶହ ମିଟର ଦୂର ମେଗା ମାର୍କ ବ୍ୟବସାୟିକ କେନ୍ଦ୍ର ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟରେ ଘମାଘୋଟ ବାକଯୁଦ୍ଧ ଓ ମାଡିପିଟ ଘଟଣା ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି |ଏଥିନେଇ ଉଭୟ ପକ୍ଷ ଙ୍କ ପକ୍ଷରୁ ଏରସମା ଥାନା ରେ ଭିନ୍ନଭିନ୍ନ ଦୁଇଟି ମକଦମା ରୁଜୁ କରାଯାଇଛି |ଖବର ନେବାରେ ଜଣାଯାଇଛି ମେଗା ମାର୍କ ବ୍ୟବସାୟିକ...

Article Image

କାକଟପୁରପ୍ରବୀଣ ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

କାକଟପୁର | 01/08/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁରପ୍ରବୀଣ ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କାକଟପୁର ହାଇସ୍କୁଲ ହରାଇଲା ଛାତ୍ର ଵସ୍ଚଳ ଶିକ୍ଷକ ପୀତବାସ ଦୀକ୍ଷିତ ଙ୍କୁ କାକଟପୁର 1/8/25 ଚାକିରୀ ଥିଲେ ଅବସର ଅଛି, ହେଲେ କାକଟପୁର ହାଇସ୍କୁଲ ରେ ପାଠ ପଢି ପୁଣି ସେଇ ସ୍କୁଲରେ ଶିକ୍ଷକତା କରି ଅବସର ନେବା ବହୁତ କମ ଶିକ୍ଷକ ଙ୍କ ଭାଗ୍ୟରେ ଦେଖିବାକୁ ମିଳେ, ପୀତବାସ ଦୀକ୍ଷିତ ତାଙ୍କ ଚାକିରୀ ଜୀବନରେ ପ୍ରଥମେ ନିମାପଡା ଗ୍ୟାର୍ଲ ସ୍କୁଲ ଓ ପରେ ଗୋପ ସ୍କୁଲ ରେ ଶିକ୍ଷକତା କୁ ବୃତ୍ତି ଭାବେ ଆପଣେଇ ଦୀର୍ଘ 30 ବର୍ଷ କାକଟପୁର ସରକାରୀ ଉଚ୍ଚ...

Article Image

ବିଧ୍ୟାୟକଙ୍କ ଦ୍ଵାରା ନୂତନ ପ୍ରାଚୀର ଓ ଫାଟକର ଶୁଭ ଉଦ୍ଘାଟନ

ନାଉଗାଁ | 01/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଧ୍ୟାୟକଙ୍କ ଦ୍ଵାରା ନୂତନ ପ୍ରାଚୀର ଓ ଫାଟକର ଶୁଭ ଉଦ୍ଘାଟନ ନାଉଗାଁ ୧/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଗଙ୍ଗଦା ସ୍ଥିତ ଶ୍ରୀ ଶ୍ରୀ ମଉଳାଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପ୍ରାଚୀର ଓ ଫାଟକ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଭିତ୍ତିଭୂମି ବିକାଶ ଅନୁଦାନ ପାଣ୍ଠିରୁ ୨୦ ଲକ୍ଷ୍ୟ ଟଙ୍କାର ଅନୁଦାନ ରେ ନିର୍ମିତ କରାଯାଇଥିବା ନୁତନ ପ୍ରାଚୀର ଓ ଫାଟକକୁ ଆଜି ସ୍ତାନିୟ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ନାନିୟ ଅତିଥି ଭାବେ ନାଉଗାଁ ତହସିଲ ଦାର ଅକ୍ଷୟ...

Article Image

ଖରିଫ୍ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ

ଜଗତସିଂହପୁର | 31/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଖରିଫ୍ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ* ଜଗତସିଂହପୁର,ତା ୨୯/୦୭/୨୫ ରିଖ: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଖରିଫ୍ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା।ଚାଷୀ ମାନଙ୍କ ନିମନ୍ତେ ସରକାର ବହୁତ୍ ଯୋଜନା କରିଛନ୍ତି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ...

Article Image

ଆଲ ଓଡିଶା CRP, CM ଆସୋସିଏସନ ପକ୍ଷରୁ ଚାରି ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ )

ଜଗତସିଂହପୁର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

(ଆଲ ଓଡିଶା CRP, CM ଆସୋସିଏସନ ପକ୍ଷରୁ ଚାରି ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =29/7/25 ଅଲ ଓଡିଶା CRP ଓ CM ଆସୋସିସନ ପକ୍ଷରୁ ଚାରିଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଶତାଧିକ CRP ଓ CM କର୍ମକର୍ତା ମନେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପଦର୍ଶନ କରିଥିଲେ | CRP ଓ CM ମାନଙ୍କର...

Article Image

ପୋଲିସ ର ପରିଚୟ ଦେଇ ଅଭିନଵ ଉପାୟରେ ମହିଳା ଙ୍କୁ ଧମକ )

ଜଗତସିଂହପୁର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

(ପୋଲିସ ର ପରିଚୟ ଦେଇ ଅଭିନଵ ଉପାୟରେ ମହିଳା ଙ୍କୁ ଧମକ ) ଜଗତସିଂହପୁର ତା=29/7/25 ବାଲିକୁଦା ଥାନା ଅଧୀନରେ ଥିବା ଆମ୍ବଶାଳ ପଞ୍ଚାୟତ ତିହୁଡି ଗ୍ରାମର ସଂଯୁକ୍ତା ଲେଙ୍କା ନାମକ ଜଣେ ଅସହାୟ ମହିଳା ଙ୍କୁ ଦୁଇ ଜଣ ଯୁବକ ବାଲିକୁଦା ପୋଲିସ ର ପରିଚୟ ଦେବ ହଠାତ ଅଶାଳୀନ ବ୍ୟବହାର ପଦର୍ଶନ କରିବା | ଧମକ ଦେଇ ବ୍ୟକ୍ତିଗତ ଚରିତ୍ର ସଂହାର କରିବା ଭିଡିଓ ଭାଇରାଲ କରିବା ଘଟଣାକୁ କେନ୍ଦ୍ର କରି ମହିଳା ଜଣଙ୍କ ଚଳିତ ମାସ ତେର ତାରିଖ ରେ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ବାଲିକୁଦା...

Article Image

ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ । ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍‌ଲାଇନ କରିବ ପୂର୍ତ୍ତ ବିଭାଗ । ପୂର୍ବରୁ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ । ଅନ୍‌ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି ।ଯାହାଦ୍ବାରା ଯଥାଶୀଘ୍ର ଆରମ୍ଭ ହୋଇପାରିବ ପ୍ରକଳ୍ପ କାମ ।...

Article Image

ଅସୁରକ୍ଷିତ ଅସ୍ତରଙ୍ଗ ଭଉଁରିଆ ସେତୁ ନଈଗୁଆଁ ଦେଇ ଚଳାଚଳ କରିବ ଭାରି ଯାନ

କାକଟପୁର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଅସୁରକ୍ଷିତ ଅସ୍ତରଙ୍ଗ ଭଉଁରିଆ ସେତୁ ନଈଗୁଆଁ ଦେଇ ଚଳାଚଳ କରିବ ଭାରି ଯାନ କାକଟପୁର ୨୯।୭ (ତୁଷାର ଦୀକ୍ଷିତ ):ପୁରୀ ଜିଲ୍ଲା କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ଅସ୍ତରଙ୍ଗ ଭଉଁରିଆ ସେତୁ ଭାରି ଯାନ ଚଳାଚଳ ପାଇଁ ଅସୁରକ୍ଷିତ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯିବା ପରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ସ୍ଥାନରେ ନୂତନ ସେତୁ ନିର୍ମାଣ ନହେବା ପର୍ଯ୍ୟନ୍ତ ସାମୟିକ ଭାବେ ଭାରି ଯାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି।ଏଣିକି କାକଟପୁର ଦିଗରୁ ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର,ନଗର ଓ ଆଳସାହି ପ୍ରଭୃତି ପଞ୍ଚାୟତକୁ ଯିବାକୁ ଥିବା...

Article Image

ପିତା ମାତା ଏବଂ ସାନ ଭଉଣୀ ର ଙ୍କ ମଙ୍ଗଳ କାମନା କରି ଶ୍ରାବଣ ମାସ ରେ ଜଳ ଲାଗିକଲେ କୁନି କାଉଡିଆ

କାକଟପୁର | 29/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପିତା ମାତା ଏବଂ ସାନ ଭଉଣୀ ର ଙ୍କ ମଙ୍ଗଳ କାମନା କରି ଶ୍ରାବଣ ମାସ ରେ ଜଳ ଲାଗିକଲେ କୁନି କାଉଡିଆ କାକଟପୁର ୨୮/୭(ତୁଷାର ଦୀକ୍ଷିତ )ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ପାଣିଭାର ନେଇ ଶିବଙ୍କ ମସ୍ତକରେ ଶୁଭ ଫଳ ମିଳିବା ସହିତ ମନାସିଥିବା ମନସ୍କାମନା ପୂରଣ ହୋଇଥାଏ ସେଇଥି ପାଇଁ ଶ୍ରାବଣ ମାସ ର ପ୍ରତ୍ୟେକ ସୋମବାର ହଜାର ହଜାର କାଉଡିଆ ମାନେ ଶିବ ମନ୍ଦିର ରେ ଜଳ ଲାଗି କରିଥାନ୍ତି। କିନ୍ତୁ ଶ୍ରାବଣ ମାସ ତୃତୀୟ ସୋମବାର ଅସ୍ତରଙ୍ଗ ର ପ୍ରତାପ ବିଶ୍ୱାଳ ଙ୍କ ୧୦ବର୍ଷର ପୁତ୍ର ସାଇରୋଶନ ଠାରେ ଦେଖିବାକୁ...