
( ପଥଭ୍ରଷ୍ଟ ଯୁବ ପିଢ଼ିମାନଙ୍କ ପାଇଁ ଘୋଡାନାଚ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ) ଜଗତସିଂହପୁର ତା =24/6/25 ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ନିଶାଚର ମାନେ କାୟା ବିସ୍ତାର କରିବାରୁ ଆଜିର ଯୁବ ପିଢ଼ି ପଥଭ୍ରଷ୍ଟ ହୋଇ ଅନେକ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି |ଦୈନଦିନ ଆମ ସମାଜ ରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ୍ୟ ବୃଦ୍ଧି ପାଉଛି | ନିଶା ସେବନ କରି କେତେ ପରିବାର ସର୍ବଶାନ୍ତ ହେଉଛନ୍ତି | ପଥଭ୍ରଷ୍ଟ ଯୁବ ପିଢ଼ି ଙ୍କୁ ଉଚିତ ମାର୍ଗ କୁ ଆଣିବା ନିମନ୍ତେ ଜଗତସିଂହପୁର ବ୍ଲକ କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା...

ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଅସ୍ତରଙ୍ଗ ରେ ପହଞ୍ଚିଲା ଶ୍ରମବିଭାଗ କାକଟପୁର ୨୩/୬ (ତୁଷାର ଦୀକ୍ଷିତ )ଏବେ ଏବେ ମିଳୁଛି ବିଭିନ୍ନ ବିଭାଗ ର ନ୍ୟାୟିକ କାର୍ଯ୍ୟ ଦକ୍ଷତା, ଅସ୍ତରଙ୍ଗ ବ୍ଲକ ପ୍ରଶାସନ ଯେଉଁଠି ଦକ୍ଷତା ଦେଖେଇବାରେ ଅସମର୍ଥ ସେଠି ଜିଲ୍ଲା ପ୍ରଶାସନ ତରଫରୁ କରାଯାଉଛି ଅଚାନକ ଚଢ଼ାଉ, ଅସ୍ତରଙ୍ଗ ବଜାର ରେ ଅନେକ ବ୍ୟବସାୟିକ ଅନୁଷ୍ଠାନ ରେ ଦୀର୍ଘବର୍ଷ ହେବ ନାବାଳକ ଶ୍ରମିକ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରିଆସିଛନ୍ତି କିଛି ବ୍ୟବସାୟୀ, ଯାହାକୁ ଦୃଷ୍ଟି ରେ ରଖି ଅନେକ ଦିନ ହେବ ଅନେକ ଗଣମାଧ୍ୟମ ସଂସ୍ଥା ରେ ଏହି ଖବର ପ୍ରସାରଣ ହେଈ ଆସୁଥିଲା, ଆଜି...

ବିଜେପି ନେତାଙ୍କ ପ୍ରୟାସରେ ମୁମ୍ବାଇରୁ ଓଡିଶା ଆସିଲା ଯୁବକଙ୍କ ମରଶରୀର। ଖଇରା,୨୩/୦୬:ଖଇରା ଥାନା ଶୁଣ୍ଢିରା-ଗଣ୍ଡିବେଡ଼ ପଞ୍ଚାୟତ ଅଧିନ ନୂଆସାହି ଗ୍ରାମର ମୁମ୍ବାଇରେ ରହୁଥିବା ଜଣେ ଯୁବକଙ୍କ ମୃତଦେହ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ପ୍ରୟାସରେ ଘରକୁ ଅଣାଯାଇଛି।ନୂଆସାହି ଗ୍ରାମର ନିରଞ୍ଜନ ଶିଅଳ ମୁମ୍ବାଇ ଥାନେ ଅଞ୍ଚଳର ଏକ ଦୋକାନରେ ରହି କାର୍ଯ୍ୟ କରୁଥିଲେ।ହେଲେ ଗତ ଶନିବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।ଘଟଣା ବିଷୟରେ ଖବର ପାଇ ନିରଞ୍ଜନଙ୍କ ପତ୍ନୀ ସନ୍ଧ୍ୟାରାଣୀ ଶିଅଳଙ୍କ ସମେତ ପରିବାର ଲୋକେ ବିଜେପି ନେତା ଠାକୁର ରଞ୍ଜିତ ଦାସଙ୍କୁ ଘଟଣା ବିଷୟରେ ଜଣାଇବା ସହ ମୃତ ଘରକୁ ଆଣିବାକୁ ନିବେଦନ...

ଫଟୋ ସାମ୍ବାଦିକ ବୀରୁ ସାହୁଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର: ୨୩ /୬ ଭୁବନେଶ୍ବର ରେ ଇ ପି ଏ ଉଇକ୍ଲି ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି।ସେ କିଛି ଦିନ ଧରି ଅସୁସ୍ଥ ଥିବା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ।ଗତକାଲି ରାତ୍ରି ରେ ଖାଇ ପିଇ ସୋଇଥିଲେ କିନ୍ତୁ ସକାଳ ହେବା ପରେ ସେ ଆଉ ଉଠି ନଥିଲେ।ପରିବାର ଲୋକ ତାଙ୍କୁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ରେ ସମ୍ପନ୍ନ ହୋଇଥିଲା।ଏହାପରେ ଆଜି ସନ୍ଧ୍ୟାରେ...

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - ତିର୍ତୋଲ ୨୩/୦୬. ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୬୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୫ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୩ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୧୮ ଟି, ଆବାସ ଯୋଜନା ସମ୍ପର୍କୀୟ ୦୪...

ବାବାଜୀ ଅଭାବ ରୁ ଛତା ମଠାରେ ତାଲା, ଅପୂଜା ସମାଧି, ଅପୂଜା ଭାଗବତୀ ଠାକୁରାଣୀ ତିର୍ତୋଲ 22/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଇବିରୀସିଂ ପଂଚାୟତ ଠାରେ ଥିବା ବହୁ ପୁରାତନ ଛତା ମଠ ରେ ଉତରାଧିକାରୀ ବାବାଜୀ ନମିଳିବାରୁ ମଠଟି ରେ ଦୀର୍ଘ ଦିନ ହେଲାଣି ତାଲା ଝୁଲୁଛି, ମଠ ଭିତରେ ଥିବା ବହୁ ସାଧୁ ଙ୍କ ସମାଧି ପୀଠ ଓ ମଠର ଆରାଧ୍ୟ୍ୟ ଦେଵୀ ମା ଭଗବତୀ ଙ୍କ ଅପୂଜା ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ସାଗବରିଆ ଗ୍ରାମ ରେ ଥିବା ଏହି ମଠ ଟିର ବହୁ କିମ୍ବଦନ୍ତି କାହାଣୀ ରହିଛି, ଛତା...

ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ସମ୍ମୁଖରେ ପୂର୍ବ ଉପକୂଳ ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଦୁଇ ଘଣ୍ଟିଆ ପ୍ରତିବାଦ ସଭା। କମ୍ପାନୀ ର ଚୁକ୍ତିନାମା ଅହେତୁକ ବିଳମ୍ବ ବିରୁଦ୍ଧରେ ଏହି ପ୍ରତିବାଦ ଶ୍ରମିକ ଙ୍କ ସ୍ବାର୍ଥ ଲାଗି କରାଯାଇଛି। ଆଇଓସିଏଲ୍ ତୈଳ ବିଶୋଧନାଗାର ରେ ପ୍ରାୟ ୩ହଜାରରୁ ଉର୍ଦ୍ଧ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରତି ୩ବର୍ଷ ରେ ସେମାନଙ୍କ ର କମ୍ପାନୀ ସହ ଏକ ଚୁକ୍ତିନାମା କରା ଯାଇଥାଏ। ହେଲେ ୨୦୨୨ରେ ହୋଇଥିବା ଚୁକ୍ତିନାମା ତିନିବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ...

ପୁଣି ନଜରକୁ ଆସିଲା କୃଷି ଅଧିକାରୀଙ୍କ ଗୃହ ନିର୍ମାଣ କରୁଥିବା ଠିକାଦାର ଙ୍କ କେଳେଙ୍କାରୀ ତିର୍ତୋଲ 23/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ନିମକଣା ସ୍ଥିତ ପୁରୁଣା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଭାଙ୍ଗି ନୂଆ ବିଲଡିଙ୍ଗ କରିବା ପାଇଁ ୫୬ ଲକ୍ଷ୍ୟ ଟଙ୍କାର ଟେଣ୍ଡର ପାଇ ସମ୍ପୃକ୍ତ ଠିକାଦାର ପୁରୁଣା ଗୃହକୁ ଭାଙ୍ଗି ସେହି ପୁରୁଣା ଡ୍ରେସିଙ୍ଗି ଇଟା ହାରାହାରି ସଂଖ୍ୟା ୭ହଜ଼ାର ଇଟା କୁ ନୂଆ ଗୃହରେ ବେବହାର କରି ସମ୍ବାଦ ପତ୍ରରେ ଚର୍ଚ୍ଚାକୁ ଆସିଥିଲା, ଏହା ଭିତରେ ନୂଆ ଗୃହଟି ସମ୍ପୂର୍ଣ ହୋଇଛି, ରଙ୍ଗ ବୋଳା ସାରିଲାଣି ଚାଲିଛି ଇଲେକ୍ଟ୍ରିକ ୱାରିଙ୍ଗି ଓ ଜଳ...

ଅବିଭକ୍ତ ଜଗତସିଂହପୁର(ନିଆଳି )ର ପ୍ରଥମ ବିଧାୟକ ସଂଗ୍ରାମୀ ନୀଳମଣି ପ୍ରଧାନଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବୀ | ~~~~~~~~~~~~~~~~ ଜଗତସିଂହପୁର 23/6/2025ଓଡିଶା ର ସ୍ୱାଧୀନତା ଆନ୍ଦୋଳନରେ ଜଗତସିଂହପୁର ଅଂଚଳର ଭୂମିକା ସବାଗ୍ରେ ଥିଲା |ସେତେବେଳେ ନିଆଳି ଅଞ୍ଚଳଟି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା | ସ୍ୱାଧୀନତା ଆନ୍ଦୋଳନ ର ଶୀର୍ଷ ନେତୃତ୍ୱ ମାନେ ଯଥା ନବାକୃଷ୍ଣ ଚୌଧୁରୀ. ମାଳତୀ ଚୌଧୁରୀ ଗୋପବନ୍ଧୁ ଚୌଧୁରୀ. ରମା ଦେବୀ. ଭାଗିରଥି ମହାପାତ୍ର. ନିତ୍ୟାନନ୍ଦ କାନୁନଗୋ. ନୀଳମଣି ପ୍ରଧାନ ଜଗତସିଂହପୁର ପୁରେ ଅଳକା ଆଶ୍ରମ ସ୍ଥାପନ କରି ସ୍ୱାଧୀନତା ଆନ୍ଦୋଳନକୁ କ୍ରିୟାଶୀଳ କରିଥିଲେ|. ସେଠାରେ ସଂଗ୍ରାମୀ ମାନଙ୍କୁ ତାଲିମ ଦିଆଯାଉଥିଲା |ସତ୍ୟବାଦୀ ର ବନବିଦ୍ୟାଳୟ...

ଆଜି ଖଲ୍ଲିକୋଟ ହ।ୟର ସେକେଣ୍ଡାରୀ ସ୍କୁଲ ପ୍ରିନ୍ସିପଲ୍ଙ୍କଙ୍କ ଅଫିସ ପ୍ରକୋଷ୍ଠରେ କାହ୍ନାଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସର୍ବପ୍ରଥମେ ଅଧ୍ୟକ୍ଷ ଡ଼. ରାଧାକାନ୍ତ ନାୟକ ମହୋଦୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ସତ୍ୟଜିତ ମିଶ୍ର ଓ ଦେବାଶିଷ ମହାନ୍ତି, କଳା ଛାତ୍ର ସତ୍ୟଜିତ ପଣ୍ଡା ଓ ଦିବ୍ୟପ୍ରସାଦ ସାହୁ, ବାଣିଜ୍ୟ ଛାତ୍ରୀ ନିହାରିକା ସାବତ ଓ ସୌମ୍ୟରଞ୍ଜନ ଦାସ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି କଲେଜ ପାଇଁ ଗୌରବ ଅର୍ଜନ କରିଥିବାରୁ , ଟ୍ରଷ୍ଟ ପକ୍ଷରୁ ସେହି ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।...

ଧର୍ମ ପ୍ରାଣ ମହିଳା ଙ୍କ ପରଲୋକ ତିର୍ତୋଲ ୨୩/୬ ତିର୍ତୋଲ ବ୍ଲଜ ନରୁଆ ଗ୍ରାମର ଧର୍ମ ପ୍ରାଣ ମହିଳା ଗୀତାରାଣୀ ଚଇନି ଙ୍କ ୭୭ ବର୍ଷରେ ପରଲୋକ ହୋଇ ଯାଇଛି, ତାଙ୍କ ବିୟୋଗ ରେ ନରୁଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା, ସେଜଣେ ପରପୋକାରୀ ଓ ସ୍ନେହୀ ମହିଳା ଥିଲେ, ତାଙ୍କ ସୁମିଷ୍ଟ କଥା ସମସ୍ତ ଙ୍କୁ ନିଜର କରି ନେଉଥିଲା ତାଙ୍କର ପରଲୋକ ଜଣେ ସ୍ନେହୀ ମାକୁ ହରାଇଛି ବୋଲି ନରୁଆ ଗ୍ରାମବାସୀ ସୂଚନା ଦେଇଛନ୍ତି, ସ୍ବର୍ଗତ ଗୀତାଞ୍ଜଳି ଙ୍କ ସ୍ୱାମୀ ସ୍ବର୍ଗତ ପୁର୍ଣ ଚନ୍ଦ୍ର ଚଇନି ୨୦୦୪ ମସିହାରେ ଦୁଇ ପୁଅ ଓ ଗୋଟିଏ...

( ଆଳିପିଙ୍ଗଳ ଠାରେ ନିର୍ମିତ ମିଶନଶକ୍ତି ଗୃହ ଭୁତ କୋଠି ରେ ପରିଣତ ) |ଜଗତସିଂହପୁର ତା =23/6/25 ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ପ୍ରତି ପଞ୍ଚାୟତ ରେ ସରକାର ମିଶନ ଶକ୍ତି ଗଠନ କରିଛନ୍ତି | ଗାଁ ଗାଁ ରେ ବିଭିନ୍ନ ଗ୍ରୁପ ମୁଣ୍ଡ ଟେକିଛି | ପ୍ରତି ପଞ୍ଚାୟତ ରେ ସରକାରୀ ଅନୁଦାନ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି | ଗ୍ରୁପ ମାଧ୍ୟମରେ ସରକାର ଋଣ ପ୍ରଦାନ କରି ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିଛନ୍ତି | ହେଲେ ଲୋକ ପ୍ରତିନିଧି ମାନଙ୍କ ଦୁରଦୃଷ୍ଟି ଅଭାବରୁ ମିଶନ ଶକ୍ତି ଗୃହ ଭୁତ...