
ଅଶି ଦଶକ ର ପୂର୍ବ ଲେଖା ମୋ କଲେଜ ଜୀବନର | ,* କବିପ୍ରାଣ ମାନଂକୁ ଆଧାରିତ କରିବା ପାଇଁ ଛୋଟ ଉପସ୍ଥାପନା. ଅଳ୍ପ ପ୍ରୟାସ | ~~~~~~~ ତିନୋଟି କବିତା ରୁ ପଦେ ପଦେ "ଅନେକ ରୁପସୀ ଦେଖିଛି ଜୀବନେ ପ୍ରିୟା ଠାରୁ କେହି ରୁପସୀ ନାହିଁ ଅଧୁରା ସ୍ବପ୍ନର ଆହତ ମନ ମୋ ନୀରବେ ଆଶାରେ ଯାଇଛି ଶୋଇ |" "ସରସିରେ କଇଁ ଯାପାଇଁ ଝୁରଇ ଅନୁରାଗେ ମିଶା ପରାଣ ଶିଶିର ପଖଳା ଚାନ୍ଦିନୀ ରଜନୀ ଝୁରଇ...

ହାଟବାଦଡା ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ହାଟବାଦଡା ଅନ୍ତର୍ଗତ ପଶୁଡାକ୍ତରଖାନା ପରିସରରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ଯ ଅଚିଥି ଭାବେ ଜଙ୍ଗଲ, ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲା ବେଳେ ମୁଖ୍ଯବକ୍ତା ଭାବେ ଲୋକସଭା ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ରାଜ୍ଯସଭା ସାଂସଦ ମମତା ମହାନ୍ତ, ସ୍ବତନ୍ତ୍ର ଅତିଥି ରୂପେ ସାରସକଣା ବିଧାୟକ ଭାଦବ ହାଁସଦାଃ, ରାଇରଙ୍ଗପୁର...

ମା ମଙ୍ଗଳା ଙ୍କ ମନ୍ଦିର ରେ ନବୀନ ଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କାକଟପୁର ୨୨/୬ :- ( ତୁଷାର ଦୀକ୍ଷିତ ) ୨୪ବର୍ଷ ଧରି ନିଜ ଓଡିଶା ର ଶାସନ ଭାର ନିଜ କାନ୍ଧରେ ଧରି, ଲୋକ ମାନଙ୍କ ପାଈଁ ସମର୍ପିତ ଭାବରେ କାମ କରି ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆରୋଗ୍ୟ କାମନା କରି କାକଟପୁର ମଙ୍ଗଳା ମନ୍ଦିର ସମ୍ମୁଖରେ ଦୀପ ଦାନ କରିଛନ୍ତି ନିର୍ବାଚନମଣ୍ଡଳୀ ର ବହୁ ବିଜୁ କର୍ମୀ ଓ ଜନସାଧାରଣ । ସୂଚନା ଅନୁସାରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ...

ଉପର ମୁଣ୍ଡାରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା। (୩୦ ରୁ ଉର୍ଦ୍ଧ ଗାଁ ଜଳମଗ୍ନ) ଜଳେଶ୍ଵର- ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ହୋଇଥାଏ ସୁବର୍ଣ୍ଣରେଖା ନଦୀ। ଉପରେ ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢି ୩୦ ରୁ ଉର୍ଦ୍ଧ ତଳିଆ ଗାଁ ଜଳ ମଗ୍ନ ହୋଇ ଯାଇଛି।ପ୍ରବଳରୁ ପ୍ରବଳ ବର୍ଷା କାରଣରୁ ଗାଲୁଡ଼ିହି ଓ ଚାନ୍ଦିଲି ବ୍ୟରେଜରୁ ଲକ୍ଷାଧିକ କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ନଦୀର ଜଳସ୍ତର।ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ ।ସୁବର୍ଣ୍ଣ ରେଖାନଦୀରେ ପ୍ରଥମ ବନ୍ୟା ଦେଖା ଦେଇଛି,ଉପର ମୁଣ୍ଡରେ ଗାଲୁଡ଼ିହି, ଚାନ୍ଦିଲି ବ୍ୟାରେଜରୁ ଜଳ ଛଡା ଯାଇଥିବାରୁ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ଜଳସ୍ତର ବଢିବାକୁ ଲାଗୁଛି। ତେବେ ରାଜଘାଟ ଠାରେ...

ବେଳାଭୂମିରେ ୫୦ତମ ସ୍ବଛତା କାର୍ଯ୍ୟକ୍ରମ - ପାରାଦୀପ ବେଳାଭୂମି କୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ପାରାଦୀପ କଲେଜ ଏନସିସି ଓ ଏନସିସି ଆଲୁମିନି ଆସୋସିଏସନ ତରଫରୁ ବେଳାଭୂମି ସ୍ବଛତା କାର୍ଯ୍ୟକ୍ରମ କରାଯାଇଛି। ଏହିପରି ନିୟମିତ ଭାବେ ସମୁଦ୍ର ବେଳାଭୂମି କୁ ସଫା ରଖିବା ପାଇଁ ଯୁବକ ଭାଇ ମାନେ ସଂକଳ୍ପ ନେଇଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ସମୁଦ୍ର ବେଳାଭୂମିରେ ୫୦ତମ ସ୍ବଛତା କାର୍ଯ୍ୟକ୍ରମ ମନାଉଥିବା ଏନସିସି ଆଲୁମିନି ତରଫରୁ ଅତିଥି ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ପରିବେଶବିତ୍ ଅମରେଶ ନରେଶ ସାମନ୍ତ ଙ୍କୁ ଆମନ୍ତ୍ରିତ କରାଯାଇଥିଲା। ପାରାଦୀପ କୁ ଏକ ପ୍ଲାଷ୍ଟିକ...

ମହାବୀର ବଣିକ ସଙ୍ଘ ଆନୁକୂଲ୍ୟରେ ଯୋଗ ଶିବିର - କୁଜଙ୍ଗ ର ତାଳଦଣ୍ଡା ସ୍ଥିତି ମହାବୀର ବଣିକ ସଙ୍ଘ ତରଫରୁ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୧୧ ତମ ଯୋଗ ଦିବସ ପାଳିତ ହୋଇଯାଇଛି ! ଶିକ୍ଷାବିତ ପ୍ରଭାସ ମହାପାତ୍ର ଙ୍କ ପରିଚାଳନା ରେ ବଣିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ବଲ୍ହଭ ଚରଣ ପାଣି , ସମ୍ପାଦକ ତପନ ମହାନ୍ତି , ଚନ୍ଦନ ପରିଡା ପ୍ରମୁଖ ଯୋଗଦାନ କରି ଯୋଗ ଦ୍ୱାରା କିପରି ଶରୀର ସୁସ୍ଥ ରହିବା ସହ ନିରାମୟ ଜୀବନ ଯାପନ କରି ପାରିବେ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ ! କିପରି...

ଦୁଇ ଦିନ ଧରି ଶାଶୂଘରୁ ନିଖୋଜ ଥିବା ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ନାଉଗାଁ ୨୨/୦୬/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଚକୁଳି ନିକଟରେ ଥିବା ଏକ ଗଛରେ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା l ତେବେ ନାଉଗାଁ ଥାନା ଅଞ୍ଚଳ ର ଛତିଆନା ଗ୍ରାମର ସ୍ବର୍ଗତ ଜଟାଧାରୀ ସାହୁ ଙ୍କ ଝିଅ ବବିତା ସାହୁ ଦୀର୍ଘ 5 ବର୍ଷ ପୂର୍ବେ ନିମାପଡା ଥାନା ଅଞ୍ଚଳ ଶିଵ ସାହୁ ଙ୍କ ପୁଅ ନବ ସାହୁ ଙ୍କୁ...

ଆଣ୍ଟିକରପ୍ସନ ଜାତୀୟ ସମ୍ମିଳନୀରେ ଯୋଗଦେବେ ଡ଼କ୍ଟର ସୁନାକର* - *ରାହାମା ତା: 22/06/2025* ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ଆଡ଼ଭୋକେଟ ଡ଼କ୍ଟର ସୁନାକର ବେହେରା ଆସନ୍ତା ତା 23/06/2025 ରେ ପଶ୍ଚିମ ମୁମ୍ବାଇ ବୋରିଭାଲି ଠାରେ ଆୟୋଜିତ ହେଉଥିବା ନ୍ୟାସନାଲ ଆଣ୍ଟିକରପ୍ସନ ସମ୍ମିଳନୀ ରେ ଓଡିଶାରୁ ଯୋଗଦେଉଛନ୍ତି।ଡ଼କ୍ଟର ସୁନାକର ବେହେରା ମାନନୀୟ ଜିଲ୍ଲାପାଳ ଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା ସବଡ଼ିଭିଜନାଲ ଭିଜିଲାନ୍ସ କମିଟିର ସଦସ୍ୟ ଭାବେ ମନୋନୀତ ହୋଇ ଜିଲ୍ଲାର ସାମାଜିକ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବା ସହିତ ଜନସାଧାରଣ ମାନଙ୍କ ବିଭିନ୍ନ ସାମାଜିକ ଓ ମୌଳିକ ଅଧିକାର ପାଇଁ ସର୍ବଦା ଚେଷ୍ଟାକରି ଆସିଛନ୍ତି।ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ...

କବି ଗୋଲକ ବିହାରୀ ପଳାଇଙ୍କ ଛୋଟ ମୋର ଗାଁଆଟି ର ଲୋକାର୍ପଣ ଉତ୍ସବ ତିର୍ତ୍ତୋଲ-୨୨/୬-(ରିପୋର୍ଟ-ଟୁକନ ସେଠୀ)- ବିଶ୍ଵର ସମଗ୍ର ସାହିତ୍ୟର ଅନ୍ତୁଡ଼ିଶାଳ ହେଉଛି ଗାଁ । ଏଇ ଗାଆଁ ର କବି ଏଇ ମାଟିର କବି ସାରଳା ଦାସ ଓଡ଼ିଆ ଭାଷା ରେ ମହାଭାରତ ରଚନା କରିଥିବାରୁ ତାଙ୍କୁ ଏ ମାଟିର ମହାକବି ବୋଲି କୁହାଯାଇଛି । ପଲ୍ଲୀକବି ନନ୍ଦ କିଶୋର ବଳ ଓ କବି ସଚ୍ଚି ରାଉତରାୟଙ୍କ ପଲ୍ଲୀଶ୍ରୀ କବିତା ରେ ଥିବା ଛୋଟ ମୋର ଗାଁଆଟି ଆଦି ରେ ଅନୁପ୍ରାଣିତ ହୋଇ, ଝଙ୍କଡରତ୍ନ ଗୋଲୋକ ବିହାରୀ ପଳାଇ ଙ୍କ ଦ୍ଵାରା ପଚସ୍ତରି ଟି ଗ୍ରାମ୍ୟ...

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦ୍ବୀପ ଦାନ ତିର୍ତ୍ତୋଲ ୨୨/୬-(ରିପୋର୍ଟ-ଟୁକନ ସେଠୀ)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି କନିମୁଳ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ସମୂହ ଦ୍ବୀପ ଦାନ କରାଯାଇଛି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ କାନ୍ଧ ରେ ଯନ୍ତ୍ରଣା ପାଇଁ ବମ୍ବେ ସ୍ଥିତ ଲୀଳାବତୀ ଧିରୁଭାଇ ଅମ୍ବାନୀ ମେଡିକାଲ କୁ ଅସ୍ତ୍ରପ୍ରଚାର ନିମନ୍ତେ ଯାଇଥିବାରୁ ସମଗ୍ର ଓଡ଼ିଶାରେ ବିଜୁ ଜନତା ପକ୍ଷରୁ ଆଶୁ ଆରୋଗ୍ୟ କାମନା ପାଇଁ ଦ୍ବୀପ...

ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ପାଇଁ ଦୀପ ପ୍ରଜ୍ବଳନ ===-===-=== ଏରସମା : ଓଡ଼ିଆ ବାସୀଙ୍କ ଲୋକପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ସହିତ ଦୀପଦାନ ପୂଜାର୍ଚ୍ଚନା କରାଯାଉଛି। ଜଗତସିଂହପୁର ଜିଲ୍ଲା ଏରସମା କାଶୀ ବିଶ୍ଵନାଥ ମନ୍ଦିରରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ବରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସମସ୍ତ ନବୀନ ପ୍ରେମୀମାନେ ଏକତ୍ରିତ ହୋଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ପାର୍ଥନା କରିଥିଲେ।ସେ ଶୀଘ୍ର ଆରୋଗ୍ୟ ଲାଭକରି ଓଡ଼ଶା...

ଉପକୂଳ ଓଡିଶା ବିକାଶ ପରିଷଦ ସ୍ୱର ଦୁଇ ଲେନେ କରାଯାଉ ଚାରିଛକ ପହଙ୍ଗା. ଜଗତସିଂହପୁର ରାସ୍ତା କୁ ~~~~~~~~~~~~~~~~ ଜଗତସିଂହପୁର 22/6/2025(ସରୋଜ ନାୟକ ଙ୍କ ଠାରୁ )ଆଗଭଳି ଜଗତସିଂହପୁର. କେନ୍ଦ୍ରାପଡ଼ା ର ବିସ୍ତୃତ ଅଞ୍ଚଳ ର ଲୋକ ମାନେ ପୁରୀ ଯିବା ପାଇଁ କଟକ ବାଟେ ଯାଉନାଁହାନ୍ତି |ୟା ଭିତରେ ଜଗତସିଂହପୁର ସଦର ମହକୁମା. ଆଳିପିଙ୍ଗଳ.କାଳଖ. ପହଙ୍ଗା. ତାଂପେଡା. ମାଧବ. ଦେଇ ଚାରିଛକକୁ ସଂଯୋଗ ହୋଇସାରିଛି |ହେଲେ ଏହି ସଂଯୋଗ ରାସ୍ତା ଗୁଡିକ ଅଧିକାଂଶ ଜାଗାରେ ଖୁବ ଅଣଓସାରିଆ ହୋଇଥିବାରୁ ଯାତାୟାତ ରେ ଘୋର ଅସୁବିଧା ହେଉଛି |ଦୁଇଟି ଚାରିଚକିଆ ଗାଡି ପରସ୍ପରକୁ ସହଜରେ ଅତିକ୍ରମ କରିପାରୁନାଁହାନ୍ତି |ଅନ୍ୟପକ୍ଷରେ ଏହି...