
ବାଣିତରେ ବାହୁଡା଼ ଯାତ୍ରା ଜଗନ୍ନାଥ ପେରିଲେ ସ୍ଵଗୃହକୁ କୁଜଙ୍ଗ :ଜଗତସିଂହପୁର ଜିଲ୍ଲାର ଐତିହାସିକ ପଶ୍ଚିମେଶ୍ୱର ପୀଠରେ ପୂଜା ପାଉଥିବା ଶ୍ରୀଜଗନ୍ନାଥ ବହୁଡା ଯାତ୍ରାରେ ଫେରିଲେ ସ୍ୱଗୃହକୁ, ମାଉସୀମା ଙ୍କ ଘରେ ନବ ଦିନାତ୍ମକ ଯାତ୍ରା ସରିବ ପରେ ନନ୍ଦିଘୋଷ ରେ ଆସି ବଡ଼ ଦାଣ୍ଡରେ ପହଂଚି ଛନ୍ତି ଗତକାଲି ଏକାଦସୀ ତିଥିରେ ସୁନାବେଶ ହେବାସହ ଆଜି ଅଧର ପଣା ପ୍ରଦାନ କରାଯିବ ଓ ଆସନ୍ତା କାଲି ନୀଳାଦ୍ରିବିଜେ ତିଥିରେ ମହାବାହୁ ମନ୍ଦିର ପ୍ରବେଶ କରିବେ ବୋଲି ପଶ୍ଚିମେଶ୍ୱର ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି, ରିପୋଟ :ଶ୍ରୀବତ୍ସ ପାଢ଼ୀ,

ବନ ମହୋଉତ୍ସବ ସପ୍ତାହ ଜୁଲାଇ ପ୍ରଥମ ସପ୍ତାହ 2025ଆୟୋଜନ କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ କ୍ଲବ ପରିସରରେ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଆଥେ ଲେଟିକ କ୍ଲବ ପରିସରରେ ଆୟୋଜନ କରାଯାଇଥିଲା, ଏଇ ଅବସର ରେ କୁଜଙ୍ଗ ବନ ଖଣ୍ଡ ରେଞ୍ଜର ଶ୍ରୀଯୁକ୍ତ କାର୍ତିକେ ଶ୍ଵର ଖଣ୍ଡେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଛ ଲଗେଇବା ନିଜକୁ ବଂଚେଇବା ତାପଯ୍ୟ ବୁଝେଇବା ସାଙ୍ଗ କୁ କ୍ଲବ ପରିସରରେ ବୃକ୍ଷ ରୋପଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ କୁଜଙ୍ଗ ଆଥେ ଲେଟିକ କ୍ଲବ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ...

ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତ ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପାଲାମହୋତ୍ସବ ୨୦୨୫ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ମା ସାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ...

ସାଇ ପରିବାର ତରଫରୁ ସାଇ ବାବାଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ଯାଜପୁର, ୬/୭() ଯାଜପୁର ବ୍ୟାସନଗର ଉମାପଦା ଠାରେ ଶ୍ରୀ ଶ୍ରୀ ସାଇନାଥ ମହାରାଜ ଙ୍କ ଅଷ୍ଟମ ବାର୍ଷିକ ପୂଜା ଉତ୍ସବ ଓ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ ରେ ଘଟ ସ୍ଥାପନା, ସୂର୍ଯ୍ୟ ପୂଜା, ଗୋପୁଜା ଓ ଶାନ୍ତି ଯଜ୍ଞ ହେବା ପରେ ଅପରାହ୍ନ ରେ ସହର ସାରା ବାବା ଙ୍କ ପାଲିଙ୍କି ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀ ସାଇନାଥ...

ପବିତ୍ର କୁରଆନ ସପ୍ତାହ ପାଳନ ପାଇଁ ସଚେତନ ରାଲି* ତା 06 ଜୁଲାଇ 2025 (ରବିବାର): ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ (କେରଙ୍ଗ) ଅହମଦୀୟା ଜମଅତ ତରଫରୁ ଆଜି ପ୍ରଭାତରେ ପବିତ୍ର ଧର୍ମଗ୍ରନ୍ଥ କୁରଆନ ପ୍ରତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଜୁଲାଇ 1 ଠାରୁ 7 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ କରାଯାଉ ଥିବା "କୁରଆନ ସପ୍ତାହ" ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା | ଏହି ରାଲିରେ ଗ୍ରାମର 50 ରୁ ଅଧିକ ଛୋଟ କୁନି କୁନି ପିଲା(ଅତଫାଲ ଓ ନାସିରାତ), ଯୁବକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି (ଖୁଦ୍ଦାମ ଓ ଅନସାର)...

କନକ ପୁର ଶାସନ ବଢେଇସାହି ରାସ୍ତାରେ ରେ ଯମ ବି ପଶିବନି ! ତିର୍ତ୍ତୋଲ-୭/୭-(ରିପୋର୍ଟ-ଟୁକନ ସେଠୀ) ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ,କନକପୁର ଗ୍ରାମ ପଞ୍ଚାୟତ ର କନକପୁର ଶାସନ ଗ୍ରାମ ର ବଢେଇସାହି ଗଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡଚଉରା ଛକ ପାଖରୁ ୧୨ ନମ୍ବର ସାରଳା କେନାଲ ର ଅରଡଙ୍ଗ ପୋଲ ପାଖକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମଧ୍ଯ ଖାଲ ଢିପ ରେ ପରିଣତ ହୋଇଥିବା ବେଳେ, ଲୋକନାଥ ବାରିକ ଘରଠାରୁ...

ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି ବୁଗୁଡ଼ା,୦୬/୦୭(ସୋରେନ କୁମାର ପ୍ରଧାନ): ରବିବାର ଆଷାଢ ଶୁକ୍ଲ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା।ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ଠାକୁରଙ୍କ ଯାବତୀୟ ନୀତିକାନ୍ତି ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯାଇଥିଲା । ବହୁବିଧ ଅଳଙ୍କାରେ ବିଭୂଷିତ ବିଶ୍ବନିୟନ୍ତାଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା...

ଅଗ୍ନିବିପର୍ନ ଙ୍କ ନିଉଜ ତୋଫାନ ଇଣ୍ଟରଟେନମେଣ୍ଟ ନିଉଜ ପ୍ରସାରଣ ପରେ ସହଯୋଗ ର ହାତ ବଢାଇଲେ ତେଜସ୍ବୀନି ମହିଳା ସଙ୍ଗଠନ ଜଗତସିଂହପୁର ବ୍ଲକ ସଦର ସମଙ୍ଗ ପଞ୍ଚାୟତ ର ଗୁଡିଆ ସାହି ଗ୍ରାମର ବାବାଜୀ ଦାସ ଙ୍କ ନୁତନ ଗୃହ ନିର୍ମାଣ ଚାଲୁଥିବା ବେଳେ ଅନ୍ୟପଟେ ରୋଷେଇ ଘରେ ଘରର ଆସବାବ ପତ୍ର ରଖିବା ସହିତ ସମସ୍ତେ ରହୁଥିବା ବେଳେ ସନ୍ଧେହ ଜନକ ଭାବେ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ଜଳିବା ସହିତ ଗୁହାଳ ଘର ମଧ୍ୟ ନିଆଁ ରେ ଜଳିଜାଇଥିବା ନେଇ ତୋଫାନ ଇଣ୍ଟରଟେନମେଣ୍ଟ ନିଉଜ ରେ ପ୍ରସାରଣ କରାଯାଇଥିବା ବେଳେ ଜାହାକୁ ଦେଖି ଜଗତସିଂହପୁର...

ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତ ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପାଲାମହୋତ୍ସବ ୨୦୨୫ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ମା ସାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ...

ହୀରାକୁଦ ଛାଡିବ ବନ୍ୟା ଜଳ, ଦେବୀ ନଦୀ ବନ୍ଧ ଦ୍ରୁବଳ। କେତେ ସୁରକ୍ଷିତ ଦେବୀ ନଦୀ ବନ୍ଧ? ନାଉଗାଁ ୦୬/୦୭ ବିକ୍ରମ ଓଡିଶା ନିୟଜୁ,ହୀରାକୁଦ ଜଳ ଭଣ୍ଡାର ଛାଡିଛି ବନ୍ୟା ଜଳ, ନାଉଗାଁ ବ୍ଲକ ସ୍ଥିତ ଦେବୀ ନଦୀ ବନ୍ଧ ଦ୍ରୁବଳ। କେତେ ସୁରକ୍ଷିତ ଆମ ନଦୀ ବନ୍ଧ ଓ ଆମ ଅଞ୍ଚଳ? ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ମାଳମାଳ? ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକଟି ଦେବୀ ନଦୀ ସିମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହି ଦେବୀ ନଦୀର ଦୀର୍ଘ ସୀମାକୁ ଲାଗିରହିଛି ନାଉଗାଁ ବ୍ଲକର ଗଜରାଜପୁର, ଗଳଦାରୀ, ରୋହିଆ, ବାଛଳ, ଶିଖର, ଓସ୍କଣା ଓ କୋରୁଆ ପ୍ରମୁଖ ୭ଟି ପଞ୍ଚାୟତର ୩୦ଟି ଗାଁ...

ସିଦ୍ଧୋଳ ଜଗନ୍ନାଥବାହୁଡା଼ ଯାତ୍ରା ଦର୍ଶନ କରିବା ସହିତ ଉଦ୍ଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ସଦର ସିଦ୍ଧୋଳ ଜଗନ୍ନାଥ ମନ୍ଦିର ପଖ୍ୟରୁ କରାଯାଇଥିବା ବାହୁଡା଼ ଯାତ୍ରା ଦର୍ଶନ କରିବା ସହିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଲୋକୀ କରଣ ଓ ମନ୍ଦିର କୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦ୍ଧଘାଟନୀ କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଅମରେନ୍ଦ୍ର ଦାସ ପ୍ରାପ୍ତ ସୁଚନା ରୁ ପ୍ରକାଶ ଜଗତସିଂହପୁର ବ୍ଲକ ସଦର ସିଦ୍ଧୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବ୍ଲକ...

ନୋଇଡା. ରେ ବାହୁଡା଼ ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)-ଓଡିଶା ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆଜି କେବଳ ଓଡିଶା ରେ ସୀମିତ ହୋଇ ରହିନାହିଁ. ଜଗତର ନାଥ ଜଗନ୍ନାଥ ଙ୍କ ଅପାର କରୁଣାରୁ ଏହା ଓଡିଶା ବାହାରେ ଏମିତିକି ଭାରତ ବାହାରେ ମଧ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଜଗା ତାର ରଥଦୌଡ଼ି ରେ ବାନ୍ଧି ରଖିଛି. ଆଜି ପବିତ୍ର ବାହୁଡା଼ ଯାତ୍ରା ରେ 5000 ରୁ ଅଧିକ ଭକ୍ତ ଏକତ୍ରିତ ହୋଇଥିଲେ ନୋଇଡା ସେକ୍ଟର ୧୦୧ ରେ ଥିବା ଜଗନ୍ନାଥ ଙ୍କ ରଥ ପାଖରେ। ଜଗନ୍ନାଥ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ମନ୍ଦିର ରେ ରଥ ପହଂଚିବା ପରେ...