Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ପ୍ରଶାସନ ର ପ୍ରତିଶୃତି ପାଣି ର ଗାର |ଅସହାୟ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.|

ଜଗତସିଂହପୁର | 03/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରଶାସନ ର ପ୍ରତିଶୃତି ପାଣି ର ଗାର |ଅସହାୟ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.| ଜଗତସିଂହପୁର ତା = 3/6/25 ସରକାର ସମାଜ ରେ ଅବହେଳିତ, ନିଷ୍ପେସିତ, ଅସହାୟ, ନିଃସହାୟ ବ୍ୟକ୍ତି ମାନଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ହେଲେ ତାହା ବାସ୍ତବ କ୍ଷେତ୍ରରେ ରୂପାୟନ ହୋଇପାରୁନାହିଁ | ସରକାରୀ ଯୋଜନା ବାଟବଣା ହୋଇଛି |ଏଠି ତେଲିଆ ମୁଣ୍ଡରେ ତେଲ ନିଖୁରା ମୁଣ୍ଡିଆ ଙ୍କୁ କିଏ ବା ପଚାରେ | ହଁ ଆଜ୍ଞା ଆମେ କହୁଛୁ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଓଷକଣା ପଞ୍ଚାୟତ ପାଣିତିରା ଗ୍ରାମର ଅସହାୟ ମହିଳା ମଞ୍ଜୁଲତା ମଲ୍ଲିକ ଙ୍କ...

Article Image

ଅଙ୍ଗନବାଡ଼ି କେନ୍ଦ୍ରରେ ତୁମୁଳକାଣ୍ଡ ସହିତ ଅଙ୍ଗନବାଡି କେନ୍ଦ୍ରରେ ପୋକରାଚାଉଳରେ ହେଉଛି ରୋଷେଇ ପୁଣି ଅଣ୍ଡାକୁ ନେଇ ଫଣ୍ଡା

ଜଗତସିଂହପୁର | 03/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଙ୍ଗନବାଡ଼ି କେନ୍ଦ୍ରରେ ତୁମୁଳକାଣ୍ଡ ସହିତ ଅଙ୍ଗନବାଡି କେନ୍ଦ୍ରରେ ପୋକରାଚାଉଳରେ ହେଉଛି ରୋଷେଇ ପୁଣି ଅଣ୍ଡାକୁ ନେଇ ଫଣ୍ଡା* ଜଗତସିଂହପୁର, ୨/୭/୨୦୨୫ ରାଜ୍ୟ ସରକାର କୋମଳମତି ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧା ସୁଯୋଗ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବରାଗୋଳ ପଞ୍ଚାୟତର 'ବଡତିହଡା' ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଅବବ୍ୟସ୍ତା, ଦୋଷ କଲେ ଅଙ୍ଗନବାଡ଼ି ଦିଦି କିନ୍ତୁ ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଲେ ସୁପରଭାଇଜର, ସୁଚନା ମୁତାବକ ଅଙ୍ଗନବାଡ଼ିକେନ୍ଦ୍ରକୁ ପାଠ ପଢିବାକୁ କୋମଳମତି ପିଲା ଆସିବା ସହ କିଶୋରୀ ଓ ଗର୍ଭବତୀ...

Article Image

ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ରେ ବ୍ୟାପକ ଅନିୟମିତତା

ଖୋର୍ଦ୍ଧା | 03/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ରେ ବ୍ୟାପକ ଅନିୟମିତତା ଖୋର୍ଦ୍ଧା-02/07- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ବିଭାଗ ରେ କାର୍ଯ୍ୟରତ କିରାଣୀ ଙ୍କ ଖାମଖିଆଲିଆ ଏବଂ ଅର୍ଥ ଲାଳସା ମନବୃତ୍ତି ଯୋଗୁଁ ବହୁ ବ୍ୟକ୍ତି ନିର୍ଭୁଲ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପାଇବାରୁ ବଞ୍ଚିତହେଉଛନ୍ତି l ଏପରକି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍କଚ ଦାବୀ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି l ଦୂର, ଦୁରାନ୍ତ ରୁ ଆସୁଥିବା ଜନସାଧାରଣ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ପାଇଁ...

Article Image

ମା ଲକ୍ଷ୍ମୀ କୋପରେ ଆସି ରଥକୁ ଭାଙ୍ଗିଲେ

ରାଇରଙ୍ଗପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

: ମା ଲକ୍ଷ୍ମୀ କୋପରେ ଆସି ରଥକୁ ଭାଙ୍ଗିଲେ : ପବିତ୍ର ରଥଯାତ୍ରାରେ ଶ୍ରୀଜଗନ୍ନାଥ ସାଙ୍ଗରେ ଭାଇ ବଳଭଦ୍ର , ସୁଦର୍ଶନ ଚକ୍ର ବଂ ଭଉଣୀ ସୁଭଦ୍ରା କୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘେନି ମାଉସୀ ମା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ମା ଲକ୍ଷ୍ମୀ ଠାକୁରାଣୀ...

Article Image

ଶ୍ରୀମଦ ଭାଗବତ ଗାଦି ମନ୍ଦିର ପୁନଃ ସ୍ଥାପନ

ରାଇରଙ୍ଗପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାଗବତ ଗାଦି ମନ୍ଦିର ପୁନଃ ସ୍ଥାପନ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ କୁଚେଇବୁଢୀ ଠାରେ ଥିବା ଶ୍ରୀମଦ ଭାଗବତ ଗାଦି ମନ୍ଦିରକୁ ସ୍ଥାପନ କରାଯାଇଛି l ଗତ...

Article Image

ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଚତୃର୍ଥ କର୍ମଚାରୀ ବିଜୟ କୁମାର ସିଂହ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ତିର୍ତୋଲ | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଚତୃର୍ଥ କର୍ମଚାରୀ ବିଜୟ କୁମାର ସିଂହ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ତିର୍ତ୍ତୋଲ ୨/୭-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଚତୁର୍ଥ କର୍ମଚାରୀ ବିଜୟ କୁମାର ସିଂହଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ବାୟା ବାବା ଓ ଜ୍ଞାନଦାତା ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରୀଯୁକ୍ତ ସିଂହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ରଶ୍ମିରଂଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଅତିଥି ଭାବେ ଆଞ୍ଚଳିକ ସାଧନ...

Article Image

ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ

ଜଗତସିଂହପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଜଗତସିଂହପୁର ୨/୦୭/୨୫:- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯାଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି Iବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ , ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ ଓ ଡାଈରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ I ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ...

Article Image

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କାକଟପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କାକଟପୁର ୨/୭ ( ତୁଷାର ଦୀକ୍ଷିତ ) କାକଟପୁର ମଣ୍ଡଳ ଶିକ୍ଷା ବିଭାଗ ଅନ୍ତର୍ଗତ ବାଙ୍ଗୁରିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ଵାଇଁଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦାୟୀ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ସହ ବହୁ ପୁରସ୍କାରର ଅଧିକାରୀ ଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉର୍ବଶୀ ରାଣୀ ସାହୁଙ୍କ ସଭାପତିତ୍ଵରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ଅଭୟ କୁମାର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି...

Article Image

କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ

ବୁଗୁଡା | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ ବୁଗୁଡା,୨/୦୭(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ଗୌଡ ସାହିରେ ଜୁଲାଇ ୧ ତାରିଖ ରାତି ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି , ଭାସ୍କର ଡାକୁଆ ଓ ଦେବରାଜ ଡାକୁଆ ଦୁଇ ପରିବାରର ଦୁଇଟି ଲେଖାଏଁ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ପରିବାର ଲୋକେ ରାତ୍ରରେ ଶୋଇଥିବା ସମୟରେ ଏହି ଭୟାବହ ଅଗ୍ନିକାଣ୍ତ ଘଟିଥିଲା। ଅଗ୍ନିକାଣ୍ତର କାରଣ ଜଣା ପଡିନଥିବା ବେଳେ ବିଦ୍ଯୁତ୍ ସର୍ଟସାର୍କିଟ୍ ରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି। ଦୁଇ ପରିବାରର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନିଆଁରେ ପୋଡି...

Article Image

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ

ଜଗତସିଂହପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ ଜଗତସିଂହପୁର ତା =1/7/25 ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି| ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ ସୁସଜିତ ପଲିଂକି ରେ ଏକ ଶୋଭାଯାତ୍ରା ରେ ବଡ ଦାଣ୍ଡ ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ |ସେଠାରେ ମହାପ୍ରଭୁ ଙ୍କ ଉପରେ କ୍ରୋଧନ୍ୱିତ ହୋଇ ରଥ ଭାଙ୍ଗି ଶ୍ରୀ ମନ୍ଦିର ପ୍ରତ୍ୟାବର୍ତନ କରିବା ପରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ...

Article Image

ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା

ଟାଙ୍ଗୀ | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା ଟାଙ୍ଗୀ, ୧|୦୭ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣିତ ବିଭାଗର ଅଧ୍ୟାପକ ନରେନ୍ଦ୍ର କୁମାର ପ୍ରଧାନ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ମହାବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା | ମହାବିଦ୍ୟାଳୟର ଅଧକ୍ଷା ବନଶ୍ରୀ ରାଉତରାୟ ସଭାପତିତ୍ୱ କରୁଥିଲେ | ବିଦାୟ କାଳୀନ କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗର ଅଧ୍ୟାପିକା ନଳିନୀ ପ୍ରଭା ରାଉତ, ମହାବିଦ୍ୟାଳୟର ଉପାଦକ୍ଷ ଗଙ୍ଗାଧର ଦାଶ, ଅଧ୍ୟାପକ ବସନ୍ତ ସାହୁ, ଅନିଲ ସୁବୁଦ୍ଧି, ଅପର୍ତ୍ତି ବେହେରା ଓ ପ୍ରମୋଦ ଶୁକ୍ଲା ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ...

Article Image

ଗଙ୍ଗା ଠାରୁ ସହସ୍ର ବର୍ଷ ପ୍ରାଚୀ ନଦୀ ଅବହେଳିତ,

କାକଟପୁର | 02/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଗଙ୍ଗା ଠାରୁ ସହସ୍ର ବର୍ଷ ପ୍ରାଚୀ ନଦୀ ଅବହେଳିତ, ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ପ୍ରାଚୀ କାକଟପୁର ତା ( ତୁଷାର ଦୀକ୍ଷିତ ) ୨୭ /୬,ଓଡିଶାର ଇତିହାସରେ ବେଶ ଗୁରୁତ୍ଵ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଆଜି ଓଡ଼ିଶା ମାନଚିତ୍ରରୁ ଲିଭିଯିବାକୁ ବସିଲାଣି। ଏହି ପ୍ରାଚୀନଦୀର ଘଣ୍ଟତୋଳା ତୁଠ ମା ମଙ୍ଗଳାଙ୍କ ଯାନିଯାତ୍ରା ସମୟରେ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ l ଏବେ ଗତ କିଛି ଦିନ ହେବ ଘଣ୍ଟତୋଳା ତୁଠର ଅବସ୍ଥା ସଙ୍ଗୀନ ହୋଇପଡିଛି l ଏବେ ତୁଠ ପରିବେଶ ଅଳିଆ ଆବର୍ଜନା ସାଙ୍ଗକୁ କଟକି ଦଳ ମାଡିବସି...