Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ବୁଗୁଡ଼ାରେ ବାହୁଡା଼ ଯାତ୍ରା , ମଝି ଦାଣ୍ଡରେ ଅଟକିଲା ରଥ

ବୁଗୁଡା | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ବାହୁଡା଼ ଯାତ୍ରା , ମଝି ଦାଣ୍ଡରେ ଅଟକିଲା ରଥ ବୁଗୁଡା,୦୫/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ାରେ ବାହୁଡା଼ ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ ରଥ ଟଣା ହୋଇଥ‌ିବା ବେଳେ ମଝିଦାଣ୍ଡରେ ରଥ ଅଟକିଛି । ଆଜି ଅପରାହ୍ନରେ ପୁରୋହିତ ସିମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହା ପରେ ମନ୍ଦିର ପୂଜକମାନେ ବାଦ୍ୟ ବାଜଣା ସହ ମହନ୍ତ ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ । ତାହା ପରେ ବଳଦେବ,ସୁଭଦ୍ରା, ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ ମାଧ୍ୟମରେ ସେମାନଙ୍କୁ ରଥାରୁଢ କରାଯାଇଥିଲା । ରଥ...

Article Image

ବାଲିଘର ପକ୍ଷରୁ ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ପାଳିତ।

ତିର୍ତୋଲ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲିଘର ପକ୍ଷରୁ ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ପାଳିତ। .......……..…...................ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ)-ବାଲିଘର ଫାଉଣ୍ଡେସନ ପକ୍ଷରୁ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ତିର୍ତୋଲ ବ୍ଲକ୍ ଇବ୍ରିସିଂ ପଞ୍ଚାୟତ ସ୍ଥିତ ମା' ଉତ୍ତରେଶ୍ୱରୀଙ୍କ ମନ୍ଦିର ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍।ବଧାନରେ ଓ ସମାଜସେବୀ ଶଶୀଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। "ପାଲାସଂସ୍କୃତିକୁ ଜଗନ୍ନାଥ ବେହେରା ଙ୍କ ଅବଦାନ" ଶୀର୍ଷକ ଆଲୋଚନା ଚକ୍ରରେ ଅନ୍ୟତମ ଅତିଥି ଅତିଥି ଗାୟକ ନାରାୟଣ ମହାରଣା, ଅଧ୍ୟାପିକା ବିଷ୍ଣୁପ୍ରିୟା ଦାସ,ଆଇନଜୀବୀ ସୁଧିରଚନ୍ଦ୍ର ଖୁଣ୍ଟିଆ,ଆଇନଜୀବୀ ବୀରନାରାୟଣ ପାତ୍ର,ସୁସାହିତ୍ୟକ ହଂସନାଥ ମୁଦୁଲି, ଶିକ୍ଷାବିତ୍ ନିତ୍ୟାନନ୍ଦ ଲେଙ୍କା,କବି ଅଶୋକ କୁମାର ଲେଙ୍କା, ଶିକ୍ଷାବିତ୍...

Article Image

ରଥ ଉଚ୍ଚ ବିଦ୍ୟାଳୟ ପରିଷରରେବନବିଭାଗ ପଖ୍ୟରୁ ।୭୬ ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ

ଜଗତସିଂହପୁର | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ରଥ ଉଚ୍ଚ ବିଦ୍ୟାଳୟ ପରିଷରରେବନବିଭାଗ ପଖ୍ୟରୁ ।୭୬ ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ ଜଗତସିଂହପୁର ବ୍ଲକ ସଦର କୋର୍ତଲ ମହିରା ଗ୍ରାମ ନିକଟରେ ଥିବା ରଥି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗ ପଖ୍ୟରୁ ବଡଧୁମଧାମରେ ବନମହୁସ୍ଛବ ଊହଜାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇଥିବା ମୁଖ୍ୟ ବକ୍ତା ଭାବେ ବନବିଭାଗ ଅଧିକାରୀ ଅନିଲ କୁମାର ରାୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧଖ୍ୟ ମନୋଜ୍ କୁମର୍ ଭୋଇ ଏବଂ ବନ୍ୟଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟ ଏବଂ ବନ୍ୟପାଳ ଅଧିକାରୀ ପିତବାସ ମହାପାତ୍ର ଓ ରଥ ଉଚ୍ଚ ବିଦ୍ୟାଳୟ...

Article Image

ସର୍ପଆଘାତ ରେ +୨ ଛାତ୍ରୀଙ୍କ ମୃତ୍ୟୁ ! =======================

ତିର୍ତୋଲ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସର୍ପଆଘାତ ରେ +୨ ଛାତ୍ରୀଙ୍କ ମୃତ୍ୟୁ ! ======================= ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର କନ୍ୟା ଶ୍ରୁତି ସାହୁଙ୍କର ସର୍ପ ଆଘାତରେ ୧୭ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି !କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସର୍ପ ପଛପଟୁ ଗୋଡ଼କୁ ଆଘାତ କରିଥିଲା !ଘରଲୋକେ ସୃତି କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ନେଇଯାଇଥିଲେ !ମଣିଜଙ୍ଗା ରେ ଚିକିତ୍ସା ର କୌଣସି ସୁବିଧା ନଥିବାରୁ ସେଠାକାର ଡକ୍ଟର ଜଗତସିଂହପୁର ମେଡିକାଲ କୁ ସ୍ଥାନାନ୍ତର କରିଦେଇଥିଲେ !ମାତ୍ର...

Article Image

ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସସଟାଇଲ୍ ମିଲ୍ : ନିଯୁକ୍ତି ପାଇବେ ୨୫୦୦ ସ୍ଥାନୀୟ ଲୋକ୍

ତିର୍ତୋଲ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସସଟାଇଲ୍ ମିଲ୍ : ନିଯୁକ୍ତି ପାଇବେ ୨୫୦୦ ସ୍ଥାନୀୟ ଲୋକ୍ ,ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଅଞ୍ଚଳର ସର୍ବବୃହତ୍ତମ ଶିଳ୍ପାନୁଷ୍ଠାନ ନାଉସିରା ସ୍ଥିତ ସାରଳା ସମବାୟ ସୂତାକଳ ଦୀର୍ଘ ୨୬ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଦୂର୍ବିଶଃହ ଜୀବନ ଅତିବାହିତ କରୁଥିଲେ। ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ...

Article Image

ବାଲିଆପାଳ ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି : ପୁନଃ ଉଦ୍ଧାର ହେବା ଆଶା କ୍ଷୀଣ

ବାଲିଆପାଳ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲିଆପାଳ ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି : ପୁନଃ ଉଦ୍ଧାର ହେବା ଆଶା କ୍ଷୀଣ ବାଲିଆପାଳ ୪/୭( ନି ପ୍ର ) ବାଲିଆପାଳ ବ୍ଲକ ଦେଭୋଗ ସ୍ଥିତ ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି ହୋଇ ରହିଛି। ବିଜେଡି ସରକାର ଅମଳରେ ଏହାର ପୁନଃ ଉଦ୍ଧାର ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର କାମର କୌଣସି ଅଗ୍ରଗତି ହୋଇ ନାହିଁ। ଏଥିପାଇଁ ରାଜ ନୈତିକ ଇଛା ଶକ୍ତି ହିଁ ଦାୟୀ। ୫ ଟି ସଚିବଙ୍କ ଲଙ୍ଗଳେଶ୍ୱର ଗସ୍ତ ସମୟରେ ସୂତା କଲର ପ୍ରାକ୍ତନ କର୍ମଚାରୀ ଓ ସ୍ଥାନୀୟ ଲୋକ...

Article Image

କାଠ ମାଫିଆ ଡାଳେ ଡାଳେ ଗଲେ ବନବିଭାଗ ପତ୍ରେ ପତ୍ରେ।

ଜଳେଶ୍ବର | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

କାଠ ମାଫିଆ ଡାଳେ ଡାଳେ ଗଲେ ବନବିଭାଗ ପତ୍ରେ ପତ୍ରେ। ଜଳେଶ୍ବର- ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବନବିଭାଗ ଅଧିକାରୀ ମାନେ କାଠ ମାଫିଆ ଡାଳେ ଡାଳେ ଗଲେ ସେମାନେ ପତ୍ରେ ପତ୍ରେ ଯାଆନ୍ତି।ବିଭିନ୍ନ ସମୟରେ ଓଡିଶାରୁ ପଶ୍ଚିମବଙ୍ଗ କୁ ଚୋରାକାଠ ଚାଲାଣ ହୋଇ ଚାଲିଛି।କିନ୍ତୁ କେତେକ ମାଫିଆ ବାଲି ବନ୍ଦ ହେବା ପରେ ଏବେ ସେମାନେ କାଠ ଓଡିଶାରୁ ନେଇ ପଶ୍ଚିମବଂଗ କୁ ଚାଲାଣ କରିବାରେ ସକ୍ରିୟ ହୋଇଛନ୍ତି। ଗୋବରଘଟା-ପଶ୍ଚିମବଂଗ ରାସ୍ତାରେ ଏକ ନମ୍ବର ବିହିନ ଯନ୍ତ୍ର ଚାଳିତ ରିକ୍ସାରେ କାଠ ଗଣ୍ଡି ବୋଝେଇ ହୋଇ ପଶ୍ଚିମବଂଗ ଆଡକୁ ଗଲାବେଳେ ଜଳେଶ୍ଵର ବନ ବିଭାଗ ଓ ରାଇବଣିଆ ବନ ବିଭାଗ ମିଳିତଭାବେ ଅଗ୍ରୱାଲାଛକ ନିକଟରେ ଚଢାଉ...

Article Image

ନାଉଗାଁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ ଚୋରା ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ

ନାଉଗାଁ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ ଚୋରା ଦେଶୀ ମଦ ଜବତ ଅଭିଯୁକ୍ତ ଗିରଫ ନାଉଗାଁ୫/୦୭/ବିକ୍ରମ ଓଡିଶା ନିୟଜୁ ପୋଲିସ ପକ୍ଷରୁ ତିରୁଣା ଛକ ନିକଟରେ ଚଢ଼ାଉ 30 ଲିଟର ଚୋରା ଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ଆଜି ତିରୁଣା ଛକ ଦେଇ ଚୋରା ମଦ ଚାଲାଣ ହେଉଥିବା ସମୟରେ ଗାରୋଇ ଫାଣ୍ଡି ଅଧିକାରୀ ଏଏସେଆଇ ପ୍ରଶାନ୍ତ କୁମାର ପ୍ରଧାନ ସେଠାରେ ଅତର୍କ୍ରିତ ଭାବେ ଚଢ଼ାଉ କରି 30 ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ, ଏହି କାରବାର ରେ ସମ୍ପୃକ୍ତ ନାଉଗାଁ ଥାନା ଅଞ୍ଚଳ ର...

Article Image

କାଲିମେଘି ଠାରେ 76ତମ ବନ ମହୋତ୍ସବ ଅନୁଷ୍ଠିତ

ବେଗୁନିଆଁପଡା | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

କାଲିମେଘି ଠାରେ 76ତମ ବନ ମହୋତ୍ସବ ଅନୁଷ୍ଠିତ ବେଗୁନିଆଁପଡା ବ୍ଲକ କାଳିମେଘି ପଞ୍ଚାୟତ ସ୍ଥିତ କ।ଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନବିଭାଗ ତରଫରୁ 76ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ପୋଲସରା ଡେପୁଟି ରେଞ୍ଜର ଶ୍ରୀ ନନ୍ଦକିଶୋର ସିଂ ମୁଖ୍ୟଅତିଥି ,କୋଦଳା ଫରେଷ୍ଟର ଶ୍ରୀ ହର ପ୍ରସାଦ ସାହୁ, ଗାର୍ଡ ଶ୍ରୀ ଅବିନାଶ ‌ କଁଅର ଯୋଗଦାନ କରି ପିଲା ମାନଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଦେଇଥିଲେ । ଏହି ଉତ୍ସବରେପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହିଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ...

Article Image

କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ରେ ବୃକ୍ଷ ରୋପଣ

କୁଜଙ୍ଗ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ରେ ବୃକ୍ଷ ରୋପଣ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଏଥେଲେଟିକ କ୍ଲବ ରେ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ ବୃକ୍ଷ ରୋପଣ କରି ଆଜି କାଲି ଦୁନିଆ ରେ ଗଛ ର ମହତ କେହି ବୁଝିପାରୁନଥିବା ସମୟ ରେ କୁଜଙ୍ଗ ଏଥେଲେଟିକ କ୍ଲବ ଏକ ନିଆରା କାମ କରି ଆଜିକା ଦିନରେ ଏକ ଭାବ ପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ପାରାଦ୍ୱୀପ ଏକ ଓଡିଶା ର ବଡ ବନ୍ଦର ନାମ ରେ ପରିଚିତ, ପାରାଦ୍ୱୀପ ରେ ବହୁତ କମ୍ପାନୀ ମାନ ଗାଡିଉଠିଛି ଯେତେବେଳେ...

Article Image

ବାହାଘରର ୫ ଦିନ ପରେ ନବବଧୂର ମୃତ୍ୟୁ।

ତିର୍ତୋଲ | 05/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବାହାଘରର ୫ ଦିନ ପରେ ନବବଧୂର ମୃତ୍ୟୁ। ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଇପୁର ଗ୍ରାମରେ ବାହାଘରର ୫ ଦିନ ପରେ ଜଣେ ନବବଧୂର ମୃତ୍ୟୁ ହେବା ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।ଗତ ଜୁନ ୨୯ ତାରିଖରେ ଉକ୍ତ ଗ୍ରାମର ସୁଶାନ୍ତ ବେହେରାଙ୍କ ସାନପୁଅ ଚିରଞ୍ଜିବୀ ସହ କୁଦାନଗରୀ ଥାନା ବେରୁଆ ଗ୍ରାମର ଭାଗ୍ୟଧର ବେହେରାଙ୍କ ଝିଅ ଶୁଭଶ୍ରୀ ସହିତ ଖୁବ ଜାକଜମକରେ ବିଭାଘର ଅନୁଷ୍ଠିତ ହୋଇଥିଲା।ଗତ ବୁଧବାର ବିବାହ ଭୋଜି ମଧ୍ଯ ସରିଥିଲା।ହଟାତ ନବବଧୂ ଶୁଭଶ୍ରୀର ଦେହ ଖରାପ ହେବାରୁ ଶଶୁର ସୁଶାନ୍ତ ବୋହୂଙ୍କ ପରିବାରଙ୍କୁ ଖବର ଦେଇଥିଲେ।ତାଙ୍କ ମା ଆସି ପହଞ୍ଚିବା ପରେ ଗୁରୁବାର ସକାଳୁ...

Article Image

ମନ ଇଛା ଅଫିସ୍ ଆସୁଛନ୍ତି ଏମ୍ ଆଇ ମ୍ୟାଡମ।

ତିର୍ତୋଲ | 03/07/2025 | ବିକ୍ରମ ଓଡ଼ିଶା ନିୟୁଜ

ମନ ଇଛା ଅଫିସ୍ ଆସୁଛନ୍ତି ଏମ୍ ଆଇ ମ୍ୟାଡମ।* *୧୧ଟା ପରେ ଅଫିସ ଆସି ୩ଟା ପୂର୍ବରୁ ଚାଲିଯାଉଛନ୍ତି।* *ବିଡ଼ିଓ ଙ୍କ ଛତ୍ରଛାୟାରେ ଏମ୍ ଆଈ ମ୍ୟାଡମ।* -ତିର୍ତ୍ତୋଲ-୩/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ର ଖାଦ୍ୟ ଯୋଗାଣ ଅଧିକାରିଣୀ ସୋ୍ୟମ ପ୍ରଭା ସ୍ଵାଇଁ ମନ ଇଛା ଅଫିସ୍ ଆସୁଛନ୍ତି। ଯାହାକୁ ନେଇ ସଧାରଣ ଲୋକେ ହଇରାଣ ହେଉଛନ୍ତି।ସପ୍ତାହରେ ଦୁଇଦିନ ବି ଅଫିସ୍ ବା ଅଧିକାରିଣୀ ଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ। ଅନେକ ସମୟରେ ଅଫିସ ରେ ତାଙ୍କର ଦେଖା ମିଳୁନି।ଏହି ସମ୍ପର୍କରେ ଅଧିକାରିଣୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ଅନେକ ସମୟର ବାହାର ଏରୀୟା ରେ କାର୍ଯ୍ୟ...