Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ମା ତାରିଣୀ ବ୍ରତରେ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ପ୍ରବଳ ସମାଗମ

ମୟୂରଭଞ୍ଜ | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

: ମା ତାରିଣୀ ବ୍ରତରେ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ପ୍ରବଳ ସମାଗମ : ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁରରେ ମା ତାରିଣୀ ବ୍ରତ ପୂଜାରେ ମନ୍ଦିର ମାନଙ୍କରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା l ମା ଭଉଣୀ ମାଉସୀମାନେ ଲମ୍ବା ଲାଇନରେ ଥାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମା ତାରିଣୀ ବ୍ରତ ପୂଜା କରିଥିଲେ l...

Article Image

ମତ୍ସ୍ଯ ଅବତାର ରୂପରେ ଦେଖା ଦେଲେ ଶ୍ରୀ ଜଗନ୍ନାଥ

ମୟୂରଭଞ୍ଜ | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ଲଗ୍: ମତ୍ସ୍ଯ ଅବତାର ରୂପରେ ଦେଖା ଦେଲେ ଶ୍ରୀ ଜଗନ୍ନାଥ ଆଙ୍କର: ଶ୍ରୀ ଜଗନ୍ନାଥଙ୍କ ସମସ୍ତ ରୂପଠୁ ବଳି ମତ୍ସ୍ଯ ଅବତାର ରୂପ l ସେ ଏହି ରୂପରେ ଅତୀବ ମାଧୁର୍ଯ୍ଯମୟ ଦେଖାଯାଆନ୍ତି l ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ରାଇରଙ୍ଗପୁର ଉପଖଣ୍ଡର ଶ୍ରୀ ଜଗନ୍ନାଥ ରଥଯାତ୍ରା ଅବକାଶରେ ମାଉସୀ ମା ମନ୍ଦିର ମଣ୍ଡପରେ ମତ୍ସ୍ଯ ଅବତାର ବେଶରେ ଶ୍ରୀ ଜଗନ୍ନାଥ ମନଲୋଭା ଦେଖା ଯାଉଥିଲେ l ସନ୍ଧ୍ଯା ବେଳା ଭଜନ ସନ୍ଧ୍ଯାରେ ସୁଲଳିତ କଣ୍ଠରେ ଗାୟକଗାୟିକାମାନଙ୍କର ସୁସଙ୍ଗୀତ ଦେଖଣାହାରୀଙ୍କୁ ଅତି...

Article Image

ଗୋପୀନାଥ ବିଦ୍ୟାପୀଠ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ,

ବୁଗୁଡା | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଗୋପୀନାଥ ବିଦ୍ୟାପୀଠ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା , ବୁଗୁଡା,ତା ୧/୦୭(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠ ର କ୍ରୀଡ଼ା ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ବିଦ୍ୟାଳୟ ଶ୍ରେଣୀ ଗୃହ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ନିଜ ବକ୍ତବ୍ୟରେ କହିଥିଲେ...

Article Image

ବୁଗୁଡ଼ା ବନ ବିଭାଗ ୧.୭୯ ଲକ୍ଷ ଚାରା ଯୋଗାଇବ

ବୁଗୁଡ଼ା | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ା ବନ ବିଭାଗ ୧.୭୯ ଲକ୍ଷ ଚାରା ଯୋଗାଇବ ବୁଗୁଡ଼ା,୧/୦୭(ସୋରେନ କୁମାର ପ୍ରଧାନ):ଚଳିତ ବର୍ଷ ବୁଗୁଡ଼ା ବନ ବିଭାଗ ତରଫରୁ ୧ ଲକ୍ଷ ୭୯ ହଜାର ୭୯୦ ଚାରା ଯୋଗାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେଥ୍ ମଧ୍ଯରୁ ମନରେଗା ଯୋଜନାରେ ୧ ଲକ୍ଷ ୪୦ ହଜାର ଚାରା, ଆଇଜିସି ଏବଂ ଜିଏମଏମ ଉଭୟ ଯୋଜନାରେ ୩୯ ହଜାର ୭୯୦ ଚାରା ଯୋଗାଣର ବ୍ୟବସ୍ଥା ରହିଛି। ଏଥି ନିମନ୍ତେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ସମେତ ଶୁଳିଆପଲ୍ଲୀ, ଠଣାପଲ୍ଲୀ, କଦମ୍ବମଠ, ବାଘୁଆ, କୁମୁଣ୍ଡା, କଣ୍ଟାବଣି, ମାଣିତରା ଆଦି ସ୍ଥାନରେ ନର୍ସରୀ କରାଯାଇଛି। ଉକ୍ତ ନର୍ସରୀ...

Article Image

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ )

ଜଗତସିଂହପୁର | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

( ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =30/6/25 ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ଓଡ଼ିଶୋ ସ୍ଥିତ କୁତାମ ଚଣ୍ଡୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ପୂର୍ବତନ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଶିକ୍ଷକ ସୁନୀଲ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶିଶିର କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ଶାରୀରିକ କ୍ରୀଡା...

Article Image

ଜଳବନ୍ଦୀ ରେ ୨୦ପରିବାର ହଠାତ୍ ପହଞ୍ଚିଲେ ବିଧାୟକ ନେଲେ ପଦକ୍ଷେପ ଜଳବନ୍ଦୀ ରୁ ମୁକ୍ତ ହେଲେ ୨୦ ପରିବାର

ଜଗତସିଂହପୁର | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଳବନ୍ଦୀ ରେ ୨୦ପରିବାର ହଠାତ୍ ପହଞ୍ଚିଲେ ବିଧାୟକ ନେଲେ ପଦକ୍ଷେପ ଜଳବନ୍ଦୀ ରୁ ମୁକ୍ତ ହେଲେ ୨୦ ପରିବାର ଜଗତସିଂହପୁର ପୌରପରିଷଦ ସଦରମହକୁମା ସ୍ଥିତ ୫ନମ୍ବର ଔଡ ଶନ୍ତୋଷି କଲୋନୀ ବାସୀଦିର୍ଘ ତିନିଦିନ ଧରି ଏକ ପ୍ରକାର ଜଳବନ୍ଦୀ ରେ ଥିବା ଉକ୍ତ କଲୋନୀ ବାସି ଘରୁବାହାରି ପାରିବା ତ ଦୁରର କଥା ପିଲାମାନଙ୍କ ପାଠପଢା ଠପ୍ ହେବା ସହିତ ବଜାରଘାଟ ବନ୍ଦ୍ ଥିଲା।ଘରେ ପରେ ପାଣିପସି ବିଭିନ୍ନ ବିଷାକ୍ତ ସାପ ଙ୍କ ଆତଙ୍କ ରେ ଗ୍ରାମବାସୀ ଭୟବିତ ରେ ଥିବା ବେଳେ ମୁନଷି ପାଲଟି କୁ ବାରମ୍ବାର ଅଭିଯୋଗ ପରେ କୁମ୍ଭକର୍ଣ୍ଣ ନିଦ୍ରା ରେ ମୁନଷିପାଲଟି ସୋଇଥିବା...

Article Image

ପବିତ୍ର ହୁଲ ଦିବସ ପାଳିତ

ରାଇରଙ୍ଗପୁର | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପବିତ୍ର ହୁଲ ଦିବସ ପାଳିତ ରାଇରଙ୍ଗପୁର ୩୦.୦୬.୨୦୨୫ ସୋମବାର ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ " ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଜିଲ୍ଲାସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ଵରେ ଇଂରେଜ ଶାସନରେ ଆଦିବାସୀମାନଙ୍କ ଦମନଲିଳା ବିରୁଦ୍ଧରେ ବିଶ୍ଵର ପ୍ରଥମ ଗରିଲା ଯୁଦ୍ଧର ସ୍କୃତିଚାରଣ କରି "ପବିତ୍ର ସିଦ-କାହ୍ନୁ ହୁଲ ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଓ...

Article Image

ନିମ୍ନ ମାନର କାମ ଯୋଗୁ ଖାଲଖମା ରେ ପରିପୂର୍ଣ ହୋଇ ମରଣ ଯନ୍ତା ପାଲଟିଲା ଅରଖକୁଦ ରୁ ଦେବୀଦୋଳ ରାସ୍ତା

ନାଉଗାଁ | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନିମ୍ନ ମାନର କାମ ଯୋଗୁ ଖାଲଖମା ରେ ପରିପୂର୍ଣ ହୋଇ ମରଣ ଯନ୍ତା ପାଲଟିଲା ଅରଖକୁଦ ରୁ ଦେବୀଦୋଳ ରାସ୍ତା ନାଉଗାଁ ୩୦/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ପୂର୍ତ୍ତ ବିଭାଗ ର ଅଜବ ନୀତି ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ରାସ୍ତା ର କାର୍ଯ୍ୟ କୁ ପୁରିଲାନି ଦୁଇ ମାସ କିନ୍ତୁ ଖାଲଖମା ରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ସାଜିଲା ରାସ୍ତା l ତେବେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ରୋହିଆ ପଞ୍ଚାୟତ ର ଅରଖକୁଦ ରୁ ଦେବୀଦୋଳ ସଂଯୋଗୀ କରଣ ରାସ୍ତା ର ମରାମତି କାର୍ଯ୍ୟ ନିମନ୍ତେ ୪ଟି ପର୍ଯାୟରେ ପାଖାପାଖି ୨୦ ଲକ୍ଷ...

Article Image

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

କୁଜଙ୍ଗ | 01/07/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - କୁଜଙ୍ଗ ୩୦/.୦୬. ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୭୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ପାଇଁ...

Article Image

94 ବର୍ଷ ହୋଇଛି, ମିଳୁନି ବର୍ଦ୍ଧିତ ଭତା,,

ଔପଦା | 30/06/2025 | ବିକ୍ରମ ଓଡ଼ିଶା ନିୟୁଜ

94 ବର୍ଷ ହୋଇଛି, ମିଳୁନି ବର୍ଦ୍ଧିତ ଭତା,, ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ୱର ଜିଲ୍ଲା ନୀଳଗିରି ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧୀନରେ ଥିବା ଜୁରିଆ ପାଟଣା ଗ୍ରାମ ବୃଦ୍ଧ ନାରାୟଣ ମଲିକ ବୟସ 94 ବର୍ଷ ହୋଇଥିଲେ ଵି ରାଜ୍ୟ ସରକାର ଙ୍କର ବର୍ଦ୍ଧିତ ଭତା ଛଅ ମାସ ହେଲା ଦିଆ ଗଲାଣି କିନ୍ତୁ ଦୀର୍ଘ ଛଅ ମାସ ଧରି ପଂଚାୟତ କାର୍ଯ୍ୟାଳୟ ରେ ତିନି ତିନି ଥର ଆବଶ୍ୟକ ଡକୁମେଣ୍ଟ ଦେଇଥିଲେ ମଧ୍ୟ ଏ ପ୍ରଯ୍ୟନ୍ତ ମିଳି ପାରୁନି ବର୍ଦ୍ଧିତ ଭତା ତେଣୁ ସେ (X )ଜୋରିଆ ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଚିଫି ସେକ୍ରେଟାରୀ, ରାଜ୍ୟପାଳ, ବାଲେଶ୍ୱର...

Article Image

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର | 30/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - ଜଗତସିଂହପୁର ତା ୩୦.୦୬.୨୦୨୫- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୭୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି,...

Article Image

ପୋଖରୀରେ ପଡି ଦିବ୍ୟାଙ୍ଗ ମୃତ୍ୟୁ.

ସିମୁଳିଆ | 30/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପୋଖରୀରେ ପଡି ଦିବ୍ୟାଙ୍ଗ ମୃତ୍ୟୁ. ............................................... ସିମୁଳିଆ 30/6 ମଇତାପୁର ପଞ୍ଚାୟତ ହାଟ ମଇତାପୁର ଗୋଛାୟତ ସାଇର ଗଜେନ୍ଦ୍ର ପ୍ରସାଦ ଗୋଛାୟତଙ୍କ ପୁତ୍ର କମଳାକାନ୍ତ ଗୋଛାୟତ ସେଜଣେ ବିବ୍ୟାଙ୍ଗ ପାରଲିସିସ ପେସଣ୍ଟ ସରକାରରୁ ଭତା ପାଉଥିଲେ.କାଲି ଦୀନରେ ନିଜ ପାଖରେ ଥିବା ବଜାରକୁ ଆସିଥିଲେ. ସେଠାରୁ ଘରକୁ ଆସିଥିଲେ. ଘରକୁ ଜିବା ବାଟରେ ଏକ ପୋଖରୀ ଦେଇ ଘରକୁ ଯାଉଥିବା ବେଳେ କୌଣସି ପ୍ରକାର ଗୋଡ଼ ଖସିଜାଇ ଥିବାରୁ ପୋଖରୀରେ ପଡିଯାଇଥିଲା. ଘରକୁ ପୁଅ ନଫେରିବାରୁ ବାପ. ମା ଖୁଜା ଖୁଜି କରିଥିଲେ. କୌଣସି ସଫଳ ହାଇନଥିଲେ. ପର ଦୀନ ନିଜ ଗଡିଆରେ ଭାସୁଥିବାର ଦେଖିବାକୁ ପାଇଥିଲେ.ପାଟି କରି ଡାକ...