Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଗଡ଼ କୁଜଙ୍ଗ ଶୁଭଦ୍ରା କ୍ଷେତ୍ରରେ ବାହୁଡା ଯାତ୍ରା।

ଏରସମା | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଗଡ଼ କୁଜଙ୍ଗ ଶୁଭଦ୍ରା କ୍ଷେତ୍ରରେ ବାହୁଡା ଯାତ୍ରା। ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡକୁଜଙ୍ଗର ପ୍ରଶିଦ୍ଧ ଶୁଭଦ୍ରା କ୍ଷେତ୍ରରେ ଶନିବାର ବାହୁଡ଼ା ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।ସନ୍ଧ୍ୟାରେ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଛନ୍ତି।ଅପରାହ୍ନରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇ ରଥଟଣା ଆରମ୍ଭ ହୋଇଥିଲା।ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ କୁଞ୍ଜ ବିହାରୀଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଥିଲା।ବାହୁଡ଼ା ଯାତ୍ରାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ବିଜୁ ଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ,ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ...

Article Image

ତିରିକଣା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କାକଟପୁର | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ତିରିକଣା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ କାକଟପୁର ୭/୭( ତୁଷାର ଦୀକ୍ଷିତ ) ବୃକ୍ଷ ହିଁ ଜୀବନ ଏହି ଅବସରରେ କାକଟପୁର ମଣ୍ଡଳ ଶିକ୍ଷା ବିଭାଗ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଶିକ୍ଷା କ୍ଲଷ୍ଟର ଅଧିନ ତିରିକଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଫଜଲୁର ରହମାନଙ୍କ ତତ୍ବାବଧାନରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଏକ ସାପ୍ତାହ ଧରି ଚାଲି ଥିବା ବନମହୋତ୍ସବ ଆଜି ଉଜ୍ଜାପିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ପ୍ରଶଂସା କରିବା ସହ ପିଲାମାନଙ୍କୁ ନିଜ ନିଜ ବାଡ଼ି ବଗିଚାରେ...

Article Image

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ।

ନାଉଗାଁ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ। ନାଉଗାଁ /୦୭/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳିତ ହୋଇ ଯାଇଅଛି। ଉକ୍ତ ପାଳନ ସପ୍ତାହରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗଛ ଲଗାଇବା ଦ୍ୱାରା ନିଜର ଓ ପରିବେଶର କଣ କଣ ଉପକାର ହୁଏ ସେ ବିଷୟରେ ଅଧ୍ୟକ୍ଷ ଓ ଯୁବ ରେଡ କ୍ରସ ସଂଯୋଜକ ଚୈତନ୍ୟ ଚରଣ ପରିଡା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଆଜି ମହୋତ୍ସବର ଶେଷ ଦିବସରେ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ସ୍ୱାଇଁ ମାନଙ୍କ ଯୁବ...

Article Image

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ।

ନାଉଗାଁ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ। ନାଉଗାଁ /୦୭/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳିତ ହୋଇ ଯାଇଅଛି। ଉକ୍ତ ପାଳନ ସପ୍ତାହରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗଛ ଲଗାଇବା ଦ୍ୱାରା ନିଜର ଓ ପରିବେଶର କଣ କଣ ଉପକାର ହୁଏ ସେ ବିଷୟରେ ଅଧ୍ୟକ୍ଷ ଓ ଯୁବ ରେଡ କ୍ରସ ସଂଯୋଜକ ଚୈତନ୍ୟ ଚରଣ ପରିଡା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଆଜି ମହୋତ୍ସବର ଶେଷ ଦିବସରେ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ସ୍ୱାଇଁ ମାନଙ୍କ ଯୁବ...

Article Image

ସାହାଯ୍ୟ କରିବାକୁ ଯାଇ ଜୀବନ ହରାଇଲେ ଯୁବକ

ନାଉଗାଁ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସାହାଯ୍ୟ କରିବାକୁ ଯାଇ ଜୀବନ ହରାଇଲେ ଯୁବକ ନାଉଗାଁ ୭/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ, ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଜଣେ ଯୁବକ ନିଜେ ଆରପାରିକୁ ଚାଲିଯାଇଥିବା ଘଟଣା ଏବେ ନାଉଗାଁ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ସୂଚନା ଅନୁସାରେ ମହାରାଷ୍ଟ୍ର ଅଞ୍ଚଳରୁ କିଛି ଲୋକ ଏକ ଏନୋଭା ଗାଡ଼ିରେ ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି କୋଣାର୍କ ଆସୁଥିବା ସମୟରେ ପୁରୀ କୋଣାର୍କ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଉକ୍ତ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଆହତ ଅବସ୍ତାରେ ଗାଡିରୁ ବାହାରକୁ ବାହାରି ଆସିଥିବା ବେଳେ ଗାଡ଼ିଚାଳକ କିନ୍ତୁ ଗାଡିରୁ ବାହାରି ପାରିନଥିଲେ। ସେହି...

Article Image

ତିର୍ତ୍ତୋଲ କୋର୍ଟରେ ବନସପ୍ତାହ ପାଳିତ

ତିର୍ତୋଲ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ କୋର୍ଟରେ ବନସପ୍ତାହ ପାଳିତ - ତିର୍ତ୍ତୋଲ-୭/୭-ତିର୍ତ୍ତୋଲ କୋର୍ଟ ପରିସରରେ ବନସପ୍ତାହ ପାଳିତ ହୋଇଯାଇଛି।ବିଚାରପତି ପାରସ ପାଢ଼ୀ ଓ ତିର୍ତ୍ତୋଲ ଓକିଲ ସଂଘ ଦ୍ୱାରା ବିଭିନ୍ନ ଚାରା କୋର୍ଟ ପରିସରରେ କରାଯାଇଥିଲା।ବନବିଭାଗ କର୍ମଚାରୀ, କୋର୍ଟ କର୍ମଚାରୀ, କୋର୍ଟ ପୋଲିସ ମିଳିତ ଭାବେ ଏହି ବୃକ୍ଷରୋପଣ କରିଥିବାବେଳେ ଚାରା ଗୁଡିକ ବଂଚିବା ଓ ବଢିବା ପାଇଁ ଆବସକୀୟ ପଦକ୍ଷେପ ନିଆଯିବାକୁ ବିଚାରପତି କହିଥିଲେ।

Article Image

ବାଣିତରେ ବାହୁଡା଼ ଯାତ୍ରା

କୁଜଙ୍ଗ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଣିତରେ ବାହୁଡା଼ ଯାତ୍ରା ଜଗନ୍ନାଥ ପେରିଲେ ସ୍ଵଗୃହକୁ କୁଜଙ୍ଗ :ଜଗତସିଂହପୁର ଜିଲ୍ଲାର ଐତିହାସିକ ପଶ୍ଚିମେଶ୍ୱର ପୀଠରେ ପୂଜା ପାଉଥିବା ଶ୍ରୀଜଗନ୍ନାଥ ବହୁଡା ଯାତ୍ରାରେ ଫେରିଲେ ସ୍ୱଗୃହକୁ, ମାଉସୀମା ଙ୍କ ଘରେ ନବ ଦିନାତ୍ମକ ଯାତ୍ରା ସରିବ ପରେ ନନ୍ଦିଘୋଷ ରେ ଆସି ବଡ଼ ଦାଣ୍ଡରେ ପହଂଚି ଛନ୍ତି ଗତକାଲି ଏକାଦସୀ ତିଥିରେ ସୁନାବେଶ ହେବାସହ ଆଜି ଅଧର ପଣା ପ୍ରଦାନ କରାଯିବ ଓ ଆସନ୍ତା କାଲି ନୀଳାଦ୍ରିବିଜେ ତିଥିରେ ମହାବାହୁ ମନ୍ଦିର ପ୍ରବେଶ କରିବେ ବୋଲି ପଶ୍ଚିମେଶ୍ୱର ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି, ରିପୋଟ :ଶ୍ରୀବତ୍ସ ପାଢ଼ୀ,

Article Image

ବନ ମହୋଉତ୍ସବ ସପ୍ତାହ ଜୁଲାଇ ପ୍ରଥମ ସପ୍ତାହ 2025ଆୟୋଜନ କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ କ୍ଲବ ପରିସରରେ

କୁଜଙ୍ଗ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବନ ମହୋଉତ୍ସବ ସପ୍ତାହ ଜୁଲାଇ ପ୍ରଥମ ସପ୍ତାହ 2025ଆୟୋଜନ କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ କ୍ଲବ ପରିସରରେ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଆଥେ ଲେଟିକ କ୍ଲବ ପରିସରରେ ଆୟୋଜନ କରାଯାଇଥିଲା, ଏଇ ଅବସର ରେ କୁଜଙ୍ଗ ବନ ଖଣ୍ଡ ରେଞ୍ଜର ଶ୍ରୀଯୁକ୍ତ କାର୍ତିକେ ଶ୍ଵର ଖଣ୍ଡେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଛ ଲଗେଇବା ନିଜକୁ ବଂଚେଇବା ତାପଯ୍ୟ ବୁଝେଇବା ସାଙ୍ଗ କୁ କ୍ଲବ ପରିସରରେ ବୃକ୍ଷ ରୋପଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ କୁଜଙ୍ଗ ଆଥେ ଲେଟିକ କ୍ଲବ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ...

Article Image

ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତ

ତିର୍ତୋଲ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତ ତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପାଲାମହୋତ୍ସବ ୨୦୨୫ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ମା ସାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ...

Article Image

ସାଇ ପରିବାର ତରଫରୁ ସାଇ ବାବାଙ୍କ ଅଷ୍ଟମ ବାର୍ଷିକ ଉତ୍ସବ

ଯାଜପୁର | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସାଇ ପରିବାର ତରଫରୁ ସାଇ ବାବାଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ଯାଜପୁର, ୬/୭() ଯାଜପୁର ବ୍ୟାସନଗର ଉମାପଦା ଠାରେ ଶ୍ରୀ ଶ୍ରୀ ସାଇନାଥ ମହାରାଜ ଙ୍କ ଅଷ୍ଟମ ବାର୍ଷିକ ପୂଜା ଉତ୍ସବ ଓ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ ରେ ଘଟ ସ୍ଥାପନା, ସୂର୍ଯ୍ୟ ପୂଜା, ଗୋପୁଜା ଓ ଶାନ୍ତି ଯଜ୍ଞ ହେବା ପରେ ଅପରାହ୍ନ ରେ ସହର ସାରା ବାବା ଙ୍କ ପାଲିଙ୍କି ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀ ସାଇନାଥ...

Article Image

ପବିତ୍ର କୁରଆନ ସପ୍ତାହ ପାଳନ ପାଇଁ ସଚେତନ ରାଲି

ଖୋର୍ଦ୍ଧା | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପବିତ୍ର କୁରଆନ ସପ୍ତାହ ପାଳନ ପାଇଁ ସଚେତନ ରାଲି* ତା 06 ଜୁଲାଇ 2025 (ରବିବାର): ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ (କେରଙ୍ଗ) ଅହମଦୀୟା ଜମଅତ ତରଫରୁ ଆଜି ପ୍ରଭାତରେ ପବିତ୍ର ଧର୍ମଗ୍ରନ୍ଥ କୁରଆନ ପ୍ରତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଜୁଲାଇ 1 ଠାରୁ 7 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ କରାଯାଉ ଥିବା "କୁରଆନ ସପ୍ତାହ" ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା | ଏହି ରାଲିରେ ଗ୍ରାମର 50 ରୁ ଅଧିକ ଛୋଟ କୁନି କୁନି ପିଲା(ଅତଫାଲ ଓ ନାସିରାତ), ଯୁବକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି (ଖୁଦ୍ଦାମ ଓ ଅନସାର)...

Article Image

କନକ ପୁର ଶାସନ ବଢେଇସାହି ରାସ୍ତାରେ ରେ ଯମ ବି ପଶିବନି !

ତିର୍ତୋଲ | 07/07/2025 | ବିକ୍ରମ ଓଡ଼ିଶା ନିୟୁଜ

କନକ ପୁର ଶାସନ ବଢେଇସାହି ରାସ୍ତାରେ ରେ ଯମ ବି ପଶିବନି ! ତିର୍ତ୍ତୋଲ-୭/୭-(ରିପୋର୍ଟ-ଟୁକନ ସେଠୀ) ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ,କନକପୁର ଗ୍ରାମ ପଞ୍ଚାୟତ ର କନକପୁର ଶାସନ ଗ୍ରାମ ର ବଢେଇସାହି ଗଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡଚଉରା ଛକ ପାଖରୁ ୧୨ ନମ୍ବର ସାରଳା କେନାଲ ର ଅରଡଙ୍ଗ ପୋଲ ପାଖକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମଧ୍ଯ ଖାଲ ଢିପ ରେ ପରିଣତ ହୋଇଥିବା ବେଳେ, ଲୋକନାଥ ବାରିକ ଘରଠାରୁ...