
ବିଦ୍ୟୁତ ଆଘାତ ରେ ଲକ୍ଷାଧିକ ଟଙ୍କାର ୪ ମଇଁଷି ମୃତ ନାଉଗାଁ ୨୧/୭ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ସ୍ଥିତ ଗଜରାଜପୁର ପଞ୍ଚାୟତ ମଠସାହି ଠାରେ ଏକ ଅଭାବନୀୟ ଘଟନା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ମାଧ ଦାସ ମଇଁଷି ପାଳଙ୍କାରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଥିଲେ। ୨୦ ତାରିଖ ସନ୍ଧ୍ୟା ସମୟରେ ମଇଁଷି ଚରାଇ ଘରକୁ ଫେରୁଥିବା ସମୟରେ ଏକ ଏଲ୍.ଆଇ ପଏନ୍ଟ ନିକଟରେ ଥିବା ଖୋଲା ପଡିଥିବା ଇଲେକ୍ଟି ସବ ସେଣ୍ଟର ନିକଟରେ ବିଦ୍ୟୁତ ଆଘାତ ଲାଗି ଚାରିଟି ମଇଁଷି ବିଦ୍ୟୁତ ଆଘାତରେ ମୃତ୍ଯୁ ବରଣ କରିଛନ୍ତି। ମୃତ ଘଟିଥିବା ମଇଁଷି ର ମୂଲ୍ୟ...

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ* ନାଉଗାଁ ,୨୧।୭: ବିକ୍ରମ ଓଡିଶା ନିୟଜୁ,ପରିବେଶ ସନ୍ତୁଳନକୁ ରକ୍ଷା କରିବାକୁ ଯାଇ ରାଜ୍ୟବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓଡପଏଙ୍ଗାରେ ବ୍ଲକ ସ୍ତରୀୟ ବନମହୋତ୍ସବ ବ୍ଲକ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମିତ୍ରା ମହାନ୍ତିଙ୍କ ସମେତ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ସଭ୍ୟ ତରୁଣକାନ୍ତ ବାରିକ, ଅବସରପ୍ରାପ୍ତ ସାମରିକ ଅଧିକାରୀ ଗୁନ ଚରଣ ଦାସ,...

ବିଜେପି ରେ ମିଶିଲେ ବୋଧେଇ ପଂଚାୟତ ର ସରପଞ୍ଚ ଓ କର୍ମୀ ତିର୍ତୋଲ 21/7 ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ ପଞ୍ଚାୟତ ର ବହୁ ବିଜେଡି କର୍ମୀ ବିଜେପି ରେ ସାମିଲୀ ହେଇଛନ୍ତି, ଦିନକୁ ଦିନ ପାରାଦ୍ୱୀପ ବିଜେପି ସାରା ନିର୍ବାଚନ ମଣ୍ଡଳୀଙ୍କୁ କବଳିତ କରିବାକୁ ବସିଥିବା ବେଳେ ବିରୋଧୀ ବିଜେଡିର ସତା କମିବାରେ ଲାଗିଛି, ମିଳିଥିବା ଖବର ଅନୁସାରେ ଗତ କାଲି ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ର ବହୁ କର୍ମୀ ସରପଞ୍ଚ ପ୍ରତିନିଧି ଅଭିରାମ ଆଚର୍ଯ୍ୟ ଙ୍କ ନେତୃତ୍ୱ ରେ ପାରାଦ୍ୱୀପ ଯାଇ ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ଭେଟି ଥିଲେ ଶ୍ରୀ ସ୍ୱାଇଁ...

ଜାତୀୟ ମାନବାଧିକାର ପ୍ରୋଟେକ୍ସନ ପକ୍ଷରୁ କୃତିତ୍ୱ ଉତ୍ସବ _ଜାତୀୟ ମାନବାଧିକାର ପ୍ରୋଟେକ୍ସନ କମିଶନ ଭାରତ (NRPCI) ଓ ଭାରତୀୟ ଆଚିଭର ଆଓ୍ବ।ର୍ଡ କାଉନସିଲ ସହଯୋଗ ରେ ଭୂବନେଶ୍ୱର ଦି ପ୍ରେସିଡେନ୍ସି ଠାରେ ଏକ କୃତିତ୍ୱ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏନ୍ଆର୍ ପି ସିଆଇ ରାଜ୍ୟ ସଭାପତି ଡଃ ନାରାୟଣ ପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସିଆରପିଏଫ ଡିଆଇଜି ବଳରାମ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଏନ୍ଆରପିସିଆଇ ର ଜିଲ୍ଲା ସଭାପତି ଦୁର୍ଗାମାଧବ ରାୟ ଯୋଗଦେଇ ଥିବା ବେଳେ ବହୁବିଶିଷ୍ଟ ବ୍ୟକ୍ତି ମାନେ ଉତ୍ସବରେ...

ଭୁତ ନାରେ ବିଜୁ ପକ୍କାଘର ମିଳିଛି ମିଛଟାରେ ବାପା ନା ପଡ଼ିଛି ପୁଅ ଏବେବି ଭଙ୍ଗା ଝାଟିମାଟି ଘରେ ଚଳୁଛି ହଁ ଆଜ୍ଞା ଆପଣମାନଙ୍କ ପାଇଁ ମିଛ ହେଇଥିଲେ ମଧ୍ୟ ଅଭିଯୋଗ କାରି ହରେକୃଷ୍ଣ ଦାସ ନାମକ ବଡଲହଙ୍ଗା ଗ୍ରାମର ଦଳିତ ସାହି ର ବ୍ଲକ ପ୍ରସାସନ ଓ ନିଜ ପଞ୍ଚାୟତ ବିରୋଧରେ ଆଣିଛନ୍ତି ଏଭଳି ସଙ୍ଗିନୀ ଅଭିଯୋଗ ଓ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସୁଚନା ରୁ ପ୍ରକାଶ ଜଗତସିଂହପୁର ବ୍ଲକ୍ ସଦର ତରଡାପଡା ପଞ୍ଚାୟତ ର ବଡଲହଙ୍ଗା ଗ୍ରାମର ଦଳିତ ସାହିରେ ହରେକୃଷ୍ଣ ଦାସ ଓ ସ୍ତ୍ରୀ କୁନି ରାଉତ ଏକ ଦମ୍ପତ୍ତି ଦିର୍ଘବର୍ଷ...

ମାର୍କଣ୍ଡ ପୁର ଗ୍ରାମବାସୀ ଙ୍କ ଦ୍ବାରା ମାଁ ଟିଏ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଯୋଗ ଦେଲେ ବିଧାୟକ ଜଗତସିଂହପୁର ଜଗତସିଂହପୁର ପୌରପରିଷଦ 3 ନମ୍ଵର ଔଡ ର ଶତାଧିକ ଜୁବଗୋଷ୍ଟି ଓ ବୁଦ୍ଧିଜୀବି ଏବଂ ବିଧାୟକ ଙ୍କ ନେତୃତ୍ବରେ ବୃକ୍ଷ ମିତ୍ର ଅଭିଯାନ ରେ ମାଁ ଟିଏ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଗଛ ଲଗାଇବା ପାଇଁ ପ୍ରତି ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ଗଛଟିଏ ଲଗାଇବା ଦ୍ବାରା ଆମର କଣ ଉପକାର ହୁଏ ଗୋଟି ଗୋଟି କରି ବୁଝାଇଥିଲେ।ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ...

(ମାଗଣା ଚକ୍ଷୁ ପରୀକ୍ଷା ଶିବିର ) କୁଜଙ୍ଗ ୨୧/୦୭ ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାନପଲ୍ଲି ସରକାରୀ ଉ. ପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଚିକିତ୍ସା ଶିବିର ଆୟୋଜୀତ ହୋଇଯାଇଛି । ଏଥିରେ ପାନପଲ୍ଲି, ଗଣ୍ଡକୁଳ, ମଲ୍ଲିପୁରା, ବାଲିଆ ରୁ ୧୫୦ଶହ ଜଣ ଲୋକ ମନେ ମାଗଣାରେ ଆସି ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।ସେମାନଙ୍କ ମଧ୍ୟରୁ ୫୦ ଜଣ ଲୋକ ଚକ୍ଷୁ ପରୀକ୍ଷା କରି ଚଷମା ନେଇଥିଲେ ଓ ୮୫ ଜଣ ଲୋକମାନେ ଚକ୍ଷୁ ପରୀକ୍ଷା କରି ମେଡ଼ିସିନ...

ପାଣିଭାର ଯାତ୍ରା ରେ ପ୍ରବଳ ଭିଡ,ବେଆଇନି ଶୋଭାଯାତ୍ରା ରେ ଡିଜେ, ଅମାନିଆ ଯାତ୍ରୀ | ~~~~~~~~~~~~~ ଜଗତସିଂହପୁର 20/7/2025. ଜଗତସିଂହପୁର ସଦର ମହକୁମା ଠାରୁ 5କିମି ଗଲେ ଆଳିପିଙ୍ଗଳ ଠାରେ ଦେବୀ ନଦୀରେ ଏକ ପୋଲ ପଡେ |ପୋଲର ଆରପଟେ ବଚ୍ଛସାଇଲୋ ଗ୍ରାମରେ ନଦୀ ପଠାରେ କେତକୀଶ୍ୱର ମହାଦେବ ପୂଜିତ |ଏହି ସ୍ଥାନଟି ଜଗତସିଂହପୁର ଓ କଟକ ଜିଲ୍ଲାର ସୀମାରେ ଅବସ୍ଥିତ |ଓଡିଶାର ଏକ ବିସ୍ତିର୍ଣ ଅଞ୍ଚଳ ସହିତ ଏହିସ୍ଥାନଟିର ସଡ଼କପଥ ସଂଯୋଗ ରହିଛି |ଏଇ କିଛି ବର୍ଷ ଏହି ଘାଟରୁ ବୋଲବମ ଯାତ୍ରୀମାନେ ପାଣି ଉଠାଇ ବିଭିନ୍ନ ଅଞ୍ଚଳର ଶିବମନ୍ଦିରକୁ ନେଉଛନ୍ତି | ପ୍ରତିବର୍ଷ ଯାତ୍ରୀଙ୍କ ସଂଖ୍ୟା ବଢ଼ିବଢ଼ି ଯାଉଛି |ଚଳିତ ବର୍ଷ...

( ଆଦିକବି ସାରଳା ଦାସ ଙ୍କ ୬00ତମ ଜୟନ୍ତୀ ଉପଲକ୍ଷେ ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଦୁଇ କୃତି ବରିଷ୍ଠ ଶିକ୍ଷାବିତ ଙ୍କୁ ବିପୁଳ ସମ୍ପର୍ଦ୍ଧନା ) ଜଗତସିଂହପୁର ତା =20/7/25 ଜଗତସିଂହପୁର ଜ଼ିଲ୍ଲା ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ବାଲିକୁଦା ଅଞ୍ଜିରା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁଦ୍ରମୁନି ସାରଳା ଦାସ ଙ୍କ ୬00 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଲିକୁଦା ବ୍ଲକ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଏବଂ ପରିଚାଳନା କମିଟି ର ପୂର୍ବତନ ସଭାପତି ଶିକ୍ଷାବିତ କୈଳାସ ଚନ୍ଦ୍ର ବିଶ୍ୱାଳ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |...

ସମାଜ ସେବୀ ଙ୍କ ଦ୍ୱାରା ବୃକ୍ଷ ରୋପଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ନାଉଗାଁ :୨୦/୦୭: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଅଞ୍ଚଳ ର ପ୍ରସିଦ୍ଧ ପୀଠ ପ୍ରଭୁ ସାଧୁଗୋସ୍ୱାମୀ ଙ୍କ ପୀଠ ରେ ଆଜି ନାଉଗାଁ ଅଞ୍ଚଳ ର ଜଣାଶୁଣା ସମାଜସେବୀ ତଥା ଦୁଃଖ ସୁଖ ର ସାଥି ଶ୍ରୀଯୁକ୍ତ ଦୀପକ ବିଶ୍ୱାଳ ଙ୍କ ପୌରାହିତରେ ପୀଠ ପରିସରରେ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଦୀପକ ବିଶ୍ୱାଳ ଙ୍କ ସହିତ ପ୍ରକାଶ ଚନ୍ଦ୍ର ଜେନା,ଭିକାରି ଚରଣ ସ୍ୱାଇଁ, ବିନୟ କିଶୋର ମହାପାତ୍ର, ମିହିର...

ବଳଙ୍ଗାରେ ପହଞ୍ଚିଲେ ପୋଲିସ ଡିଜି; ସ୍ପଟ୍କୁ ଯାଇ କଲେ ସ୍ଥିତି ଅନୁଧ୍ୟାନ ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଅପରାହ୍ଣରେ ପୁରୀ ଜିଲ୍ଲା ବଳଙ୍ଗାରେ ପହଞ୍ଚିଛନ୍ତି। ଡିଜି ୱାଇ. ବି. ଖୁରାନିଆ ବଳଙ୍ଗା ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ କଥାବାର୍ତ୍ତା କରିଛନ୍ତି। ଏଥି ସହିତ ସେ ସ୍ଥାନୀୟ ଲୋକ ଓ ପୀଡିତାଙ୍କର ସଂପର୍କୀୟଙ୍କ ସହିତ କଥା ହୋଇଛନ୍ତି। ଏହି ଅବସରରେ ପୁରୀ ଏସ୍ପି ପିନାକ...

ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଭୁବନେଶ୍ବର : (ସମୀର ରଞ୍ଜନ ନାୟକ )ବଳଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, 'ସର୍ବୋତ୍ତମ ଚିକିତ୍ସା ପାଇଁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରେ ତ୍ବରିତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ...