Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଦେବିନଦୀ ବନ୍ଧରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର,

କାକଟପୁର | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଦେବିନଦୀ ବନ୍ଧରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, କାକଟପୁର ତା ୨୫/୭,( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ବାଉରିଆକଣ ନିକଟ ଦେବିନଦୀର ଦକ୍ଷିଣ ପଟ ବନ୍ଧ ଉପରୁ ଜଣେ ବୃଦ୍ଧଙ୍କ ମୃତଦେହ କାକଟପୁର ଥାନା ପୋଲିସ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରିବା ପରେ ବୃଦ୍ଧଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି l ଏଠାରେ ସୂଚନା ଥାଉକି ଗୁରୁବାର ଦିନ ସକାଳେ ସ୍ଥାନୀୟ ଗ୍ରାମବାସୀ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତଦେହ ନଦୀ ବନ୍ଧ ଉପରେ ପଡିଥିବାର ଦେଖିବା ପରେ କାକଟପୁର ଥାନାକୁ ଖବର ଦେଇଥିଲେ l କାକଟପୁର ଥାନା ପୋଲିସ...

Article Image

ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ କଳାକାର ଦିବସ ପାଳନ।

ଖୋର୍ଦ୍ଧା | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ତରଫରୁ କଳାକାର ଦିବସ ପାଳନ। ଖୋର୍ଦ୍ଧା ୨୫/୭/ ଖୋର୍ଦ୍ଧା ରୋଟାରୀ କ୍ଲବ ରେ ଓଡିଶା ସିନେ ୱାର୍କର୍ସା ଆଶ୍ସୋସିଏସନ ତାରଫରୁ ସନ୍ଧ୍ୟା ୬ଘଂଟିକା ସମୟରେ କଳାକାର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେମାନ୍ୟବର ବିଧାୟକ ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କ ପାଇଁ ଦିନଟିଏ ଓ ବିଭିର୍ଣ୍ଣ ସମସ୍ୟା ଉପରେ ଆଲୋକପାତ କରିଥିଲେ, ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା କଳାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କଳାକାର...

Article Image

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଦୁଇ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଜଗତସିଂହପୁର | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଦୁଇ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ* * ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ସାହାବାଦପୁର ଗ୍ରାମର କର୍କଟ ରୋଗରେ ପୀଡିତ ଅନୁରାଗ ବେହେରା ଏବଂ କଟକ ଜିଲ୍ଲା ଇଷାଣୀ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ସାଧୁସାହି ଗ୍ରାମର ପକ୍ଷାଘାତ ରୋଗରେ ପୀଡିତା କୁନି ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅନୁରାଗ ଜଣେ ଗରିବ ଶ୍ରେଣୀର ପିଲା | ଗତ କିଛି ମାସ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ୟେମ୍ସ...

Article Image

ସନ୍ଦେହ ଜନକ ଭାବେ ଘରେ ଲାଗିଲା ନିଆଁ

ତିର୍ତୋଲ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସନ୍ଦେହ ଜନକ ଭାବେ ଘରେ ଲାଗିଲା ନିଆଁ* ତିର୍ତ୍ତୋଲ-୨୫/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଗରାମ ପଞ୍ଚାୟତ ବାଲିମୁଣ୍ଡଳୀ ଗ୍ରାମରେ ଗତରାତିରେ ସନ୍ଦେହ ଜନକ ଭାବେ ଏକ ଘରରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ଦେଖିବାକୁ ମିଳିଛି । ଉକ୍ତ ଘରଟି ବାଲିମୁଣ୍ଡଳୀ ଗ୍ରାମର ଡମ୍ବରୁଧର ବେହେରା ଙ୍କ ଘରୁ ଗତ ରାତିରେ ସେ ଘରେ ନଥିବା ବେଳେ ଏହି ଅଗ୍ନି କାଣ୍ଡ ଘଟିଥିଲ।ହଠାତ୍ ଧୁଆଁ ଓ ଅଗ୍ନିର ଶିଖା ଦେଖି ପଡ଼ୋଶୀମାନେ ଆତଙ୍କିତ ହୋଇ ଅଗ୍ନିଶମ ବାହିନୀ ଓ ପୋଲିସ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କୁ ଆଣିଥିଲା ।ଘର ମାଳିକଙ୍କ...

Article Image

କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେନିନ୍ମ ମାନର ଛତୁଆ ବଣ୍ଟନ

କୁଜଙ୍ଗ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେ ନିନ୍ମ ମାନର ଛତୁଆ ବଣ୍ଟନ କୁଜଙ୍ଗ ୨୪/୦୭ କୁଜଙ୍ଗ ବ୍ଲକ ରେ ନିନ୍ମ ମାନର ଛତୁଆ ଅଙ୍ଗନ ବାଡ଼ି କୁ ଦିଆ ଯାଉଥିବା ଅଭିଯୋଗ ହେଉଛି, ଯାହାକୁ ଶିଶୁ ମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, କୁଜଙ୍ଗ ବ୍ଲକରେ ଏହି ଶିଶୁ ଖାଦ୍ୟ ପ୍ରସ୍ତୁତ ଏଜେନ୍ସି ମନ ମୁଖୀରେ ପ୍ରସ୍ତୁତ କରୁଛି ଛତୁଆ, ଅନେକ ପ୍ୟାକେଟ ରୁ ବାଳ ବାହାରୁ ଥିବା ହିତାଧିକାରୀ ମାନେ ଅଙ୍ଗନ ବାଡ଼ି ଦିଦିଙ୍କୁ ଅଭିଯୋଗ କରୁଥିବା ଦେଖା ଯାଇଛି, ସେହିପରି କିଶୋରୀ ବାଳିକା ଙ୍କ ନିମନ୍ତେ ମିଳୁଥିବା ବୁଟ ଭଜା ବି ନିନ୍ମ ମାନର, ଅଧିକାଂଶ ବରଗଡ଼ିଆ ବାହାରୁଛି, ଅର୍ଥାତ 60%ଖରାପ ରହୁଥିବା ଦେଖା ଯାଇଛି, ପ୍ରତି...

Article Image

କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେନିନ୍ମ ମାନର ଛତୁଆ ବଣ୍ଟନ

କୁଜଙ୍ଗ | 25/07/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେ ନିନ୍ମ ମାନର ଛତୁଆ ବଣ୍ଟନ କୁଜଙ୍ଗ ୨୪/୦୭ କୁଜଙ୍ଗ ବ୍ଲକ ରେ ନିନ୍ମ ମାନର ଛତୁଆ ଅଙ୍ଗନ ବାଡ଼ି କୁ ଦିଆ ଯାଉଥିବା ଅଭିଯୋଗ ହେଉଛି, ଯାହାକୁ ଶିଶୁ ମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, କୁଜଙ୍ଗ ବ୍ଲକରେ ଏହି ଶିଶୁ ଖାଦ୍ୟ ପ୍ରସ୍ତୁତ ଏଜେନ୍ସି ମନ ମୁଖୀରେ ପ୍ରସ୍ତୁତ କରୁଛି ଛତୁଆ, ଅନେକ ପ୍ୟାକେଟ ରୁ ବାଳ ବାହାରୁ ଥିବା ହିତାଧିକାରୀ ମାନେ ଅଙ୍ଗନ ବାଡ଼ି ଦିଦିଙ୍କୁ ଅଭିଯୋଗ କରୁଥିବା ଦେଖା ଯାଇଛି, ସେହିପରି କିଶୋରୀ ବାଳିକା ଙ୍କ ନିମନ୍ତେ ମିଳୁଥିବା ବୁଟ ଭଜା ବି ନିନ୍ମ ମାନର, ଅଧିକାଂଶ ବରଗଡ଼ିଆ ବାହାରୁଛି, ଅର୍ଥାତ 60%ଖରାପ ରହୁଥିବା ଦେଖା ଯାଇଛି, ପ୍ରତି...

Article Image

ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ

ବୁଗୁଡା | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ ବୁଗୁଡା,୨୪/୦୭(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଜୁଲାଇ ୨୪ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୨୦୨୫ ପ୍ରବେଶ ଉତ୍ସବ ଉପଲକ୍ଷେ ସ୍ୱାଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ଆନ୍ତରିକ ଏବଂ ଆନନ୍ଦର ପ୍ରତିଧ୍ୱନିତ ସହିତ, ଏକ ସ୍ପନ୍ଦନଶୀଳ ଏବଂ ଅର୍ଥପୂର୍ଣ୍ଣ ପ୍ରବେଶ ଉତ୍ସବ ମାଧ୍ୟମରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଜରୁରୀ ବିଷୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦିଆଯାଇଥିଲା।...

Article Image

ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ଏ ଲାଇଟି ଆଉ ନଥିବ

ରାହାମା | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ଏ ଲାଇଟି ଆଉ ନଥିବ ରାହାମା ୨୪/୭ ଲକ୍ଷେ ଟଙ୍କାର ହେଇମାକ୍ସ ଲାଇଟି ଖୁଣ୍ଟରୁ ୩ ଖସିଗଲାଣି ଆଉ ଦୁଇ ରହିଛି, ଜ଼ିଲ୍ଲା ପରିଷଦ ପାଣ୍ଠିରୁ ବିନିଯୋଗ କରାଯାଇ ରାହାମା ବଜ଼ାର ରେ ବିଜୁ ବାବୁ ଙ୍କ ଷ୍ଟାଚୁ କୁ ଆଲୋକୀ କରଣ କରିବାକୁ ଲଗା ଯାଇଥିବା ହାଇ ମାକ୍ସ ଲାଇଟି ଅବସ୍ଥା ଏପରି, l କୁଜଙ୍ଗ ବ୍ଲକ ଦୁଇ ନମ୍ବର ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟ ଙ୍କ ପାଣ୍ଠିରୁ ହାଇ ମାକ୍ସ ଲାଇଟି ଲଗାଯାଇ ଥିଲା ହେଲେ ଏହାର ଲାଇଫିକୁ ପାଞ୍ଚ ବର୍ଷ ପୁରିଲାନି ଅଚଳ ହୋଇ ଝଡି ପଡିଛି. ଲଖ୍ୟା ଧିକ...

Article Image

ଆସିଲା କେନାଲ ରେ ପାଣି, ଚାଷୀ ଆଶ୍ୱସ୍ତ,

ତିର୍ତୋଲ | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଆସିଲା କେନାଲ ରେ ପାଣି, ଚାଷୀ ଆଶ୍ୱସ୍ତ, ତିର୍ତୋଲ 24/7 ମହାନଦୀ ଦକ୍ଷିଣ ଡିଭିଜନ ଅଧୀନ ମଣିଜଙ୍ଗା ଜଳସେଚନ ଉପଖଣ୍ଡ ର ତାଳଦଣ୍ଡା କେନାଲ ଓ ତର ଶାଖା କେନାଲ ମାନଙ୍କ ରେ କୃଷି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ପାଣି ଛାଡିଛନ୍ତି ମଣିଜଙ୍ଗା ସହକାରୀ ନିର୍ବାହୀ ଯନ୍ତ୍ରୀ, ଚଳିତ ବର୍ଷ ଜଳାଭବ ଦେଖାଯିବାରୁ ଚାଷୀ ଙ୍କ ଚିନ୍ତା ବଢିଯାଇ ଥିଲା ତଳି ଘେରା ପ୍ରସ୍ତୁତ ଓ ରୋପଣ ନିମନ୍ତେ ପାଣି ନିଅଣ୍ଟିଆ ରହୁଥିବାରୁ ମଣିଜଙ୍ଗା ଜଳ ସେଚନ ଉପଖଣ୍ଡ ପ୍ରଥମ ନିୟନ୍ତ୍ରୀତ ବନ୍ୟା ଜଳକୁ ଚାଷ କାମ ରେ ବେବହାର କରିବାକୁ କେନାଲ ମାଧ୍ୟମରେ କୃଷି ଓ କୃଷକ ଙ୍କ ପାଖରେ ପହଂଚି ଥିବାରୁ...

Article Image

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ପୁରୀ /ନୁଆଁ ଦିଲ୍ଲୀ | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌ ପୁରୀ /ନୁଆଁ ଦିଲ୍ଲୀ :(ସମୀର ରଞ୍ଜନ ନାୟକ )ଦିଲ୍ଲୀ ଏମ୍ସରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚ ପହଞ୍ଚିଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୂଚନା-ଘଟଣା ପଛର କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇନାହିଁସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇପାରେ ତେବେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍‌। ପୀଡ଼ିତାଙ୍କ ବାପା ଓ ଭାଇ ସେଠାରେ ଥିବାରୁ ପଚରାଉଚରା କରିପାରନ୍ତି । ଏପର୍ଯ୍ୟନ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇପାରିନି ।ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ...

Article Image

IAS ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ

ଭୁବନେଶ୍ୱର | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

IAS ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ସୂଚନା ଅନୁସାରେ ଭିଜିଲାନ୍ସ ଗିରଫ ପରେ ତାଙ୍କ ପଦରୁ ନିଲମ୍ବନ କରିଥିଲେ ସରକାର। ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ୧୦ ଲକ୍ଷ...

Article Image

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା…

ଭୁବନେଶ୍ୱର | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା… ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି। ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ । ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ। ବିରୋଧୀ ଅନାସ୍ଥା ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ। ବିଜେଡି, କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ। ଆମେ ଗୋଟିଏ ବର୍ଷର ହିସାବ ଦେବୁ। ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁ ସେନେଇ ଆମେ ହିସାବ...