Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି।

ଜଗତସିଂହପୁର | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି। ଜଗତସିଂହପୁର ତା=24/7/25 ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏଫ.ଏମ୍ କଲେଜ ମୃତ୍ୟୁ ଛାତ୍ରୀ ସୌମଶ୍ରୀ ବିଶି ଙ୍କ ଏକାଦଶାହ ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ମିନିଟ୍ ନିରବ ପ୍ରାର୍ଥନା ଓ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀ ନାରାୟଣ...

Article Image

ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ତିର୍ତୋଲ | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ତିର୍ତ୍ତୋଲ-୨୪/୭-(ରିପୋର୍ଟ-ଟୁକନ ସେଠୀ)- ପାରାଦ୍ଵୀପ ସ୍ଥିତ ମାଳିକା ବର୍ଣ୍ଣିତ ଉଦୟବଟ ଧାମ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ତଥା ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା , ମାଳିକାବିଶାରଦ , ଆଧ୍ୟାତ୍ମିକ ଧର୍ମଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ବୁଧବାର ଦିନ ପାରାଦୀପ ସମେତ ବେଗୁନିଆ ଜଗନ୍ନାଥ ତତ୍ତ୍ୱl ଶ୍ରମ ରେ ମଧ୍ୟ ବିପୁଳ ଆନନ୍ଦ...

Article Image

ହରମଣି ଦେବୀ ପବ୍ଲିକ ସ୍କୁଲ, ଦରିୟା କୁଳର ହସ... ପୁରସ୍କୃତ ହେଲେ, ପ୍ରିୟଙ୍କା ଆଉ ଆୟୁସ୍ମାନ |~~~~~~~~~~~~~~~

ଜଗତସିଂହପୁର | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ହରମଣି ଦେବୀ ପବ୍ଲିକ ସ୍କୁଲ, ଦରିୟା କୁଳର ହସ... ପୁରସ୍କୃତ ହେଲେ, ପ୍ରିୟଙ୍କା ଆଉ ଆୟୁସ୍ମାନ |~~~~~~~~~~~~~~~ ଜଗତସିଂହପୁର 24/7/2025(ସରୋଜ ନାୟକ ଙ୍କ ରିପୋର୍ଟ )ଏରସମା ବ୍ଲକ ପଞ୍ଚପାଲି ନିକଟରେ ଗାରଡ଼ମଲ ଗାଁ |,, ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ହରମଣି ଦେବୀ ପବ୍ଲିକ ସ୍କୁଲ ନାମରେ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ ହୋଇଛି |ଏହା ସରକାରୀ ଅନୁଷ୍ଠାନ ନୁହେଁ!|ସ୍ଥାନୀୟ ଲୋକଙ୍କ ଦ୍ୱାରା ଗଠିତ ପରିଚାଳନା କମିଟି ଦ୍ୱାରା ପରିଚାଳିତ |ବିଦ୍ୟାଳୟର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ |ହେଲେ ଏହି ଅନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉତ୍ତମ ଶିକ୍ଷାଦାନ ଦ୍ୱାରା, ଛାତ୍ର, ଛାତ୍ରୀ ମାନେ ନିୟମିତ ସଫଳତା ପାଉଛନ୍ତି...

Article Image

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ଅନିୟମିତତା।

ଏରସମା | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ଅନିୟମିତତା। ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କାଙ୍କଣ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ବ୍ୟାପକ ଭାବେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ତେବେ ଏହି ବାତ୍ୟା ଆଶ୍ରୟସ୍ଥଳୀ ରକ୍ଷଣା ବେକ୍ଷଣ ଅଭାବରୁ କାନ୍ଥ ପ୍ଲାଷ୍ଟର,ୱାଲ୍ ବିମ୍ ଓ ତଳ ଫ୍ଲୋରିଂ ଗୁଡ଼ିକ ନଷ୍ଟ ହୋଇଯାଇ ଥିବାରୁ ବ୍ଲକ୍ ପକ୍ଷରୁ ଏହାକୁ ମରାମତୀ କରିବା ପାଇଁ ୬ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥରାଶୀ ବିନିଯୋଗ କରାଯାଇଥିବା ଜଣା ପଡ଼ିଛି।ମାତ୍ର ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଲାଗି ରହିଥିବା ବେଳେ ସମ୍ପୃନ ଭାବେ ନିମ୍ନ ମାନର କାର୍ଯ୍ୟ...

Article Image

Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ।

ଖୋର୍ଦ୍ଧା | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

Place_Khordha Date_24.7.25 Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ। Slug_୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ।ଦୁର୍ଘଟଣା ଘଟାଆଥିବା ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଡ୍ରାଇଭର ଓ ହେଲଫର।ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା।ଧକ୍କା ଦେଇଥିବା ଟ୍ରକର ଆଗ ଇଂଜିନ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।ଟ୍ରକର ଡ୍ରାଇଭର ଓ ହେଲଫର ଅଳ୍ପକେ ମୃତ୍ୟୁ ମୁଖରୁ ଚଂଚି ଯାଇଛନ୍ତି।ଆହତ ଡ୍ରାଇଭର ଓ...

Article Image

Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ।

ଖୋର୍ଦ୍ଧା | 24/07/2025 | ବିକ୍ରମ ଓଡ଼ିଶା ନିୟୁଜ

Place_Khordha Date_24.7.25 Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ। Slug_୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ।ଦୁର୍ଘଟଣା ଘଟାଆଥିବା ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଡ୍ରାଇଭର ଓ ହେଲଫର।ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା।ଧକ୍କା ଦେଇଥିବା ଟ୍ରକର ଆଗ ଇଂଜିନ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।ଟ୍ରକର ଡ୍ରାଇଭର ଓ ହେଲଫର ଅଳ୍ପକେ ମୃତ୍ୟୁ ମୁଖରୁ ଚଂଚି ଯାଇଛନ୍ତି।ଆହତ ଡ୍ରାଇଭର ଓ...

Article Image

ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧

କାକଟପୁର | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ କାକଟପୁର ୨୨/୭ ( ତୁଷାର ଦୀକ୍ଷିତ ) କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆସନ୍ତା ଜୁଲାଇ ୩୧ତାରିଖ ଦିନ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର ନେଉଛନ୍ତି। ତାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଶ୍ରୀ ଦୀକ୍ଷିତ ଏହି ବିଦ୍ୟାଳୟରେ ଚାକିରୀ ଆରମ୍ଭ କରି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷା ଦାନକରି ତାଙ୍କର ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛନ୍ତି । ଅବସରପ୍ରାପ୍ତ...

Article Image

ଜଗତସିଂହପୁର ସାଂସଦଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାଇତ୍ୱ।

କାକଟପୁର | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ସାଂସଦଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାଇତ୍ୱ।* କାକଟପୁର 23/7 ( ତୁଷାର ଦୀକ୍ଷିତ ) ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଶିଶୁ ଓ କିଶୋର ମାନଙ୍କ ହିତ ଓ ସୁରକ୍ଷା ଦୃଷ୍ଟି ରୁ ଧାରା 1959 ଅନୁଯାୟୀ ଏହାକୁ କାର୍ଯକାରୀ କରିବା ସହିତ ଶିଶୁ ଓ କିଶୋର ମାନଙ୍କ ପ୍ରତି ଅବହେଳା କୁ ରୋକିବା ସହିତ ବିକାଶ ମୂଳକ ପଦକ୍ଷେପ ନେବାରେ କେନ୍ଦ୍ର ସରକାର ଏହି ଆଇନ୍ କୁ ବଳବତର ରଖି ମାନ୍ୟବର ସାଂସଦ ଡ଼଼ଃ ବିଭୁ ପ୍ରସାଦ ତରାଇଙ୍କୁ କେନ୍ଦ୍ର ସରକାର ସଂସଦୀୟ ବ୍ୟାପାର...

Article Image

ସରକାରଙ୍କ ଘୋଷିତ ଇନ୍‌ସେନ୍‌ଟିଭ ବର୍ଜନ। ବିଡିଓଙ୍କ ନିକଟରେ କମ୍ୟୁନିଟି ସପୋର୍ଟ କର୍ମଚାରୀ ସଂଘର ଅଭିଯୋଗ।

ନାଉଗାଁ | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରଙ୍କ ଘୋଷିତ ଇନ୍‌ସେନ୍‌ଟିଭ ବର୍ଜନ। ବିଡିଓଙ୍କ ନିକଟରେ କମ୍ୟୁନିଟି ସପୋର୍ଟ କର୍ମଚାରୀ ସଂଘର ଅଭିଯୋଗ। ନାଉଗାଁ, ୨୩/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ କାର୍ଯ୍ୟରତ ମିଶନ ଶକ୍ତି କମ୍ୟୁନିଟି ସପୋଟିଂ କର୍ମଚାରୀ ସଂଘ ନାଉଗାଁ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଏହି ବ୍ଲକ ଅଞ୍ଚଳର ସିଆର୍‌ପି,ଏମ୍‌ବିକେ, ବ୍ୟାଙ୍କ ମିତ୍ର ସଂଘର ସଦସ୍ୟ ମାନେ ମିଳିତ ଭାବେ ନିଜର ଦାବି ଉପସ୍ଥାପନା କରିଥିଲେ। ସେମାନେ ସରକାରଙ୍କ ନିୟମ ମୁତାବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ କରୁଛନ୍ତି । ଏଥିପାଇଁ ସରକାର ମାସକୁ କିଛି ଅର୍ଥ ମଧ୍ଯ ପ୍ରଦାନ କରିଥାନ୍ତି। କିନ୍ତୁ ମିଶନ...

Article Image

ଦୀପାଞ୍ଚଳରେ ହବ ପଶୁଡାକ୍ତର ଖାନା, ଉପଖଣ୍ଡ ପଶୁଚିକିତ୍ସା ଅଧିକାରୀଙ୍କ ସୂଚନା |

ନିଆଳି /ଜଗତସିଂହପୁର | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀପାଞ୍ଚଳରେ ହବ ପଶୁଡାକ୍ତର ଖାନା, ଉପଖଣ୍ଡ ପଶୁଚିକିତ୍ସା ଅଧିକାରୀଙ୍କ ସୂଚନା | ~~~~~~~~~~~~~ ନିଆଳି /ଜଗତସିଂହପୁର 23/7/2025(ସରୋଜ ନାୟକ ଙ୍କ ଠାରୁ )ଦେବୀକନ୍ଦଳ ଦୀପାଞ୍ଚଳ ରେ ଏକ ପଶୁଡାକ୍ତରଖାନା କରିବା ପାଇଁ ଆଜି, କଟକ ସଦର ଏସ ଡି. ଭି. ଓ ଅଭିମନ୍ୟୁ ସାହାଣୀ, ସିଠାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ |ଏହି ମର୍ମରେ ଆୟୋଜିତ ସରକାରୀ ସଭାରେ ସିଠାଳ ସରପଞ୍ଚ କବିତା ମହାପାତ୍ର. ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ନିଆଳି ଭି ଏ ଏସ. ସୌଭାଗ୍ୟ ରଞ୍ଜନ ଖଟୁଆ, କୃଷକ ସାଥୀ ଫିରୋଜ ଦାସ, ରାଜକିଶୋର ମହାନ୍ତି, ପଶୁସମ୍ପଦ ନିରୀକ୍ଷକ.....

Article Image

ବୁଗୁଡ଼ାରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ

ବୁଗୁଡା | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ବୁଗୁଡା,୨୩/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ଵସ୍ଥ ଡ୍ରେନକୁ ଅତିକ୍ରମ କରି କିଛି ବ୍ଯକ୍ତି ଜବର ଦଖଲ କରିଥିବାରୁ ଯାନବାହାନ ପାର୍କିଂ ସାଙ୍ଗକୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥି ସହ ମୁଖ୍ଯ ସଡକର ଉଭୟ ପାର୍ଶ୍ଵରେ ସମ୍ପ୍ରସାରଣ ଦିଗରେ ମଧ୍ୟ ବାଧକ ସାଜିଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ସ୍ଥାନୀୟ ଶକ୍ତିନଗର ପଟରୁ ଆରମ୍ଭ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ଉପରେ ପର୍ଯ୍ଯନ୍ତ ମାଡି ଆସିଥିବା ବେଆଇନ...

Article Image

ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଯୁବ-ଛାତ୍ର କଂଗ୍ରେସ ତରଫରୁ ଥାନା ରେ ଏତଲା ରୁଜୁ

ତିର୍ତୋଲ | 23/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଯୁବ-ଛାତ୍ର କଂଗ୍ରେସ ତରଫରୁ ଥାନା ରେ ଏତଲା ରୁଜୁ -ତିର୍ତ୍ତୋଲ-୨୩/୭-(ରିପୋର୍ଟ-ଟୁକନ ସେଠୀ)-ଆଜି ଜଗତସିଂହପୁର ଯୁବ-ଛାତ୍ର କଂଗ୍ରେସ ର କର୍ମକର୍ତ୍ତା ମାନେ ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ନାମରେ ଜଗତସିଂହପୁର ଥାନା ରେ ଏକ ଏତଲା ରୁଜୁ କରିଛନ୍ତି । ଗତ ୨୧ ତାରିଖରେ ବିଜେପିର ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଏକ ସାମ୍ବାଦିକ ସମ୍ମୀଳନୀ ରେ ସର୍ବସମ୍ମୁଖରେ କଂଗ୍ରେସ ଦଳ କୁ ବଳତ୍କାରୀ ଦଳ ଓ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କୁ ଦେଶଦ୍ରୋହି ବୋଲି କହିଥିଲେ ଯାହା ଅତ୍ଯନ୍ତ୍ଯ ନିନ୍ଦନୀୟ ଓ ସେ...