Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ନିଟ୍ ପରୀକ୍ଷାରେ ଆସୁତୋଷ ସଫଳ

ନାଉଗାଁ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନିଟ୍ ପରୀକ୍ଷାରେ ଆସୁତୋଷ ସଫଳ ନାଉଗାଁ ୧୮/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପ୍ରଜ୍ଞାୟତ ଓଡପଏଙ୍ଗା ଗ୍ରାମର ପ୍ରକାଶ ଦାଶ,ମା ପ୍ରିୟଦର୍ଶିନୀ ଦାଶ ଙ୍କ ପୁଅ ଆସୁତୋଷ ଦାଶ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୫୮୨ନମ୍ବର ରଖ AIR ୩୦୧୪ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେ ଆଗାମି ଦିନରେ ଜଣେ ଭଲ ଡାକ୍ତର ହୋଇ ଅଜ୍ଞଳ ବାସୀଙ୍କ ସେବା କରିବେ ବୋଲି ସୁଚନା ବେଦା ସହିତ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ତାଙ୍କ ବାପା,ମା ଙ୍କର ପ୍ରଚେଷ୍ଟା ବୋଲି ସୁଚନା ଦେଇଛନ୍ତି। ଆଶୁତୋଷ ଙ୍କର ଏହି ସଫଳତା ହାସଲ କରିବାପରେ ପରିବାର ତଥା ଅଜ୍ଞଳରେ...

Article Image

ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚା ଳ କୁଡିଆ ଘର ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସ

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚା ଳ କୁଡିଆ ଘର ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସ ତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)- ବିପଦ ଯଦି ଆସେ ତାର ଭାଇ ବନ୍ଧୁ ଙ୍କୁ ସାଙ୍ଗରେ ନେଇ ଆସେ। ମାତ୍ର ୬ ମାସ ପୁର୍ବରୁ ଦିନମଜୁରିଆ ସ୍ବାମୀ ଅଳୀ ଦାସ ଙ୍କୁ ହରାଇ, ଅସହାୟl ଅନାଥିନୀ ଗୀତା ଦାସ , ପୋଲିଓ ରୋଗ ରେ ଆକ୍ରାନ୍ତ ହୋଇଥିବା ୧୦/୧୨ ବର୍ଷର ଭିନ୍ନକ୍ଷମ ପୁଅ ସମ୍ବିତ ସହିତ ଯେଉଁ ଝୁମ୍ପୁଡ଼ି କୁଡିଆ ଘରେ ମୁଣ୍ଡଗୁଞ୍ଜିଥିଲେ, ଗତ ରବିବାର ଦିନ ବିଳମ୍ବିତ ରାତିରେ ସେହି ବସଗୃହଟି ବର୍ଷା ରେ ଭୁଷୁଡି ପଡିବାରୁ, ଅଳ୍ପକେ ବର୍ତ୍ତି ଯାଇଥିଲେ ମାଆ...

Article Image

ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ର ପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ |

ଜଗତସିଂହପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ର ପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ | ~~~~~~~~~~~~~~~~ଜଗତସିଂହପୁ /ନିଆଳି 17/6/2025(ସରୋଜ ନାୟକଙ୍କ ରିପୋର୍ଟ )ନିଆଳି ବ୍ଲକ ପୋଖରୀଗାଁ ଗ୍ରାମପଞ୍ଚାୟତ ର ପୋଖରୀଗାଁ ଗାଁ ଦାଣ୍ଡ ରାସ୍ତାଟି ମରାମତି ଅଭାବରୁ ଯାତାୟାତ ପାଇଁ ଅନୁପଯୁକ୍ତ ହୋଇ ପଡିଛି!|ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି |ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ |ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଯୁବ ସଂଗଠକ ଆଦେଶ ବସ୍ତିଆ ଦାବୀ କରିଛନ୍ତି |

Article Image

ଯଂକୋଟି ପଞ୍ଚାୟତରେ କରିତକର୍ମ ଯନ୍ତ୍ରୀ ଏବଂ GRS ଙ୍କ ନେତୃତ୍ୱ ରେ ମୁଣ୍ଡ ବଦଳରେ ଶୁଣ୍ଡ କରୁଛି କାମ )

ଜଗତସିଂହପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

( ଯଂକୋଟି ପଞ୍ଚାୟତରେ କରିତକର୍ମ ଯନ୍ତ୍ରୀ ଏବଂ GRS ଙ୍କ ନେତୃତ୍ୱ ରେ ମୁଣ୍ଡ ବଦଳରେ ଶୁଣ୍ଡ କରୁଛି କାମ ) ଜଗତସିଂହପୁର ତା =18/6/25 କେନ୍ଦ୍ର ଓ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ର ରାଜୁତି ଚାଲିଛି | ଦୁର୍ନୀତି କୁ ନୀତି କରି ସରକାରୀ ଅଧିକାରୀ, କୁଜି ରାଜନେତା ଦଳମତ ନିର୍ବିଶେଷରେ ସରକାରୀ ଅର୍ଥ ଲୁଟି ନେବାକୁ କ୍ରମାଗତ ଭାବେ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି |ସବୁ ଜାଣି ସରକାରୀ ଅଧିକାରୀ କୁଜି ରାଜନେତା ଙ୍କ ଇସାରାରେ ଦୁର୍ନୀତି ର ଚରମସୀମା ଲଙ୍ଘିଛନ୍ତି |ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକ ଯଂକୋଟି ପଞ୍ଚାୟତ...

Article Image

ତିର୍ତ୍ତୋଲ କଲେଜ ଏବିଭିପି କବଜାରେ, ପ୍ରଚ୍ଛଦ ପଟରେ କଲେଜ ଅଧକ୍ଷା

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ କଲେଜ ଏବିଭିପି କବଜାରେ, ପ୍ରଚ୍ଛଦ ପଟରେ କଲେଜ ଅଧକ୍ଷା ତିର୍ତ୍ତୋଲ ୧୮/୬- କଲେଜ ନିର୍ବାଚନ କୁ ନେଇ ଏ ବି ଭି ପି ର ଜ଼ିଲ୍ଲା ସଭାପତି ସମେତ ଅନ୍ୟ କର୍ମକର୍ତ୍ତା ମାନେ ତିର୍ତ୍ତୋଲ କଲେଜ କୁ ଏକ ପ୍ରକାର କବଜା କୁ ନେଇଥିବା ଚର୍ଚ୍ଚା ହେଉଛି l ଯାହା ଫଳରେ କଲେଜ ପରିସରରେ ଏକ ଅସନ୍ତୋଷ ର ବାତାବରଣ ଦେଖାଦେଇଛି l ଏହାର ପ୍ରଚ୍ଛଦ ପଟରେ ତିର୍ତ୍ତୋଲ କଲେଜ ଅଧକ୍ଷା ମମତା ରାଉତଙ୍କ ହାତ ରହିଥିବା ଛାତ୍ର ଛାତ୍ରୀ ମାନେ କହୁଛନ୍ତି l କିଛିଦିନ ପୂର୍ବେ ତିର୍ତ୍ତୋଲ କଲେଜ ପରିସର ସ୍ମାର୍ଟ କ୍ଲାସ ରେ ଏ...

Article Image

ମଣି ଚରଣ ଶାରଳା ଏକାଡେମୀ ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୧ ୟୁନିଟ ରକ୍ତ ସଂଗ୍ରହ

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମଣି ଚରଣ ଶାରଳା ଏକାଡେମୀ ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୧ ୟୁନିଟ ରକ୍ତ ସଂଗ୍ରହ ତିର୍ତ୍ତୋଲ ୧୮/୬-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଲକ ବଜାର ଠାରେ ଥିବା ମଣିଚରଣ ସାରଳା ଏକାଡେମୀ ପରିସରରେ ମା ଶାରଳା ଫାଉଣ୍ଡେସନ ଓ ୧୯୯୪ ବ୍ୟାଚ ଛାତ୍ର ଛାତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି, ସଦସ୍ୟ ସଦସ୍ୟା ସଞ୍ଜୟ ମହାପାତ୍ର, ଦିବ୍ୟ ପ୍ରକାଶ ମନ୍ମୟ କୁମାର, ଶିଶୁ ରଞ୍ଜନ ମହାନ୍ତି, ଝୁନି ବାଳା ଦାସ,...

Article Image

ତିର୍ତୋଲ ବ୍ଲକରେ ଅନୁଷ୍ଠିତ ବିକଶିତ ଗାଁ, ବିକଶିତ ଓଡିଶା ସଭା ମଞ୍ଚକୁ , ତିର୍ତୋଲ ବିଧାୟକ ନଥିଲା କି ନିମନ୍ତ୍ରଣ

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତୋଲ ବ୍ଲକରେ ଅନୁଷ୍ଠିତ ବିକଶିତ ଗାଁ, ବିକଶିତ ଓଡିଶା ସଭା ମଞ୍ଚକୁ , ତିର୍ତୋଲ ବିଧାୟକ ନଥିଲା କି ନିମନ୍ତ୍ରଣ ? ତିର୍ତୋଲ ୧୭/୭ (ସ୍ପେଶାଲ କରସ୍ପ ଣ୍ଡେଣ୍ଟ) ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୁମାର ଉତ୍ସବ ପଡିଆ ରେ ତିର୍ତୋଲ ବ୍ଲକ ତରଫରୁ ସରକାରଙ୍କ ଏକବର୍ଷ ଶାସନ ପୂର୍ତ୍ତି ଅବସର ରେ ଜନସାଧାରଣ ଙ୍କୁ ତୋଫା ଦେବା ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ଗ୍ରାମ ପଂଚାୟତ ର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ତିର୍ତୋଲ ବ୍ଲକ ପାଇଁ ୩କୋଟି ୬୯ଲକ୍ଷ୍ୟ ଟଙ୍କାର ୮୧ ଗୋଟି ପ୍ରକଳ୍ପ ର ଶିଳାନ୍ୟାସ ହେଉ ଥିବା ସଭାରେ ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇଙ୍କ ଦେଖା...

Article Image

ମୋଟାବାଡି ଠାରୁ ଖମାରପଲ୍ଲି ରାସ୍ତା ଅତି ଶୋଚନୀୟ, ପ୍ରତିକାର ଦାବୀ

ବୁଗୁଡ଼ା | 17/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମୋଟାବାଡି ଠାରୁ ଖମାରପଲ୍ଲି ରାସ୍ତା ଅତି ଶୋଚନୀୟ, ପ୍ରତିକାର ଦାବୀ ବୁଗୁଡ଼ା,୧୭/୦୬(ସୋରେନ କୁମାର ପ୍ରଧାନ):ଗମନାଗମନର ସୁବିଧା ପାଇଁ ଗ୍ରାମାଞ୍ଚଳରେ ରାସ୍ତା ସହ ସେତୁ ନିର୍ମାଣ କରାଯାଇଥାଏ ହେଲେ "ସରକାର୍ କା ମାଲ୍ ଦରିଆ ମେ଼ ଡାଲ୍" ନୀତି ରେ କେଉଁଠି ପ୍ରଶାସନ ତ' ଆଉ କେଉଁଠି ଠିକା ସଂସ୍ଥା ର ମନ ମୁଖି ନୀତି ପାଇଁ ରାସ୍ତା କାମ ନ ସାରି ଅଧାପନ୍ତରିଆ ହୋଇ ପଡି ରହୁଛି, ଯାହାଫଳରେ ଲୋକଙ୍କୁ ଡହଗଞ୍ଜ ହେବାକୁ ପଡିଥାଏ, ଠିକ୍ ସେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମ ଠାରୁ ଖମରପଲ୍ଲୀ ରାସ୍ତା ସହିତ ଜଡ଼ିତ...

Article Image

ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ତରଫରୁ ରଜ ଉତ୍ସବ ପାଳିତ l

କାକଟପୁର | 17/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ତରଫରୁ ରଜ ଉତ୍ସବ ପାଳିତ l କାକଟପୁର ୧୭/୬ :- ( ତୁଷାର ଦୀକ୍ଷିତ ) ରଜଉତ୍ସବ ପୁର ଠାରୁ ପଲ୍ଲୀ ସବୁଆଡେ ଏକ ଗଣପର୍ବ ଭାବେ ମହାଉଲ୍ଲାସ ରେ ପାଳିତ ହୋଇଯାଇଥିବା ବେଳେ ସେଥିରେ ସାମିଲ ହୋଇଛନ୍ତି କାକଟପୁର ମହିଳା ଓ ଶିଶୁ ବିକାଶ ବିଭାଗ କାକଟପୁର ର ସମସ୍ତ କର୍ମୀ, କର୍ମଚାରୀ, କିଶୋରୀ ବାଳିକା, ବାଳକ ଓ ଅନ୍ୟମାନେ l ଉଦେଶ୍ୟ କିଶୋରୀ ବାଳିକା ବାଳକ ମାନଙ୍କ ପରିଚୟ ସୃଷ୍ଟି କରିବା ଓ ସେମାନଙ୍କୁ ସଶକ୍ତିକରଣ କରାଇବା l ଏହି ମହାନ ଉଦେଶ୍ୟ ନେଇ ରଜ ଉତ୍ସବ...

Article Image

ବଡ଼ଚଣା ବ୍ଲକ ଛତିଆ ପଂଚାୟତର ପଟଣା ବାଲିଯାତ୍ରା ପଡିଆରେ ୩ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ

ବଡ଼ଚଣା | 17/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବଡ଼ଚଣା ବ୍ଲକ ଛତିଆ ପଂଚାୟତର ପଟଣା ବାଲିଯାତ୍ରା ପଡିଆରେ ୩ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ରଜ ମହୋତ୍ସବ ଓ ଖାଦ୍ୟ ମେଳାର ଉଦଯାପିତ ହୋଇଯାଇଛି. ପ୍ରଥମ ଦିନ ବୈରୀ ଥାନା ଆଇଆଇସି ଅଂଶୁମାଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରଜ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ସକୁନ୍ତଳାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଖାଦ୍ୟ ମେଳାର ଉଦଘାଟନ କରିଥିଲେ. ସ୍ଥାନୀୟ ୫/୭ ଖଣ୍ଡି ମୌଜାର ମହିଳା ଓ ଯୁବତୀମାନେ ଆସି ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରକାରର ଦୋଳି ଖେଳିବା ସହ ଚଟପଟି ଖାଦ୍ୟର ଭରପୁର ମଜା ନେଇଥିଲେ. ଗୌରୀ ଶଙ୍କର...

Article Image

ବିକଶିତ ଗାଁ ବିକଶିତ ଓଡିଶା, ସାରଥି ସାଜିଲେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ।

ତିର୍ତୋଲ | 17/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିକଶିତ ଗାଁ ବିକଶିତ ଓଡିଶା, ସାରଥି ସାଜିଲେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା । - ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠି)-ଓଡିଶା ରାଜ୍ୟରେ ମୋହନ ମାଝି ନେତୃତ୍ବାଧିନ ସରକାର ଙ୍କ ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ,ପଞ୍ଚାୟତ ସମିତି ତିର୍ତ୍ତୋଲ ପକ୍ଷରୁ ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ଲକ୍ ବଜାର ସ୍ଥିତ ଜୟ ପ୍ରକାଶ ମଇଦାନ କୁମାର ଉତ୍ସବ ସମିତି ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦର୍ଶକ ଗାଲେରୀରେ ତିର୍ତ୍ତୋଲ ବ୍ଳକର ୨୯ ଗୋଟି ପଞ୍ଚାୟତ ରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିବା ବେଳେ, ଅତିଥିଭାବେ ଶିଳ୍ପ ଏବଂ ଦକ୍ଷତା...

Article Image

ଚିକିତ୍ସା ରେ ଅବହେଳା , ପୁଣି ଏକ ନିଷ୍ପାପ ଶାରୀରିକ ଭିନ୍ନକ୍ଷମ ଶିଶୁ ଜନ୍ମ

ତିର୍ତୋଲ | 17/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଚିକିତ୍ସା ରେ ଅବହେଳା , ପୁଣି ଏକ ନିଷ୍ପାପ ଶାରୀରିକ ଭିନ୍ନକ୍ଷମ ଶିଶୁ ଜନ୍ମ ତିର୍ତ୍ତୋଲ-୧୭/୬-ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାରତର ସମୁନ୍ନତି କୁ ଅସ୍ବୀକାର କରାଯାଇନପାରେ । ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ତାର ସ୍ଵତନ୍ତ୍ରତାକୁ ବଜାୟ ରଖିଛି। ଏଥି ପାଇଁ ଉଚ୍ଚସ୍ତରୀୟ ଗବେଷଣା ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବିଷ୍କାର ସ୍ବାସ୍ଥ୍ୟ ସେବାକୁ ସହଜ ଓ ସୁଗମ କରି ପାରିଛି । ତଥାପି ବେଳେବେଳେ ଚିକିତ୍ସକଙ୍କ ବେପରୁଆ ମନୋଭାବ ଓ ସାମାନ୍ୟ ଅସାବଧାନତା ଯୋଗୁଁ ବ୍ୟକ୍ତିର ଅଶେଷ କ୍ଷତି ସାଧିତ ହୋଇଥାଏ । ଏହାର ସଦ୍ୟତମ ଉଦାହରଣ କେନ୍ଦ୍ରାପଡ଼ା...