Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଅପହରଣ କଲା ବିଜେଡି ଟୋକା ବାଲିକୁଦା ପୋଲିସ ଚିଙ୍ଗୁଡ଼ି ଖାଇ ବିଜେଡି ପଲଙ୍କ ରେ ଘୁଙ୍ଗୁଡ଼ି ମାରୁଛି ବିଜେପି ଆଖି ଥାଇ ଅନ୍ଧ

ଜଗତସିଂହପୁର | 20/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଅପହରଣ କଲା ବିଜେଡି ଟୋକା ବାଲିକୁଦା ପୋଲିସ ଚିଙ୍ଗୁଡ଼ି ଖାଇ ବିଜେଡି ପଲଙ୍କ ରେ ଘୁଙ୍ଗୁଡ଼ି ମାରୁଛି ବିଜେପି ଆଖି ଥାଇ ଅନ୍ଧ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଜଣେ ପୁରୁଣା ବିଜେପି କର୍ମୀ ଙ୍କ ନାବାଳିକା ଝିଅ ଆଜକୁ ଦିର୍ଘ 24 ଦିନରୁ ଉର୍ଦ୍ଧ ହେବ ସେହି ଗ୍ରାମର ଜଣେ ବିଜେଡି କର୍ମୀ ଙ୍କ ପୁଅ ଅପହରଣ କରି ଫେରାର ହୋଇଥିବା ବେଳେ ବର୍ତମାନ ଜାହାକୁ ନେଇ କିଛି ବିଜେଡି ସମର୍ଥକ ଉକ୍ତ ଅପହରଣ କାରୀ କୁ ସପୋର୍ଟ କରିବାକୁ ବାଲିକୁଦା ଥାନା...

Article Image

ମଙ୍ଗଳା ମନ୍ଦିରରେ ହୁଣ୍ଡିରୁ ବାହାରିଥିବା ଖୁଚୁରା ( ରେଜା ) ଦୁଇ ଲକ୍ଷ୍ୟ ଛହଜାର ପାଞ୍ଚଶହ ଆଦାୟ

କାକଟପୁର | 20/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମଙ୍ଗଳା ମନ୍ଦିରରେ ହୁଣ୍ଡିରୁ ବାହାରିଥିବା ଖୁଚୁରା ( ରେଜା ) ଦୁଇ ଲକ୍ଷ୍ୟ ଛହଜାର ପାଞ୍ଚଶହ ଆଦାୟ କାକଟପୁର 19/6 ( ତୁଷାର ଦୀକ୍ଷିତ ) ଆଜି ମଙ୍ଗଳା ମନ୍ଦିରରେ ଥିବା ଦାନ ହୁଣ୍ଡୀ ରୁ ଆଗରୁ କେବଳ ନୋଟ ଗଣା ଯାଇଥିବା ବେଳେ ସେଥିରୁ ବାହାରି ଥିବା ରେଜା ପଇସା ବସ୍ତା ରେ ବନ୍ଧା ହୋଇ ଥୁଆ ଯାଇଥିଲା, ଆଜି ସକାଳ 10 ଘଟିକା ଠାରୁ 5 ଘଟିକା ମଧ୍ୟରେ ଥୁଆ ଯାଇଥିବା କିଛି ବସ୍ତା ରୁ ଖୁଚୁରା ପଇସା ଟ୍ରଷ୍ଟ ବୋର୍ଡ ସଦସ୍ୟ, ଉପଦେଷ୍ଟା ମଣ୍ଡଳୀ, ସେବକ ସମିତି ସଦସ୍ୟ ଏବଂ ସ୍ଥାନୀୟ ପୋଲିସ ସହାୟତା...

Article Image

ରାହୁଲ ଙ୍କ ଜନ୍ମ ଦିନ ପାଳିଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ

ତିର୍ତୋଲ | 20/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାହୁଲ ଙ୍କ ଜନ୍ମ ଦିନ ପାଳିଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ - ତିର୍ତ୍ତୋଲ-୧୯/୬-(ରିପୋର୍ଟ-ଟୁକନ ସେଠୀ)-ଜାତୀୟ କଂଗ୍ରେସର ସର୍ବମାନ୍ୟ ନେତା ସମ୍ମାନୀୟ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ, ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନେତା ଇଂ. ହିମାଂଶୁ ଭୂଷଣଙ୍କ ପରାମର୍ଶ କ୍ରମେ, ଓଡିଶା ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଗୋରେଖନାଥଙ୍କ ମନ୍ଦିରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀ ମାନେ ପୂଜା ଅର୍ଚ୍ଚନା କରିବା ସହ ରାହୁଲ ଗାନ୍ଧୀ ଙ୍କ ର ଉଜ୍ଜଳମୟ ରାଜନୌତିକ ଭବିଷ୍ଯତ କାମନା କରିଥିଲେ । ଅନ୍ୟ ପଟେ ପିସିସି ସଭାପତି ଭକ୍ତ...

Article Image

ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର।* *ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍।* *ଉଭୟ ପକ୍ଷରୁ ଥାନାରେ ମାମାଲା ରୁଜୁ

ତିର୍ତୋଲ | 19/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର।* *ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍।* *ଉଭୟ ପକ୍ଷରୁ ଥାନାରେ ମାମାଲା ରୁଜୁ।* - ତିର୍ତ୍ତୋଲ-୧୯/୬-(ରିପୋର୍ଟ-ଟୁକନ ସେଠୀ)- ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍ ସହିତ ଉଭୟ ପକ୍ଷରୁ ଥାନାର ରେ ଏତଲା ଦିଆଯାଇଛି।ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟ ଆଖଣ୍ଡଳମଣୀ ସ୍କୁଲ ଘରେ।ସୂଚନା ଅନୁଯାୟୀ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ର ମୁଖ୍ୟ ସିଆରସିସି ଦୀପକ କୁମାର ମହାନ୍ତି ବିଦ୍ୟାଳୟ କୁ ଏକ ଅଫିସ କାଗଜପତ୍ର ର ଦସ୍ତଖସ୍ତ ପାଇଁ ସ୍କୁଲ ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଘରେ ତାଙ୍କୁ କବାଟ...

Article Image

ଡାଇରିଆ ନିୟନ୍ତ୍ରଣରେ ପ୍ରଶାସନର ପଦକ୍ଷେପ

ଯାଜପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଡାଇରିଆ ନିୟନ୍ତ୍ରଣରେ ପ୍ରଶାସନର ପଦକ୍ଷେପ ଯାଜପୁର - 18-06-2025 ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱ।ବଧାନରେ ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ସରକାରୀ ବେସରକାରୀ ଟିଉବୱେଲ,କୂପ, ପାଇପ ୱାଟର ସପ୍ଲାଏ ଗୁଡ଼ିକୁ ବିଶୋଧନ କରାଯାଉଅଛି।H2S କିଟ୍ ମାଧ୍ୟମରେ ଏମ. ବି. କେ ମାନେ ପାନୀୟ ଜଳ କୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ହଟସ୍ପଟ ଅଞ୍ଚଳ ଏବଂ ଯେଉଁଠାରେ ଏବେ ଡାଇରିଆ କେଶ ବାହାରିବାର ତଥ୍ୟ ଆସୁଛି ଏବଂ ପାଇପ୍ ୱାଟର ସପ୍ଲାଏ ଉପଭୋକ୍ତା ପ୍ରାନ୍ତରେ ଏବଂ...

Article Image

ଦ୍ରୁତ ମଦ୍ୟପ ଗାଡି ଚାଳକ ଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ପୋଲିସ

କାକଟପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଦ୍ରୁତ ମଦ୍ୟପ ଗାଡି ଚାଳକ ଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ପୋଲିସ କାକଟପୁର ୧୮/୬ ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ଅଞ୍ଚଳ ବର୍ତ୍ତମାନ ମଦ୍ୟପ, ବେପରୁଆ, ଦ୍ରୁତ ବାଇକ ଚାଳକ ଙ୍କ ହବ୍ ପାଲଟିଲା, ଦିନକୁ ଦିନ ଏହି ୩ ପ୍ରମୁଖ ପ୍ରଜାତି ବାଇକ ଚାଳକ ଙ୍କ ପାଇଁ ଘଟୁଛି ଦୁର୍ଘଟଣା, ରାସ୍ତା ରେ ପଥଚାରି ଙ୍କୁ ଗାଡି ଧକ୍କା ହେଉଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଗାଡି ଦେଉଛନ୍ତି ମାରାତ୍ମକ ଧକ୍କା, ଏହି ଘଟଣା ପାଇଁ ସାଧାରଣ ଲୋକ ଏବେ ସାଇକେଲ ଦୂରର କଥା ପାଦରେ ଚାଲି ଚାଲି ମଧ୍ୟ ରାସ୍ତା କୁ...

Article Image

ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିକାଶ ମେଳା

ବୁଗୁଡ଼ା | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିକାଶ ମେଳା ବୁଗୁଡ଼ା,୧୮/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିକାଶ ମେଳା ରଥକୁ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର...

Article Image

ଏମ ଏସ ଏକାଡେମୀର ୧୯୯୪ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଗୁରୁ ପୂଜନ ଉତ୍ସବ

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଏମ ଏସ ଏକାଡେମୀର ୧୯୯୪ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଗୁରୁ ପୂଜନ ଉତ୍ସବ ତିର୍ତ୍ତୋଲ ୧୮/୬-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ଲକ ବଜାର ଠାରେ ଥିବା ୧୯୯୪ ମସିହା ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାର୍ଥ ସାରଥୀ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ ରେ ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟା ଲକ୍ଷ୍ମୀ ମହାନ୍ତି, ବୃନ୍ଦାବନ ତାରିଣୀଆ, ଅଞ୍ଜନା ପାତ୍ର, ଶ୍ୟାମ ସୁନ୍ଦର ଦାଶ, ମହେଶ୍ୱର ସାହୁ ଯୋଗଦେଇଥିଲେ l ଉପରୋକ୍ତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଥାନୀୟ ଲକ ବଜାର ନିକଟରୁ...

Article Image

ଜଡ଼ତିରା ଗ୍ରାମରେ ରଜ ମହୋତ୍ସବ

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଡ଼ତିରା ଗ୍ରାମରେ ରଜ ମହୋତ୍ସବ* ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଜଡ଼ତିରା ପଞ୍ଚାୟତରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ରଜ ମହୋତ୍ସବ ରେ କୁନି କୁନି ପିଲା ମାନଙ୍କ ପାଇଁ ଖେଳ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ରାତିରେ କୁନି କୁନି ପିଲା ମାନଙ୍କ ଦ୍ଵାରା ଗୀତ ନାଚ ଓ ରଜ ରାଜା ରାଣୀ କାଯ୍ୟକ୍ରମ ର ଆୟୋଜନ ହୋଇଥିଲା।ଏହି ରଜ ମହୋତ୍ସବ କୁ ଜଡ଼ତିରା ସରପଞ୍ଚ ଶିବପ୍ରସାଦ ସାହୁ,ଦେବେନ୍ଦ୍ର ପଣ୍ଡା,ପିତାମ୍ବର ପରିଡା,ସତ୍ୟବ୍ରତ ପରିଡା,ଜଗନ୍ନାଥ ପଣ୍ଡା,ପ୍ରକାଶ ସ୍ୱାଇଁ,ରଶ୍ମିରଂଜନ ପଣ୍ଡା ଓ ଗ୍ରାମବାସୀ ବୃନ୍ଦ ମିଶି ଏହି ରଜ ମହୋତ୍ସବ କୁ ଦାୟିତ୍ୱର ସହ ତୁଲାଇ ଥିଲେ।ଏଥିରେ ସ୍ଥାନୀୟ...

Article Image

ପ୍ରାଚୀ ତଟ ଦେଉଳି ମଠ ରୁ ଶ୍ରୀକ୍ଷେତ୍ର କୁ ଗଲା ଅଣସର ଫଳ ଭାର l

କାକଟପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରାଚୀ ତଟ ଦେଉଳି ମଠ ରୁ ଶ୍ରୀକ୍ଷେତ୍ର କୁ ଗଲା ଅଣସର ଫଳ ଭାର l କାକଟପୁର ୧୮/୬ :- ( ତୁଷାର ଦୀକ୍ଷିତ ) ଦେବସ୍ନାନ ପୂର୍ଣ୍ଣିମା ରେ ସୁନା କୂଅରୁ ସହସ୍ର କଳସୀ ଜଳରେ ସ୍ନାନ କରି ଜ୍ୱର ହୋଇଥିବା ମହାପ୍ରଭୁ ଙ୍କୁ ଫୁଲୁରୀ ତେଲ ଓ ଚେର ମୂଳି ଔଷଧ ରେ ସାମାନ୍ୟ ସୁସ୍ଥ ହେବାପରେ ଫଳ ମୂଳ ସେବା ଲାଗିଥାଏ l ଏହି ସେବାରେ ପ୍ରାଚୀ କ୍ଷେତ୍ର ମା ମଙ୍ଗଳା ଙ୍କ ପୀଠ ର ଅନବସର ଫଳ ଭାର ଏକ ନିଆରା ପରମ୍ପରା l ପ୍ରଭୁ ଜଗନ୍ନାଥ ବିଶ୍ୱର ଏପରି ଏକ ଠାକୁର...

Article Image

ଗାଈ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର

ତିର୍ତୋଲ | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାଈ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର - ତିର୍ତ୍ତୋଲ-୧୮/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅଧିନ ପିପ୍ପଳମାଧବ ପଂଚାୟତ ମହମ୍ମଦାବାଡଦ ଗ୍ରାମରେ ଗତକାଲି ମଙ୍ଗଳବାର ବିଳମ୍ୱିତ ରାତିରେ ଅର୍ଜୁନ ବାରିକ ଙ୍କ ଗୁହାଳରେ ନିଆଁ ଲାଗିଥିଲା।ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଲା ବେଳକୁ ଗୋଟିଏ ଗାଈ ସହ ବହୁମୂଲ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା।ନିଆଁ ଲାଗିବା ପରେ ଗୁହାଳ ରୁ ଗାଈ କୁ ଉଦ୍ଧାର କରିବାକୁ ଯାଇ ଅର୍ଜୁନ ଙ୍କ ଶରୀରରେ ନିଆଁ ଲାଗି ଆଘାତ ପ୍ରାପ୍ତ ହୋଇଥିଲେ।ତାଙ୍କୁ ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର କୁ ପଠାଯାଇଥିବା ଜଣ।ପଡିଛି।

Article Image

ଜଗତସିଂହପୁର ପୌରାଞ୍ଚଳ ରେ ବିକାଶ ବାହନ ର ଶୁଭାରମ୍ଭ

ଜଗତସିଂହପୁର | 18/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ପୌରାଞ୍ଚଳ ରେ ବିକାଶ ବାହନ ର ଶୁଭାରମ୍ଭ ଜଗତସିଂହପୁର, ତା ୧୮/୦୬/୨୫: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ପୌର ପରିଷଦ ପରିସର ରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ସମ୍ବଳିତ ବାର୍ତ୍ତା ସହ ଆରମ୍ଭ ହୋଇଛି ବିକାଶ ବାହନ ଯାତ୍ରା। ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିକାଶ ରଥ କୁ ଶୁଭ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ,ଜିଲ୍ଲା...