Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଘୋଡାଶ ପଜ୍ଞାୟତ ତରଫରୁ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ।

ନାଉଗାଁ | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଘୋଡାଶ ପଜ୍ଞାୟତ ତରଫରୁ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ। ନାଉଗାଁ ୧୨/୦୮/ବିକ୍ରମ ଓଡିଶା ନିୟଜୁ,ସାରା ରାଜ୍ୟରେ ଏବେ ମା ପାଇଁ ଗଛଟିଏ ଲଗାଇବା ଅଭିଯାନ ଯେରଦାର ଚାଲିଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପଜ୍ଞାୟତର ସରପଞ୍ଚ ନିହାର ରଜ୍ଞନ ବସ୍ତିଆ ଏବଂ ପଜ୍ଞାୟତ ସମିତି ସଭ୍ୟ ତରୁଣ କାନ୍ତ ବାରିକ ଙ୍କ ନେତୃତ୍ୱରେ ଉକ୍ତ ପଜ୍ଞାୟତର ଘୋଡାଶ ସ୍ଥିତ ବାସୁଦେବ ସରକାରୀ ଉଚ୍ଚବିଦ୍ୟାଳୟରେ, ଓଡପଏଙ୍ଗା ଗ୍ରାମର ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ,ଚାଦଖା ପାଟଣ ଗ୍ରାମର ପ୍ରାଇମେରୀ ସ୍କୁଲ, ଜାମୁଦଣ୍ଡା ଗ୍ରାମର ପଜ୍ଞାୟତ ବିଦ୍ୟାପିଠ, ତୋଟା ପଟଣା...

Article Image

କାକଟପୁରରେ ଘରେ ଘରେ ତୀରଙ୍ଗା, ଘରେ ଘରେ ସ୍ୱଚ୍ଛତା ଦିବସ ପାଳିତ,

କାକଟପୁର | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁରରେ ଘରେ ଘରେ ତୀରଙ୍ଗା, ଘରେ ଘରେ ସ୍ୱଚ୍ଛତା ଦିବସ ପାଳିତ, କାକଟପୁର ତା ୧୨/୮, ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧିନସ୍ଥ କାକଟପୁର ଗ୍ରାମ ପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଅଗଷ୍ଟ ୮ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଘରେ ତୀରଙ୍ଗା ଓ ଘରେ ଘରେ ସ୍ୱଛତାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଏକ ରାଲର ଆୟୋଜନ କରାଯାଇଥିବବେଳେ ସ୍ଥାନୀୟ ଅଙ୍ଗନବାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ମାନେ ଏକ ଶୋଭାଯାତ୍ରା ରେ ବାହାରି କାକଟପୁର ବଜାର ପରିକ୍ରମା...

Article Image

ମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ।

କୁଜଙ୍ଗ | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। ସୋମବାର ମଧ୍ୟାହ୍ନରେ ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।ଘଟଣାସ୍ଥଳରେ କୁଜଙ୍ଗ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମହିଳାଙ୍କ ତଣ୍ଟି, ଗାଲ ଓ ହାତରେ କ୍ଷତ ହୋଇଛି। ସୂଚନାନୁଯାୟୀ, କୁଜଙ୍ଗ ଥାନା ବାଗୋଇ ପଞ୍ଚାୟତ ଚରଦିଆ ଗ୍ରାମର ପ୍ରଭାତୀ ରାଉତ (୨୮ ବର୍ଷ) ବ୍ୟାଙ୍କ କାର୍ଯ୍ୟରେ ପାଟପୁର ଆସୁଥିଲେ। ଏହି ସମୟରେ ଶେରଗଡ ଅଞ୍ଚଳର ରାଜେଶ...

Article Image

ଡିଜିଟାଲ ଭୋଟର ଲିଷ୍ଟ ଓ ସିସିଟିଭି ଫୁଟେଜ ନିର୍ବାଚନ କମିଶନ ଯୋଗାଇ ଦେବାକୁ ଦାବୀ

ଜଗତସିଂହପୁର | 11/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଡିଜିଟାଲ ଭୋଟର ଲିଷ୍ଟ ଓ ସିସିଟିଭି ଫୁଟେଜ ନିର୍ବାଚନ କମିଶନ ଯୋଗାଇ ଦେବାକୁ ଦାବୀ ଜଗତସିଂହପୁର ତା=11/8/24 ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ର ସମସ୍ତ ଜିଲ୍ଲା ସଦର ମହକୁମା ରେ ଭୋଟ ଚୋରି ସମ୍ପର୍କ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଜଗତସିଂହପୁର ସର୍କିଟ ହାଉସ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ରାହୁଲ ଗାନ୍ଧୀ ଙ୍କ ଦ୍ୱାରା ପର୍ଦାଫାଶ କରାଯାଇଥିବା ଭୋଟ ଚୋରି ସମ୍ପର୍କିତ ୨ଟି ଭିଡିଓ...

Article Image

ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ଙ୍କୁ ଅଭିନଵ ଉପାୟରେ ଠକେଇ

ଜଗତସିଂହପୁର | 11/08/2025 | ବିକ୍ରମ ଓଡ଼ିଶା ନିୟୁଜ

( ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ଙ୍କୁ ଅଭିନଵ ଉପାୟରେ ଠକେଇ ଅଭିଯୋଗ ) ଜଗତସିଂହପୁର ତା =11/8/25 ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ତାହା ଜଗତସିଂହପୁର ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ କେତେକ ଲାଞ୍ଚ ଖୋର ବ୍ୟକ୍ତିମାନଙ୍କ ପାଇଁ ସଫଳ ରୂପାୟନ ହୋଇପାରୁନାହିଁ |ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ମାନେ ଦୈନଦିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସୁବିଧା ନେବାକୁ ଆସି ଶୋଷଣ ର ଶିକାର ହେଉଥିବା ବିଭାଗୀୟ ସଚିବ ଏବଂ ଅଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି | ଖବର...

Article Image

ନିଖିଳ ଉତ୍କଳ ଲେଖିକା ମଞ୍ଚ ତରଫରୁ ସ୍ୱୟଂ ସଂପୂର୍ଣ୍ଣା ପୁସ୍ତକ ଉନ୍ମୋଚନ ଓ କବିତା ପାଠ,

କୁଜଙ୍ଗ | 11/08/2025 | ବିକ୍ରମ ଓଡ଼ିଶା ନିୟୁଜ

ନିଖିଳ ଉତ୍କଳ ଲେଖିକା ମଞ୍ଚ ତରଫରୁ ସ୍ୱୟଂ ସଂପୂର୍ଣ୍ଣା ପୁସ୍ତକ ଉନ୍ମୋଚନ ଓ କବିତା ପାଠ, ଓଡିଆ ଭାଷା, କଳା ସଂସ୍କୃତି ଓ ସାମାଜିକ ପରମ୍ପରା ଦିନକୁ ଦିନ ଲିପ୍ତ ହେବାକୁ ଯାଉଛି, ଯାହାଦ୍ୱାରା ଯୁବ ପିଢ଼ି ମାନେ ପଥ ଭଷ୍ଟ ହୋଇ ଯୁବ ସମାଜ ଖେତିଗ୍ରସ୍ତ ହେଉଛି, ଆଜିର ଦିନରେ ନାରୀ ଗଣ ଅସୁରକ୍ଷିତ ମନେ କରୁଛନ୍ତି, ଏସବୁକୁ ଆଖି ଆଗରେ ରଖି ଆଜି ନିଖିଳ ଉତ୍କଳ ଲେଖକ ମଞ୍ଚ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ କୁଜଙ୍ଗ ଠାରେ ସ୍ୱୟଂ ସଂପୂର୍ଣ୍ଣା ମୁଖପତ୍ର ନବଜାତକ ଉତ୍ସବ ଏବଂ କବିତା ପାଠ ଓ...

Article Image

କଟରା ପଂଚାୟତ ରେ ହର ଘର ତ୍ରିରଙ୍ଗା ପାଇଁ ପ୍ରସ୍ତୁତି ବୈଠକ,

ତିର୍ତୋଲ | 11/08/2025 | ବିକ୍ରମ ଓଡ଼ିଶା ନିୟୁଜ

କଟରା ପଂଚାୟତ ରେ ହର ଘର ତ୍ରିରଙ୍ଗା ପାଇଁ ପ୍ରସ୍ତୁତି ବୈଠକ, ତିର୍ତୋଲ, ୧୦/୮ ସ୍ୱାଧୀନତା ଦିବସ ରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା କରିବା ଲାଗି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କଟରା ପଂଚାୟତ ର ରାଜିବି ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈ ଠକ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ତିର୍ତୋଲ ବିଜେପି ବିଧାୟକ ପ୍ରାର୍ଥୀ ରାଜ କିଶୋର ବେହେରା ସଭାପତିତ୍ୱ କରିଥିଲେ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ଜେନା ମଧ୍ୟ୍ୟ ଯୋଗ ଦେଇଥିଲେ, ସ୍ୱାଧୀନତା ଦିବସରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା ବାହାରି କଟରା ପଂଚାୟତ ପରିକ୍ରମା...

Article Image

ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବ ପାଇଁ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ନାଉଗାଁ | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବ ପାଇଁ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ନାଉଗାଁ ୧୦/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଶିଖରଘାଟ ଠାରେ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ସାରେଇକୁଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ରେ ପରିଷଦ ର ମୂଖ୍ୟ ଉପଦେଷ୍ଟା ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ର ପ୍ରାରମ୍ଭ ରେ ପରିଷଦ ର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଗତବର୍ଷ ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ...

Article Image

ମନ୍ଦିର ଚୋରି ଘଟଣା କୁ ୭ ଦିନ ବିତିଲା କିନ୍ତୁ ପୋଲିସ ହାତ ଖାଲି ।

ତିର୍ତୋଲ | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମନ୍ଦିର ଚୋରି ଘଟଣା କୁ ୭ ଦିନ ବିତିଲା କିନ୍ତୁ ପୋଲିସ ହାତ ଖାଲି । ତିର୍ତ୍ତୋଲ-୧୦/୮-(ରିପୋର୍ଟ-ଟୁକନ ସେଠୀ)-ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।ରାଜ୍ୟ ସରକାର ଙ୍କ କଥାରେ ନାହଁନ୍ତି ଅଫିସର । ଏହା ଆମେ କହୁନୁ ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ମନ୍ତ୍ରୀ ଙ୍କ ବୋଲ ମନୁନାହାଁନ୍ତି ଅଫିସର । ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନରୁଆ ଛକ ଠାରେ । ଦୂର୍ଗା ଙ୍କ ମନ୍ଦିର ଚୋରି ଘଟଣାରେ ଆଜକୁ ପ୍ରାୟ ୭ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ...

Article Image

ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀ

ତିର୍ତୋଲ | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀ ତିର୍ତ୍ତୋଲ-୧୦/୮- ନିଃସ୍ଵାର୍ଥପର ସେବା ଓ ତ୍ୟାଗର ପ୍ରତିଦାନ ସ୍ବରୂପ ମିଳିଥାଏ ଅଜସ୍ର ସ୍ନେହ ଶ୍ରଦ୍ଧା ଓ ସମ୍ମାନ। ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କର ସେବା ବ୍ରତ ପରୋପକାର ସମାଜମଙ୍ଗଳ କାର୍ଯ୍ୟଧାରା ମାଧ୍ୟମରେ ବ୍ୟାସ ଫାଉଣ୍ଡେସନ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଙ୍ଗଠନ ଅଳ୍ପ କେତୋଟି ବର୍ଷରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବହୁ ଘାତ ପ୍ରତିଘାତ ନିନ୍ଦା ଅପମାନକୁ ସହି ସେବାକୁ ଆଧାର କରି ଆଗେଇ ଚାଲିଛନ୍ତି। ବହୁ ସାମାଜିକ ସାଂସ୍କୃତିକ ଓ ସାରସ୍ଵତ ସଂଗଠନ ମାନେ ସ୍ନେହମୟୀଙ୍କୁ ସମ୍ମାନିତ କରିବାରେ ଗୌରବ ଅନୁଭବ କରିଛନ୍ତି।...

Article Image

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

କାକଟପୁର | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ କାକଟପୁର 10/8 ( ତୁଷାର ଦୀକ୍ଷିତ ) କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର,ସୁରେନ୍ଦ୍ର କୁମାର ମାଣିକ, ରତିକାନ୍ତ ବେହେରା, ପ୍ରମୋଦ କିଶୋର ପୃଷ୍ଟି ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l କୁନି କୁନି ଭାଇ ମାନଙ୍କୁ କୁନି ଭଉଣୀ ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ l ପରେ ଶିଶୁ ବିଦ୍ୟା ମନ୍ଦିର ର...

Article Image

ପୁରପଲ୍ଲୀ ରେ ମା ମଙ୍ଗଳା ଙ୍କ ଖୁଦୁରୁକୁଣୀ ଓଷା ମହାଆଡମ୍ବରରେ ଆରମ୍ଭ l

କାକଟପୁର | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁରପଲ୍ଲୀ ରେ ମା ମଙ୍ଗଳା ଙ୍କ ଖୁଦୁରୁକୁଣୀ ଓଷା ମହାଆଡମ୍ବରରେ ଆରମ୍ଭ l କାକଟପୁର, 10/8 ( ତୁଷାର ଦୀକ୍ଷିତ ) ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ...