Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି

ଜଗତସିଂହପୁର | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି* ଜଗତସିଂହପୁର,୧୪/୮/୨୦୨୫ବିକ୍ରମ ଓଡିଶା ନିୟୁଜ। ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶସାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ,ମଣ୍ଡଳ ସଭାପତି ସ୍ୱରାଜ ସାମଲଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବିଜେପିର ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଯୋଗଦେଇଥିବା ବେଳେ ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ରାଜ କିଶୋର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ମଣ୍ଡଳ ପ୍ରଭାରୀ ତରୁଣ କୁମାର ଦାସ, ବିଜୟ ଦାଶ, ଯୁବନେତା ଡ଼ଃ...

Article Image

ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

ନାଉଗାଁ | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ। ନାଉଗାଁ ୧୪/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁତି ଭୁଷଣ ସ୍ବାଇଁ ଜାତୀୟ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ତ୍ରିରଙ୍ଗା ପତାକାକୁ କାହିଁକି ଜାତୀୟ ପତାକା କୁହାଯାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ନାନିୟ ଅତିଥି ଭାବେ ପୃର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଓଡ଼ିଆ ବିଭାଗର ମୁଖ୍ୟ...

Article Image

ଜଡତିରା ଗ୍ରାମ ପଞ୍ଚାୟତ ରେ ତ୍ରିରଙ୍ଗା ପଦଯାତ୍ରା

ତିର୍ତୋଲ | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଡତିରା ଗ୍ରାମ ପଞ୍ଚାୟତ ରେ ତ୍ରିରଙ୍ଗା ପଦଯାତ୍ରା* ତିର୍ତ୍ତୋଲ-୧୪/୮-(ରିପୋର୍ଟ-ଟୁକନ ସେଠୀ)-ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓ ଓଡିଶା ସରକାରଙ୍କ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ନିର୍ଦ୍ଦେଶ କର୍ମେ ଆଜି ଜଡତିରା ଗ୍ରାମ ପଞ୍ଚାୟତ ରେ ଜଡତିରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ (ବିକନ) ନେତୃତ୍ୱ ରେ ଆଜି ପଞ୍ଚାୟତ ବାସୀଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହେଇଯାଇଛି |ଉକ୍ତ ପଦଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟ ରୁ ବାହାରି ମଣିଜଙ୍ଗା ବଜାର,ଜଡତିରା ଓ ଅରଡା ଗ୍ରାମ ପରିକ୍ରମା କରିଥିଲା ,ଶେଷରେ ପଞ୍ଚାୟତ ବାସୀଙ୍କ ଉଦ୍ଦେଶ୍ୟ ରେ...

Article Image

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଗତସିଂହପୁର | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା* ଜଗତସିଂହପୁର,୧୩/୮/୨୦୨୫ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ମଧ୍ୟ ହୋଇଅଛି,ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଅତିଥିଭାବେ ବିଜେପିର ଯୁବନେତା ତଥା ପ୍ରଭାରୀ ଡ଼ଃ ପ୍ରକାଶ କୁମାର ଦଳାଇ ଯୋଗଦେଇଥିଲେ, ବୁଧବାର ମଧ୍ୟାହ୍ନରେ ବଡ଼ଜୀଙ୍ଗଲ ପାର୍କ ପାଖରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଦାଇଁଲୋ,କନୀମୂଳ, ବିଷନପୁର,କୃଷ୍ଣାନନ୍ଦପୁର ପଞ୍ଚାୟତ ପରିକ୍ରମା କରି ଶୋଭାଯାତ୍ରା ଗୋପାଳପୁର ଶଙ୍ଖେସ୍ୱର ପଞ୍ଚାୟତ ଦେଇ ପାର୍କ ପାଖରେ ତ୍ରିରଙ୍ଗା ଶୋଭାଯାତ୍ରା ପଂହଁଞ୍ଚି...

Article Image

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଗତସିଂହପୁର | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା* ଜଗତସିଂହପୁର, ୧୩/୮/୨୦୨୫ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜୋନ୧ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି,ବିଜେପି ଯୁବନେତା ସୁବୋଧ ବାରିକ ଓ ଅଶୋକ କୁମାର ମହାରଣାଙ୍କ ନେତୃତ୍ୱରେ ତରିକୁନ୍ଦରୁ ବାହାରି ରଘୁନାଥପୁର ବଜାର ପରିକ୍ରମା କରି ଏଇ ଶୋଭାଯାତ୍ରା ଜଇପୁର ଛକରେ ପଂହଁଚିଥିଲା, ପରେ ରଘୁନାଥପୁର ବିଜେପି କାର୍ଯ୍ୟାଳୟ ପାଖରେ ଆଜିର କାର୍ଯ୍ୟକ୍ରମ ଶେଷ ହୋଇଥିଲା, ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ, ତ୍ରିରଙ୍ଗା ଶୋଭାଯାତ୍ରାରେଗଗନ ଚରଣ ଦାଶ, ନିର୍ମଳ ମହାପାତ୍ର, ସୁକାନ୍ତ...

Article Image

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ।

ନାଉଗାଁ | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ। ନାଉଗାଁ ୧୩/୮ /ବିକ୍ରମ ଓଡିଶା ନିୟଜୁ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା କୁ ନେଇ ନାଉଗାଁ ବ୍ଳକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ l ସୂଚନା ମୁତାବକ ଆଜି ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ର ଛତ୍ରୀ ମାନେ ମହାବିଦ୍ୟାଳୟ ର ଅର୍ଦ୍ଧ ନିର୍ମିତ ଶୌଚାଳୟ ତା ସହିତ ମହାବିଦ୍ୟାଳୟ ଗେଟ ନିର୍ମାଣ, ସାଇକଲ ଷ୍ଟାଣ୍ଡ ନିର୍ମାଣ ଓ ବିଭିନ୍ନ ସମସ୍ଯା କୁ ନେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିଭଳିଭାବେ...

Article Image

ମହିଳାଙ୍କ ମୃତ୍ୟୁ:ହତ୍ୟା ସନ୍ଦେହ

ତିର୍ତୋଲ | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମହିଳାଙ୍କ ମୃତ୍ୟୁ:ହତ୍ୟା ସନ୍ଦେହ ତିର୍ତ୍ତୋଲ-୧୩/୮-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ (ରାହାମା ରେଳ ଷ୍ଟେସନ ପାଖରେ) ଭଡା ସୂତ୍ରରେ ଦମ୍ପତି ବପୁଜି ସୁତାର ଓ ସୁଶ୍ରୀ ସଂଗୀତା ମହାରଣା(୩୪) ଦୀର୍ଘ ୮ବର୍ଷ ହେବ ରହୁଥିଲେ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଅନେକ ବାର ମାଡ ପିତ ହୋଇଛି ବୋଲି ପଡୋଶୀ ଓ ପରିବାର ଲୋକେ କହିଛନ୍ତି।ବପୁଜି ପିତା ବାବୁରୀ ଘର ପହଣା, ଓ ସୁଶ୍ରୀ ଙ୍କ ଘର କିଆଣ୍ଡିଙ୍ଗରି ।ମଙ୍ଗଳବାର ରାତିରେ ବପୁଜି ଶଶୁର ଘର (ଅଭୟ ମହାରଣା),ଙ୍କୁ ଫୋନ କରି କହିଥିଲାକି ତୁମ ଝିଅ ବେକରେ ଦଉରୀ ଦେଇଦେଇଛି।ଶଶୁର ଘର ଲୋକେ ପହଁଚିଲା ବେଳକୁ ସୁଶ୍ରୀ ସଂଗୀତା କୁ...

Article Image

ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ. ପୂର୍ଣ୍ଣଚନ୍ଦ୍ର ସଭାପତି.ଆଦିତ୍ୟ ସମ୍ପାଦକ

ପୁରୀ | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ. ପୂର୍ଣ୍ଣଚନ୍ଦ୍ର ସଭାପତି.ଆଦିତ୍ୟ ସମ୍ପାଦକ କାକଟପୁର ତା ୧୩/୮,( ତୁଷାର ଦୀକ୍ଷିତ ) ବୁଧବାରଦିନ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ପୁରୀଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା. ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ରାଜ୍ୟ ର ଅନ୍ୟତମ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଏବଂ ଉତ୍କଳ ସାମ୍ବାଦିକ...

Article Image

ଅଧ୍ୟାପକ ପଙ୍କଜ ଙ୍କ ପି, ଏଚ ,ଡି ଡ଼ିଗ୍ରୀ ପ୍ରାପ୍ତି

ଘଷିପୁରା | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଧ୍ୟାପକ ପଙ୍କଜ ଙ୍କ ପି, ଏଚ ,ଡି ଡ଼ିଗ୍ରୀ ପ୍ରାପ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ରଧିକା ଦେଇ ପୁର ଗ୍ରାମର ଡକ୍ଟର ପଙ୍କଜ ବାରିକ୍ ରାଏପୁର ଛତିଶଗଡ ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗରେ ବିଜ୍ଞପ୍ଟି No/Conf/Ph,D/2025/4048 raipur Dated 23,7,2025 ସମ୍ମାନ ସୂଚକ ପି,ଏଚ୍, ଡି ଉପାଧି ଲାଭ କରିଛନ୍ତି ତାଙ୍କର ଗବେଷଣା ଦ୍ଵାରା ନିବନ୍ଧର ବିଷୟବସ୍ତୁ ଥିଲା Occupational Stress in Reltion to Personality Factors and Coping Strategies of police Personnel ସେ Prof, Meeta jha ଙ୍କ ତତ୍ତ୍ଵlବଧାନରେ ଗବେଷଣା କରୁଥିଲେ ଏବଂ...

Article Image

ଆର୍ ଡବ୍ଲୁ ଏସ ଏସ ର ବେପରୁଆ କାମ ପାଇଁ, ବିଲ କୁ ଖସିପଡିଲା ଲକ୍ଷ୍ମୀବସ

ତିର୍ତୋଲ | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଆର୍ ଡବ୍ଲୁ ଏସ ଏସ ର ବେପରୁଆ କାମ ପାଇଁ, ବିଲ କୁ ଖସିପଡିଲା ଲକ୍ଷ୍ମୀବସ ତିର୍ତ୍ତୋଲ-୧୨/୮-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ, ଦେବେନ୍ଦ୍ର ବେଗୁନିଆ ରାସ୍ତା କଡରେ ଅର୍ ଡବ୍ଲୁ ଏସ ଏସ ତତଫରୁ, ପାନୀୟ ଜଳ ଯୋଗାଣ ପାଇପବିଛା କାମ ଚାଲିଥିବା ବେଳେ, ଦୀର୍ଘ ମାସ ମାସ ଧରି, ଠିକାଦାର ସଂସ୍ଥା ର ମନମାନି ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅଣଦେଖା ଯୋଗୁଁ, ବେଗୁନିଆ ଠାରୁ କଟରା ପର୍ଯ୍ୟନ୍ତ ଜେସିପି ଲଗାଯାଇ ଗଦା ଗଦା ମାଟି ପିଚୁରାସ୍ତା ଉପରେ ପଡ଼ିରହିଛି। ଯାହା ଫଳରେ ରାସ୍ତାରେ ଗଲାବେଳେ ଯାନବାହାନ ଗୁଡ଼ିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି...

Article Image

ପଙ୍କଜ ବାରିକ୍ ଙ୍କ ମନସ୍ତତ୍ତ୍ୱ ରେ Ph,D ଲାଭ କରିଛନ୍ତି

କେନ୍ଦୁଝର | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

ପଙ୍କଜ ବାରିକ୍ ଙ୍କ ମନସ୍ତତ୍ତ୍ୱ ରେ Ph,D ଲାଭ କରିଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ରଧିକା ଦେଇ ପୁର ଗ୍ରାମର ଡକ୍ଟର ପଙ୍କଜ ବାରିକ୍ ରାଏପୁର ଛତିଶଗଡ ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗରେ ବିଜ୍ଞପ୍ଟି No/Conf/Ph,D/2025/4048 raipur Dated 23,7,2025 ସମ୍ମାନ ସୂଚକ ପି,ଏଚ୍, ଡି ଉପାଧି ଲାଭ କରିଛନ୍ତି ତାଙ୍କର ଗବେଷଣା ଦ୍ଵାରା ନିବନ୍ଧର ବିଷୟବସ୍ତୁ ଥିଲା Occupational Stress in Reltion to Personality Factors and Coping Strategies of police Personnel ସେ Prof, Meeta jha ଙ୍କ ତତ୍ତ୍ଵlବଧାନରେ ଗବେଷଣା କରୁଥିଲେ ଏବଂ ତାଙ୍କ...

Article Image

ନାଉଗାଁ ବ୍ଳକରେ ହରଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ।

ନାଉଗାଁ | 12/08/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ବ୍ଳକରେ ହରଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ। ନାଉଗାଁ ୧୨/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୦ ତାରିଖ ରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟିର ଜାତୀୟ ପରିଷଦର ସଭ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳଙ୍କ ତତ୍ୱବାଧାନରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନାଉଗାଁ ବ୍ଳକଛକ ନିକଟରୁ ବାହାରି ଶିଖର ସରେଇକୁଳ ପର୍ଯ୍ୟନ୍ତ ଆସିଥିଲା। ଏହି ତ୍ରିରଙ୍ଗା ଯାତ୍ରା ଦ୍ୱାରା ଦେଶ ପ୍ରେମର ଭାବନା ସୃଷ୍ଟି...