Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ବୋଧେଇ ସରପଞ୍ଚ ବିଜେପି ରେ ମିଶିବା ଚର୍ଚ୍ଚା କପୋଳ କଳ୍ପିତ l

ତିର୍ତୋଲ | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବୋଧେଇ ସରପଞ୍ଚ ବିଜେପି ରେ ମିଶିବା ଚର୍ଚ୍ଚା କପୋଳ କଳ୍ପିତ l ତିର୍ତୋଲ ୯/୮ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ବିଜେପି ରେ ମିଶିବା ଖବର କପୋଳ କଳ୍ପିତ, ବୋଧେଇ ର କିଛି ବିଜେପି କର୍ମୀ ଏକ ମୁହୂର୍ତ୍ତ ର ସୁବିଧା ନେଇ ଅପ ପ୍ରଚାର କରିବା ସହିତ ମିଡ଼ିଆରେ ଖବର ଦେଇ ବୋଧଇ ସରପଞ୍ଚ ଓ ପ୍ରତିନିଧି ବିଜେପି ରେ ସାମିଲୀ କୁ ଖଣ୍ଡନ କରିଛନ୍ତି ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚାର୍ଯ୍ୟ l ଗତ କିଛିଦିନ ତଳେ ବୋଧଇ ସରପଞ୍ଚ ପ୍ରତିନିଧି ଶ୍ରୀ ଅଭିରାମ ଆଚର୍ଯ୍ୟ ବୋଧଇ...

Article Image

ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,

କୁଜଙ୍ଗ | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,* *ପଙ୍କପାଳ* REPOTER - OMM DAS କୁଜଙ୍ଗ ତା. ୧୦/୦୮/୨୫ ପଙ୍କପାଳ ଅଂଚଳ ର ରବୀନ୍ଦ୍ର ପରିଡା ଙ୍କ ବାଇଶି ବର୍ଷୀୟ ପୁଅ ଦୀପ୍ତି ରଞ୍ଜନ ପରିଡା ଚାନ୍ଦପୁର ରେ ବଡ ଭଉଣୀ ଙ୍କ ଶାଶୁ ର ଦଶାହ କର୍ମ ରେ ଯୋଗ ଦେବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଂଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ...

Article Image

ମଙ୍ଗଳା ମନ୍ଦିରରେ ଗହ୍ମା ପର୍ବ ପାଳିତ

କାକଟପୁର | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମଙ୍ଗଳା ମନ୍ଦିରରେ ଗହ୍ମା ପର୍ବ ପାଳିତ କାକଟପୁର ( ତୁଷାର ଦୀକ୍ଷିତ ) ତା ୯/୮ ପ୍ରତିବର୍ଷ ଭଳି ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ପବିତ୍ର ଗହ୍ମାପର୍ବ ପାଳିତ ହୋଇଯାଇଛି l ଏହି ଗହ୍ମାପୂର୍ଣ୍ଣମୀ ଦିନ ପ୍ରଭୂ ବଳଭଦ୍ର ଗହ୍ମା ନାମ୍ନୀ ଏକ ରାକ୍ଷସକୁ ବଧ କରିଥିବାରୁ ଏହି ପର୍ବ ଗହ୍ମାପର୍ବ ବା ଗହ୍ମା ପୂର୍ଣ୍ଣିମା ନାମରେ ନାମିତ ହୋଇଛି l ଉକ୍ତ କିମ୍ବଦନ୍ତୀକୁ ଆଧାର କରି ମା ମଙ୍ଗଳାଙ୍କ ମନ୍ଦିରର ଉତ୍ତର ଦ୍ୱାରରେ ଗହ୍ମା ରାକ୍ଷସର ଏକ ମୁଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ l ସେଠାରେ ଶାନ୍ତି ହୋମ, ବନ୍ଦାପନା, ଆଳତି ଆଦି...

Article Image

୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ପୁଅ

କାକଟପୁର | 10/08/2025 | ବିକ୍ରମ ଓଡ଼ିଶା ନିୟୁଜ

୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ପୁଅ କାକଟପୁର ୯/୮( ତୁଷାର ଦୀକ୍ଷିତ ) :ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଶୋକାକୁଳ ପରିବେଶ ରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍ଦ। ଏହି ଶବ୍ଦ ରେ ଲୁଚିଛି ଜଣେ ବୀର ଯୋଦ୍ଧା ର ଅନ୍ତିମ କାହାଣୀ। ସୁନ୍ଦର ଗ୍ରାମ ର ହିନ୍ଦୀ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ଙ୍କ ବୀର ପୁତ୍ର ସ୍ୱରାଜ୍ୟ ସାହୁ...

Article Image

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି

କାକଟପୁର | 08/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି । କାକଟପୁର 8/8 ( ତୁଷାର ଦୀକ୍ଷିତ ) କାକଟପୁର ମେଡିକାଲ ଛକ ଠାରେ ଗତ କାଲି ରାତ୍ର ୯ ଘଟିକା ସମୟରେ ବେହେରା ମେଡ଼ିସିନ ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ ଜଳିଯିଵା ସହିତ ଦୋକାନ ମାଲିକ ବିଷ୍ଣୁ ଚରଣ ବେହେରା ଆହତ ହୋଇ କାକଟପୁର ମେଡିକାଲ ରେ ଚିକିତ୍ସା ଧୀନ ଅଛନ୍ତି। ସେଠାରେ ଉପସ୍ଥିତ ପାଖ ଦୋକାନୀ ଙ୍କ କହିବା ଅନୁଯାଇ ବିଷ୍ଣୁ ଚରଣ ବେହେରା ଦୋକାନ ରେ ଧୂପ ଦେଇ ଘରକୁ ବାହାରୁଥିଲେ।ଗାଡ଼ିରେ ପକେଇବା ପାଇଁ ଆଣିଥିବା ପେଟ୍ରୋଲ ଦୋକାନ...

Article Image

ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ)

ଜଗତସିଂହପୁର | 08/08/2025 | ବିକ୍ରମ ଓଡ଼ିଶା ନିୟୁଜ

( ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ) ଜଗତସିଂହପୁର, ତା=8/8/25 ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସମବାୟ ମନ୍ତ୍ରାଳୟର ପଦକ୍ଷେପ ଓ ବ୍ୟବସାୟର ବିବିଧତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳା କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜେ.ସୋନାଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସମବାୟ ସମିତି ସମୂହ ଉପ ନିବନ୍ଧକ ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ଡେପୁଟି ମ୍ୟାନେଜର ବିଦ୍ୟୁତଲତା...

Article Image

ଦୁର୍ଘଟଣାରେ ବାପା, ଝିଅ ମୃତ

କୁଜଙ୍ଗ | 07/08/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗରେ ଆଜି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଯାହାକି କୁଜଙ୍ଗ ଅଞ୍ଚଳରେ ରେ ଶୋକର ଛାୟା ଖେଳିଯାଇଛି । Article Image ଘଟଣାରୁ ପ୍ରକାଶ ଯେ ସବୁଦିନ ପରି କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ପଞ୍ଚାୟତ ର ଷଣ୍ଢପୁର ଗ୍ରାମର ସ୍ୱୋର୍ଗତ ରାମ ବିଶ୍ବାଳ ପୁଅ ରାଜକିଶୋର ବିଶ୍ୱାଳ ତାଙ୍କର ଏକମାତ୍ର ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲୋରି ବିଶ୍ବାଳ କୁ ପାରାଦୀପ ସ୍ଥିତ ଦିଲ୍ଲୀ ପୁବ୍ଲିକ ସ୍କୁଲ କୁ ନିଜ ମୋଟର ସାଇକେଲ ଯୋଗେ ନବା ଆଣିବା କରନ୍ତି । ଆଜି ସ୍କୁଲ ରୁ ଫେରିବା ବେଳେ ସତେ ଯେପରି ଜମ କୋଠିଆସାହି...

Article Image

ହିରୋ କମ୍ପାନୀ ର ସନି ଅଟୋମୋବାଇଲ ନେଇ ଆସିଛି ନୂଆ ଜୁମ୍ ୧୨୫

ଜଗତସିଂହପୁର | 07/08/2025 | ବିକ୍ରମ ଓଡ଼ିଶା ନିୟୁଜ

ହିରୋ କମ୍ପାନୀ ର ସନି ଅଟୋମୋବାଇଲ ନେଇ ଆସିଛି ନୂଆ ଜୁମ୍ ୧୨୫ ମୋଟରସାଇକେଲ୍ ନିର୍ମାତା ହିରୋ କମ୍ପାନୀର ସମ୍ପୂର୍ଣ ନୂତନ ହିରୋ ଜୁମ୍ ୧୨୫ ନେଇ ଆସିବା ମାଧ୍ୟମରେ ୧୨୫ସି ସି ସ୍କୁଟର ସେଗମେଣ୍ଟରେ ଏକ ନୂତନ ଅଧ୍ୟାୟ ଶୁଭାରମ୍ଭ ହୋଇଛି ଜଗତସିଂହପୁର ଦୂର୍ଗାବଜାର ସ୍ଥିତ ଶନି ଅଟୋମୋବାଇଲ ରେ। ଏହି ନୂଆ ବାଇକ କୁ ଶନି ଅଟୋମୋବାଇଲ ର ହରବିନ କୌର କେକ କାଟି ଉନ୍ମୋଚନ କରିଥିଲେ।ପାୱାର, ଷ୍ଟାଇଲ୍ ଏବଂ ପ୍ରଯୁକ୍ତିର ଏକ ଅସାଧାରଣ ମିଳନ ସହିତ ୧୨୫ସି ସି ସ୍କୁଟର ଶ୍ରେଣୀରେ ଜୁମ୍ ୧୨୫ ଏକ ନୂତନ ବେଞ୍ଚମାର୍କ...

Article Image

କାକଟପୁର ପ୍ରେସ କ୍ଲବ ପକ୍ଷରୁ ଥାନା ନୂଆ ଆଇ, ଆଇ, ସି ଙ୍କୁ ସ୍ୱାଗତ

କାକଟପୁର | 06/08/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ପ୍ରେସ କ୍ଲବ ପକ୍ଷରୁ ଥାନା ନୂଆ ଆଇ, ଆଇ, ସି ଙ୍କୁ ସ୍ୱାଗତ କାକଟପୁର 6/8 ( ତୁଷାର ଦୀକ୍ଷିତ ) କାକଟପୁର ଥାନା ରେ ନୂତନ ଭାବେ ଯୋଗ ଦେଇଥିବା ଆଇ,ଆଇ,ସି ବସନ୍ତ କୁମାର ସାହୁ ପ୍ରଥମେ କାକଟପୁର ବାସିନୀ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ମଙ୍ଗଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ,ବରିଷ୍ଠ ସେବାୟତ ନଳିନୀ କାନ୍ତ ଦୀକ୍ଷିତ ମା ଙ୍କୁ ଦର୍ଶନ କରାଇ ମାଙ୍କ ଉତ୍ତରୀ ବେକରେ ପକାଇ ସ୍ୱାଗତ କରିବା ପରେ ଥାନା କୁ ଆସି ପୂର୍ବତ୍ତନ ଥାନା ଅଧିକାରୀ ଉମେଶ...

Article Image

ଜରାଜୀର୍ଣ୍ଣ ଅବସ୍ଥା ରେ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ର ରାସ୍ତା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ - ୱାର୍ଡ ସଭ୍ୟ ମନୋଜ ବିଶ୍ଵାଳ

ଅସ୍ତରଙ୍ଗ | 05/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଜରାଜୀର୍ଣ୍ଣ ଅବସ୍ଥା ରେ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ର ରାସ୍ତା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ - ୱାର୍ଡ ସଭ୍ୟ ମନୋଜ ବିଶ୍ଵାଳ ଅସ୍ତରଙ୍ଗ ୫/୮(ତୁଷାର ଦୀକ୍ଷିତ )ବଦଳିଛି ସରକାର ହେଲେ ବଦଳିନି ଅସ୍ତରଙ୍ଗ ପଞ୍ଚାୟତ ର ୫ ନମ୍ବର ୱାର୍ଡ ର ଭୌଗଳିକ ପରିସ୍ଥିତି ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତ ର ଉନ୍ନତି କରଣ ଉପରେ ଦୃଷ୍ଟି ଦେଉଥିଲା ବେଳେ ବାଦ୍ ପଡ଼ିଛି ଅସ୍ତରଙ୍ଗ ର ଏହି ୫ ନମ୍ବର ୱାର୍ଡ । ସରକାର ପରେ ସରକାର, ପ୍ରଶାସନ ପରେ ପ୍ରଶାସନ ବଦଳୁଛନ୍ତି କିନ୍ତୁ ବଦଳୁନି ଏହି ୱାର୍ଡ ରେ ଥିବା ୱାର୍ଡ ସଭ୍ୟ...

Article Image

ପ୍ରାଥମିକ ବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠିତ

କାକଟପୁର | 05/08/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରାଥମିକ ବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠିତ କାକଟପୁର ୫/୮ ( ତୁଷାର ଦୀକ୍ଷିତ) କାକଟପୁର ଶିକ୍ଷା ମଣ୍ଡଳ ତଥା ଶ୍ରୀଚନ୍ଦନପୁର ଶିକ୍ଷା କ୍ଲଷ୍ଟର ଅଧିନସ୍ତ ତିରିକଣା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ ସୁରକ୍ଷା ପାଇଁ ସୋମବାର ଦିନ ପ୍ରଧାନ ଶିକ୍ଷକଙ୍କ ଆବାହକରେ ଅନୁଷ୍ଠିତ ଏମ.ଟି.ଏ ବୈଠକରେ ଜିଲ୍ଳା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ ଅନୁଯାଇ 'ଆଭ୍ୟନ୍ତରୀଣ ଅଭିଯୋଗ କମିଟି - ଆଇସିସି' ଗଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଜୁଲାଇ ୨୦୨୫ର ପତ୍ରସଂଖ୍ୟା ୪୨୨୩ ଅନୁଯାଇ ପ୍ରିଜାଇଡିଙ୍ଗ ଅଫିସର ଭାବେ ପଡ଼ୋଶୀ ତୟା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ...

Article Image

ବିପୁଳ ପରିମାଣର ଅବୈଧ ମଦ ଓ ଏହାର ଚୋରା ଚାଲାଣରେ ବ୍ୟବହୃତ ୨ ଗୋଟି ଦୁଇଚକିଆ ଯାନ ଜବତ ସମେତ ଦୁଇ ଅଭିଯୁକ୍ତ ଗିରଫ।

ଜଗତସିଂହପୁର | 05/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିପୁଳ ପରିମାଣର ଅବୈଧ ମଦ ଓ ଏହାର ଚୋରା ଚାଲାଣରେ ବ୍ୟବହୃତ ୨ ଗୋଟି ଦୁଇଚକିଆ ଯାନ ଜବତ ସମେତ ଦୁଇ ଅଭିଯୁକ୍ତ ଗିରଫ। ଜଗତସିଂହପୁର, ୪/୦୮/୨୫: ଅବୈଧ ମଦ ବ୍ୟବସାୟ ଓ ତାହା ସଂପୃକ୍ତ କାର୍ଯ୍ୟକଳାପ ବିରୋଧରେ ନିରନ୍ତର ଭାବେ ସଚେତନ ଓ ସକ୍ରିୟ ଅଭିଯାନ ଗ୍ରହଣ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ବିଭାଗ ତଥା ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ କଠୋର ଅନୁଶାସନ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୩ ଅଗଷ୍ଟ ତାରିଖରେ, ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ଦ୍ୱାରା ବାଲିକୁଦା ଥାନା ଅଧୀନ ପଣିତିରା ଛକ ରେ ସଞ୍ଚାଳିତ ଏକ ଅଭିଯାନରେ,...