Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ

ତିର୍ତୋଲ | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ - ତିର୍ତ୍ତୋଲ-୧୭/୯-ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସତସଙ୍ଗ ମନ୍ଦିର ସତସଙ୍ଗ ବିହାର ଓ ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଆର୍ବିଭାବ ଦିବସ ଭାଦ୍ର ୩୦ଦିନ ସାଡ଼ମ୍ବରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହେଇଯାଇଛି। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ଇଂଚାର୍ଜ ଜ୍ଞାନଜ ସାମନ୍ତରାୟ ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ପ୍ରମୋଦ କୁମାର ପଣ୍ଡା, ରାହମା ସତସଙ୍ଗ ବିହାର ରେ ଇଂଚାର୍ଜ ବିଜୟ କୁମାର ମହାନ୍ତି ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ଶିବାଜୀ ଚରଣ ମହାନ୍ତି,ଅଧ୍ୟାପକ ଦୀପକ କୁମାର ପରିଡା, ଓକଲା ସତସଙ୍ଗ ବିହାରରେ ସ. ପ୍ର .ଋ.ଅକ୍ଷୟ...

Article Image

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ

ଜଗତସିଂହପୁର | 13/09/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ ଜଗତସିଂହପୁର, ତା ୧୩/୦୯/୨୫: ଆଜି ପୂର୍ବାହ୍ନ ରେ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୩୪ ନମ୍ବର କକ୍ଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ ଯୋଗଦେଇ ପାଶ୍ଚାତ୍ୟ ଓ ଭାରତୀୟ ଦର୍ଶନ ମଧ୍ୟରେ ଥିବା ସମନ୍ଵୟ କୁ ଛାତ୍ରଛାତ୍ରୀ ମାନଙ୍କୁ ଖୁବ୍ ସୁଗମ ଭାବେ ବୁଝାଇଥିଲେ। ତାଙ୍କର ବକ୍ତବ୍ୟ ମଧ୍ୟରେ ସେ ଶଙ୍କରାଚାର୍ଯ୍ୟ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 19/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ବଡ଼ଚଣା ବିଧାୟକ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ଅଧ୍ୟାପକ...

Article Image

କୁଜଙ୍ଗକୁ ଏନ୍ଏସି ଦାବି :

କୁଜଙ୍ଗ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗକୁ ଏନ୍ଏସି ଦାବି : 26 ମଙ୍ଗଳବାର ତହସିଲ ଘେରାଉ ନିଷ୍ପତି କୁଜଙ୍ଗ 18/8 ରାଜ୍ୟର 7 ଜିଲ୍ଲାରେ ନୂଆ 12ଟି ବିଜ୍ଞପିତ ଅଂଚଳ (ଏନ୍ଏସି)ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ସୋମବାର ସନ୍ଧ୍ୟାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜାଦ ହିନ୍ଦ କ୍ଲବ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା 26 ତାରିଖ ମଙ୍ଗଳବାର କୁଜଙ୍ଗ...

Article Image

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ ।

ନାଉଗାଁ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ । ନାଉଗାଁ ୧୮/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ମା କୁତ୍ତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେବିଦୋଳ ପରିସରରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (ଓସ୍ନେଲିଆ) ସଙ୍ଘ ତରଫରୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ସରକାରୀ ଅନୁଦାନ ଦେବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି ! ଅନିର୍ଦ୍ଧିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ 2008 ରୁ 2018 ମସିହା ପର୍ଯ୍ୟନ୍ତ...

Article Image

ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ର

ତିର୍ତୋଲ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ର* -ତିର୍ତ୍ତୋଲ-୧୮/୮-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ତରଫରୁ ସାତ ଦଫା ଦାବି ନେଇ ତିର୍ତ୍ତୋଲ ସ୍ଥିତ ଟିପିସିଓଡିଏଲ କାର୍ଯ୍ଯାଳୟ କୁ ଯାଇ *ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ* ବ୍ଲକ କଂଗ୍ରେସ ର ଶତାଧିକ କର୍ମୀ ଏସଡିଓ ଙ୍କୁ ଭେଟି ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ତିର୍ତ୍ତୋଲ ସେକ୍ସନ ଅଧିନରେ ଥିବା ଉପଭୋକ୍ତା ମାନେ ଦୀର୍ଘଦିନ ହେବ ପ୍ରତିଦିନ ବାରମ୍ବାର ବିଦ୍ଯୁତ୍ କଟିବା ହେତୁ ନାହିଁ ନଥିବା...

Article Image

କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା

କାକଟପୁର | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା କାକଟପୁର 17/8 ( ତୁଷାର ଦୀକ୍ଷିତ ) କାକଟପୁର ରେ ବିଭିନ୍ନ ଦରକାରୀ ଓ ବେସରକାରୀ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି, ବର୍ଷା କୁ ଭୃକ୍ଷେପ ନ କରି ଛୋଟ ଛୋଟ ପିଲା ମାନେ ପ୍ରଭାତ ଫେରି କରି ଦେଶାତ୍ମକ ବୋଧ ଗୀତ ବୋଲି ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ରେ ଭାଗ ନେଇଥିଲେ, କାକଟପୁର ରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ ବ୍ଲକ, ଥାନା, ଡାକ୍ତରଖାନା, ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ,ପେଟ୍ରୋଲ ପମ୍ପ, ଡ୍ରାଇଭର ସଙ୍ଘ, ଅଟୋ...

Article Image

ସମାଜ ସେବୀ ମହେଶ୍ବର ଙ୍କ ବୃକ୍ଷ୍ୟ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି

ଯାଜପୁର | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସମାଜ ସେବୀ ମହେଶ୍ବର ଙ୍କ ବୃକ୍ଷ୍ୟ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି ଯାଜପୁର ଜିଲ୍ଲା 17/ 08/2025 ବିକ୍ରମ ଓଡ଼ିଶାନ୍ୟୁଜ୍ ଚଣ୍ଡିଖୋଲ ଛକ ଠାରୁ 500ରୁ ଉର୍ଦ୍ଧ ମଟର ସାଇକେଲ ରାଲି ଯୋଗେ ବଡ଼ଚଣା ଥାନା ଦେଇ ଅରଖ ପୁର ପଞ୍ଚାୟତ ଠାରେ ପହଞ୍ଚି ରଘୁ ନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ସମାଜ ସେବୀ ମହେଶ୍ବର ପରିଡ଼ା ଓ ସାଥୀ ବୃନ୍ଦ ବୃକ୍ଷ ରୋପଣ ପରେ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପଦ୍ଵୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ...

Article Image

ବିଦ୍ୟୁତ୍ ବିଭାଗର ଅଣଦେଖା , ହାଇୱା ଦୁର୍ଘଟଣା ରେ ଉପୁଡ଼ିଗଲା ଖୁଣ୍ଟ

ତିର୍ତୋଲ | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଦ୍ୟୁତ୍ ବିଭାଗର ଅଣଦେଖା , ହାଇୱା ଦୁର୍ଘଟଣା ରେ ଉପୁଡ଼ିଗଲା ଖୁଣ୍ଟ ତିର୍ତ୍ତୋଲ-୧୭/୮-ତିର୍ତ୍ତୋଲ ବ୍ଲକ କଟରl ପଞ୍ଚାୟତ ର କଟରl ହାଟ ସ୍ଥିତ ସରକାରୀ ଡ଼ାକ୍ତରଖାନା ର ନିର୍ମାଣ କାର୍ଯ୍ୟ ନିମନ୍ତେ ଗତ ଶନିବାର ରାତି ପ୍ରାୟ ସାଢେ ବାରଟା ବେଳେ ଓଡ଼ି - ୨୧ ଏଫ୍ - ୯୭୩୯ ନମ୍ବର ଥିବା ଏକ ବାଲି ବୋଝେଇ ହାଇୱେl ଗାଡ଼ି, ବେପରୁଆ ଭାବରେ ଗାଡ଼ି ଚଳାଇ ମେଡିକାଲ ସମ୍ମୁଖରେ ଥିବା ଏକ ଇଲେକ୍ତ୍ରୀ ଖୁଣ୍ଟ ଉପରେ ଚଢ଼ାଈ ଦେବାରୁ, ଖୁଣ୍ଟ ଟି ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟ ବସତ , ଟ୍ରାଂଶମିଟର ପାଖରୁ ବିଦ୍ୟୁତ ତାର ଟି ଛିଣ୍ଡି ଯିବାରୁ,...

Article Image

ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ଙ୍କ ବଳିଦାନ ଏକସପ୍ତାହ ବ୍ୟାପି ଦିବସ ପାଳନ ର ଉଦଘାଟନ :

ତିର୍ତୋଲ | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ଙ୍କ ବଳିଦାନ ଏକସପ୍ତାହ ବ୍ୟାପି ଦିବସ ପାଳନ ର ଉଦଘାଟନ :- ତିର୍ତ୍ତୋଲ-୧୭/୮-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତୋଲ ଶାଗବାରିଆସ୍ଥିତ ଉତ୍କଳବିପନ୍ନ ସହାୟତା ସମିତି ସଭାଗୃହ ରେ ଜିଲ୍ଲା ଧର୍ମରକ୍ଷା ସମିତି ଆନୁକୂଲ୍ୟରେ ବ୍ରହ୍ମଳୀନ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ଉପଲକ୍ଷେ ଏକସପ୍ତାହ ବ୍ୟାପି ପାଳନ ହେଵାକୁଯାଉଥିବା କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି ! ଜିଲ୍ଲା ସଂଯୋଜକ ପ୍ରଦୀପ ଲେଙ୍କା ଙ୍କ ସଭାପତିତ୍ୱ ରେ ଏବଂ ରାମାୟଣୀ ପଣ୍ଡିତ ଅଭୟ ଦାଶ ଙ୍କ ସଂଯୋଜନା ରେ ଏହିକାର୍ଯ୍ୟକ୍ରମ ରେ ଓଡିଶା ଶିଳ୍ପ, ଦକ୍ଷତା ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ...

Article Image

ସ୍ବାଧୀନତା ଦିବସ ଅବସରରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାଇଶ୍ରୀକୁ ଉତ୍କଳ ଗୌରବ ସମ୍ମାନ

ମାହାଙ୍ଗା | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ବାଧୀନତା ଦିବସ ଅବସରରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାଇଶ୍ରୀକୁ ଉତ୍କଳ ଗୌରବ ସମ୍ମାନ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସାମାଜିକ ସଙ୍ଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୭୯ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଇଥା ପଞ୍ଚାୟତର ଗୌଡ଼ପାଟଣା ଗାଁର ଶିକ୍ଷକ ଦୀପ୍ତି ରଞ୍ଜନ ରାଉତଙ୍କ ସହଯୋଗରେ ଷଷ୍ଠରୁ ଦଶମ ପିଲାମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ନିଆରା ପ୍ରୟାସ କରାଯାଇଥିଲା । ପିଲାମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ଭଜନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ସଙ୍ଗୀତରେ ୧୧ଜଣ ଓ ଚିତ୍ରାଙ୍କନରେ ୧୪ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ...