
ଯୁବ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ନେତୃତ୍ୱରେ ଆଜି ଅଣାଅଶି ତମ ସ୍ୱାଧୀନତା ଦିବସ ଅବସରରେ ନୂଆଗଡ ଗ୍ରାମ ପଂଚାୟତ ବାଲଡିଆ ତରଫରୁ ପଂଚାୟତ କର୍ଯ୍ୟାଳୟରେ ତ୍ରିରଙ୍ଗା ଜାତୀୟ ପତାକା ଉତ୍ତାଳନ ସହିତ ସ୍ୱତନ୍ତ୍ର ଗ୍ରାମ ସଭା କରାଯାଇଥିଲା, ପ୍ରଥମେ ପଂଚାୟତ ପରିସରରେ ସରପଞ୍ଚଙ୍କ ନେତୃତ୍ୱରେ ଜାତୀୟ ସଂଗୀତ ଜନ ମନ ଗଣ ଗାନ କରାଯାଇ ପତାକା ଉତ୍ତାଳନ କରାଯାଇଥିଲା, ପରେ ଗ୍ରାମ ସଭା ଆୟୋଜନ କରାଯାଇଥିଲା ଏହି ସଭାରେ ଅତିଥି ଗଣ ହେଲେ ନୂଆଗଡ ଗ୍ରାମ ପଂଚାୟତ ନୂଆଗଡ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ,...

ଭକ୍ତି ବେଦାନ୍ତଆଶ୍ରମ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ l କୁଜଙ୍ଗ : ୧୬/୮ ଭଗବାନ ଶ୍ରୀକୃଷ୍ଣ ଙ୍କ ଧାରବତରଣ ଉତ୍ସବ ଜନ୍ମାଷ୍ଟମୀ ମହାସମାରୋହ ରେ ଭକ୍ତି ବେଦାନ୍ତ ଆଶ୍ରମ, ବଣିତ ଗ୍ରାମ ପଂଚାୟତ, ଡଗରପଡା ଠାରେ ପାଳିତ ହେଉଛି, ଏ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଆଶ୍ରମ ପରିସର, ଆଖ ପାଖ ଅଂଚଳ ର ଶତାଧିକ ଭକ୍ତ ଙ୍କ ଏଠାରେ ସମାଗମ ଘଟିଛି, l ଭକ୍ତି ବେଦାନ୍ତ ଆଶ୍ରମ ତରଫରୁ, ଏକ ଭକ୍ତି ମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଛି ପରିବେଶ l ଭଗବାନ ଶ୍ରୀକୃଷ୍ଣ ପାପି ମାନଙ୍କୁ ସଂହାର କରିବା ପାଇଁ ଆଜିର ତିଥିରେ ଜନ୍ମ ଗ୍ରହଣ କରିଥିଲେ...

ରାଧା କୃଷ୍ଣ ଯାଦବ ମହାସଭା ରାମପୁର କଇଥା ତରଫରୁ ଏଗାର ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ ହୋଇଅଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାମପୁର କଇଥା ଠାରେ ରାଧାକୃଷ୍ଣ ଯାଦବ ମହାସଭା ତରଫରୁ ୧୧ତମ ଜନ୍ମା ଅଷ୍ଟମୀ ଓ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଅଛି ଏହି ସଭାରେ ରେ ଡକ୍ଟର କୁଷ ଚନ୍ଦ୍ର ପ୍ରଧାନ ସଭା ପତିତ୍ଵ କରିଥିବା ବେଳେ ଏହି ସଭା ରେ ମୁଖ୍ୟ ଅତିଥି ପ୍ରଫେସର କୁମର ବର ଦାସ ସମ୍ଭାନିତ ଅତିଥି ସଭାପତି ରଘୁନାଥ ବେହେରା, ମୁଖ୍ୟ ପରାମର୍ଶ ଦାତା ଡକ୍ଟର କୁସ ଚନ୍ଦ୍ର ପ୍ରଧାନ , ଅର୍ଜୁନ ମହାକୁଡ,...

ବିର ଯବାନଙ୍କ ପାଇଁ ଗଛଟିଏ ଅଭିଯାନ ଅନୁଷ୍ଠିତ। ନାଉଗାଁ, ୧୬/୮: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପଞ୍ଚାୟତର ସରପଞ୍ଚ ନିହାର ରଜ୍ଞନ ବସ୍ତିଆଙ୍କ ପକ୍ଷରୁ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ଚାରିଆଡ଼େ ଏହି ସ୍ଵାଧୀନତା ଦିବସକୁ ବିଭିନ୍ନ ରୂପରେ ପାଳନ କରାଯାଇଥିବା ବେଳେ ଶ୍ରୀ ବସ୍ତିଆ ଉକ୍ତ ପଜ୍ଞାୟତକୁ ଏକ ସବୁଜ ପଜ୍ଞାୟତ କରିବା ଉଦ୍ଦେଶ୍ୟ ରଖି ବିର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚାୟତର ଯୁବକ ମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଏକ ହଜାରରୁ ଅଧିକ ଚାରା ରୋପଣ କରାଇଛନ୍ତି। ଏଥିସହିତ ଏହି ଚାରା ଗୁଡ଼ିକ ଆଗକୁ...

କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ କାକଟପୁର ତା ୧୬/୮( ତୁଷାର ଦୀକ୍ଷିତ ) କାକଟପୁର ପ୍ରେସ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ପୌରହିତରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବା ପରେ କ୍ଲବର ସମସ୍ତ ସଦସ୍ୟ ଏବଂ ରାମକୃଷ୍ଣ ଶିଶୁ ମନ୍ଦିର ର ମେଧାବୀ ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ଆମର ପୂର୍ବଜମାନଙ୍କ ବଳିଦାନ ଓ ସଂଗ୍ରାମ ଯୋଗୁ ଆଜି ଆମେ ସ୍ଵାଧୀନ ଭାରତର ଜଣେ ଜଣେ ନାଗରିକ...

ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ କାକଟପୁର ପ୍ରେସ କ୍ଲବ ସଭାପତି କମଳ କାକଟପୁର ୧୬/ ୮ - ( ତୁଷାର ଦୀକ୍ଷିତ ) ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ କ୍ଲବ ଆନୁକୂଲ୍ୟରେ ୭୯ ତମ ସ୍ୱାଧୀନତା ଦିବସ ରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ଓ ଅପରାହ୍ନ ରେ ରାଜ୍ୟ ସ୍ତରୀୟ ପ୍ରତିଭା ସମାନ୍ନ ଉତ୍ସବ ଅସ୍ତରଙ୍ଗ ବଜାର ରେ ଅନୁଷ୍ଠିତ ହୋଇଛି, । ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ରୂପେ ମା' ଘର ଅଧକ୍ଷା, ବରିଷ୍ଠ...

ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ କାକଟପୁର ତା ୧୬/୮(ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଆଇଆଇସି ରାଜେଶ ବଳିୟାରସିଂ ସଫଳତାର ସହ ପ୍ରାୟ ୨ ବର୍ଷ ହେବ କାର୍ଯ୍ୟ ତୁଲାଇଥିବାବେଳେ ଅତୀତରେ ଘଟାଇଥିବା କଳଙ୍କିତ ଅଧ୍ୟାୟ ପାଇଁ ଜୟପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ ପରିସ୍ରା କରିବା ବାହାନାରେ ଚତୁରତାର ସହିତ ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନିଲମ୍ବିତ ହେବା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଅନୁସନ୍ଧାନ ରୁ ଜଣାପଡିଛି ଯେ ଆଇଆଇସି ଶ୍ରୀ ବଳିୟାରସିଂ ଅତୀତ...

ଜାମିଆ ଅଲ୍ ହବିବ ରେ ସ୍ଵାଧୀନତା ଦିବସ ପାଳନ ତିର୍ତ୍ତୋଲ-୧୬/୮-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନl ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନଙ୍କ ସହିତ...

ମଣ୍ଡୁକା ବୀରୁପାକ୍ଷ୍ୟ ଶିବ ମନ୍ଦିର ପ୍ରାଙ୍ଗଣ ରେ ଅଷ୍ଟମ ବାର୍ଷିକ ଜନ୍ମା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି ଶାସ୍ତ୍ର ମତରେ ଜନ୍ମାଷ୍ଟମୀର ମହତ୍ୱ ଅନେକ ଏହି ଦିନ ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ,ମାନବ ରୂପେ ଧରା ପୃଷ୍ଟକୁ ଅବତରଣ କରି,ତାଙ୍କର ଲୀଳା ପ୍ରକଟ କରିଥିଲେ,ବିଶ୍ୱାସ ରହିଛି ଯଦି ଆପଣଙ୍କ ଜୀବନରେ ସମସ୍ୟା ଲାଗିରହୁଛି ତେବେ ଏହି ଦିନ ପବିତ୍ର ମନରେ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରି,ମନ ଖୋଲି ଦୁଃଖ ପ୍ରକାଶ କଲେ ପ୍ରେମ୍ ଆନନ୍ଦ ଲାଭ ହୁଏ ଏହି ଜନ୍ମାଷ୍ଟମୀ ପୂଜାର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଅମର କୁମାର ନାୟକ, ସମ୍ମାନିତ ଅତିଥି କ୍ୟାପଟେନ ରାଜ ନାରାୟଣ...

ବୋଧେଇ ପଂଚାୟତ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l ତିର୍ତୋଲ ୧୫/୮ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶର ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି, ବୋଧେଇ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜସ୍ମିନୀ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଓ ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ ଜାତୀୟ ସଂଗୀତ "ଜନଗଣ ମନଧି.. .... ନାୟକ "ଗାନ କରିଥିଲେ l ଏହି ପବିତ୍ର ଜାତୀୟ ଉତ୍ସବ ରେ ମୁଖ୍ୟ ଅତିଥି୍ ଜସ୍ମିନୀ ଆଚାର୍ଯ୍ୟ, ନିମନ୍ତ୍ରିତ ଅଥିତି ଭାବେ ପି ଏସ ସଭ୍ୟ ଶିବ ପ୍ରସାଦ ସାହୁ,...

ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ତିର୍ତୋଲ ୧୫/ ଅଗଷ୍ଟ /୦୨୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ସର୍ବ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଛି ୭୯ ତମ ସ୍ୱାଧୀନତା ଦିବସ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପାରିଟେଣ୍ଡେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରିଥିଲେ, ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଡାକ୍ତର, ବି ପି ଏମ ଅଧିକାରୀ, ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଜାତୀୟ ସଂଗୀତ ଗାନ ବକରିଥିଲେ, ମେଡିକାଲ ସୁପରି ଟେଣ୍ଡେଣ୍ଟ ଡା. ମହାନ୍ତି, ୭୯ ତମ ସ୍ୱାଧୀନତା ଦିବସ ପାଳନ ତାତ୍ପଯ୍ୟ ସମ୍ପର୍କ ରେ...

( ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ) ଜଗତସିଂହପୁର ତା=15/8/25 ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗତା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ | ପ୍ରଥମେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଜିଲ୍ଲା ର...