
ବିଜୁଳି ବିଭାଗର ବେପରୁଆ ମନବୃତି ପାଇଁ ନରୁଆ ଛକରେ ଜଳିଗଲା ଖୁଣ୍ଟ । ତିର୍ତ୍ତୋଲ-୧୫/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତଲ ବ୍ଳକ ଜଗନ୍ନାଥପୁର ପଞ୍ଚାୟତ ର ନରୁଆ ଛକ, ସାଗବାରିଆ ଠାରେ ଗତକାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଅଚାନକ ବିଜୁଳି ଖୁଣ୍ଟ ନିଆଁ ଲାଗି ଜଳି ଜିବାରୁ ବାଟରେ ଯାଉଥିବା ଜଣେ ଏରସମା ଅଞ୍ଚଳର ବାଇକ ଆରୋହି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବାପାଇଁ ସ୍ଥାନୀୟ କର୍ମଚାରୀ ଙ୍କୁ ଫୋନ କରିଥିଲେ ମଧ୍ୟ ନିଘୋଡ଼ ନିଦ୍ରାରେ ସୋଇ ଥିଲେ କର୍ମଚାରୀ ! ବିଜୁଳି ବିଭାଗର କର୍ମଚାରୀଙ୍କ ବେପରୁଆ ମନବୃତି ପାଇଁ ଏଠାରେ ସାଧାରଣ ଲୋକଙ୍କ ଜୀବନ ବାଜିରେ...

କୁଜଙ୍ଗ ୧୪/୬/୨୦୦୫( ବିକ୍ରମ ଓଡିଶା ) ଦୁଆଡ଼ିଆବାଲିସାହି ରେ ପ୍ରଥମ ବାର୍ଷିକ ରଜ ଉତ୍ସବ ପାଳନ ହୋଇଯାଇଅଛି, ସାରା ରାଜ୍ୟରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ରଜପର୍ବ ମହାଆଡମ୍ବରେ ପାଳନ କରାଯାଉଛି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ଦୁଆଡ଼ିଆ ବାଲିସାହି ରେ ମା ଗଙ୍ଗା ଦେବୀ ୟୁଥ କ୍ଲୁବ ଦ୍ୱାରା ପ୍ରଥମ ରଜ ଉତ୍ସବ ମହାଆଡମ୍ବର ରେ ପାଳନ ହୋଇଯାଇଛି, ଏହି ଉତ୍ସବରେ କମିଟି ତରଫରୁ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ଗ୍ରାମର ମୁରବି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଓ ସଂମାନୀତ ଅତିଥି ଗଣ ହେଲେ...

ପଟସରା ରେ ରଜମଉଜ ଆୟୋଜନ କଲା. ଅବିନାଶ ଚାରିଟେବଲ ଟ୍ରଷ୍ଟ | ନାଚ. ଗୀତ ର ତାଳେ ତାଳେ ଝୁମିଲେ କୁନି କୁନି ଓ କିଶୋରୀ | ~~~~±~~~~~~~~~~ ଜଗତସିଂହପୁର 15/6/2025(ସରୋଜ ନାୟକ ଙ୍କ ଠାରୁ )ଜଗତସିଂହପୁର ସଦର ମହକୁମା ସଂଲଗ୍ନ ପଟସରା ଗ୍ରାମ ପଂଚାୟତ ର ଡ଼ିହପଟସରା ଗ୍ରାମରେ ରଜଉତ୍ସବ ଖୁବ ପ୍ରଭାବି ଢଙ୍ଗରେ ପାଳିତ ହୋଇଛି |ସ୍ଥାନୀୟଅଂଚଳର ଅବିନାଶ ଚାରିଟେବଲ ଟ୍ରଷ୍ଟର ଆୟୋଜନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଶତାଧିକ କୁନି କୁନି ଝିଅ ଓ କିଶୋରୀ ମାନେ ଯୋଗ ଦେଇ ନାଚ. ଗୀତ. ପୁଞ୍ଚି ଖେଳ ଓ ଦୋଳି ରେ ଭରପୁର ଆନନ୍ଦ ଉପଭୋଗ କରିଥିଲେ |ଶାନ୍ତ. ସରଳ...

( 1992ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନ ) ଜଗତସିଂହପୁର ତା =15/6/25 ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଜଗତସିଂହପୁର ଶିକ୍ଷା ବିଭାଗ ଅଧିନ ରେ ଥିବା ମୁଦୁପୁର ପଞ୍ଚାୟତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର 1992 ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୁରାତନ ଛାତ୍ର କରୁଣାକର ଦାଶ ଙ୍କ ନେତୃତ୍ୱ ରେ ଦିବଂଗତ ସହପାଠୀ ସ୍ବର୍ଗତ କମଳା କାନ୍ତ ବାରିକ ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା...

ଜାଲପଦା ଛତରକନ୍ଧାରେ ଧୂମଧାମରେ ରଜ ମହୋତ୍ସବ ପାଳନ ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବିର ହନୁମାନଙ୍କ ପିଠରେ ମହାବୀର ଯୁବକସଂଘ ପକ୍ଷରୁ ନବମ ବାର୍ଷିକ ରଜ ମହୋତ୍ସବ ପାଳନ କରାଯାଉଛି। ନବମ ବାର୍ଷିକ ରଜ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ରଜ ମହୋତ୍ସବ କମିଟିର ସଦ୍ୟସ ରଞ୍ଜନ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି,ମୁଖ୍ୟ ବ୍ୟକ୍ତା ଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କ୍ଷେତ୍ରମୋହନ ସାହୁ, ବାଲିତୁଠ ମଣ୍ଡଳ ସଭାପତି,...

କୁହୁଡ଼ି ରଜ ପଡିଆରେ ରଜ ମହୋତ୍ସବ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଗ୍ରାମର ମା' ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠାନିକା ଭାବେ ଉଦ୍ଘାଟିତ ହୋଇଛି । ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ । ଟାଙ୍ଗୀ ବ୍ଲକର ମହିଳାମାନେ ଏହି ରଜ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅଂଶ ଗ୍ରହଣ କରିଛନ୍ତି । ଆଜି ପାରମ୍ପରିକ ପୁଚି ଖେଳ, ଝୋଟି,...

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକମଙ୍ଗରାଜପୁର ପଂଚାୟତ ର ହସିଣା ଗ୍ରାମରେ ରଜ ମହୋତ୍ସବ ଆଜକୁ ବହୁ ବର୍ଷ ହେବ ବଡ଼ ଧୁମ ଧାମ ରେ ପାଳନ କରାଯାଉ ...

ବଡ଼ଚଣା ମେଡିକାଲରେ ପହଞ୍ଚି କଲେରା ରୋଗ ସ୍ଥିତି ପରଖିଲେ ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର l ବଡଚଣା ୧୩/୬(ନି.ସୂ) ବଡ଼ଚଣାର ବିଭିନ୍ନ ଅଞ୍ଚଳରେ ବ୍ୟାପିବାରେ ଲାଗିଲାଣି କଲେରା ରୋଗ l ଝାଡ଼ା ବାନ୍ତି ରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣଙ୍କ ଜୀବନ ମଧ୍ୟ ଗଲାଣି l ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର କଲେରା ରୋଗରେ ମୃତ୍ୟୁ ବରଣ କରିଥିବା ଶାଳପଡ଼ା ପଞ୍ଚାୟତ ତିଳପଦା ଗ୍ରାମର ବିରଞ୍ଚି ମଳିକଙ୍କ ପାରିବାର କୁ ଭେଟିବା ସହିତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀକାନ୍ତ...

ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି। - ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସରପଞ୍ଚ ପ୍ରମୋଦ ସାହୁ, ସରପଞ୍ଚ ଦିଲ୍ଲିପ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ଜିଲ୍ଲା କଂଗ୍ରେସ ଉପ ସଭାପତି ମହନୀ...

ପରିତ୍ୟକ୍ତ ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର। .............................................. ସିମୁଳିଆ 14/6 ବିବରଣୀରୁ ପ୍ରକାଶ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡା ଗ୍ରାମର ବୁଦ୍ଧିରାମ ଦାଶ ଙ୍କ ପୁତ୍ର ବସନ୍ତ ଦାଶ ଗତ କାଲି ଉପର ଉଳି ବର୍ଷା ହେବା ପରେ ଘରୁ ବାହାରି ଆସିଥିଲା. ଆଉ ଘରକୁ ଫେରିନଥିଲା.ତାପରଦିନ ଅଞ୍ଚଳ ବାସି ଦେଖିଥିଲେ ଅଡା କେନାଲ ରୁ 200 ମିଟର ଦୂରରେ ଥିବ ଏକ ପଦ୍ମ ପୋଖରୀ ରେ ପାଣିକୁ ଲାଗି ପଡିଥିବାର ଦେଖିଥିଲେ. ବସନ୍ତ ଦାଶ ଗୋଡ଼ ଓ କାନର ରକ୍ତ ବାହାରି ଥିବର. ଅଞ୍ଚଳ ବାସି ସଙ୍ଗେ ସଙ୍ଗେ ଅଞ୍ଚଳ ବାସି 108 ଯୋଗେ ମୃତ୍ୟୁ ଦେହକୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ...

ଗଜରାଜପୁର ମାଳିତୋଟା ଠାରେ ଦୀର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ ନାଉଗାଁ, ୧୪/୬/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟାତସ୍ଥିତ ମାଳୀତୋଟା ଠାରେ ଦିର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ ହେଉଅଛି। ମା ଯଶୋଦେବୀ ଉନ୍ନୟନ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉକ୍ତ ପଞ୍ଚାୟତର ଗଜରାଜପୁର, ନୂଆପାରୀ, ଭାତପଡା, ଦେବୀଦୋଳ ଆଦି ଗ୍ରାମର ଶତାଧିକ ଯୁବକ ଯୁବତୀ, ବାଳକ ବାଳିକା, ବୃଦ୍ଧ ବୃଦ୍ଧା ମାନେ ଯୋଗଦେଇ ରଜଦୋଳି, ତାସ୍, ଲୁଡୁ, କବାଡି, ଖୋକ, ପୁଞ୍ଚି ଆଦି ଖେଳରେ ସାମିଲି ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି କାର୍ଯ୍ୟକ୍ରମରେ ଆମ ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ...

ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଳିତ ଜଗତସିଂହପୁର ତା ୧୩.୦୬.୨୫: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ |ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଓର୍ମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ...