Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ

କାକଟପୁର | 16/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଖାକିରେ କଳଙ୍କ, ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାରସିଂ କାକଟପୁର ତା ୧୬/୮(ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ଆଇଆଇସି ରାଜେଶ ବଳିୟାରସିଂ ସଫଳତାର ସହ ପ୍ରାୟ ୨ ବର୍ଷ ହେବ କାର୍ଯ୍ୟ ତୁଲାଇଥିବାବେଳେ ଅତୀତରେ ଘଟାଇଥିବା କଳଙ୍କିତ ଅଧ୍ୟାୟ ପାଇଁ ଜୟପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ ପରିସ୍ରା କରିବା ବାହାନାରେ ଚତୁରତାର ସହିତ ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନିଲମ୍ବିତ ହେବା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଅନୁସନ୍ଧାନ ରୁ ଜଣାପଡିଛି ଯେ ଆଇଆଇସି ଶ୍ରୀ ବଳିୟାରସିଂ ଅତୀତ...

Article Image

ଜାମିଆ ଅଲ୍ ହବିବ ରେ ସ୍ଵାଧୀନତା ଦିବସ ପାଳନ

ତିର୍ତୋଲ | 16/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଜାମିଆ ଅଲ୍ ହବିବ ରେ ସ୍ଵାଧୀନତା ଦିବସ ପାଳନ ତିର୍ତ୍ତୋଲ-୧୬/୮-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନl ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନଙ୍କ ସହିତ...

Article Image

ମଣ୍ଡୁକା ବୀରୁପାକ୍ଷ୍ୟ ଶିବ ମନ୍ଦିର ପ୍ରାଙ୍ଗଣ ରେ ଅଷ୍ଟମ ବାର୍ଷିକ ଜନ୍ମା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି

ଯାଜପୁର | 16/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମଣ୍ଡୁକା ବୀରୁପାକ୍ଷ୍ୟ ଶିବ ମନ୍ଦିର ପ୍ରାଙ୍ଗଣ ରେ ଅଷ୍ଟମ ବାର୍ଷିକ ଜନ୍ମା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି ଶାସ୍ତ୍ର ମତରେ ଜନ୍ମାଷ୍ଟମୀର ମହତ୍ୱ ଅନେକ ଏହି ଦିନ ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ,ମାନବ ରୂପେ ଧରା ପୃଷ୍ଟକୁ ଅବତରଣ କରି,ତାଙ୍କର ଲୀଳା ପ୍ରକଟ କରିଥିଲେ,ବିଶ୍ୱାସ ରହିଛି ଯଦି ଆପଣଙ୍କ ଜୀବନରେ ସମସ୍ୟା ଲାଗିରହୁଛି ତେବେ ଏହି ଦିନ ପବିତ୍ର ମନରେ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରି,ମନ ଖୋଲି ଦୁଃଖ ପ୍ରକାଶ କଲେ ପ୍ରେମ୍ ଆନନ୍ଦ ଲାଭ ହୁଏ ଏହି ଜନ୍ମାଷ୍ଟମୀ ପୂଜାର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଅମର କୁମାର ନାୟକ, ସମ୍ମାନିତ ଅତିଥି କ୍ୟାପଟେନ ରାଜ ନାରାୟଣ...

Article Image

ବୋଧେଇ ପଂଚାୟତ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l

ତିର୍ତୋଲ | 15/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବୋଧେଇ ପଂଚାୟତ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l ତିର୍ତୋଲ ୧୫/୮ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶର ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି, ବୋଧେଇ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜସ୍ମିନୀ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଓ ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ ଜାତୀୟ ସଂଗୀତ "ଜନଗଣ ମନଧି.. .... ନାୟକ "ଗାନ କରିଥିଲେ l ଏହି ପବିତ୍ର ଜାତୀୟ ଉତ୍ସବ ରେ ମୁଖ୍ୟ ଅତିଥି୍ ଜସ୍ମିନୀ ଆଚାର୍ଯ୍ୟ, ନିମନ୍ତ୍ରିତ ଅଥିତି ଭାବେ ପି ଏସ ସଭ୍ୟ ଶିବ ପ୍ରସାଦ ସାହୁ,...

Article Image

ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୯ ତମ ସ୍ବାଧୀନତା ଦିବସ ପାଳିତ

ତିର୍ତୋଲ | 15/08/2025 | ବିକ୍ରମ ଓଡ଼ିଶା ନିୟୁଜ

ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ତିର୍ତୋଲ ୧୫/ ଅଗଷ୍ଟ /୦୨୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ସର୍ବ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଛି ୭୯ ତମ ସ୍ୱାଧୀନତା ଦିବସ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପାରିଟେଣ୍ଡେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରିଥିଲେ, ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଡାକ୍ତର, ବି ପି ଏମ ଅଧିକାରୀ, ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଜାତୀୟ ସଂଗୀତ ଗାନ ବକରିଥିଲେ, ମେଡିକାଲ ସୁପରି ଟେଣ୍ଡେଣ୍ଟ ଡା. ମହାନ୍ତି, ୭୯ ତମ ସ୍ୱାଧୀନତା ଦିବସ ପାଳନ ତାତ୍ପଯ୍ୟ ସମ୍ପର୍କ ରେ...

Article Image

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ)

ଜଗତସିଂହପୁର | 15/08/2025 | ବିକ୍ରମ ଓଡ଼ିଶା ନିୟୁଜ

( ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ) ଜଗତସିଂହପୁର ତା=15/8/25 ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗତା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ | ପ୍ରଥମେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଜିଲ୍ଲା ର...

Article Image

ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି

ଜଗତସିଂହପୁର | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ ବିଜେପିର ଜିଲ୍ଲା ସଭାପତି* ଜଗତସିଂହପୁର,୧୪/୮/୨୦୨୫ବିକ୍ରମ ଓଡିଶା ନିୟୁଜ। ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶସାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ,ମଣ୍ଡଳ ସଭାପତି ସ୍ୱରାଜ ସାମଲଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବିଜେପିର ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଯୋଗଦେଇଥିବା ବେଳେ ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ରାଜ କିଶୋର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ମଣ୍ଡଳ ପ୍ରଭାରୀ ତରୁଣ କୁମାର ଦାସ, ବିଜୟ ଦାଶ, ଯୁବନେତା ଡ଼ଃ...

Article Image

ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

ନାଉଗାଁ | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ। ନାଉଗାଁ ୧୪/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁତି ଭୁଷଣ ସ୍ବାଇଁ ଜାତୀୟ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ତ୍ରିରଙ୍ଗା ପତାକାକୁ କାହିଁକି ଜାତୀୟ ପତାକା କୁହାଯାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ନାନିୟ ଅତିଥି ଭାବେ ପୃର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଓଡ଼ିଆ ବିଭାଗର ମୁଖ୍ୟ...

Article Image

ଜଡତିରା ଗ୍ରାମ ପଞ୍ଚାୟତ ରେ ତ୍ରିରଙ୍ଗା ପଦଯାତ୍ରା

ତିର୍ତୋଲ | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଡତିରା ଗ୍ରାମ ପଞ୍ଚାୟତ ରେ ତ୍ରିରଙ୍ଗା ପଦଯାତ୍ରା* ତିର୍ତ୍ତୋଲ-୧୪/୮-(ରିପୋର୍ଟ-ଟୁକନ ସେଠୀ)-ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓ ଓଡିଶା ସରକାରଙ୍କ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ନିର୍ଦ୍ଦେଶ କର୍ମେ ଆଜି ଜଡତିରା ଗ୍ରାମ ପଞ୍ଚାୟତ ରେ ଜଡତିରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ (ବିକନ) ନେତୃତ୍ୱ ରେ ଆଜି ପଞ୍ଚାୟତ ବାସୀଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହେଇଯାଇଛି |ଉକ୍ତ ପଦଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟ ରୁ ବାହାରି ମଣିଜଙ୍ଗା ବଜାର,ଜଡତିରା ଓ ଅରଡା ଗ୍ରାମ ପରିକ୍ରମା କରିଥିଲା ,ଶେଷରେ ପଞ୍ଚାୟତ ବାସୀଙ୍କ ଉଦ୍ଦେଶ୍ୟ ରେ...

Article Image

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଗତସିଂହପୁର | 14/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ଦାଇଁଲ ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା* ଜଗତସିଂହପୁର,୧୩/୮/୨୦୨୫ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ମଧ୍ୟ ହୋଇଅଛି,ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଅତିଥିଭାବେ ବିଜେପିର ଯୁବନେତା ତଥା ପ୍ରଭାରୀ ଡ଼ଃ ପ୍ରକାଶ କୁମାର ଦଳାଇ ଯୋଗଦେଇଥିଲେ, ବୁଧବାର ମଧ୍ୟାହ୍ନରେ ବଡ଼ଜୀଙ୍ଗଲ ପାର୍କ ପାଖରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଦାଇଁଲୋ,କନୀମୂଳ, ବିଷନପୁର,କୃଷ୍ଣାନନ୍ଦପୁର ପଞ୍ଚାୟତ ପରିକ୍ରମା କରି ଶୋଭାଯାତ୍ରା ଗୋପାଳପୁର ଶଙ୍ଖେସ୍ୱର ପଞ୍ଚାୟତ ଦେଇ ପାର୍କ ପାଖରେ ତ୍ରିରଙ୍ଗା ଶୋଭାଯାତ୍ରା ପଂହଁଞ୍ଚି...

Article Image

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଜଗତସିଂହପୁର | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ୱାଧୀନତାର ୭୯ ତମ ପୂର୍ତ୍ତୀ ଉପଲକ୍ଷେ ରଘୁନାଥପୁର ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରା* ଜଗତସିଂହପୁର, ୧୩/୮/୨୦୨୫ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜୋନ୧ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି,ବିଜେପି ଯୁବନେତା ସୁବୋଧ ବାରିକ ଓ ଅଶୋକ କୁମାର ମହାରଣାଙ୍କ ନେତୃତ୍ୱରେ ତରିକୁନ୍ଦରୁ ବାହାରି ରଘୁନାଥପୁର ବଜାର ପରିକ୍ରମା କରି ଏଇ ଶୋଭାଯାତ୍ରା ଜଇପୁର ଛକରେ ପଂହଁଚିଥିଲା, ପରେ ରଘୁନାଥପୁର ବିଜେପି କାର୍ଯ୍ୟାଳୟ ପାଖରେ ଆଜିର କାର୍ଯ୍ୟକ୍ରମ ଶେଷ ହୋଇଥିଲା, ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ, ତ୍ରିରଙ୍ଗା ଶୋଭାଯାତ୍ରାରେଗଗନ ଚରଣ ଦାଶ, ନିର୍ମଳ ମହାପାତ୍ର, ସୁକାନ୍ତ...

Article Image

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ।

ନାଉଗାଁ | 13/08/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ। ନାଉଗାଁ ୧୩/୮ /ବିକ୍ରମ ଓଡିଶା ନିୟଜୁ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା କୁ ନେଇ ନାଉଗାଁ ବ୍ଳକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ l ସୂଚନା ମୁତାବକ ଆଜି ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ର ଛତ୍ରୀ ମାନେ ମହାବିଦ୍ୟାଳୟ ର ଅର୍ଦ୍ଧ ନିର୍ମିତ ଶୌଚାଳୟ ତା ସହିତ ମହାବିଦ୍ୟାଳୟ ଗେଟ ନିର୍ମାଣ, ସାଇକଲ ଷ୍ଟାଣ୍ଡ ନିର୍ମାଣ ଓ ବିଭିନ୍ନ ସମସ୍ଯା କୁ ନେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିଭଳିଭାବେ...