
ଗାରୋଇ ଗୋବର୍ଦ୍ଧନ ପୀଠ ରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ । ନାଉଗାଁ ୨୭/୦୬ ; ବିକ୍ରମ ଓଡିଶା ନିୟଜୁ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସିଦ୍ଧ ଗାରୋଇ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଧାର୍ଯ୍ୟ ହୋଇଥିବା ସମସ୍ତ ନୀତିକାନ୍ତି ଯେପରି ମହାପ୍ରଭୁ ଙ୍କର ପହଣ୍ଡିବିଜେଠୁ ଆରମ୍ଭ ହୋଇ ନେତ୍ରୋତ୍ସବ,ନବ ଯୌବନ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥ ବିଜେ କରା ଯାଇଥାଏ l ପରେପରେ ମହାପ୍ରଭୁନଙ୍କର ପ୍ରଥମ ସେବକ ଠାକୁର ରାଜା ଜ୍ଞାନଦୀପ ବିଶ୍ଵାଳଙ୍କ ଦ୍ୱାରା ତିନି ରଥ ରେ ଛେରା ପହଂରା, ରଥରେ ଘୋଡା ବନ୍ଧାଯାଇ...

ଜରୁରୀକାଳୀନ ପରିସ୍ଥିତି ଠାରୁ ଆଜିର ଦ୍ଭାରତତର ପରିସ୍ଥିତି କୌଣସି ଗୁଣରେ କମ୍ ନୁହେଁ- ସି.ପି.ଆଇ.(ଏମ) ଜଳେଶ୍ୱର, ଜଳେଶ୍ଵର ପକ୍ଷରୁ ମାର୍କସ୍ ବାଦୀ କମ୍ୟୁନିଷ୍ଟ ପାଟି ର ଆହ୍ୱାନକ୍ରମେ ଅଘୋଷିତ ଜରୁରୀକାଳୀନ ପରିସ୍ଥି ତି ବିରୋଧରେ ଜଳେଶ୍ୱର ଷ୍ଟେସନ ଛକ ଠାରେ ଏକ ପଥପ୍ରାନ୍ତ ସଭା ପାଟି ଆଞ୍ଚଳିକ କମିଟୀର ସଂପାଦକ ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଆଜକୁ ୫୦ ବର୍ଷ ତଳେ ୧୯୭୫ ମସିହା ଜୁନ୍ ୨୬ ତାରିଖ ଥିଲା ଭାରତବର୍ଷ ପାଇଁ ଏକ କଳଙ୍କିତ ଦିବସ। ଏହି ଦିନ ଦ୍ଭାରତବର୍ଷରେ ପ୍ର ଚ଼ଳିତଗଣତାନ୍ତ୍ରିକ ଶାସ ନ ବ୍ୟବସ୍ଥାକୁ ବେଖାତି ର କରିଲାଗୁ ହୋଇଥି ଲାଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଟିର ଜିଲ୍ଲା କମିଟୀର ସଦସ୍ୟ ଦିଲ୍ଲିପ କୁମାର ଗିରିତାଙ୍କ ବକ୍ତବ୍ୟରେ କହିଥିଲେ।...

: ପବିତ୍ର ନେତ୍ରୋତ୍ସବରେ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଜନଗହଳି : ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ଚଳିତ ବର୍ଷ ପୁଥିବୀ ପ୍ରସିଦ୍ଧ ରଥଯାତ୍ରାର ପୂର୍ବଦିନ ପବିତ୍ର ନେତ୍ରୋତ୍ସବରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଜନଗହଳି ଦେଖାଯାଇଥିଲା l ପବିତ୍ର ମହା ସ୍ନାନପୂର୍ଣ୍ଣିମା ପରେ...

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ। ନାଉଗାଁ ୨୬/୬ବିକ୍ରମ ଓଡ଼ିଶା ନୀୟଜୁ ନାଉଗାଁ ,ମହାପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ମହାପରାୟାଣ ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲା ତଥା ବ୍ଲକ ସ୍ତରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଭାତରୁ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଠାରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ସ୍ଥାନୀୟ ମଣିକର୍ଣିକା ଘାଟ ଚଗଲା ଦାସ ମଠର ସାଧୁ ବାବା ଗୋବିନ୍ଦଚନ୍ଦ୍ର ଚକ୍ରବର୍ତ୍ତୀ, ନାଉଗାଁ ପ୍ରେଶକ୍ଲବର ସଭାପତି ବୈଷ୍ଟମ୍ବ ରାଉଳ, ମନୋଜ ନାୟକ, ବଛାଳୋ ସମିତିସଭ୍ୟ ଚନ୍ଦନ ଲେଙ୍କା, ପ୍ରଭୂଚରଣ ଦାସ, ପୂର୍ବତନ ବିଧାୟକ ଯ୍ୟୋଟିଶଚନ୍ଦ୍ର...

କଣ୍ଟାପଡ଼ା ଛକରେ ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା ମରାମତି ପାଇଁ ଦାବୀ ତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କୁ ପ୍ରବେଶ ପଥରେ, ନାରୁଆ ମୁଳିସିଂହ ରାସ୍ତା ର କଣ୍ଟାପଡ଼ା ଛକରେ ରାସ୍ତାର ଉଭୟ ପାର୍ଶ୍ଵରେ ଖାଲ ହୋଇ ଯାଇଥିବାରୁ, ଏହି ରାସ୍ତା ଦେଇ ସାରଳାପୀଠକୁ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ, ପ୍ରାୟ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଦେଇ ଯାତ୍ରୀ ମାନେ, କାକଟପୁର, କୋଣାର୍କ ଓ ପୁରୀ ଯାଉଥିବା ବେଳେ, ଏରସମା ବାଲିକୁଦା ଓ ନାଉଗାଁ ଆଦି ଅଞ୍ଚଳ ର ଲୋକମାନେ ମଧ୍ୟ ନିର୍ଭରଶିଳ ହୋଇଥାନ୍ତି। ମାତ୍ର କଣ୍ଟାପଡ଼ା...

ତିର୍ତ୍ତୋଲ ଅଞ୍ଚଳରେ ସିରିଜ ଚୋରି ଡକାୟତି ତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅଞ୍ଚଳରେ ସିରିଜ ଚୋରି ସହ ଡକାୟତି। ରାତିରେ ଦୋକାନ ଘର ଭାଙ୍ଗି ଲୁଟିବା ସହ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚୋର। କେବଳ ସେତିକିନୁହେଁ ରାତି ପରେ ଏବେ ଦିବାଲୋକରେ ଭୁଜାଲି ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଛନ୍ତି ଦୃବୃତ୍ତ। ଏଭଳି ଅଭାବନୀୟ ଦୃଶ୍ୟଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅଞ୍ଚଳରେ।ଗତ କିଛିଦିନ ତଳେ ବିଳମ୍ବିତ ରାତିରେ ତିର୍ତ୍ତୋଲ ଥାନା ମଣିଜଙ୍ଗା ବଜ଼ାରରେ ଥିବା ଗୋଟିଏ ସୁନାଦୋକାନ ଏବଂ ଗୋଟିଏ ଫଳ ଦୋକାନ ର ତାଲା ଭାଙ୍ଗି ସୁନା,ଟଙ୍କା, ବିଭିନ୍ନ ଜ଼ିନିସ ଚୋରିକରି ନେଇଥିଲେ...

ପାରାଦୀପ,୨୬/୬ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ଲିଭି ନଥିବା ବେଳେ ପାରାଦୀପ ବେଳାଭୂମିକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏବେ ପାରାଦୀପ ବେଳାଭୂମି ଅସୁରକ୍ଷିତ ହୋଇପଡିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବିଶେଷ କରି ରାତି ହେଲେ ସେଠାରେ ପୁରୁଷ ଓ ମହିଳା ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି ।ପ୍ରେମୀ ଯୁଗଳଙ୍କ ପାଇଁ ପାରାଦୀପ କଳିଙ୍ଗ ବାଲିଯାତ୍ରା ବେଳାଭୂମି ଅମରାବତି ପାଲଟିଛି । ବେଳାଭୂମି ନିକଟରେ ଥିବା ଝାଉଁବଣରେ ବହୁ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳୁଛି ।

ଭିଜିଲାନ୍ସ ଜାଲ ରେ ଆକାଉଣ୍ଟଟାଣ୍ଟ 5000ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ସୁଯ୍ୟ କାନ୍ତ ସ୍ୱାଇଁ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ୟ ଳୟ ର ଆକାଉଣ୍ଟ ଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ ଆକାଉଣ୍ଟ ସୁଯ୍ୟ କାନ୍ତ ସ୍ୱାଇଁ ଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ ସେ ଜଣେ ଶିକ୍ଷୟକ ଙ୍କ ଠାରୁ 5000ଟଙ୍କା ଲାଞ୍ଚ ନେଉଥିଲେ, ସୁଯ୍ୟ କାନ୍ତ ସ୍ୱାଇଁ ଜଣେ ଶିକ୍ଷକ ଠାରୁ ଘର ନିର୍ମାଣ ଅଗ୍ରିମ ବିଲ କରିବା ପାଇଁ 5000ଟଙ୍କା ଲାଞ୍ଚ ମାଗିଥିଲେ, କୁଜଙ୍ଗ ର ବି ଇ ଓ କାଯ୍ୟଳୟ ର ଆକାଉଣ୍ଟ ଟାଣ୍ଟ ସୁଯ୍ୟ କାନ୍ତ...

Sript, ହୃଦଘାତରେ ବିଚିତ୍ରା ନନ୍ଦ ବେହେରାଙ୍କ ପରଲୋକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ଗୋଠଡ଼ିଆ ଗ୍ରାମର ସ୍ବର୍ଗତ ବିଚିତ୍ରା ନନ୍ଦ ବେହେରା, ତାଙ୍କର ଜନ୍ମ ୦୧/0୬/୧୯୫୬ ମସିହାରେ, ଗତ ୧୩/୦୬/୨୦୨୫ ରିଖ ଶୁକ୍ରବାର ରାତି ଘ ୦୯:୩୦ ମି ରେ ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଅଛି,ସେ ପୂର୍ବତନ କଂଗ୍ରେସ କମିଟିର ଗୋପିଆକୁଦପଂଚାୟତ ର ସଭାପତି ରହିଥିଲେ, ଘୋଡାମରା ପାଣି ପଂଚାୟତ ର ସଭ୍ୟା ରହି କୃଷି କ୍ଷେତ୍ରରେ ଉର୍ନତି ମୂଳକ କାର୍ଯ୍ୟ କରିଥିଲେ, ସେ ପରୋପକାରୀ ବେକ୍ତି ଥିଲେ, ସ୍ବର୍ଗତ ବେହେରାଙ୍କ ଦେହାନ୍ତ ଖବର ରେ ଗାଁ ଓ...

ସମ୍ବିଧାନ ହତ୍ୟା ଦିବସ-୨୫.୦୬.୧୯୭୫ ର ୫୦ତମ ବାର୍ଷିକୀରେ ଯୋଗଦାନ ନିମନ୍ତେ ଜଗତସିଂହପୁର ଜିଲ୍ଲାରୁ ଲୋକତନ୍ତ୍ର ସେନାନୀଙ୍କ ଭୁବନେଶ୍ବର ଅଭିମୁଖେ ଯାତ୍ରା ଓ ସମ୍ବର୍ଦ୍ଧନା * ଜଗତସିଂହପୁର ,/ତିର୍ତୋଲ ତା.୨୫/୬ ରାଜ୍ୟ ସ୍ତର ରେ ପାଳିତ ହେଉଛି ଜରୁରୀ କାଳୀନ ସ୍ଥିତି ଜାରି ହେବାର ୫୦ ତମ ବର୍ଷ ପୂର୍ତ୍ତି , ସମ୍ବିଧାନ ହତ୍ୟା ଦିବସ ୨୦୨୫। ଭାରତ ଇତିହାସ ର ଏହି କଳା ଅଧ୍ୟାୟ କୁ ମନେ ପକାଇ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୭ ଜଣ ଲୋକତନ୍ତ୍ର ସେନାନୀ , ଯେଉଁମାନେ ୧୯୭୫ ରୁ ୭୭ ପର୍ଯ୍ୟନ୍ତ ଜରୁରୀ କାଳୀନ ସ୍ଥିତି ରେ ଅଟକ ଥିଲେ।(Detainees...

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ - ଏରସମା ୨୫/୬ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ସବୁ ମହଲରେ ନିନ୍ଦା କରୁଛନ୍ତି ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।ବିଜୁଜନତା ଦଳ ପକ୍ଷରୁ ସାରା ରାଜ୍ୟର ଯୁବ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସେହିପରି ଭାବରେ ଏରସମା ବ୍ଲକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୋଠୀ ରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥୀ ରାଉତ,ବିଜୁଜନତା...

କନକପୁର ପୋଷ୍ଟଅଫିସ ରେ ବିଦୟୀ ଓ ନବାଗତ ଉପଡାକପାଳ ଙ୍କୁ ସମ୍ବର୍ଦ୍ଧନା ତିର୍ତ୍ତୋଲ-୨୫/୬-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ସ୍ଥିତ କନକପୁର ପୋଷ୍ଟ ଅଫିସରେ ଗତ ବୁଧବାର ଦିନ ବିଦାୟୀ ଉପଡାକପାଳ ରାଜୀବ ଲୋଚନ ହାଲଦାର ଓ ନୂତନଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ତ୍ରିଲୋଚନ ପ୍ରଧାନ ଙ୍କ ଉଦ୍ଦେଶ୍ୟରେ କନକପୁର ଉପଡାକପାଳ ଙ୍କ ଅଧିନରେ ଥିବା ବିଭାଗୀୟ ଗ୍ରାମୀଣ ଡାକସେବକ ମାନଙ୍କ ଦ୍ଵାରା ଏକ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଶାଖା...