Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ସଭା

ତିର୍ତ୍ତୋଲ | 24/11/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ସଭା - ତିର୍ତ୍ତୋଲ-୨୪/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ସାରଣୀ ବଜାରରେ ଥିବା ଏକ ମଣ୍ଡପରେ ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସଙ୍ଘ ର ଉପଦେଷ୍ଟା ଅରବିନ୍ଦ ହୋତା,ଆଲୋକ ଦାସ, ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ସମସ୍ତ ଠିକାଦାର ଙ୍କ ମତାମତ କୁ ନେଇ ଟେଣ୍ଡର ଗୁତିକ ଧାର୍ଯ୍ୟ ରେଟ(0.00%)ରେ ପକାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା। ନୂତନ କର୍ମକତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସଭାପତି ରାଜେଶ ସାହାଣୀ, ସମ୍ପାଦକ ଦେବକାନ୍ତ ମଲ୍ଲିକ,କୋଷଦକ୍ଷ ସୁବ୍ରତ ଦାଶ, ଉପ-ସଭାପତି-ଅରୁଣ ମହାପାତ୍ର, ଯଶୋବନ୍ତ ରାଉତ,ଅକ୍ଷୟ ସ୍ବାଇଁ, ମାନସ ମହାନ୍ତି,ନିରଞ୍ଜନ ଦାସ ଅମୁଲ୍ୟ ସ୍ବାଇଁ,ଅଶୋକ ସାହୁ, ଗଗନ...

Article Image

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ମାତୃସମ୍ମିଳନୀ

ତିର୍ତ୍ତୋଲ | 24/11/2025 | ବିକ୍ରମ ଓଡ଼ିଶା ନିୟୁଜ

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ମାତୃସମ୍ମିଳନୀ ତିର୍ତ୍ତୋଲ-୨୪/୧୧-(ରିପୋର୍ଟ-ସୁଷମା)-କନକପୁର ପଞ୍ଚାୟତ ଛତ୍ରମଠ, ତରାପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ, ପରିଚାଳନା କମିଟି ର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷ୍ ତା ରେ ମାତୃସମ୍ମିଳନୀ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ...

Article Image

ତାଳଦଣ୍ଡା କେନାଲ ରେ ଭାସୁଛି ଅଜଣା ଗଳିତ ଶବ

ତିର୍ତ୍ତୋଲ | 24/11/2025 | ବିକ୍ରମ ଓଡ଼ିଶା ନିୟୁଜ

ତାଳଦଣ୍ଡା କେନାଲ ରେ ଭାସୁଛି ଅଜଣା ଗଳିତ ଶବ ତିର୍ତୋଲ ୨୪/୧୧ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ବଜ଼ାର ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ପଛ ପାଖ ତାଳଦଣ୍ଡା କେନାଲ ଭିତରେ ଭାସୁଛି ଅଜଣା ଗଳିତ ଶବ l ଆଜି ଅପରାହ୍ନ ରେ ସ୍ଥାନୀୟ ଲୋକେ ତଳଦାଣ୍ଡା କେନାଲ ମଧ୍ୟରେ ଶବ ଭାସୁଥିବା ଦେଖି ରୁଣ୍ଡ ହୋଇ ଥିଲେ ଓ ତିର୍ତୋଲ ଥାନାକୁ ଜଣାଇ ଥିଲେ, ତୁରନ୍ତ ଘଟଣା ସ୍ଥଳରେ ଆଇ ଆଇ ସି ପ୍ରଦୀପ୍ତ କୁମାର ସେଠି ପହଁଚି ଅନୁଧ୍ୟାନ କରିଥିଲେ, ହେଲେ ସନ୍ଧ୍ୟା ହୋଇ ଆସୁ ଥିବାରୁ ଶବ ଉଦ୍ଧାର ହୋଇ ପାରି ନାହିଁ l...

Article Image

ବାଙ୍ଗାଲାଦେଶୀ କୁ ଶରଣ ଦେଇ ଆତ୍ମଗୋପନ କରିଥିବା ସିକନ୍ଦର ଅଲ୍ଲାମ ତାର ଭାଇ ଗିରଫ୍ )

ଜଗତସିଂହପୁର | 24/11/2025 | ବିକ୍ରମ ଓଡ଼ିଶା ନିୟୁଜ

(ବାଙ୍ଗାଲାଦେଶୀ କୁ ଶରଣ ଦେଇ ଆତ୍ମଗୋପନ କରିଥିବା ସିକନ୍ଦର ଅଲ୍ଲାମ ତାର ଭାଇ ଗିରଫ୍ ) ଜଗତସିଂହପୁର ଜଗତସିଂହପୁର ଜିଲା ବେରରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଭାବରେ ଘର ନିର୍ମାଣ କରି ବାଂଲାଦେଶୀମାନ ଙ୍କୁ ଭଡା ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତାର ସାନ ଭାଇ ମୁତାଲିଫ ଖାଁ ଦିର୍ଘଦିନ ଧରି ଜଗତସିଂହପୁର ଜିଲ୍ଲା ପୋଲିସ କୁ ଚଖମା ଦେଇ ଆତ୍ମଗୋପନ କରିଥିବା ଖେଳ ଖତମ ହୋଇଛି | ଜଗତସିଂହପୁର ଜିଲ୍ଲା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ଜିଲ୍ଲା ପୋଲିସ ସହଯୋଗରେ ଯାଜପୁର ରୁ ତାର ଏକ ସମ୍ପର୍କୀୟଙ୍କ ଘରେ ସିକନ୍ଦର ଆତ୍ମଗୋପନ...

Article Image

ଅସହାୟ ଙ୍କୁ କମ୍ବଳ ବଣ୍ଟନ ।

ଜଗତସିଂହପୁର | 23/11/2025 | ବିକ୍ରମ ଓଡ଼ିଶା ନିୟୁଜ

ଅସହାୟ ଙ୍କୁ କମ୍ବଳ ବଣ୍ଟନ । ଜଗତସିଂହପୁର ତା=23/11/25 ଜଗତସିଂହପୁରରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଶୀତ ମାଡ଼ି ଆସିବାରୁ ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ସହରର ଖୋଲା ଆକାଶ ତଳେ ଜୀବନ ବିତାଉ ଥିବା ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ ସଂଗଠନ ସଭାପତି ଜଗନ୍ନାଥ ବେହେରା,ବିଜେଦ୍ର ଦାସ, ସରୋଜ ସ୍ବାଇଁ, ସୀମା ଭୋଇ, ଦୀପ୍ତି ରଞ୍ଜନ ବିଶ୍ଵାଳ, ସନ୍ତୋଷ କରଣ ପ୍ରମୁଖ। ଆଗାମୀ ଦିନରେ ଅସହାୟ ରୋଗାକ୍ରାନ୍ତ ଭିନ୍ନକ୍ଷମଙ୍କୁ ସହ ଯୋଗର ହାତ ବଢାଯିବ ବୋଲି କହିଛନ୍ତି ସଂଗଠନ ସଭାପତି ଶ୍ରୀବେହେରା । ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ...

Article Image

ବାଲିଘର ପକ୍ଷରୁ ଅଙ୍ଗବସ୍ତ୍ର ବଣ୍ଟନ

ତିର୍ତ୍ତୋଲ | 23/11/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲିଘର ପକ୍ଷରୁ ଅଙ୍ଗବସ୍ତ୍ର ବଣ୍ଟନ ତିର୍ତ୍ତୋଲ-୨୩/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ଥାନା ଅଧିନ କୁଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ନପଙ୍ଗ ଗ୍ରାମର ୧୨ ଜଣ ବରିଷ୍ଠ ନାଗରିକଙ୍କୁ ବାଲିଘର ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ କୈ ଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱ।ବଧାନରେ ତଥା ବାଲିଘରର ସକ୍ରିୟ ସଦସ୍ୟ ଅକ୍ଷୟ କୁମାର ଖୁଣ୍ଟିଆ ଓ କୈଳାସ ଚନ୍ଦ୍ର ମହାନ୍ତିଙ୍କ ସହଯୋଗରେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ ସଂପାଦନ କରିବାର ଆଭିମୁଖ୍ୟ ନେଇ ନପଙ୍ଗ ଗ୍ରାମର ନିଶାକର ବାରିକ, ରମେଶ ଚନ୍ଦ୍ର ସ୍ୱାଇଁ,ରବୀନ୍ଦ୍ର ନାୟକ, ନରେନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ସ୍ୱାଇଁ, ଦିବାକର ପରିଡ଼ା, ଶରତ ନାୟକ,...

Article Image

କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ୨୪୫ କୋଟି ଅନୁଦାନ

କାକଟପୁର | 23/11/2025 | ବିକ୍ରମ ଓଡ଼ିଶା ନିୟୁଜ

୧୮ ମାସର ସରକାର କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ୨୪୫ କୋଟି ଅନୁଦାନ କାକଟପୁର ତା ୨୩/୧୧,( ତୁଷାର ଦୀକ୍ଷିତ) ରାଜ୍ୟରେ ବିଜେପି ସରକାରକୁ ୧୮ ମାସ ପୁରିଥିବାବେଳେ ରାଜ୍ୟରେ ବିକାଶର ଧାରାକୁ ଆଗେଇ ନେଇଛି ବିଜେପି l ଏହି ବିକାଶରେ ସାମିଲ ହୋଇଛି ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ l ଏହି ପ୍ରରିପେକ୍ଷୀରେ ରବିବାର କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଏବଂ ପୁରୀଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସାଂସଦ ପ୍ରତିନିଧି ତଥା ଆଇଟି ସେଲ ସଂଯୋଜକ ରାକେଶ କୁମାର ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା...

Article Image

ବାଲୁଗାଁ କଲେଜରେ ଏନସିସି ଦିବସ

ବାଲୁଗାଁ | 23/11/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲୁଗାଁ କଲେଜରେ ଏନସିସି ଦିବସ ତା ୨୩/୧୧/୨୦୨୫- ଚଳିତ ବର୍ଷ ୭୮ ତମ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ଦିବସ ରବିବାର ଦିନ ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡ଼କ୍ଟର ଅକ୍ଷୟ କୁମାର ମିଶ୍ର ଓ କାର୍ଯ୍ୟାଳୟ ମୁଖ୍ଯ ସୁଧାକର ନାୟକ ଯୋଗଦେଇଥିଲେ l ଏନ୍ ସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ ମାନେ ପ୍ରଥମେ...

Article Image

ଓଡିଶା ହାଇକୋର୍ଟ ବିଚାରପତି ଙ୍କ ସାରଳା ମନ୍ଦିର ପରିଦର୍ଶନ

ତିର୍ତ୍ତୋଲ | 23/11/2025 | ବିକ୍ରମ ଓଡ଼ିଶା ନିୟୁଜ

ଓଡିଶା ହାଇକୋର୍ଟ ବିଚାରପତି ଙ୍କ ସାରଳା ମନ୍ଦିର ପରିଦର୍ଶନ ତିର୍ତ୍ତୋଲ-୨୩/୧୧-(ରିପୋର୍ଟ-ସୁଷମା)- ଓଡିଶା ହାଇକୋର୍ଟ ର ବିଚାରପତି ମାନସ ରଞ୍ଜନ ପାଠକ ଗତ ରବିବାରଦିନ ପ୍ରାତଃ ସମୟରେ ବାଣିକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଆ ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ସପତ୍ନୀଙ୍କ ସହିତ ଏଠାରେ ପହଂଚିବା ପରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲ ଥାନା ଆଇ ଆଇ ସି ପ୍ରଦୀପ୍ତ କୁମାର ସେଠୀ, କନକ ପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ସାରଳା ମନ୍ଦିର ପ୍ରଶାସନିକ ଅଧିକାରୀ ବରଦାପ୍ରସାଦ ମହାନ୍ତି, ଡିଜେ ପ୍ରଦ୍ୟୁମ୍ନ ନାୟକ, ରେଜିଷ୍ଟାର ବିଶ୍ୱକଳ୍ପିତା ମହାନ୍ତି...

Article Image

ମା ଶାରଳା କ୍ରିକେଟ ଟ୍ରୁର୍ନାମେଣ୍ଟ - ବାଲିକୁଦା ଚମ୍ପିୟାନ

ତିର୍ତ୍ତୋଲ | 22/11/2025 | ବିକ୍ରମ ଓଡ଼ିଶା ନିୟୁଜ

ମା ଶାରଳା କ୍ରିକେଟ ଟ୍ରୁର୍ନାମେଣ୍ଟ - ବାଲିକୁଦା ଚମ୍ପିୟାନ ତିର୍ତ୍ତୋଲ ୨୨ /୧୧-(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ସ୍ଥିତ ଲକ ନିକଟ ମହାନଦୀ ପଠା ପାଳନ୍ଦା ଖେଳ ପଡିଆରେ ମା ଶାରଳା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିକୁଦାର ମା ଥାନପତି କ୍ରିକେଟ ଟିମ୍ ଚମ୍ପିୟାନ ବିବେଚିତ l ଫର୍ମାଟ ଅନୁଯାଇ ଯେଉଁ ଟିମ ୨ ଟି ମ୍ୟାଚ ବିଜୟ ଲାଭ କରିବ ଫାଇନାଲ କୁ ଉତୀର୍ଣ୍ଣ ହେବ ଚମ୍ପିୟାନ ହେବାପାଇଁ ନିଆଯାଇଥିଲା l ଫାଇନାଲ ମ୍ୟାଚ ଟି ଆଳିପିଙ୍ଗଳ ତ୍ରିନାଥ କ୍ରିକେଟ ଟିମ ଓ ବାଲିକୁଦା ର ମା ଥାନପତି କ୍ରିକେଟ ଟିମ...

Article Image

ବିଧ୍ୟାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ନାଉଗାଁ | 22/11/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଧ୍ୟାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନାଉଗାଁ, ୨୨/୧୧ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧ୍ୟାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଜାମୁଗାଁ ପଞ୍ଚାୟତରେ ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଜନ ପକ୍ଷରୁ କାଳିଓ ନନ୍ଦିଗ୍ରାମ ଓ ପେଣ୍ଟାଲୁଜା ଚକୁଳୀପଡା ରାସ୍ତାର ନବୀକରଣ ପୂତବିଭାଗ ଅଧୀନ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ପକ୍ଷରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରରେ ସରକାରୀ ଚିକିତ୍ସକଙ୍କ ବାସଗୃହ ଏବଂ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ...

Article Image

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

ବାଲୁଗାଁ | 22/11/2025 | ବିକ୍ରମ ଓଡ଼ିଶା ନିୟୁଜ

ଦର୍ଶନ ସମସ୍ତ ଚିନ୍ତନର ମାଧ୍ୟମ ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ * ବାଲୁଗାଁ ତା ୨୧/୧୧/୨୦୨୫- ବିଶ୍ୱ ଦର୍ଶନ ଦିବସ ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ବିଜ୍ଞାନରେ ଦର୍ଶନର ପ୍ରାସଙ୍ଗିକତା ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ଦର୍ଶନର ଜନକ ମହାନ ଦାର୍ଶନିକ ସକ୍ରେଟିସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଏହାପରେ ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରରେ ବିଭାଗମୁଖ୍ୟ ଡ଼କ୍ଟର କୈଳାଶ...