Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

କଅଁଳ ନିଷ୍ପାପ ଶିଶଙ୍କୁ ଛାଡି ମା ନିଖୋଜ, ଚିନ୍ତାରେ ସ୍ୱାମୀ, ଶାଶୁ,ଶ୍ୱଶୁର

କାକଟପୁର | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

କଅଁଳ ନିଷ୍ପାପ ଶିଶଙ୍କୁ ଛାଡି ମା ନିଖୋଜ, ଚିନ୍ତାରେ ସ୍ୱାମୀ, ଶାଶୁ,ଶ୍ୱଶୁର କାକଟପୁର ୧୯/୭,କାକଟପୁର ବ୍ଲକ ସୁହାଣପୁର ଗ୍ରାମ ବାଣୁଆ ସାହି ଗ୍ରାମ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି, ୨ ଟି କୋମଳମତି ଶିଶୁକନ୍ୟା ପ୍ରତ୍ୟେକ ଦିନ ହାତରେ ଗୋଟେ ମହିଳା ଙ୍କ ଫୋଟୋ ନେଇ ସାଇ ପଡିଶା ଘରେ ଖୋଜୁଛନ୍ତି, ସେ ଆଉ କେହି ନୁହନ୍ତି ବରଂ ସେଇ ଶିଶୁକନ୍ୟାଙ୍କ ଜନ୍ମଦାତ୍ରୀ ମା' ପୂଜାରାଣୀ ପ୍ରଧାନ, ସୂଚନା ଅନୁଯାଇ ସୁହାଣପୁର ଗ୍ରାମ ରେ ପୀତବାସ ଘଡେଇ ଙ୍କ ସାନ ପୁଅ...

Article Image

ମା ସନ୍ତୋଷି ଜରାଶ୍ରମ କୁ ରୋଷୋଇ ସରଞ୍ଜାମ ପ୍ରଦାନ)।

କୁଜଙ୍ଗ | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

( ମା ସନ୍ତୋଷି ଜରାଶ୍ରମ କୁ ରୋଷୋଇ ସରଞ୍ଜାମ ପ୍ରଦାନ)। କୁଜଙ୍ଗ ୧୯/୦୭ ପେସାରେ ସେ ଜଣେ ଡାକ୍ତର କିନ୍ତୁ ନିଶା ତାଙ୍କର ସମାଜ ସେବା | ଦୁଖୀ ଲୋକଙ୍କର ଦରଦୀ ବନ୍ଧୁଟିଏ ସେ | ଦୀନଦରିଦ୍ରଙ୍କୁ ଦେଖିଲେ ସେ ତତ୍କ୍ଷଣାତ ବଢ଼ାଇ ଦିଅନ୍ତି ସାହାଯ୍ୟର ହାତ | ନିଜ ଚାକିରୀ ଜୀବନର ପାରିଶ୍ରମିକରୁ ସେ ସେମାନଙ୍କ ପାଇଁ ଖର୍ଚ କରିଦିଅନ୍ତି ଲକ୍ଷ ଲକ୍ଷ ଟଙ୍କା | ଏଭଳି ଜଣେ ଡାକ୍ତର ହେଉଛନ୍ତି କୁଜଙ୍ଗ ମେଡିକାଲର ସତ୍ୟଜିତ ପ୍ରଧାନ | ତାଙ୍କ ବାପା ମନୋରଞ୍ଜନ ପ୍ରଧାନ ପାରାଦୀପ...

Article Image

ଇଲେକ୍ଟ୍ରି କର୍ମଚାରୀ କହି ମହିଳା ଙ୍କୁ ବଳାତ୍କାର ଉଦ୍ୟମ ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ପୋଲିସ କୁ କଲେ ହସ୍ତାନ୍ତର

ତିର୍ତୋଲ | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଇଲେକ୍ଟ୍ରି କର୍ମଚାରୀ କହି ମହିଳା ଙ୍କୁ ବଳାତ୍କାର ଉଦ୍ୟମ ଗ୍ରାମବାସୀ ଙ୍କ ଦ୍ବାରା ଅଟକ ପରେ ପୋଲିସ କୁ କଲେ ହସ୍ତାନ୍ତର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତ୍ରିତୋଲ ଥାନା ଅନ୍ତର୍ଗତ କୋଲର୍ ପଞ୍ଚାୟତ ର ଓଳଗନ୍ଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଆଖଣ୍ଡଳମଣି ଇଲେକ୍ଟ୍ରି କମ୍ପାନୀ ର ଇଲେକ୍ଟ୍ରି କର୍ମଚାରୀ ପରିଚୟ ଦେବା ସହିତ ଇଲେକ୍ଟ୍ରି ମିଟର ବସାଇବା ନାଁ ରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତରେ ଜଣେ ବ୍ୟକ୍ତି ଙ୍କ ଘରେ ପସି ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ଏକୁଟିଆ ଥିବା ମହିଳା ଙ୍କୁ ବଳାତ୍କାର...

Article Image

ବିଚ୍‌ ରାସ୍ତାରେ ନାବାଳିକାଙ୍କୁ ପେଟ୍ରୋଲ୍‌ ଢାଳି ଲଗାଇଦେଲେ ନିଆଁ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପୁଣି ସାମ୍ନାକୁ ଆସିଲା ଭୟଙ୍କର ଘଟଣା

ଭୁବନେଶ୍ୱର | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଚ୍‌ ରାସ୍ତାରେ ନାବାଳିକାଙ୍କୁ ପେଟ୍ରୋଲ୍‌ ଢାଳି ଲଗାଇଦେଲେ ନିଆଁ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପୁଣି ସାମ୍ନାକୁ ଆସିଲା ଭୟଙ୍କର ଘଟଣା ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ଜନିତ ମୃତ୍ୟୁ ଖବର ମନରୁ ଲିଭି ନଥିବା ବେଳେ ପୁଣି ଓଡ଼ିଶାରେ ଘଟିଛି ଆଉ ଏକ ଦୁଃଖଦ, ଅଭାବନୀୟ ଅମାନବୀୟ, ଅମାନୁସିକ ଘଟଣା ଘଟିଛି । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନାରୁ ଆସିଛି ଏକ ଛାତିଥରା ଘଟଣା । ଜଣେ 15 ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି 3 ଦୁର୍ବୃତ୍ତ । ଏମ୍ସରେ ଗୁରୁତର...

Article Image

ଦିବାଲୋକରେ ମହିଳାଙ୍କୁ ନିର୍ଯାତନା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ୱର | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଦିବାଲୋକରେ ମହିଳାଙ୍କୁ ନିର୍ଯାତନା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : କ୍ଷୋଭ ପ୍ରକାଶ କଲେ ନବୀନ ଭୁବନେଶ୍ବର: (ସମୀର ରଞ୍ଜନ ନାୟକ )ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ପୋଡିଦେବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ଏକ୍ସ ରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ସେ ଏକ୍ସରେ ଲେଖିଛନ୍ତି ଯେ, ଦିବାଲୋକରେ ହତ୍ୟା ପ୍ରୟାସ ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ମର୍ମାହତ ହୋଇଛି । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ...

Article Image

କାର୍ଯ୍ୟରତ ଶ୍ରମିକ ଙ୍କ ଶାନ୍ତି ପୂର୍ଣ୍ଣ ଧାରଣା

ପାରାଦ୍ୱୀପ | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

କାର୍ଯ୍ୟରତ ଶ୍ରମିକ ଙ୍କ ଶାନ୍ତି ପୂର୍ଣ୍ଣ ଧାରଣା କାଇ ଆନ୍ତର୍ଜାତିକ ପର୍ଣ୍ୟ ପରିବହନ KICTରେ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଚେନ୍ନାଇ ରାଧା ଏବଂ ଅନ୍ୟ କଣ୍ଟ୍ରାକ୍ଟର ର ଶ୍ରମିକ ମାନେ ଶାନ୍ତି ଶ୍ରୁଖଳା ସହ KICT ଆଡ଼ମିନ ଅଫିସ ଘେରାଉ କରିଛନ୍ତି. ସୂଚନା ମୁତାବକ , ଶ୍ରମିକ ମାନେ ବହୁତ ଦିନ ଧରି ଅଭିଯୋଗ କଲା ପରେମଧ୍ୟ ସେମାନେ ତାଙ୍କ...

Article Image

ଗାଁ ବିଲରେ ହଳ କରୁଥିବା ବେଳେ କୃଷକର ପରଲୋକ

ତିର୍ତୋଲ | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାଁ ବିଲରେ ହଳ କରୁଥିବା ବେଳେ କୃଷକର ପରଲୋକ ତିର୍ତ୍ତୋଲ-୧୮/୭-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହି ର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡି ଯାଇଥିଲେ। ଆଖ ପାଖ ରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ଆକସ୍ମିକ...

Article Image

ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।

ଜଗତସିଂହପୁର | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। - ସମାଜର ସେବାରେ ବହୁତ ସାମାଜିକ ସଂଗଠନ ନିଜକୁ ନିୟୋଜିତ କରିଥାନ୍ତି,ତନ୍ମଧ୍ୟରୁ ଶ୍ରୀ ମା ନାରୀ ଶକ୍ତି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଭିନ୍ନ, ତାର ମୁଖ୍ୟ...

Article Image

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି)

ବୁଗୁଡା | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି) ବୁଗୁଡା,୧୮/୦୭(ସୋରେନ କୁମାର ପ୍ରଧାନ): ସମ୍ପ୍ରତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁଯାୟୀ ବୁଗୁଡା ପିପୁଲ୍ସ କଲେଜରେ ୧୩ ଜଣିଆ ଅଭ୍ଯନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା - ୩୭୦୩୨,କଲେଜ ଅଧ୍ୟକ୍ଷ ଡଃ ପୁରୁଷୋତ୍ତମ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଗଠିତ ଉକ୍ତ କମିଟିରେ ସଂଯୋଜିକା ଭାବେ ପ୍ରାଣୀ ବିଜ୍ଞାନ ବିଭାଗର...

Article Image

ପାରାଦ୍ୱୀପ_ବନ୍ଦରରେ_୧୧_ଜଣ_Mock_Cleaning_ଶ୍ରମିକ_ପୁନଃ_ନିଯୁକ୍ତ_ପାଇଲେ

ପାରାଦ୍ୱୀପ | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

#ପାରାଦ୍ୱୀପ_ବନ୍ଦରରେ_୧୧_ଜଣ_Mock_Cleaning_ଶ୍ରମିକ_ପୁନଃ_ନିଯୁକ୍ତ_ପାଇଲେ ତା ୧୬.୦୭.୨୦୨୫ ରିଖ, ପାରାଦୀପ ପୋର୍ଟ ୱର୍କର୍ସ ୟୁନିଅନର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଦୀର୍ଘ ୧୮ ମାସ ହେଲା M/S.AKA Logistic Ltd., IOHP, PPA ରେ କାର୍ଯ୍ୟ କରୁଥିବା ୧୧ ଜଣ mock cleaning ଶ୍ରମିକ ଙ୍କୁ ଛଟେଇ କରିଥିଲା। ବହୁ ଚେଷ୍ଟା ପରେ ମଧ୍ୟ ଛଟେଇ କର୍ମଚାରୀ ମାନେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ l ଆମର ପ୍ରିୟ ସଭାପତି ତଥା ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ #ବିଭୁପ୍ରସାଦ_ତରାଇ ଙ୍କ ପ୍ରଚେଷ୍ଟାରେ ଆଜି ୧୧ ପରିବାର ନିଜର ଚାକିରି ଫେରି ପାଇଛନ୍ତି। ଏହି ପରୀପେଖି ରେ ଆଜି ସମସ୍ତ mock cleaning...

Article Image

କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ* ଜଗତସିଂହପୁର,ତା ୧୬.୦୭.୨୦୨୫, ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ କିଶୋର ନ୍ୟାୟ ଆଇନ, ୨୦୧୫ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ...

Article Image

ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ

ତିର୍ତୋଲ | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ ତିର୍ତ୍ତୋଲ-୧୭/୭-(ରିପୋର୍ଟ-ଟୁକନ ସେଠୀ)ଫକୀର ମୋହନ ସେନାପତି ବିଶ୍ବବିଦ୍ଯାଳୟ ର ଛାତ୍ରୀ ସୌମ୍ଯାଶ୍ରୀ ବିଶି ର ମୃତ୍ଯୁ ସାରା ରାଜ୍ଯ ରେ ହଇଚଇ ସୃଷ୍ଟି କରିଛି । ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ମିଳିତ ବିରୋଧୀ ଦଳ ତରଫରୁ ଛାତ୍ରୀ ଙ୍କୁ ନ୍ଯାୟ ଦେବା ଓ ନାରୀ ନିର୍ଯ୍ଯାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲେ । ଓଡିଶା ବନ୍ଦ ର ସିଧାସଳଖ ପ୍ରଭାବ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । କଂଗ୍ରେସ...