
ପବିତ୍ର ହୁଲ ଦିବସ ପାଳିତ ରାଇରଙ୍ଗପୁର ୩୦.୦୬.୨୦୨୫ ସୋମବାର ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ " ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଜିଲ୍ଲାସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ଵରେ ଇଂରେଜ ଶାସନରେ ଆଦିବାସୀମାନଙ୍କ ଦମନଲିଳା ବିରୁଦ୍ଧରେ ବିଶ୍ଵର ପ୍ରଥମ ଗରିଲା ଯୁଦ୍ଧର ସ୍କୃତିଚାରଣ କରି "ପବିତ୍ର ସିଦ-କାହ୍ନୁ ହୁଲ ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଓ...

ନିମ୍ନ ମାନର କାମ ଯୋଗୁ ଖାଲଖମା ରେ ପରିପୂର୍ଣ ହୋଇ ମରଣ ଯନ୍ତା ପାଲଟିଲା ଅରଖକୁଦ ରୁ ଦେବୀଦୋଳ ରାସ୍ତା ନାଉଗାଁ ୩୦/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ପୂର୍ତ୍ତ ବିଭାଗ ର ଅଜବ ନୀତି ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ରାସ୍ତା ର କାର୍ଯ୍ୟ କୁ ପୁରିଲାନି ଦୁଇ ମାସ କିନ୍ତୁ ଖାଲଖମା ରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ସାଜିଲା ରାସ୍ତା l ତେବେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ରୋହିଆ ପଞ୍ଚାୟତ ର ଅରଖକୁଦ ରୁ ଦେବୀଦୋଳ ସଂଯୋଗୀ କରଣ ରାସ୍ତା ର ମରାମତି କାର୍ଯ୍ୟ ନିମନ୍ତେ ୪ଟି ପର୍ଯାୟରେ ପାଖାପାଖି ୨୦ ଲକ୍ଷ...

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - କୁଜଙ୍ଗ ୩୦/.୦୬. ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୭୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ପାଇଁ...

94 ବର୍ଷ ହୋଇଛି, ମିଳୁନି ବର୍ଦ୍ଧିତ ଭତା,, ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ୱର ଜିଲ୍ଲା ନୀଳଗିରି ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧୀନରେ ଥିବା ଜୁରିଆ ପାଟଣା ଗ୍ରାମ ବୃଦ୍ଧ ନାରାୟଣ ମଲିକ ବୟସ 94 ବର୍ଷ ହୋଇଥିଲେ ଵି ରାଜ୍ୟ ସରକାର ଙ୍କର ବର୍ଦ୍ଧିତ ଭତା ଛଅ ମାସ ହେଲା ଦିଆ ଗଲାଣି କିନ୍ତୁ ଦୀର୍ଘ ଛଅ ମାସ ଧରି ପଂଚାୟତ କାର୍ଯ୍ୟାଳୟ ରେ ତିନି ତିନି ଥର ଆବଶ୍ୟକ ଡକୁମେଣ୍ଟ ଦେଇଥିଲେ ମଧ୍ୟ ଏ ପ୍ରଯ୍ୟନ୍ତ ମିଳି ପାରୁନି ବର୍ଦ୍ଧିତ ଭତା ତେଣୁ ସେ (X )ଜୋରିଆ ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଚିଫି ସେକ୍ରେଟାରୀ, ରାଜ୍ୟପାଳ, ବାଲେଶ୍ୱର...

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - ଜଗତସିଂହପୁର ତା ୩୦.୦୬.୨୦୨୫- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୭୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି,...

ପୋଖରୀରେ ପଡି ଦିବ୍ୟାଙ୍ଗ ମୃତ୍ୟୁ. ............................................... ସିମୁଳିଆ 30/6 ମଇତାପୁର ପଞ୍ଚାୟତ ହାଟ ମଇତାପୁର ଗୋଛାୟତ ସାଇର ଗଜେନ୍ଦ୍ର ପ୍ରସାଦ ଗୋଛାୟତଙ୍କ ପୁତ୍ର କମଳାକାନ୍ତ ଗୋଛାୟତ ସେଜଣେ ବିବ୍ୟାଙ୍ଗ ପାରଲିସିସ ପେସଣ୍ଟ ସରକାରରୁ ଭତା ପାଉଥିଲେ.କାଲି ଦୀନରେ ନିଜ ପାଖରେ ଥିବା ବଜାରକୁ ଆସିଥିଲେ. ସେଠାରୁ ଘରକୁ ଆସିଥିଲେ. ଘରକୁ ଜିବା ବାଟରେ ଏକ ପୋଖରୀ ଦେଇ ଘରକୁ ଯାଉଥିବା ବେଳେ କୌଣସି ପ୍ରକାର ଗୋଡ଼ ଖସିଜାଇ ଥିବାରୁ ପୋଖରୀରେ ପଡିଯାଇଥିଲା. ଘରକୁ ପୁଅ ନଫେରିବାରୁ ବାପ. ମା ଖୁଜା ଖୁଜି କରିଥିଲେ. କୌଣସି ସଫଳ ହାଇନଥିଲେ. ପର ଦୀନ ନିଜ ଗଡିଆରେ ଭାସୁଥିବାର ଦେଖିବାକୁ ପାଇଥିଲେ.ପାଟି କରି ଡାକ...

କେନ୍ଦୁଝର ଜିଲ୍ଳା ସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ କେନ୍ଦୁଝର: ଆଜି ୨୯ ଜୁନ୍ ୨୦୨୫ ରେ ପ୍ରଫେସର୍ ପ୍ରଶାନ୍ତ ଚନ୍ଦ୍ର ମହଲାନୋବିଜ୍ ଙ୍କ ଜନ୍ମଦିନଟିକୁ ଜାତୀୟ ପରିସଂଖ୍ୟାନ ଦିବସ ଭାବରେ କେନ୍ଦୁଝର ଜିଲ୍ଲା ସ୍ଥିତ ଜିଲ୍ଲାପାଳ ଙ୍କ ଦରବାର ହଲରେ ପାଳିତ ହୋଇ ଯାଇଛି। ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ବ କରିଥିଲେ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ବୈଠକ ରେ ସ୍ବାଗତ ଭାଷଣ ଦେଇଥିଲେ। ବୈଠକରେ ଧରଣୀଧର ବିଶ୍ୱ ବିଦ୍ୟାଳୟର ସହପ୍ରାଧ୍ୟାପକ (ଅର୍ଥନୀତି) ଡାକ୍ତର ଦାମୋଦର ସାହୁ, ସରକାରୀ ମହିଳା ମହାବିଦ୍ୟାଳୟର...

ସାଇନ୍ସ ଏକାଡେମୀ ଛାତ୍ରଛାତ୍ରୀ ଙ୍କ ସଫଳତା।* *ଆଈ.ଆଈ.ଟି କୃତକାର୍ଯ୍ୟ ହେଲେ ଭୁତତ୍ବବିଜ୍ଞାନ ଛାତ୍ରଛାତ୍ରୀ।* -ତିର୍ତ୍ତୋଲ-୩୦/୬-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସାଇନ୍ସ ଏକାଡେମୀ କୋଚିଙ୍ଗ ସେଣ୍ଟର କୁ ମିଳିଛି ବଡ଼ ସଫଳତା। ଚଳିତ ବର୍ଷ ଆଈ.ଆଈ.ଟି କୃତକାର୍ଯ୍ୟ ହୋଇଛନ୍ତି ୩ ଜଣ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ଭିତରେ ରହିଛନ୍ତି କୁଜଙ୍ଗ ବାଲିତୁଠ ଅଞ୍ଚଳର ଶୁଭଦର୍ଶୀନୀ ମୁଦୁଲି ଆଲ୍ ଇଣ୍ଡିଆ ୧୧୯ ନଂ ରାଙ୍କ୍ ରଖି ଖଡକପୁର , କେନ୍ଦ୍ରାପଡ଼ା ର ଅନନ୍ୟା ଦାସ ୨୧୪ରାଙ୍କ୍ ରଖି ଭିଷାକାପଟନମ,କୁଜଙ୍ଗ ଖରିଗୋଠ ଅଞ୍ଚଳର ରୁତୁପର୍ଣ୍ଣା ରାଉତ ୨୪୫ ରାଙ୍କ୍ ରଖି ଭୂବନେଶ୍ଵର ତିର୍ତ୍ତୋଲ ରାହାଣା ଅଞ୍ଚଳର ସତ୍ୟବ୍ରତ ପୁହାଣ ୧୫ ନଂ ରାଙ୍କ୍...

ଏରସମା ବି.ଇ.ଓ. ରୁ ବେତନ ପ୍ରାପ୍ତ ଶିକ୍ଷକ, ତିର୍ତ୍ତୋଲ ବି.ଇ.ଓ.ଶିକ୍ଷାଞ୍ଚଳ କୁ ଡେପୁଟେସନ ରେ ଆସି, ସି.ଆର.ସି.ସି.ନିଁଯୁକ୍ତି ପାଇଲେ କିପରି ? ତିର୍ତ୍ତୋଲ-୩୦/୬-(ଟୁକନ ସେଠୀ)- ସରକାର ବଦଳିବା ସହିତ କଣ ସରକାରୀ ଶିକ୍ଷାନୀତି ବି ବଦଳି ଗଲା ? ଏରସମା ବ୍ଲକରୁ ତିର୍ତ୍ତୋଲ ବ୍ଲକ କୁ ଡେପୁଟେସନ ଶିକ୍ଷକ ଭାବେ ଆସିଥିବା ବ୍ୟକ୍ତି ସିଆରସିସି ଭାବେ ନିଯୁକ୍ତି ପାଇବା ତିର୍ତ୍ତୋଲ ବାସୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଛି । ବହୁ ଦିନରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ବିଭିନ୍ନ ବେଆଇନ ଓ ଅନିୟମିତତା କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପଦାକୁ ଆସିଛି ସିଆରସିସି ନିଯୁକ୍ତିର...

ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ରରେ ରଥଯାତ୍ରା ===-===-=== ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ରର ପ୍ରଭୁ କୁଞ୍ଜବିହାରୀଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରଥଟଣା ପରଦିନ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ଠାକୁର ରାଜା ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ରଥରେ ଛେରା ପହଁରା କରିବା ପରେ ଅପରାହ୍ନରେ ରଥ ଟଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ସାଂସଦ ଡଃ କୁଳମଣି ସାମଲ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,...

ଝିମାଣୀ ୧୩ନଂ ୱାର୍ଡ଼ରେ କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା। କୁଜଙ୍ଗ:ରାଜ୍ୟ ସରକାର ପ୍ରେତେକ ପଞ୍ଚାୟତକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରୁଛନ୍ତି।ମାତ୍ର ଏଠି ବାସ୍ତବ ଚିତ୍ର କିଛି ଅଲଗା ପରିଲକ୍ଷିତ ହୋଇଛି।ପକ୍କା ରାସ୍ତାରୁ ବଞ୍ଚିତ ରହି କଚ୍ଚା ରାସ୍ତାରେ ଯାତାୟତ କରୁଛନ୍ତି ଜନ ସାଧାରଣ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ୧୩ନଂ ୱାର୍ଡ଼ର କଚ୍ଚା ରାସ୍ତା ଏବେ ଶୋଚନୀୟ ହୋଇପଡିଛି।ସତ୍ବେ ଯେମିତି ବ୍ଲକ୍ ମାନ ଚିତ୍ରରୁ ହଜି ଯାଇଛି ଏହି ରାସ୍ତାର ମ୍ୟାପ୍।ହଁ ଆଜ୍ଞା ଥରେ ଭଲ କରି ନଜର ପକାନ୍ତୁ...

Anchor - ପାରାଦୀପ ମହାବିଦ୍ୟାଳୟ ର ଏନସିସି କ୍ୟାଡେଟ୍ ଓ ଏନସିସି ଆଲୁମିନି ତରଫରୁ ମାଉସୀ ମା ' ମନ୍ଦିର ପ୍ରାଙ୍ଗଣ ଓ କପିଳଜୋର ସଫେଇ କାର୍ଯ୍ୟ ହୋଇଯାଇଛି। ଆଜି ସକାଳୁ ମାଉସୀ ମା' ମନ୍ଦିର ନିକଟରେ ଥିବା ରଥ ଚତୁର୍ପାଶ୍ବରେ ଅଳିଆ ସଫା କରିବା ସହିତ ନିକଟରେ ଥିବା ନଦୀ ରେ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ସଫା କରିଛନ୍ତି ପାରାଦୀପ ମହୋ ବିଦ୍ୟାଳୟ ର ଏନସିସି କ୍ୟାଡେଟ୍ ର ଛାତ୍ରଛାତ୍ରୀ। ଏହି ସଫେଇ କାର୍ଯ୍ୟକ୍ରମ ରେ ଥାର୍ଡ ଓଡ଼ିଶା ନାଭାଲ୍ ୟୁନିଟ ର କମାଣ୍ଡିଂ ଅଫିସର। ପାରାଦୀପ ଅଞ୍ଚଳରେ ବିଭିନ୍ନ ପ୍ରକାର ର ସାମାଜିକ...