Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ମାୟା ମୁକୁର ପୁସ୍ତକ ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର | 29/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ମାୟା ମୁକୁର ପୁସ୍ତକ ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଜଗତସିଂହପୁର ତା =30/6/25 ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଘୋଷଯାତ୍ରା ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ନବ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ତୃତୀୟ ଦିବସ ଅପରାହ୍ନ ରେ ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ଧର୍ମୀ ସାହିତ୍ୟ ପତ୍ରିକା " ନବକାକଳି "ର ଆୟୋଜିତ ଜଣା ଅଜଣା କାର୍ଯ୍ୟକ୍ରମ ରେ ସମାଜସେବୀ ରବୀନ୍ଦ୍ର ନାଥ ମହାନ୍ତି ଙ୍କ...

Article Image

ନିଆରା ଢଙ୍ଗ ରେ ପାଳିଲେ ବିବାହ ବାର୍ଷିକ ଉତ୍ସବ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ

ପାରାଦ୍ୱୀପ | 29/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନିଆରା ଢଙ୍ଗ ରେ ପାଳିଲେ ବିବାହ ବାର୍ଷିକ ଉତ୍ସବ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ ଆଜି କାଲି ସମାଜ ରେ ନିଜ ନିଜ ଜନ୍ମ ଦିନ ଓ ବିଭିନ୍ନ ଅବିସ୍ମରଣୀୟ ଦିନ କୁ ପାଳନ କରିବା ଏକ ପ୍ରଥା ହୋଇଥିବା ବେଳେ କିନ୍ତୁ ପାରାଦୀପ ର ଯୁବ ସମାଜ ସେବୀ କୁମର ରାଉତ କିଛି ଭିନ୍ନ ପ୍ରୟାସ କରିଛନ୍ତି ଆଜି ତାଙ୍କର 15ତମ ବିବାହ ବାର୍ଷିକ ଉତ୍ସବ କୁ କୌଣସି ବଡ ହୋଟେଲ ବା ବିରାଟ ଭୋଜି ନ କରି ପାରାଦୀପ ରେ ଥିବା ସାଇ ସେବା ଜରାଶ୍ରମ୍ ରେ ଥିବା ବୃଦ୍ଧ ବୃଦ୍ଧା ଙ୍କ...

Article Image

ଶିକ୍ଷୟତ୍ରୀ ଙ୍କୁ ସଂମ୍ମାନ ଜନକ ଡ଼କ୍ଟ ରେଟ ଉପାଧି

ଜଗତସିଂହପୁର | 29/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶିକ୍ଷୟତ୍ରୀ ଙ୍କୁ ସଂମ୍ମାନ ଜନକ ଡ଼କ୍ଟ ରେଟ ଉପାଧି -ଜଗତସିଂହପୁର ତା =29/6/25. ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟରତ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ଙ୍କର ଦୀର୍ଘ 25 ବର୍ଷରୁ ଉର୍ଦ୍ଧ ସମାଜ ସେବାରେ ( ଡକ୍ଟରେକ୍ଟ ଇନ ସୋସିଆଲ ୱାର୍କ ) ଉଲ୍ଲେଖନୀୟ ଅବଦାନ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ହରପ୍ରିୟା ସାହୁ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଟାଙ୍ଗୀ ବ୍ଲକର ଟାଙ୍କୋଳ ଉଚ୍ଚ ବିଦ୍ୟାଳୟ ର ସହକାରୀ ବିଜ୍ଞାନ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧିରେ ( ଡକ୍ଟରେକ୍ଟ ଇନ ଶିକ୍ଷା...

Article Image

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଚାରା ବଣ୍ଟନ

ଜଗତସିଂହପୁର | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଚାରା ବଣ୍ଟନ ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ପ୍ରତି ବର୍ଷ ରଥଯାତ୍ରା ଉତ୍ସବ ଅବସରରେ ବୃକ୍ଷ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷର ଚାରାରୋପଣ କାର୍ଯ୍ୟକ୍ରମ ତିର୍ତ୍ତୋଲ ଠାରେ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ଵlବଧାନରେ ଅନୁଷ୍ଠିତ ହୋଇଯାଇଛି l କୁମାର ଉତ୍ସବ ସମିତିର ସଭାପତି ବିମଳ କୁମାର ମହାପାତ୍ର, ଚନ୍ଦ୍ରକାନ୍ତ ବାରିକ, ଏବଂ ସ୍ଥାନୀୟ ବରିଷ୍ଠ ଜନସାଧାରଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରଜମହୋତ୍ସବ କମିଟିର ସମ୍ପାଦକ ସଂଗ୍ରାମ କେଶରୀ ସ୍ବାଇଁଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କ...

Article Image

ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ରାତି ଅଧରେ ଭାଙ୍ଗିଦେଲେ, ଆଦିକବିଙ୍କୁ ଅପମାନ

ତିର୍ତୋଲ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ରାତି ଅଧରେ ଭାଙ୍ଗିଦେଲେ, ଆଦିକବିଙ୍କୁ ଅପମାନ ତିର୍ତ୍ତୋଲ-୨୮/୬-(ରିପୋର୍ଟ-ଟୁକନ ସେଠୀ)- ଓଡ଼ିଶାର ବାଣୀପୀଠ ଝଙ୍କଡ କନକପୁର ଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଥିବା ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ଗତକାଲି ରାତିଅଧରେ ନିର୍ମାଣକାରୀ ସଂସ୍ଥା ଭାଙ୍ଗି ଦେଇଛି। ଖବରରୁ ପ୍ରକାଶ ଯେ ଆଦିକବି ସାରଳାଦାସଙ୍କ ସ୍ମୃତି ଉଦ୍ଦେଶ୍ୟ ରେ କବିଙ୍କ ସାଧନାପୀଠ ଝଙ୍କଡ କନକପୁର ଠାରେ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ୧୯୪୮ ମସିହା ଫେବୃଆରୀ ମାସ ୧୭ ତାରିଖରେ ସ୍ଥାପିତ ହୋଇଥିବା ସ୍ମୃତି ସ୍ତମ୍ଭ କୁ ଗତକାଲି ରାତିରେ କମ୍ପାନୀ ଭାଙ୍ଗି ଦେଇଛି। ଦୋଳବେଦୀ କୁ ଭାଙ୍ଗିବା...

Article Image

ଶୁସଙ୍ଗ ଗ୍ରାମରେ ନୂତନ ରଥଯାତ୍ରା।* *ଯୋଗଦେଲେ ହଜାର ହଜାର ଭକ୍ତ।

ତିର୍ତୋଲ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶୁସଙ୍ଗ ଗ୍ରାମରେ ନୂତନ ରଥଯାତ୍ରା।* *ଯୋଗଦେଲେ ହଜାର ହଜାର ଭକ୍ତ।* ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ କଟରା ପଞ୍ଚାୟତ ଶୁସଙ୍ଗ ଗ୍ରାମରେ ପ୍ରଥମକରି ରଥଯାତ୍ରା ଉତ୍ସବ ବେଶ ଆନନ୍ଦ ଉଲ୍ଲାସରରେ ଅନୁଷ୍ଠିତ ହୋଇଯାଇଅଛି।ଗ୍ରାମବାସୀଙ୍କ ମିଳିତ ସହଯୋଗ ଚଳିତ ନୂତନ ରଥ ନିର୍ମାଣ କରାଯାଇ, ରଥଯାତ୍ରା ପାଳିତ ହୋଇଛି ।ବହୁ ବର୍ଷ ଧରି ବହୁତ ଇଚ୍ଛା ଥିଲେ ମଧ୍ୟ ଏଥିପାଇଁ ଅନୁକୂଳ ପରିସ୍ଥିତି ନ ଥିବାରୁ ଏହି ଉଦ୍ୟମ ବିଳମ୍ବିତ ଅନୁଷ୍ଠିତ ହୋଇଛି।ଏହି ଗ୍ରାମର ଯୁବକ,ମହିଳା ଓ ଆବାଳ ବୃଦ୍ଧ ବନିତା ମାନେ ଏକତାର ସହ ଆଗେଇ ଆସି ଏହି ରଥ ନିର୍ମାଣ ଓ ଆୟୋଜନର ଦାୟିତ୍ୱ...

Article Image

ରାଇରଙ୍ଗପୁର ରେ ଚାଲିଛି ଅଜନ୍ତା ସର୍କସ

ରାଇରଙ୍ଗପୁର | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

: ରାଇରଙ୍ଗପୁର ରେ ଚାଲିଛି ଅଜନ୍ତା ସର୍କସ : ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ବିଶ୍ବ ବିଖ୍ଯାତ ରଥଯାତ୍ରା ଉପଲକ୍ଷେ ଲୋକମାନଙ୍କୁ ଆମୋଦିତ କରିବା ନିମନ୍ତେ ଅଜନ୍ତା ସର୍କସ ଆସିଅଛି l ଆଜିର ଉଦଘାଟନୀ କାର୍ଯ୍ଯକ୍ରମରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ...

Article Image

ବର୍ଷିୟାନ କଂଗ୍ରେସ ନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ‌ ପକ୍ଷରୁ ଶୋକ ପ୍ରକାଶ।

ଜଗତସିଂହପୁର | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବର୍ଷିୟାନ କଂଗ୍ରେସ ନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ‌ ପକ୍ଷରୁ ଶୋକ ପ୍ରକାଶ। ବର୍ଷିୟାନ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ,ପଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ତଥା ଆମ ଅଞ୍ଚଳର ନିର୍ଭିକ ରାଜନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ ପାଇଛି। ଜଣେ ଜଣାଶୁଣା ସମାଜସେବୀ, ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା, ଅନେକ ମନ୍ଦିର ନିର୍ମାଣ ରେ ସହଯୋଗ, ଶିକ୍ଷାନୁଷ୍ଠାନ ଗଠନରେ ସ୍ବର୍ଗତ ମୁରଲୀଧର ରଥ ଙ୍କର ବିଶେଷ ଭୂମିକା ରହିଥିଲା। ତାଙ୍କର ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କର ବିୟୋଗ କଂଗ୍ରେସ ଦଳ...

Article Image

ବି ଇ ଓ ଅଫିସ କୁ କୁଜଙ୍ଗ ସ୍ଥାନାନ୍ତରିତ କରିବାକୁ ଦାବି

କୁଜଙ୍ଗ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବି ଇ ଓ ଅଫିସ କୁ କୁଜଙ୍ଗ ସ୍ଥାନାନ୍ତରିତ କରିବାକୁ ଦାବି -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର ବି ଇ ଓ ଅଫିସ ପଙ୍କପାଳ ରୁ କୁଜଙ୍ଗ କୁ ସ୍ଥାନାନ୍ତରିତ କରିବାକୁ ଦାବି କରାଯାଉଛି, ଏ ନେଇ କୁଜଙ୍ଗ ଓକିଲ ସଂଘ ସଭାପତି ଏ ନି ଡି ଯାଦବ ଙ୍କ ସହ କୁଜଙ୍ଗ ର ବୁଦ୍ଧିଜୀବୀ ଙ୍କ ଦାବି କରାଯାଉଛି, ବିଭିନ୍ନ ବିକାଶ ମୂଳକ କାଯ୍ୟ କୁ ତୋରାନ୍ୱିତ କରାଯିବା ସହିତ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟଳୟ କିପରି କୁଜଙ୍ଗ ସ୍ଥାନାନ୍ତରିତକରାଯିବ ସେ ନେଇ ମୁଖ୍ୟ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଙ୍କ ପାଖରେ...

Article Image

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚର ଉତ୍ସବ

ତିର୍ତୋଲ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚର ଉତ୍ସବ* ଜୀବନରେ ମିଳିଥିବା ସାହାଯ୍ୟ, ସହଯୋଗକୁ ସମାଜ କଲ୍ୟାଣରେ ବିନିଯୋଗ ପାଇଁ ଆହ୍ବାନ ତିର୍ତ୍ତୋଲ-୨୮/୬-(ରିପୋର୍ଟ-ଟୁକନ ସେଠୀ)-: ତିର୍ତ୍ତୋଲ ବ୍ଲକ ସାରଦା ଏକାଡେମୀ କନକପୁର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ସ୍ମୃତି ଗୌରବର ଅଷ୍ଟମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ସ୍ମୃତି ସ୍ୱାଗତିକା -୨୦୨୫ ଲୋଟସ ରିସର୍ଟ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସହପାଠୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ସହପାଠୀ ସହପାଠିନୀ ସ୍କୁଲ ବେଳର ସ୍ମୃତି ରୋମନ୍ଥନ କରିଥିଲେ । ଜୀବନକାଳରେ ଅନ୍ୟମାନଙ୍କଠାରୁ ଯେଉଁ ସାହାଯ୍ୟ, ସହଯୋଗ ପାଉଛୁ ତାହାର ପ୍ରତିଦାନରେ ସମାଜ...

Article Image

ବାପା ମା ଜୀବନ୍ତ ଦେବତା ଦେବୀ

ତିର୍ତୋଲ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବାପା ମା ଜୀବନ୍ତ ଦେବତା ଦେବୀ - ତିର୍ତ୍ତୋଲ-୨୭/୬-(ରିପୋର୍ଟ-ଟୁକନ ସେଠୀ)-ପବିତ୍ର ଘୋଷ ଯାତ୍ରା ଅବସରରେ ଝଙ୍କଡ଼ ସତସଙ୍ଗ ଠାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ର ଅଫିସରବାବାଜୀ ଚରଣ ବିଶ୍ୱାଳ(ସତସଙ୍ଗ ର ଯାଜକ କର୍ମୀ) ଙ୍କ ପିତା ବାଉରିବନ୍ଧୁ ବିଶ୍ୱାଳ ଙ୍କ ଜନ୍ମ ଦିନ ଅବସରରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସ. ପ୍ର.ୠ.ସତ୍ୟବାନ ତ୍ରିପାଠୀ ପରିଚାଳନା କରିଥିଲେ।ପ୍ରାରମ୍ଭିକ ସୂଚନା ବିଷ୍ଣୁ ଚରଣ ସାହୁ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କର୍ମୀ ହେମନ୍ତ ବର୍ଦ୍ଧନ, କୁଜଙ୍ଗ ଅଗ୍ନିଶମ ବିଭାଗର କାର୍ତ୍ତିକ ଚନ୍ଦ୍ର ସାହୁ, ଉତ୍ତମ ରାଉତ, ରବୀନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଜୀବନ ଦେବତା ପିତା ମାତା ବୋଲି ଶ୍ରୀଶ୍ରୀଠାକୁର...

Article Image

ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ )

ଜଗତସିଂହପୁର | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

(ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ) ଜଗତସିଂହପୁର -ତା ୨୭.୦୬.୨୦୨୫ ଜଗତସିଂହପୁର ଜ଼ିଲ୍ଲା ର ଲଘୁଶ୍ରୀକ୍ଷେତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ମଙ୍ଗଳସ୍ମୃତି ପାଠ, ମଙ୍ଗଳ ଆଳତି, ସ୍ନାନାଦି ନିତ୍ୟକ୍ରିୟା ସଂପାଦନ, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର,ଷୋଡଶ ଉପଚାର ପୂଜା, ରଥପ୍ରତିଷ୍ଠା ଓ ପତାକାଲାଗି , ଅପରାହ୍ନ ରେ ପ୍ରଭୁଙ୍କ ପହଣ୍ଡି ବିଜେ ପରେ ଠାକୁର ରାଜା ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଯୋଗଦେଇ...