Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

କଂଗ୍ରେସର ୮ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଗ୍ରସ୍ତ

କୁଜଙ୍ଗ | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

କଂଗ୍ରେସର ୮ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଗ୍ରସ୍ତ ===-===-=== କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶକୁ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟିର କଂଗ୍ରେସ ପକ୍ଷରୁ ଆଠ ଜଣିଆ ପ୍ରତିନିଧି ଦଳ ଗ୍ରସ୍ତ କରିଛି ।ଏହି ଗ୍ରସ୍ତ କାଳରେ ପ୍ରଥମେ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗ୍ରାମ ଫୁଲଖାଇ ମନ୍ଦିର ନିକଟରେ ଏକ ସଭା ସଂଗ୍ରାମୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ଦେଓ,ବିଧାୟକ ସାଗର ଚରଣ ଦାସ,ବିଧାୟକ ସତ୍ୟଜିତ ଗମାଙ୍ଗ,ଯସବନ୍ତ ସିଂ ଲାଗୁରି, ଅନୁସଚିତ ଜାତି ଅଧକ୍ଷ ମାନସ ମଲ୍ଲିକ,ଜିଲ୍ଲା...

Article Image

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା

ଜଗତସିଂହପୁର | 28/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଜୁବ ବିଜେପି ଅମରେନ୍ଦ୍ର ଛାତ୍ର ସେନା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପ୍ରତି ବର୍ଷ ଭଳି ମଧ୍ୟ ବଡ଼ ଧୁମଧାମରେ ପ୍ରବିତ୍ର ରଥଜାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନାଉଗାଁ ବ୍ଲକ୍ ସଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜୁବବିଜେପି ଅମରେନ୍ଦ୍ର ଛାତ୍ର ସେନା ଆଲୋକ ପାଲ (ପପୁ ଭାଇ) ନେତୃତ୍ବରେ ବିକାଶ ସ୍ବାଇଁ ସନ୍ତୋଷ ଦାସ ମାନସ ବାରିକ୍...

Article Image

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଛାତ୍ର ସେନା

ଜଗତସିଂହପୁର | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପବିତ୍ର ରଥଯାତ୍ରା ରେ ଶୋଷିଲା ପଥିକ ମାନଙ୍କୁ ଦହି ପ୍ରାଣୀ ଦେଇ ଶୋଷ ମେଣ୍ଟାଇଲେ ଛାତ୍ର ସେନା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପ୍ରତି ବର୍ଷ ଭଳି ମଧ୍ୟ ବଡ଼ ଧୁମଧାମରେ ପ୍ରବିତ୍ର ରଥଜାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନାଉଗାଁ ବ୍ଲକ୍ ସଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଜେପି ଛାତ୍ର ସେନା ପଖ୍ୟରୁ ଗାରୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଦେଖିବାକୁ ଆସିଥିବା ଦୁର ଦୁରାନ୍ତ ରୁ ଆସିଥିବା...

Article Image

ମଙ୍ଗଳା ମନ୍ଦିର ସମ୍ମୁଖ ରେ କୁନିରଥ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼

କାକଟପୁର | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମଙ୍ଗଳା ମନ୍ଦିର ସମ୍ମୁଖ ରେ କୁନିରଥ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ କାକଟପୁର 27/7-: ( ତୁଷାର ଦୀକ୍ଷିତ ) ଆଜି ପବିତ୍ର ରଥ ଯାତ୍ରା,ଜଗନ୍ନାଥ ମନ୍ଦିର ସହିତ ଓତଃ ପ୍ରତଃ ଭାବେ ଜଡିତ ଥିବା ମଙ୍ଗଳା ମନ୍ଦିରରେ ରଥଯାତ୍ରା କୁ ଅଣ୍ଟା ଭିଡ଼ିଛନ୍ତି ମା ମଙ୍ଗଳା ଙ୍କ ପୂଜା ପଣ୍ଡା ଶରତ ଦୀକ୍ଷିତ ଏକ କୁନି ରଥ କରି କୁନି ଛୋଟ, କୁନି ସେବାୟତ ପିଲା ମାନଙ୍କୁ ଧରି ସମସ୍ତ ପୂଜା ନୀତି କରି ବଜ଼ାର ବଜାର ପରିକ୍ରମା କରାଇ ଥିଲେ .ଏହି କୁନି ରଥ ଦେଖିବାକୁ କାକଟପୁର ବଜାର ଏକ ପ୍ରକାର ଗହଳି ଦେଖା ଦେଇଥିଲା...

Article Image

କ୍ଷେତ୍ରବାସୀ ସ୍ୱାଇଁ ପାଠାଗାର ରେ ଶ୍ରାଦ୍ଧ ଉତ୍ସବ

ତିର୍ତୋଲ | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

କ୍ଷେତ୍ରବାସୀ ସ୍ୱାଇଁ ପାଠାଗାର ରେ ଶ୍ରାଦ୍ଧ ଉତ୍ସବ ତିର୍ତ୍ତୋଲ-୨୭/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଲଙ୍କାପଡା ସ୍ଥିତ କ୍ଷେତ୍ରବାସୀ ପାଠାଗାର ଠାରେ ସମାଜସେବୀ କ୍ଷେତ୍ରବାସୀ ସ୍ୱାଇଁ ଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଅଛି । ଏହି ଉତ୍ସବ କୁ ଜଗତସିଂହପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏ ସ୍ ପି) ଶ୍ରୀ ଭବାନୀ ଶଙ୍କର ଉଦଗାତା ଉଦଘାଟନ କରିଥିଲେ । ପାଠାଗାର ର ପ୍ରତିଷ୍ଠାତା କ୍ଷେତ୍ରବାସୀ ଙ୍କ ଜ୍ୟେଷ୍ଠ ପୁତ୍ର ଡ. ଇଂ : ପ୍ରଭାକର ସ୍ୱାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ମଧ୍ୟମ ପୁତ୍ର ଡ. ଦିବାକର ସ୍ୱାଇଁ , ସମ୍ମାନିତ...

Article Image

ସାମ୍ବାଦିକ ଙ୍କ ପିତୃ ବିୟୋଗ

କାକଟପୁର | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସାମ୍ବାଦିକ ଙ୍କ ପିତୃ ବିୟୋଗ କାକଟପୁର, 27/6 :( ତୁଷାର ଦୀକ୍ଷିତ ) କାକଟପୁର ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ରାଉତ ଙ୍କ ପରମ ପୂଜ୍ୟ ପିତୃଦେବ ଗୋବିନ୍ଦ ଚନ୍ଦ୍ର ରାଉତ ଙ୍କ ଗତକାଲି ( ମଙ୍ଗଳ ବାର ) ରାତ୍ର 11ଘଟିକା ସମୟରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା l ଗତ 4 ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଲ ପଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା l ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ତାଙ୍କୁ ବଞ୍ଚାଇବା...

Article Image

ଗାରୋଇ ଗୋବର୍ଦ୍ଧନ ପୀଠ ରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ।

ନାଉଗାଁ | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାରୋଇ ଗୋବର୍ଦ୍ଧନ ପୀଠ ରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ । ନାଉଗାଁ ୨୭/୦୬ ; ବିକ୍ରମ ଓଡିଶା ନିୟଜୁ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସିଦ୍ଧ ଗାରୋଇ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଧାର୍ଯ୍ୟ ହୋଇଥିବା ସମସ୍ତ ନୀତିକାନ୍ତି ଯେପରି ମହାପ୍ରଭୁ ଙ୍କର ପହଣ୍ଡିବିଜେଠୁ ଆରମ୍ଭ ହୋଇ ନେତ୍ରୋତ୍ସବ,ନବ ଯୌବନ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥ ବିଜେ କରା ଯାଇଥାଏ l ପରେପରେ ମହାପ୍ରଭୁନଙ୍କର ପ୍ରଥମ ସେବକ ଠାକୁର ରାଜା ଜ୍ଞାନଦୀପ ବିଶ୍ଵାଳଙ୍କ ଦ୍ୱାରା ତିନି ରଥ ରେ ଛେରା ପହଂରା, ରଥରେ ଘୋଡା ବନ୍ଧାଯାଇ...

Article Image

ଜରୁରୀକାଳୀନ ପରିସ୍ଥିତି ଠାରୁ ଆଜିର ଦ୍ଭାରତତର ପରିସ୍ଥିତି କୌଣସି ଗୁଣରେ କମ୍ ନୁହେଁ- ସି.ପି.ଆଇ.(ଏମ)

ଜଳେଶ୍ୱର | 27/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜରୁରୀକାଳୀନ ପରିସ୍ଥିତି ଠାରୁ ଆଜିର ଦ୍ଭାରତତର ପରିସ୍ଥିତି କୌଣସି ଗୁଣରେ କମ୍ ନୁହେଁ- ସି.ପି.ଆଇ.(ଏମ) ଜଳେଶ୍ୱର, ଜଳେଶ୍ଵର ପକ୍ଷରୁ ମାର୍କସ୍‌ ବାଦୀ କମ୍ୟୁନିଷ୍ଟ ପାଟି ର ଆହ୍ୱାନକ୍ରମେ ଅଘୋଷିତ ଜରୁରୀକାଳୀନ ପରିସ୍ଥି ତି ବିରୋଧରେ ଜଳେଶ୍ୱର ଷ୍ଟେସନ ଛକ ଠାରେ ଏକ ପଥପ୍ରାନ୍ତ ସଭା ପାଟି ଆଞ୍ଚଳିକ କମିଟୀର ସଂପାଦକ ଅକ୍ଷୟ କୁମାର ମିଶ୍ରଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଆଜକୁ ୫୦ ବର୍ଷ ତଳେ ୧୯୭୫ ମସିହା ଜୁନ୍ ୨୬ ତାରିଖ ଥିଲା ଭାରତବର୍ଷ ପାଇଁ ଏକ କଳଙ୍କିତ ଦିବସ। ଏହି ଦିନ ଦ୍ଭାରତବର୍ଷରେ ପ୍ର ଚ଼ଳିତଗଣତାନ୍ତ୍ରିକ ଶାସ ନ ବ୍ୟବସ୍ଥାକୁ ବେଖାତି ର କରିଲାଗୁ ହୋଇଥି ଲାଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଟିର ଜିଲ୍ଲା କମିଟୀର ସଦସ୍ୟ ଦିଲ୍ଲିପ କୁମାର ଗିରିତାଙ୍କ ବକ୍ତବ୍ୟରେ କହିଥିଲେ।...

Article Image

ପବିତ୍ର ନେତ୍ରୋତ୍ସବରେ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଜନଗହଳି

ରାଇରଙ୍ଗପୁର | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

: ପବିତ୍ର ନେତ୍ରୋତ୍ସବରେ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଜନଗହଳି : ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ଚଳିତ ବର୍ଷ ପୁଥିବୀ ପ୍ରସିଦ୍ଧ ରଥଯାତ୍ରାର ପୂର୍ବଦିନ ପବିତ୍ର ନେତ୍ରୋତ୍ସବରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଜନଗହଳି ଦେଖାଯାଇଥିଲା l ପବିତ୍ର ମହା ସ୍ନାନପୂର୍ଣ୍ଣିମା ପରେ...

Article Image

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ।

ନାଉଗାଁ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ। ନାଉଗାଁ ୨୬/୬ବିକ୍ରମ ଓଡ଼ିଶା ନୀୟଜୁ ନାଉଗାଁ ,ମହାପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ମହାପରାୟାଣ ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲା ତଥା ବ୍ଲକ ସ୍ତରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଭାତରୁ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଠାରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ସ୍ଥାନୀୟ ମଣିକର୍ଣିକା ଘାଟ ଚଗଲା ଦାସ ମଠର ସାଧୁ ବାବା ଗୋବିନ୍ଦଚନ୍ଦ୍ର ଚକ୍ରବର୍ତ୍ତୀ, ନାଉଗାଁ ପ୍ରେଶକ୍ଲବର ସଭାପତି ବୈଷ୍ଟମ୍ବ ରାଉଳ, ମନୋଜ ନାୟକ, ବଛାଳୋ ସମିତିସଭ୍ୟ ଚନ୍ଦନ ଲେଙ୍କା, ପ୍ରଭୂଚରଣ ଦାସ, ପୂର୍ବତନ ବିଧାୟକ ଯ୍ୟୋଟିଶଚନ୍ଦ୍ର...

Article Image

କଣ୍ଟାପଡ଼ା ଛକରେ ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା ମରାମତି ପାଇଁ ଦାବୀ

ତିର୍ତୋଲ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

କଣ୍ଟାପଡ଼ା ଛକରେ ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା ମରାମତି ପାଇଁ ଦାବୀ ତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କୁ ପ୍ରବେଶ ପଥରେ, ନାରୁଆ ମୁଳିସିଂହ ରାସ୍ତା ର କଣ୍ଟାପଡ଼ା ଛକରେ ରାସ୍ତାର ଉଭୟ ପାର୍ଶ୍ଵରେ ଖାଲ ହୋଇ ଯାଇଥିବାରୁ, ଏହି ରାସ୍ତା ଦେଇ ସାରଳାପୀଠକୁ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ, ପ୍ରାୟ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଦେଇ ଯାତ୍ରୀ ମାନେ, କାକଟପୁର, କୋଣାର୍କ ଓ ପୁରୀ ଯାଉଥିବା ବେଳେ, ଏରସମା ବାଲିକୁଦା ଓ ନାଉଗାଁ ଆଦି ଅଞ୍ଚଳ ର ଲୋକମାନେ ମଧ୍ୟ ନିର୍ଭରଶିଳ ହୋଇଥାନ୍ତି। ମାତ୍ର କଣ୍ଟାପଡ଼ା...

Article Image

ତିର୍ତ୍ତୋଲ ଅଞ୍ଚଳରେ ସିରିଜ ଚୋରି ଡକାୟତି

ତିର୍ତୋଲ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ଅଞ୍ଚଳରେ ସିରିଜ ଚୋରି ଡକାୟତି ତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅଞ୍ଚଳରେ ସିରିଜ ଚୋରି ସହ ଡକାୟତି। ରାତିରେ ଦୋକାନ ଘର ଭାଙ୍ଗି ଲୁଟିବା ସହ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚୋର। କେବଳ ସେତିକିନୁହେଁ ରାତି ପରେ ଏବେ ଦିବାଲୋକରେ ଭୁଜାଲି ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଛନ୍ତି ଦୃବୃତ୍ତ। ଏଭଳି ଅଭାବନୀୟ ଦୃଶ୍ୟଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅଞ୍ଚଳରେ।ଗତ କିଛିଦିନ ତଳେ ବିଳମ୍ବିତ ରାତିରେ ତିର୍ତ୍ତୋଲ ଥାନା ମଣିଜଙ୍ଗା ବଜ଼ାରରେ ଥିବା ଗୋଟିଏ ସୁନାଦୋକାନ ଏବଂ ଗୋଟିଏ ଫଳ ଦୋକାନ ର ତାଲା ଭାଙ୍ଗି ସୁନା,ଟଙ୍କା, ବିଭିନ୍ନ ଜ଼ିନିସ ଚୋରିକରି ନେଇଥିଲେ...