
(ଜଗତସିଂହପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ) ଜଗତସିଂହପୁର ତା =21/6/25 ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗକୁ ଏକ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଏ । ବର୍ତ୍ତମାନ ଯୋଗର ବିଶ୍ଵଗୁରୁ ହିସାବରେ ଭାରତ ଠିଆହୋଇଛି | ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗଦିବସ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ଜଗତସିଂହପୁର ସଦରମହକୁମା ସ୍ଥିତ ଏସ ଭି ଏମ କଲେଜ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳନ ହୋଇଯାଇଛି | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ,ଜିଲ୍ଲାପାଳ ଜେ ସୋନାଲ ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ,ଜ୍ୟୋତି ଶଙ୍କର ରାୟ...

ତିର୍ତ୍ତୋଲ କୋର୍ଟରେ ଯୋଗ ଦିବସ - ତିର୍ତ୍ତୋଲ-୨୧/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ କୋର୍ଟରେ ଯୋଗ ଦିବସ ପାଳିତ ହୋଇଛି, ଦୁଇ ଜଣ ଯୋଗ ଗୁରୁ ଏହିଯୋଗ ଶିକ୍ଷା ଦେଇଥିବାବେଳେ ବିଚାରପତି ପାରସ ପଢି, ସମସ୍ତ ପୋଲିସ ଓ କୋର୍ଟ କର୍ମଚାରୀ, ତିର୍ତ୍ତୋଲ ଓକିଲ ସଂଘ ସଦସ୍ୟ ଯୋଗ ଦେଇ ଯୋଗ ର ଉପାଦେୟତା ସମ୍ପର୍କରେ ଅବଗତ ହୋଇଥିଲେ ସେହିପରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଲର ଆନୁକୁଲ୍ୟରେ କୋଲର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୧୧ ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ ହୋଇଯାଇଅଛି । ଆୟୁଷ ବିଭାଗର ଡ଼ାଃ ସତ୍ୟ କାନନ୍ ଗୋ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ଜିବନଧନ ବେହେରା...

କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ* ତିର୍ତୋଲ ୨୧./୦୬. କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁର ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ଆଖପାଖ ଗ୍ରାମର ୨୦ ଜଣ ମହିଳା ପୁରୁଷ ଯୋଗ ଦେଇ ଥିଲେ।ଏହି ଯୋଗ ଶିବିର କୁ ବୈଜ୍ଞାନିକ ସସ୍ମିତା ପୁରୋହିତି ପରିଚାଳନା କରିଥିଲେ. ଯୋଗ ର ଗୁରୁତ୍ଵ ଲାଭ ଓ ତାହାର ବିଶ୍ଵ ଆବଶ୍ୟକତାକୁ ଉଜାଗର କରାଯାଇ ଥିଲା।ଯୋଗ ଶରୀର,ମନ ଓ ଆତ୍ମାକୁ ସମନ୍ୱୟ କରି ସାର୍ବଙ୍ଗୀଣ ବିକାଶ କରୁଥିବା ଉକ୍ତିକୁ ପ୍ରମାଣିତ କରିଥିଲା।ଏହା ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉନ୍ନତିରେ...

ଇଏସେହି ଡକ୍ଟର ଧୃତିଧର ଦାସ ଅନାଲୋଚିତ ଅନନ୍ୟ ପ୍ରତଭା ସାମାଜିକ. ଧାର୍ମିକ ଜାଗରଣ ର ଅନ୍ୟତମ ସହଜ ବାହକ | ଜଗତସିଂହପୁର 20/6/2025(ସରୋଜ ନାୟକ ଙ୍କ ଠାରୁ )ଡକ୍ଟର ଧୃତିଧର ଦାସ.. ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର "ଶ୍ରୀଜଗନ୍ନାଥଙ୍କ ପଢୁଆଁ ଅଷ୍ଟମୀ ଯାତ୍ରା "କାର୍ଯ୍ୟକ୍ରମରେ ଆରମ୍ଭରୁ ସକ୍ରିୟ ଅଂଶ ଗ୍ରହଣ କରିଆସୁଛନ୍ତି |ଉପକୂଳ ପଡିଶା ବିକାଶ ପରିଷଦ ତରଫରୁ "ଜଳସଂରକ୍ଷଣ ଓ ବିଭିନ୍ନ ନଦୀରେ ଜଳଭଣ୍ଡାର ଓ ଚେକଡ୍ୟାମ ନିର୍ମାଣ ପାଇଁ ଦାବୀ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଛନ୍ତି |, ଓଡିଶା ଅଭିଭାବକ ମହାସଙ୍ଘ ର ରାଜ୍ୟଉପାଧକ୍ଷ ଭାବରେ କାର୍ଯ୍ୟକରୁଛନ୍ତି |ବିଶର ମହାନ୍ତି ସ୍ମାରକୀ କମିଟି ର ସକ୍ରିୟ...

ଧର୍ମପ୍ରାଣା ମହିଳା ଦୋଳି ମଣ୍ଡଳଙ୍କ ଚତୃଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା - ତିର୍ତ୍ତୋଲ-୨୦/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ରାହାମା ଗ୍ରାମର ଧର୍ମପ୍ରାଣା ମହିଳା ସ୍ବର୍ଗତ ଦୋଳି ମଣ୍ଡଳ ଙ୍କ ଚତୃଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା, ସତସଙ୍ଗ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି, ଏହିସଭାକୁ ତାଙ୍କର ପୁଅ ପ୍ରଶାନ୍ତ ମଣ୍ଡଳ(ମାଗନ୍ତା)ଓ ତାଙ୍କ ପରିବାର ବନ୍ଧୁବର୍ଗ ଆୟୋଜନ କରିଥିବାବେଳେ ଧର୍ମସଭା କୁ ସ ପ୍ର ୠ.ସତ୍ୟବାନ ତ୍ରିପାଠୀ ପରିଚାଳନା କରିଥିଲେ।ବିଜୟ କୁମାର ମହାନ୍ତି, କର୍ମୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ହେମନ୍ତ ନନ୍ଦ, ହେମନ୍ତ ବର୍ଦ୍ଧନ,ସୌରୀକାନ୍ତ ପରିଜା, ବାବାଜୀ ଖୁଣ୍ଟିଆ, ବାବାଜୀ ଚରଣ ସେଠୀ, ମୁରଲୀଧର ଦାସ,ଉତ୍ତମ ଚରଣ ରାଉତ, ପ୍ରମୁଖ ତାଙ୍କ ଅମର...

(ଦଳିତ ନେତା ଙ୍କ ସହଯୋଗ ରେ ଷୋହଳ ଦଳିତ ପରିବାର ନ୍ୟାୟ ପାଇଲେ ) ଜଗତସିଂହପୁର ତା =20/6/25 ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଗ୍ରାମ ରେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଷୋହଳ ଦଳିତ ପରିବାର ଅନାବାଦୀ ଜାଗାରେ ସ୍ଥାୟୀ ବସତି ସ୍ଥାପନ କରି ରହିଆସୁଥିଲେ | ସେହି ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ଉକ୍ତ ଜାଗାଟିକୁ ନିଜ ନାମରେ କରିନେବା ଦ୍ୱାରା ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ ଜଗତସିଂହପୁର ତହସିଲଦାର ଙ୍କ ଜରିଆରେ ରାତି ଅଧରେ ଷୋହଳ ଦଳିତ ପରିବାରର ଘର ଦ୍ୱାର ବଳ ପୂର୍ବକ ଭାଙ୍ଗି ଉଛେଦ କରିଥିଲେ |ଷୋହଳ ଦଳିତ...

ବୟ ବୃଦ୍ଧ ଆୟୁଷ୍ମାନ କାର୍ଡ ପିଛା ୫୦ ଟଙ୍କା ଆଦାୟ ହେଉଛି କୁଜଙ୍ଗ 20/6(ରିପୋର୍ଟ ଶ୍ରୀବତ୍ସ ପାଢ଼ୀ) କେନ୍ଦ୍ର ସରକାର ଆୟୁଷ୍ମାନ କାର୍ଡ ସମ୍ପୂର୍ଣ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ବେଳେ କୁଜଙ୍ଗ ବ୍ଲକ ବଣିତ ପଂଚାୟତ ରେ ବୟସ୍କ (ସତୁରି ବର୍ଷରୁ ଉର୍ଦ୍ଧ )ବ୍ୟକ୍ତି ଙ୍କୁ ଏହି ଯୋଜନାରେ ସାମିଲୀ କରିବା ପାଇଁ ଆଶା ଦିଦି ଜୟନ୍ତୀ ଗୋଛାୟତ ଓ ଜଣେ ଯୁବକ ଘରକୁ ଘର ବୁଲି ବୟ ବୃଦ୍ଧ ଆୟୁଷ୍ମାନ ମାନ ଯୋଜନାରେ ନାମ ପଞ୍ଜିକୃତ କରାଇ ୫୦ ଟଙ୍କା ଲେଖାଏ ଜଣ ପିଛା ଆଦାୟ କରୁଛନ୍ତି, ଆୟୁଷ୍ମାନ କାର୍ଡ ସରକାର ମାଗଣାରେ ଏହା ଯୋଗାଇ...

ବଡସାରୋଳ ବୈଷ୍ଣବସାହି ରାସ୍ତା ର ରାସ୍ତା ଶୋଚନୀୟ , ଛକ ଅନ୍ଧକାର, ଲୋକ ହିନସ୍ଥା:ରାସ୍ତାରେ ତଳି ରୋଇଲେ ତିର୍ତ୍ତୋଲ-୨୦/୬-(ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ନିକଟସ୍ଥ ବଡସାରୋଳ ଗ୍ରାମର ତେର ନମ୍ବର ୱାର୍ଡ ବୈଷ୍ଣବ ସାହି ରେ ଦଶଟି ପରିବାରର ଲୋକମାନେ, ପ୍ରଶାସନର ଦୃଷ୍ଟିର ଆଢୁଆଳ ରେ ବହୁଦୁଃଖକଷ୍ଟ ଓ ସମସ୍ୟା ଭିତରେ କାଳl ତିପାତ କରୁଛନ୍ତି । ରାସ୍ତାଘାଟ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟାତ କ୍ଷେତ୍ରରେ ଏହି ବୈଷ୍ଣବସାହି ର ଅଧିବାସୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ପାଠ ପଢିବା ପାଇଁ କୁନି କୁନି...

ଥାଲାସେମିଆ ରୋଗୀଙ୍କୁ ଔଷଧି ମିଳୁ ନାହିଁ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ !! ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଔଷଧି ଅଭାବରୁ ଥାଲାସେମିଆ ରୋଗୀ ହନ୍ତସନ୍ତ,ଔଷଧି ଥାଇ ମଧ୍ୟ ସିଧା ସଳଖ ମନା କରିଦେଉଛନ୍ତି ନିରାମୟ କର୍ତ୍ତୃପକ୍ଷ, ଏହି ସମସ୍ୟାକୁ ନେଇ ବାରଂ ବାର ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ !! ଓ ଥାଲାସେମିଆ ରୋଗୀ ମାନଙ୍କ ଦୃଦଶା ବଢ଼ିବାରେ ଲାଗିଛି, କିଛି ଦିନ ପୂର୍ବରୁ ଶିଶୁ ୱାର୍ଡରେ ବେଡ ଅଭାବରୁ ଗୋଟେ ବେଡ଼ରେ ଦୁଇଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଚଢ଼ିଆ ଯାଉଥିଲା !! ପୁଣି 5 ତାଲାରେ ଯେଉଁ ଥାଲାସେମିଆ ରୋଗୀଙ୍କୁ ଚାରୋଟି...

ସରିଲା କୁହୁଡ଼ି ରଜ ମହୋତ୍ସବ | ରାଜ୍ୟସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ପପି ୟଙ୍ଗ ଷ୍ଟାର ପ୍ରଥମ ଟାଙ୍ଗୀ, ୧୯|୬ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ଗ୍ରାମପଞ୍ଚାୟତର ମା ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବର ଆଜି ଉଦଯାପନୀ ଦିବସ | କୁହୁଡ଼ି ରଜ ପଡିଆଠାରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ରଜ ମହୋତ୍ସବର ଆଜି ଅନ୍ତିମ ଦିବସ | ଏହି ଅବସରରର ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିତାଙ୍କୁ ପୁରସ୍କାର...

ଥାଲାସେମିଆ ରୋଗୀଙ୍କୁ ଔଷଧି ମିଳୁ ନାହିଁ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ !! ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଔଷଧି ଅଭାବରୁ ଥାଲାସେମିଆ ରୋଗୀ ହନ୍ତସନ୍ତ,ଔଷଧି ଥାଇ ମଧ୍ୟ ସିଧା ସଳଖ ମନା କରିଦେଉଛନ୍ତି ନିରାମୟ କର୍ତ୍ତୃପକ୍ଷ, ଏହି ସମସ୍ୟାକୁ ନେଇ ବାରଂ ବାର ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ !! ଓ ଥାଲାସେମିଆ ରୋଗୀ ମାନଙ୍କ ଦୃଦଶା ବଢ଼ିବାରେ ଲାଗିଛି, କିଛି ଦିନ ପୂର୍ବରୁ ଶିଶୁ ୱାର୍ଡରେ ବେଡ ଅଭାବରୁ ଗୋଟେ ବେଡ଼ରେ ଦୁଇଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଚଢ଼ିଆ ଯାଉଥିଲା !! ପୁଣି 5 ତାଲାରେ ଯେଉଁ ଥାଲାସେମିଆ ରୋଗୀଙ୍କୁ ଚାରୋଟି...

ରକ୍ତ ଦେଇ ବୁଦ୍ଧ ଙ୍କ ଜୀବନ ବଞ୍ଚାଇଲେ ପୋଲିସ କନେଷ୍ଟବଳ ଶିବ ମହାନ୍ତି ଜଗତସିଂହପୁର ତା=19/6/25 ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗ ରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଶିବପ୍ରସାଦ ମହାନ୍ତି l ଆଜି ଜଗତସିଂହପୁର ମୁଖ୍ୟଡାକ୍ତରଖାନାରେ ରକ୍ତ ଦେଇ ଜଣେ ୭୦ ବର୍ଷିଅ ବୁଦ୍ଧ ଙ୍କୁ ଜୀବନ ବଞ୍ଚାଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ସିଠାଳ ଅଞ୍ଚଳର ମହେଶ୍ୱର ଗୁଡ। ଦେହ ଅସୁସ୍ଥ ଥିବାରୁ। ଘର ଲୋକେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ l ବୁଦ୍ଧ ଙ୍କ ରକ୍ତ ଜରୁରୀ ଥିବାରୁ ଵି ନେଗେଟିଭ ବ୍ଲଡ଼ ମିଳିନଥିଲା l...