Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ଚୋରି ଆତଙ୍କ ରାଜ ଖେଳାଉଥିବା ବିଖ୍ୟାତ ଚୋରର ପର୍ଦ୍ଦାଫାଶ

ଜଗତସିଂହପୁର | 22/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ଚୋରି ଆତଙ୍କ ରାଜ ଖେଳାଉଥିବା ବିଖ୍ୟାତ ଚୋରର ପର୍ଦ୍ଦାଫାଶ ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ବେସି କରି ତଳିଆ ଅଞ୍ଚଳରେ ଘନ ଅନ୍ଧକାର ଶୁନଶାନ୍ ରାତିରେ ଜନଶୁନ୍ୟ ପରେ ଆରମ୍ଭ କରୁଥିବା ଚୋରି ଡକାୟତି ଜାହାର ପୋଲ ଖୋଲିଦେଲେ ଜଣେ ମହିଳା ପ୍ରାପ୍ତ ସୁଚନା ରୁ ପ୍ରକାଶ ଜଗତସିଂହପୁର ଥାନା ସଦର ମହକୁମା ସ୍ଥିତ ଯୋଗ ଧାର ନିକଟରେ ଥିବା ପଡ଼ିଆ ରେ କାଠିଆ ପଡା ଗ୍ରାମର ତ୍ରିଲୋଚନ ବାରିକ ଙ୍କ ହାଇହ୍ବା ଗାଡି ରୁ ବିଭିନ୍ନ ଥର ବ୍ୟାଟ୍ରି ଚୋରି ହେଉଥିବା ବେଳେ ସେହିପରି ଦାକାନ ତାଡି ଚୋରି...

Article Image

ଚୋରୀ ଉପରେ ଅଙ୍କୁଶ ଲଗାଇ ପାରୁନି କାକଟପୁର ପୋଲିସ,

କାକଟପୁର | 22/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଚୋରୀ ଉପରେ ଅଙ୍କୁଶ ଲଗାଇ ପାରୁନି କାକଟପୁର ପୋଲିସ, ଅନ୍ୟାୟସରେ ଖସିଯାଉଛନ୍ତି ଚୋର କାକଟପୁର ତା 21/6, ଗତ କିଛି ଦିନ ହେବ କାକଟପୁର ସମେତ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଚୋରି, ରାହାଜାନୀ, ଲୁଟ୍,ନାବାଳିକା ଚାଲାଣ,ଗାଡି ଚୋରୀ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁରୀଜିଲ୍ଲାର କାକଟପୁର ମା ମଙ୍ଗଳଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଏହା ଏକ ପ୍ରମୁଖ ଅଞ୍ଚଳ ହୋଇଥିବା ବେଳେ ...

Article Image

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୁଗୁଡ଼ା | 22/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ବୁଗୁଡ଼ା,୨୧/୦୬(ସୋରେନ କୁମାର ପ୍ରଧାନ):ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ  ସ୍ଥାନୀୟ ପିପୁଲ୍ସ କଲେଜରେ ଅଧ୍ଯକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ,କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର,ଓ ଶ୍ରୀନିବାସ ଦୋରା ଯୋଗ ଦେଇ ଯୋଗର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ବୁଗୁଡା ପଞ୍ଚାୟତ ସମିତି ଓ ଏନ୍ଏସି ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡିଓ...

Article Image

ତିର୍ତୋଲ ଟେଲିଫୋନ ଏକ୍ସଚେଞ୍ଜ ରେ ବୁଲୁଛି ଭୁତ l

ତିର୍ତୋଲ | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତୋଲ ଟେଲିଫୋନ ଏକ୍ସଚେଞ୍ଜ ରେ ବୁଲୁଛି ଭୁତ l ତିର୍ତୋଲ 21/6 ତିର୍ତୋଲ ଲକ ବଜ଼ାର ଅନତି ଦୂରରେ ଥିବା ଟେଲିଫୋନ ଏକ୍ସଚେଞ୍ଜ ରେ ବୁଲୁଛି ଭୁତ, ଫଳରେ ଏହାକୁ କନିଷ୍ଠ ଯନ୍ତ୍ରୀ ଓ ଷ୍ଟାଫ୍ ଭୟରେ, ମିଳିଥିବା ସୂଚନା ଅନୁଯାଇ ଏହି ପୁରାତନ ଟେଲିଫୋନ ଏକ୍ସଚେଞ୍ଜ ପାଲଟିଛି ଭୁତ କୋଠି, ଚାରିଆଡେ ଅନାବନା ଜଙ୍ଗଲ ଦିନରେ ବି ଏଠାକୁ ଆସିବାକୁ ଡରୁଛନ୍ତି ଲୋକେ, ଦିନରେ ବାହାରୁ ଛନ୍ତି ଭୟଙ୍କର ସରୀସୃପ, ରାତିରେ ବୁଲୁଛି ଭୁତ, ଜେନେରେଟର ରୁମୁ ଓ ଯନ୍ତ୍ରନ୍ସ ଅଚଳ ହୋଇ ଗଲାଣି ରକ୍ଷାଣା ବେକ୍ଷଣ ଅଭାବରୁ ସୁଉଚ ଟାୱାର ର ମେଣ୍ଟେନାସ ହେଉନି, ଫଳରେ ଏହା କଳଙ୍କି ଧରିଲାଣି, ଷ୍ଟାଫ୍ କ୍ଯୁ୍ୱାଟର ଘରେ...

Article Image

ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକ

ବାଲେଶ୍ୱର | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକ ବାଲେଶ୍ୱର Report- ଅର୍ଜୁନ କୁମାର ସିଂହ -ପରକୀୟା ପ୍ରୀତିର କରୁଣ ପରିଣତି!ବିଳମ୍ବିତ ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକ, ଗ୍ରାମବାସୀ ଦ୍ୱାରା ସ୍ତ୍ରୀ ଓ ପ୍ରେମିକ ଅଟକ ଥିଲା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ପ୍ରେମିକକୁ ଉଦ୍ଧାର କରି ଥାନାକୁ ନେଇଥିଲା ବେଳେ ଶବ ଜବତ କରି ତଦନ୍ତ ଜାରି ରଖିଛି, ମୃତ ସ୍ୱାମୀ ଜଣକ ହେଲେ ରମାକାନ୍ତ ଘୋଷ ଅଟକ ଯୁବକ ଜଣକ ହେଲେ ମାନସ ଘୋଷ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା...

Article Image

ପଞ୍ଚାୟତସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କାକଟପୁର | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପଞ୍ଚାୟତସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ କାକଟପୁର ୨୧/୬(ତୁଷାର ଦୀକ୍ଷିତ ) ସାରା ବିଶ୍ୱ ରେ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି,ଏହି ଯୋଗ ର ପବିତ୍ର ଦିବସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଅଭିଭାଷଣ ପରେ ଅସ୍ତରଙ୍ଗ ବ୍ଲକ ନରେନ୍ଦ୍ର ଷ୍ଟାଡିୟମ ରେ ଏହି ଯୋଗ ଶିବିର ଉଦ୍ଘାଟନ ହୋଇଥିଲା, "ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ " ର ନାରା ରେ ଆଜି ନରେନ୍ଦ୍ର ଷ୍ଟାଡିଅମ ରେ ଏକତ୍ରିତ ହୋଇଥିଲେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅସ୍ତରଙ୍ଗ ବ୍ଲକ କର୍ମଚାରୀ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ...

Article Image

ଗରାଦେଇପୁରରେ ରଜ ମହୋତ୍ସବ ଉଦଯାପିତ।

ଏରସମା | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗରାଦେଇପୁରରେ ରଜ ମହୋତ୍ସବ ଉଦଯାପିତ। ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଗରାଦେଇପୁର ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି ଆୟୋଜିତ କାର୍ଯ୍ଯକ୍ରମରେ ଯୁବ ସମାଜସେବୀ ଗଣେଷ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଦିନକୁ ଦିନ ପୁରୁଣା ସଂସ୍କୁତି,ପରମ୍ପରା ଓ ଭାଇଚାରା ଲୋପପାଇବାକୁ ବସୁଥିବା ବେଳେ ଗରାଦେଇପୁର ଗ୍ରାମବାସୀ ଓ ଯୁବକ ସଂଘ ଏକତ୍ରିକ ହେବା ସହିତ ଆଜିର ଯୁବପିଢ଼ି ମାନଙ୍କୁ ଏକତ୍ରିତ କରି ଏହି ମହୋତ୍ସବକୁ...

Article Image

ନୂଆଗଡ଼ ପଞ୍ଚାୟତରେ ଆନ୍ତର୍ଜାତୀୟ ଯୋଗ ଦିବସ

କୁଜଙ୍ଗ | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନୂଆଗଡ଼ ପଞ୍ଚାୟତରେ ଆନ୍ତର୍ଜାତୀୟ ଯୋଗ ଦିବସ ===-===-=== କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ନୂଆଗଡ଼ ପଞ୍ଚାୟତ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ବାଲିଡିଆ ଯୋଗ ସେବା କେନ୍ଦ୍ରର ପ୍ରମୁଖ ରବିନ୍ଦ୍ର ନାଥ ରାଉତ ଓ ଗୌରାଙ୍ଗ ଖଟୁଆଙ୍କ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ନୂଆଗଡ଼ ପଞ୍ଚାୟତର ବିଜେପି ପ୍ରମୁଖ ପ୍ରଭାକର ଚୌଧୁରୀ, ଯୋଗ ଗୁରୁ ସଶାଙ୍କ ଶେଖର ମଙ୍ଗରାଜ, କାହ୍ନା ରାଉତ, ବାବୁଲି ରାଉତ, ଟୁବକ...

Article Image

ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ସ୍ତରିୟ ୧୧ ତମ ଯୋଗ ଦିବସ ପାଳିତ।

ନାଉଗାଁ | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ସ୍ତରିୟ ୧୧ ତମ ଯୋଗ ଦିବସ ପାଳିତ। ନାଉଗାଁ ୨୧/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ସ୍ତରିୟ ଯୋଗଦିବସ ପାଳିତ ହୋଇଯାଇଛି।ଏଥିରେ ନାଉଗାଁ ବ୍ଳକ ର କର୍ମଚାରୀ, ନାଉଗାଁ ଶିଶୁ ବିକାଶ କେନ୍ଦ୍ରର କର୍ମଚାରୀ, ନାଉଗାଁ ପ୍ରଣୀଧନ କାର୍ଯ୍ୟାଳୟର କର୍ମଚାରୀ ଓ ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିବା ଦେଖାଯାଇଛି। ଆଜୀର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଓ ନିରାମୟ...

Article Image

ଶୁଖିଲା ପଡିଛି. ଆଳିପିଙ୍ଗଳ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପୋଖରୀ ଭିତିଭୂମି ଉନ୍ନତ କରିବାକୁ ଦାବୀ

ଜଗତସିଂହପୁର | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲା ମସ୍ଚ୍ୟ ବିଭାଗ ବାଟବଣା. ଶୁଖିଲା ପଡିଛି. ଆଳିପିଙ୍ଗଳ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପୋଖରୀ ଭିତିଭୂମି ଉନ୍ନତ କରିବାକୁ ଦାବୀ |~~~~~~~~~~~~~~~ ଜଗତସିଂହପୁର 21/6/2025(ସରୋଜ ନାୟକ ଙ୍କ ରିପୋର୍ଟ )ଜଗତସିଂହପୁର ସଦର ମହକୁମା ସଂଲଗ୍ନ ଆଳିପିଙ୍ଗଳ ପଂଚାୟତ ର ଆଳିପିଙ୍ଗଳ ଠାରେ ସରକାରଙ୍କର ଏକ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଅଛି,|ଏହାର ଅବସ୍ଥିତି ଖୁବ ସୁନ୍ଦର ଜାଗାରେ ଅଛି |ହେଲେ କେନ୍ଦ୍ରଟି ସେତେଟା ଭଲ ଚାଲୁନି |ମେ ମାସ ରେ କର୍ଯ୍ୟକ୍ରମ ଆରମ୍ଭ ହେବା କଥା. ପୋଖରୀ ଗୁଡିକରେ ମାଛ ଡିମ୍ବାଣୁ ଛଡା ହେବା କଥା କିନ୍ତୁ. ଏ ପର୍ଯ୍ୟନ୍ତ ପୋଖରୀ ଗୁଡିକ ଶୁଖିଲା ପଡିଛି. ସତେ ଯେପରି ଏହାକୁ...

Article Image

ସିଗମା ପବ୍ଲିକ ସ୍କୁଲ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ଖୋର୍ଦ୍ଧା | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସିଗମା ପବ୍ଲିକ ସ୍କୁଲ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଖୋର୍ଦ୍ଧା: (୨୧/୦୫)- ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସାରା ପୃଥିବୀ ରେ ଏକ ମାତ୍ର ରାଷ୍ଟ୍ର , ଯାହା ସାରା ବିଶ୍ୱକୁ ଏହି ଯୋଗ ଶିକ୍ଷା ସମ୍ପର୍କ ରେ ସଚେତନ କରାଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଏହି ଅବସର ରେ ସ୍ଥାନୀୟ ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ୍ ରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସ୍କୁଲ ର ଅଧକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିବିର...

Article Image

ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ୧୧ ତମ ଯୋଗ ଦିବସ ପାଳିତ

ନାଉଗାଁ | 21/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ୧୧ ତମ ଯୋଗ ଦିବସ ପାଳିତ* ନାଉଗାଁ ୨୧/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀଙ୍କ ପୌରାହିତ୍ୟରେ ଏବଂ ଏନସିସି ଅଧିକାରୀ ତଥା ଇକୋ କ୍ଲବ ଇନଚାର୍ଜ ଶିକ୍ଷକ ଶ୍ରୀମାନ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ବିଦ୍ୟାଳୟର ଏନସିସି କ୍ୟାଡେଟ୍, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ଯୋଗ ପ୍ରଶିକ୍ଷଣ ଆୟୋଜିତ କରାଯାଇଥିଲା। ଏଥିରେ, ପ୍ରଶିକ୍ଷକ ଭାବରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ...