Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ଲିଭି ନଥିବା ବେଳେ ପାରାଦୀପ ବେଳାଭୂମିକୁ ନେଇ ଏବେ ପ୍ରଶ୍ନ ଉଠିଛି।

ପାରାଦ୍ୱୀପ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପାରାଦୀପ,୨୬/୬ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ଲିଭି ନଥିବା ବେଳେ ପାରାଦୀପ ବେଳାଭୂମିକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏବେ ପାରାଦୀପ ବେଳାଭୂମି ଅସୁରକ୍ଷିତ ହୋଇପଡିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବିଶେଷ କରି ରାତି ହେଲେ ସେଠାରେ ପୁରୁଷ ଓ ମହିଳା ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି ।ପ୍ରେମୀ ଯୁଗଳଙ୍କ ପାଇଁ ପାରାଦୀପ କଳିଙ୍ଗ ବାଲିଯାତ୍ରା ବେଳାଭୂମି ଅମରାବତି ପାଲଟିଛି । ବେଳାଭୂମି ନିକଟରେ ଥିବା ଝାଉଁବଣରେ ବହୁ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳୁଛି ।

Article Image

ଭିଜିଲାନ୍ସ ଜାଲ ରେ ଆକାଉଣ୍ଟଟାଣ୍ଟ 5000ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ସୁଯ୍ୟ କାନ୍ତ ସ୍ୱାଇଁ

କୁଜଙ୍ଗ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଭିଜିଲାନ୍ସ ଜାଲ ରେ ଆକାଉଣ୍ଟଟାଣ୍ଟ 5000ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ସୁଯ୍ୟ କାନ୍ତ ସ୍ୱାଇଁ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ୟ ଳୟ ର ଆକାଉଣ୍ଟ ଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ ଆକାଉଣ୍ଟ ସୁଯ୍ୟ କାନ୍ତ ସ୍ୱାଇଁ ଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ ସେ ଜଣେ ଶିକ୍ଷୟକ ଙ୍କ ଠାରୁ 5000ଟଙ୍କା ଲାଞ୍ଚ ନେଉଥିଲେ, ସୁଯ୍ୟ କାନ୍ତ ସ୍ୱାଇଁ ଜଣେ ଶିକ୍ଷକ ଠାରୁ ଘର ନିର୍ମାଣ ଅଗ୍ରିମ ବିଲ କରିବା ପାଇଁ 5000ଟଙ୍କା ଲାଞ୍ଚ ମାଗିଥିଲେ, କୁଜଙ୍ଗ ର ବି ଇ ଓ କାଯ୍ୟଳୟ ର ଆକାଉଣ୍ଟ ଟାଣ୍ଟ ସୁଯ୍ୟ କାନ୍ତ...

Article Image

ହୃଦଘାତରେ ବିଚିତ୍ରା ନନ୍ଦ ବେହେରାଙ୍କ ପରଲୋକ,

କୁଜଙ୍ଗ | 26/06/2025 | ବିକ୍ରମ ଓଡ଼ିଶା ନିୟୁଜ

Sript, ହୃଦଘାତରେ ବିଚିତ୍ରା ନନ୍ଦ ବେହେରାଙ୍କ ପରଲୋକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ଗୋଠଡ଼ିଆ ଗ୍ରାମର ସ୍ବର୍ଗତ ବିଚିତ୍ରା ନନ୍ଦ ବେହେରା, ତାଙ୍କର ଜନ୍ମ ୦୧/0୬/୧୯୫୬ ମସିହାରେ, ଗତ ୧୩/୦୬/୨୦୨୫ ରିଖ ଶୁକ୍ରବାର ରାତି ଘ ୦୯:୩୦ ମି ରେ ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଅଛି,ସେ ପୂର୍ବତନ କଂଗ୍ରେସ କମିଟିର ଗୋପିଆକୁଦପଂଚାୟତ ର ସଭାପତି ରହିଥିଲେ, ଘୋଡାମରା ପାଣି ପଂଚାୟତ ର ସଭ୍ୟା ରହି କୃଷି କ୍ଷେତ୍ରରେ ଉର୍ନତି ମୂଳକ କାର୍ଯ୍ୟ କରିଥିଲେ, ସେ ପରୋପକାରୀ ବେକ୍ତି ଥିଲେ, ସ୍ବର୍ଗତ ବେହେରାଙ୍କ ଦେହାନ୍ତ ଖବର ରେ ଗାଁ ଓ...

Article Image

ସମ୍ବିଧାନ ହତ୍ୟା ଦିବସ-୨୫.୦୬.୧୯୭୫ ର ୫୦ତମ ବାର୍ଷିକୀରେ ଯୋଗଦାନ

ତିର୍ତୋଲ | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସମ୍ବିଧାନ ହତ୍ୟା ଦିବସ-୨୫.୦୬.୧୯୭୫ ର ୫୦ତମ ବାର୍ଷିକୀରେ ଯୋଗଦାନ ନିମନ୍ତେ ଜଗତସିଂହପୁର ଜିଲ୍ଲାରୁ ଲୋକତନ୍ତ୍ର ସେନାନୀଙ୍କ ଭୁବନେଶ୍ବର ଅଭିମୁଖେ ଯାତ୍ରା ଓ ସମ୍ବର୍ଦ୍ଧନା * ଜଗତସିଂହପୁର ,/ତିର୍ତୋଲ ତା.୨୫/୬ ରାଜ୍ୟ ସ୍ତର ରେ ପାଳିତ ହେଉଛି ଜରୁରୀ କାଳୀନ ସ୍ଥିତି ଜାରି ହେବାର ୫୦ ତମ ବର୍ଷ ପୂର୍ତ୍ତି , ସମ୍ବିଧାନ ହତ୍ୟା ଦିବସ ୨୦୨୫। ଭାରତ ଇତିହାସ ର ଏହି କଳା ଅଧ୍ୟାୟ କୁ ମନେ ପକାଇ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୭ ଜଣ ଲୋକତନ୍ତ୍ର ସେନାନୀ , ଯେଉଁମାନେ ୧୯୭୫ ରୁ ୭୭ ପର୍ଯ୍ୟନ୍ତ ଜରୁରୀ କାଳୀନ ସ୍ଥିତି ରେ ଅଟକ ଥିଲେ।(Detainees...

Article Image

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ

ଏରସମା | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ - ଏରସମା ୨୫/୬ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ସବୁ ମହଲରେ ନିନ୍ଦା କରୁଛନ୍ତି ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।ବିଜୁଜନତା ଦଳ ପକ୍ଷରୁ ସାରା ରାଜ୍ୟର ଯୁବ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସେହିପରି ଭାବରେ ଏରସମା ବ୍ଲକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୋଠୀ ରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥୀ ରାଉତ,ବିଜୁଜନତା...

Article Image

କନକପୁର ପୋଷ୍ଟଅଫିସ ରେ ବିଦୟୀ ଓ ନବାଗତ ଉପଡାକପାଳ ଙ୍କୁ ସମ୍ବର୍ଦ୍ଧନା

ତିର୍ତୋଲ | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

କନକପୁର ପୋଷ୍ଟଅଫିସ ରେ ବିଦୟୀ ଓ ନବାଗତ ଉପଡାକପାଳ ଙ୍କୁ ସମ୍ବର୍ଦ୍ଧନା ତିର୍ତ୍ତୋଲ-୨୫/୬-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ସ୍ଥିତ କନକପୁର ପୋଷ୍ଟ ଅଫିସରେ ଗତ ବୁଧବାର ଦିନ ବିଦାୟୀ ଉପଡାକପାଳ ରାଜୀବ ଲୋଚନ ହାଲଦାର ଓ ନୂତନଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ତ୍ରିଲୋଚନ ପ୍ରଧାନ ଙ୍କ ଉଦ୍ଦେଶ୍ୟରେ କନକପୁର ଉପଡାକପାଳ ଙ୍କ ଅଧିନରେ ଥିବା ବିଭାଗୀୟ ଗ୍ରାମୀଣ ଡାକସେବକ ମାନଙ୍କ ଦ୍ଵାରା ଏକ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଶାଖା...

Article Image

ଅଙ୍ଗନୱାଡି କର୍ମୀଙ୍କୁ ମହିଳା ସୁପରଭାଇଜରଙ୍କ ଦୁର୍ବ୍ୟବହାର ଘାଟଣାକୁ କେନ୍ଦ୍ରକରି ନାଉଗାଁ ମହିଳା ଓ ଶିଶୁବିକାଶ କାର୍ଯାଳୟ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା

ନାଉଗାଁ | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଙ୍ଗନୱାଡି କର୍ମୀଙ୍କୁ ମହିଳା ସୁପରଭାଇଜରଙ୍କ ଦୁର୍ବ୍ୟବହାର ଘାଟଣାକୁ କେନ୍ଦ୍ରକରି ନାଉଗାଁ ମହିଳା ଓ ଶିଶୁବିକାଶ କାର୍ଯାଳୟ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ନାଉଗାଁ, ୨୫/୬: ବିକ୍ରମ ଓଡିଶା ନିୟଜୁ ନାଉଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅଙ୍ଗନୱାଡି ସଂଘ କର୍ମୀ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ୨୪ତାରିଖରେ ନାଉଗାଁ ବ୍ଳକ ଅଧିନ ଘୋଡାଂଶ ପଞ୍ଚାୟତରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଏକ ସେକ୍ଟର ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ବୈଠକରେ ହରସିପୁର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରାଜଲକ୍ଷ୍ମୀ ରାଉଳଙ୍କୁ ଏକ ପ୍ରସଙ୍ଗକୁ ନେଇ ମହିଳା ସୁପରଭାଇଜର ସର୍ଵ ସମ୍ମୁଖରେ ଅସଭ୍ୟ ଭାଷାରେ...

Article Image

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ - ଏରସମା ୨୫/୬ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ସବୁ ମହଲରେ ନିନ୍ଦା କରୁଛନ୍ତି ଯାହାକୁ ନେଇ ବିରୋଧୀ ର

ଏରସମା | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ - ଏରସମା ୨୫/୬ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ସବୁ ମହଲରେ ନିନ୍ଦା କରୁଛନ୍ତି ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।ବିଜୁଜନତା ଦଳ ପକ୍ଷରୁ ସାରା ରାଜ୍ୟର ଯୁବ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସେହିପରି ଭାବରେ ଏରସମା ବ୍ଲକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୋଠୀ ରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥୀ ରାଉତ,ବିଜୁଜନତା...

Article Image

୧୨ ନଂ ଜି ୧ କେନାଲ ବନ୍ଧ ରାସ୍ତା ପାଲଟିଛି ମରଣ ଯନ୍ତା ।

ତିର୍ତୋଲ | 25/06/2025 | ବିକ୍ରମ ଓଡ଼ିଶା ନିୟୁଜ

୧୨ ନଂ ଜି ୧ କେନାଲ ବନ୍ଧ ରାସ୍ତା ପାଲଟିଛି ମରଣ ଯନ୍ତା । ତିର୍ତ୍ତୋଲ-୨୫/୬-(ରିପୋର୍ଟ-ଟୁକନ ସେଠୀ)ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ଖଡ଼ଗପୁର ଠାରୁ ଯାଇ ତୁରୁଖା ଓ ଶାରଳା ମନ୍ଦିର କୁ ସଂଯୋଗ କରୁଥବା ୧୨ ନଂ ଜି୧ କେନାଲ ରାସ୍ତା ପାଲଟିଛି ମରଣ ଯନ୍ତା । ସେହି ବାଟଦେଇ ଦୈନିକ ସହ ସହ ଯାନ ବାହାନ ସହିତ ବହୁ ସ୍କୁଲ ପିଲାମାନେ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତା ଉପରେ ମହାନଦୀ ସାଉଥ ଡିଭିଜନ ର ନଜର ପଡୁନାହିଁ । ଗତ ୨ବର୍ଷ ତଳେ ଏହି ରାସ୍ତା ପିଚୁ...

Article Image

ବିଜେଡି ଛାତ୍ର ଯୁବ ଜନତା ଦଳ ର ଆନ୍ଦୋଳନ ପ୍ରସ୍ତୁତି।

ଖୋର୍ଦ୍ଧା | 24/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଜେଡି ଛାତ୍ର ଯୁବ ଜନତା ଦଳ ର ଆନ୍ଦୋଳନ ପ୍ରସ୍ତୁତି। ଖୋର୍ଦ୍ଧା: ସାରା ରାଜ୍ୟ ରେ ଗଣ ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ପ୍ରତିଦିନ ଘଟୁଛି। ବିଶ୍ବ ରେ ଓଡ଼ିଶା ଏହି ଘଟଣା କୁ ନେଇ ନିନ୍ଦିତ ହେଉଛି। ରାଜ୍ୟ ରେ ମହିଳାଙ୍କୁ ସୁରକ୍ଷିତ ଦେବା ରାଜ୍ୟ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ଉଚିତ୍। ଡବଲ ଇଞ୍ଜିନ ସରକାର ଙ୍କ ଶାସନ ପ୍ରତିବାଦ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷ ରୁ ଆସନ୍ତା ଜୁନ୍ ୨୫ତାରିଖ ଦିନ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖ ରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହେବ। ଏହି...

Article Image

ଜଗତସିଂହପୁର ବିଧାୟକ ଙ୍କ ନଗର କାର୍ଯ୍ୟାଳୟ ଉଦ୍ଘାଟନ

ଜଗତସିଂହପୁର | 24/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ବିଧାୟକ ଙ୍କ ନଗର କାର୍ଯ୍ୟାଳୟ ଉଦ୍ଘାଟନ* ଜଗତସିଂହପୁର ସ୍ଥାନୀୟ ସାନବଜାର ସ୍ଥିତ ପୁରୁଣା ପବ୍ଲିକ ସ୍କୁଲ ସମ୍ମୁଖରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନୂତନ ନଗର କାର୍ଯ୍ୟାଳୟ ଉଦଘାଟିତ ହୋଇଛି l ଉଦ୍ଘାଟକ ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଉଦ୍ଘାଟନ କରିଛନ୍ତି l ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ପୂର୍ବତନ ମଣ୍ଡଳ ସଭାପତି ଅକ୍ଷୟ ପାତ୍ର, ଜଗତସିଂହପୁର ବିଧାୟକ ଙ୍କ ନଗର ପ୍ରତିନିଧି ସୁଶାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶ୍ରୀକାନ୍ତ ଚୌଧୁରୀ, ପାରିଷଦ ଗୋଲାମ ଅଲ୍ଲୀ ଖାଁ, ପାରିଷଦ ଦେବାଶିଷ ସ୍ୱାଇଁ, ଶିକ୍ଷାବିତ ବିଦୁଭୂଷଣ ତ୍ରିପାଠୀ, ଜିଲ୍ଲା ବିଜେପି...

Article Image

ରଥ ନିର୍ମାଣ କାର୍ଯ୍ୟ ଜୋରଦାର

ବୁଗୁଡ଼ା | 24/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରଥ ନିର୍ମାଣ କାର୍ଯ୍ୟ ଜୋରଦାର :ବୁଗୁଡ଼ା ୨୪/୦୬(ସୋରେନ କୁମାର ପ୍ରଧାନ):ଆସନ୍ତା ୨୭ତାରିଖ ଶୁକ୍ରବାର ହେବାକୁ ଥିବା ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡଦାଣ୍ଡ ସ୍ଥିତ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦୀ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରିପୁର ଛନ୍ଦ କାମ,ଅଁଳାଶ୍ରୀ,କଳସ ଉଠାଣ, ଶୁଆ ବନ୍ଧା କାର୍ଯ୍ୟ ସରିଥିବାବେଳେ କେବଳ ବେଦୀଘର କାମ କରିବାକୁ ଅଛି l ୪୫ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚକ ଯୁବକ ସଂଘ ନେତୃତ୍ୱରେ ରବୀନ୍ଦ୍ର କୁମାର ଘଡେଇଙ୍କ...